ଆଜିର ରାଶିଫଳ, 23 ଫେବୃୟାରୀ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଗୃହ କୁ ନୂଆ ଅତିଥି ଙ୍କ ଆଗମନ ଦ୍ଵାରା ଆପଣଙ୍କ ପରିବେଶ ହସ ଖୁଶିର ରହିବ । ପିଲା ମାନଙ୍କ ସହ ଆପଣଙ୍କର ସମୟ ଅଧିକ କଟିବ । ଆପଣଙ୍କ ଜୀବନରେ ଅନେକ ସାରା ଖୁଶିର ଆଗମନ ହେବାକୁ ଯାଉଛି । ତେଣୁ ନିଜ ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ । ନୂଆ ଯୋଜନା ବନାଇବେ ।

ବୃଷ ରାଶି : ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛୋଟ ଛୋଟ ସମସ୍ୟାକୁ ସମାନ କରନ୍ତୁ ଭୟ କରନ୍ତୁ ନାହି । ଯାତ୍ରା ସମ୍ଭବ ହୋଇପାରେ । ଆପଣଙ୍କୁ ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ଯେବେ ଯାଏଁ ଆପଣଙ୍କୁ ପୁରା କଥା ଜଣା ନାହି ତେବେ ଯାଏଁ କୌଣସି ବ୍ୟକ୍ତି ଙ୍କ ଉପରେ ଭରସା କରନ୍ତୁ ନାହି । ତେବେ ଆପଣଙ୍କ ଦ୍ଵାରା ହେବାକୁ ଥିବା ଭୁଲ ହେବ ନାହି । ଆଜି ବିଦେଶ ଯିବାକୁ ଥିବା ଇଛୁକ ଲୋକ ଙ୍କ ପ୍ରୟାସ ସଫଳ ହେବ ।

ମିଥୁନ ରାଶି : ଧାର୍ମିକ ଯାତ୍ରା କରି ପାରନ୍ତି । ଚାକିରି ରେ ପଦୋନ୍ନତି ହୋଇପାରେ । ସଫଳତା ଓ ଧନ ଉଭୟ ମିଳିପାରେ । ଆଜି ଆପଣ ଭାଗ୍ୟ ବଳରେ ଅପାର ସଫଳତା ହାସିଲ କରିବେ । ଆୟର ନୂଆ ଅତିରିକ୍ତ ସ୍ରୋତ ମଧ୍ୟ ବିକାଶିତ ହୋଇପାରେ । ଆପଣ ନିଜର ପ୍ରୟାସ ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ କରିବେ । କିଛି ଙ୍କ ପାଇଁ ଚାକିରି ରେ ପରିବର୍ତ୍ତନ ହେବାର ଅଛି ଓ ଏହା ଅନୁକୂଳ ସାବ୍ଯସ୍ତ ହେବ ।

କର୍କଟ ରାଶି : ନିଜର ରୁଣ ସୁଝିବାରେ କଠିନତା ଆସିବ । ଏହି ରାଶିର ଲୋକଙ୍କୁ ଅପ୍ରତ୍ୟାଶିତ ଧନ ଲାଭ ହେବାର ଯୋଗ ଅଛି । ସରକାରି ଚାକିରି କରୁଥିବା ବ୍ୟକ୍ତିଙ୍କୁ ସମସ୍ୟାର ସମାନ କରିବାକୁ ପଡିପାରେ । ଆଜି ଆପଣ ନିଜର ପ୍ରତିଭା ର ପୂର୍ଣ୍ଣ ଲାଭ ଉଠାଇବାରେ ସକ୍ଷମ ହେବେ । କିଛି ନୂଆ ଯୋଜନା ଆରମ୍ଭ କରିଲେ ମନ ପ୍ରସନ୍ନ ରହିବ । ପ୍ରଶାସନିକ ସେବା ସହ ଜଡିତ ଲୋକେ ନିଜ କାର୍ଯ୍ୟ ରେ ସଫଳ ହେବେ ।

ସିଂହ ରାଶି : ପଦୋନ୍ନତିର ଯୋଗ ଅଛି । ପୁଞ୍ଜି ନିବେଶ ରେ ବିଚାର ବିମର୍ଶ କରନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ଊର୍ଜାବାନ ରହିବେ । ଆପଣଙ୍କ ଦିନ ଭଲ ରହିବ । ନିଜ ଜୀବନ ସାଥିଙ୍କ ପୁରା ସହଯୋଗ ପାଇବେ । ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ଟି ପୂର୍ବ ଅପେକ୍ଷା ବେହତର ରହିବ । ସେମାନେ ନିଜ ପଢାରେ ଏକାଗ୍ର ହେଲେ ସଫଳ ହେବେ । ସ୍ଵାସ୍ଥ୍ୟର ସ୍ଥିତି ମଧ୍ୟମ ରହିବ । ଯାହା ଦ୍ଵାରା ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଆଜି ଦିନରେ ଆପଣଙ୍କୁ ଶାସନ ସତ୍ତା ପକ୍ଷ ରୁ ସମସ୍ଯା ହୋଇପାରେ ।

କନ୍ୟା ରାଶି : ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଧାର୍ମିକ ଯାତ୍ରା କରିବାର ଯୋଜନା କରିବେ । ପ୍ରେମ ଓ ସନ୍ତାନଙ୍କ ସାଥ ମିଳିବ । ଆପଣଙ୍କର ମାତା ପିତା ଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ପ୍ରେମ ସମ୍ପର୍କ ପାଇଁ ସମୟ ଶୁଭ ଅଟେ । ଆଜି ଦିନ ଟି ସ୍ଵାସ୍ଥ୍ୟର ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବ । ଆପଣଙ୍କ ପ୍ରେମ ଓ ବ୍ୟାପାର ର ପୁରା ସାଥ ମିଳିବ । ଅଟକିଥିବା କାମ ହେବ । କିଛି ଲୋକଙ୍କ ଠାରୁ ଆପଣଙ୍କୁ ସମର୍ଥନ ମିଳିବ ।

ତୁଳା ରାଶି : ସମ୍ପର୍କୀୟ ବା ବନ୍ଧୁ ଙ୍କ ପରାମର୍ଶ ଉପରେ ବିଶ୍ଵାସ କରନ୍ତୁ । ଛୋଟ ବ୍ୟାପାରୀଙ୍କୁ ଆୟରେ କିଛି ନୂଆ ସ୍ରୋତ ପ୍ରାପ୍ତ ହେବ । କାହା ଠାରୁ ଧନ ଉଧାର ନେଇଥିଲେ ସୁଝିବା ମୁସ୍କିଲ ହେବ । ଆଜି ଗୁପ୍ତ ଶତ୍ରୁ ସକ୍ରିୟ ହୋଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ । ଚାକିରି ରେ ଅଫିସର ଙ୍କ ସହଯୋଗ ମିଳିବ । ଆର୍ଥିକ ଆୟୋଜନ ପୁରା ହେବ ।  ପରିଣାମ ଆପଣଙ୍କ ପକ୍ଷରେ ରହିବ । ଆପଣଙ୍କୁ ନିଜର ଧନର ବଜେଟ ବଜାୟ ରଖିକି ବ୍ୟୟ କରିବା ବେହତର ରହିବ ।

ବିଛା ରାଶି : ଆପଣ ଭବିଷ୍ୟ ପାଇଁ ଧନ ସଞ୍ଚୟ କରିବେ । ସନ୍ଧ୍ୟାରେ କୌଣସି କାମ ପୁରା କରିବାରେ ଆପଣ ବ୍ୟସ୍ତ ରହିବେ । ସାମାଜିକ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ପ୍ରତିଷ୍ଠା ବୃଦ୍ଧି ହେବ । ଅଟକିଥିବା କାମ ପୂରଣ ହେବ । ପୁରୁଣା ନିବେଶ ରୁ ଭଲ ପରିଣାମ ମିଳିବ । ଆଜି ଚ୍ୟାଲେଞ୍ଜ ମଧ୍ୟରେ ବି ଆପଣଙ୍କୁ ନିଜ ରାସ୍ତା ବାଛିବାକୁ ପଡିବ । ବିରୋଧୀ ଙ୍କ ସହ ବାଦ ବିବାଦ ହୋଇପାରେ । ବୁଲିବାକୁ ଯିବାର ପ୍ଳାନ କରିବେ । ଆପଣଙ୍କ ବିତ୍ତୀୟ ମାମଲା ଆଗକୁ ବଢିବ । ଆପଣଙ୍କ ମନର ଶଙ୍କା ଦୂର ହେବ ।

ଧନୁ ରାଶି : ଆପଣ ସତ କହିବାକୁ ଭୟ କରନ୍ତୁ ନାହି । ଆପଣଙ୍କ ଅଟକିଥିବା କାମ ଚାଲୁ ହେବାରେ ଲାଗିବ । ରୋଜଗାରରେ ଉନ୍ନତି ହେବ । ଅଟକିଥିବା ଧନ ଫେରି ପାଇବେ । ଆଜି ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ସନ୍ତାନ ପକ୍ଷ ଋଉ ଭଲ ଖବର ପ୍ରାପ୍ତ ହେବ । ସନ୍ତାନ ଙ୍କୁ ବିଦେଶରୁ ଚାକିରି ର କିଛି ଅଫର ଆସିପାରେ । ଯାହା ପରେ ଆପଣ ପରିବାର ସହ ପାର୍ଟି ର ଆୟୋଜନ କରି ପାରନ୍ତି ।

ମକର ରାଶି : ଲେନଦେନ ସମୟରେ ତରବର ହୁଅନ୍ତୁ ନାହି । କୌଣସି ବଡ ନିସ୍ପତି ନେବାରେ ବିଚାର କରନ୍ତୁ । ଆଜି ଉସଚହ ରେ ଧନ ବ୍ୟୟ କରନ୍ତୁ ନାହି । ଖର୍ଚ୍ଚ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ । ୱାର୍କ ପ୍ଲେସ ରେ ନିଜ ବାଣୀ ଉପରେ ସଂଯମ ରଖନ୍ତୁ । ଆପଣଙ୍କ ପରିଜଙ୍କ ସହ ଭେଟ ହେବ । କିଛି ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ । ଶିକ୍ଷା କ୍ଷେତରେ ଆଜି ଆପଣଙ୍କୁ ସଫଳତା ମିଳିବ ।

କୁମ୍ଭ ରାଶି : ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ପିଲାଙ୍କୁ ଖେଳିବା ସମୟରେ ଧ୍ୟାନ ରଖନ୍ତୁ । କାର୍ଯ୍ୟ ସଫଳତା ଓ ଯଶ ଏବଂ କୀର୍ତ୍ତି ପ୍ରାପ୍ତ କରିବା ପାଇଁ ଏହି ଦିନ ଟି ଶୁଭ ଅଟେ । କାରୋବାର ରେ ଆପଣଙ୍କୁ ନିଜର ବ୍ୟଭର ଦ୍ଵାରା ଅତ୍ୟଧିକ ସଫଳତା ମିଳିବ । ଗ୍ରାହକ ଙ୍କ ସହ ସ୍ଥାୟୀ ସମ୍ପର୍କ ରଖନ୍ତୁ । ମହିଳା ଙ୍କୁ ରୋଷେଇ ଘରେ କାମ କରିବା ସମୟରେ ସତର୍କ ରହିବାର ଅଛି ।

ମୀନ ରାଶି : ଆପଣ ନିଜର ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଆପଣଙ୍କ ନାମ ଓ ପ୍ରସିଦ୍ଧି ବ୍ୟାପକ ହେବ । ପରିଜନ ଙ୍କ ଠାରୁ ସୁଖଦ ଖବର ପ୍ରାପ୍ତ ହେବ । ଯୁଗଳ ପ୍ରେମୀ ଙ୍କ ପାଇଁ ଆଜି ଦିନ ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ଅଧିକାର ସହଜରେ ମିଳିଯିବ । ମହିଳା ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ କୁ ନେଇ ଧ୍ୟାନ ଦିଅନ୍ତୁ । ଯୋଗ ଦ୍ଵାରା ରୋଗ ସହ ଲଢିବାକୁ କ୍ଷମତା ମିଳିବ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।