ଆଜିର ରାଶିଫଳ, 23 ଅଗଷ୍ଟ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଚାକିରି କରୁଥିବା ଲୋକଙ୍କୁ ବୋନସ ମିଳିପାରେ । ଆଜି ଆପଣ ପରିବାର ସହ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କୁ ମିତ୍ର ଦେଖା କରିବାକୁ ଘରକୁ ଆସିବେ । ମିତ୍ର ଙ୍କ ସହ ମନ କଥା ସେୟାର କରିଲେ ଆପଣଙ୍କ ମନ ହାଲକା ଲାଗିବ । ଆପଣ ଧାର୍ମିକ କାର୍ଯ୍ୟ ରେ ସଲଙ୍ଗ ରହିବେ ଯାହା କାରଣରୁ ଆପଣଙ୍କର ସାମାଜିକ ଲୋକପ୍ରିୟତା ବଢିବ । କାରୋବାର କରୁଥିବା ଲୋକଙ୍କୁ ବଡ ଲାଭ ମିଳିପାରେ । ପାରିବାରିକ କାମରେ ଘରର ଲୋକଙ୍କର ସାହାଜ୍ଯ ମିଳିବ ।

ବୃଷ ରାଶି : ସନ୍ତାନ ପକ୍ଷ ଙ୍କ ଠାରୁ ଆଜି ଆପଣଙ୍କୁ ଖୁସି ଖବର ମିଳିବ ।  ଆଜି ସବୁ କାମ ଆପଣଙ୍କ ମନ ମୁତାବକ ପୁରା ହେବ । ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ନିଜର ପଢା ର ଟାଇମ ଟେବଲରେ ପରିବର୍ତ୍ତନ କରିବାର ଜରୁରତ ଅଛି । କିଛି ଦିନରୁ ପରିବାରରେ ଯେଉଁ କାରଣ ପାଇଁ ସମ୍ପର୍କରେ ବାଧା ଥିଲା ତାହା ଆଜି ଦୂର ହେବ । କସମେଟିକ କାରୋବାର କରୁଥିଲେ ଆଜି ଆପଣଙ୍କ ପାଇଁ ଦିନ ଟି ଭଲ ରହିବ । ପ୍ରେମ ଜୀବନରେ ଆପଣଙ୍କୁ ସଫଳତା ମିଳିବ । କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ କରି ପାରିବେ ।

ମିଥୁନ ରାଶି : ଆଜି କାନୁନି ମାମଲାରେ ସମସ୍ଯା ଆସିପାରେ । ଲାଭର ଅବସର ହାତ କୁ ମିଳିବ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ବସ ଙ୍କର ସହଯୋଗ ମିଳିବ । ବ୍ୟାପାର କରୁଥିଲେ ଲମ୍ବା ଯାତ୍ରା କରିବାରୁ ବଞ୍ଚିତ ରହିବାକୁ ହେବ । ଅଚାନକ ଧନ ଆଗମନ କାରଣରୁ ଆପଣ ଖୁସି ହେବେ । କାହା ସହ ଝଗଡା କରନ୍ତୁ ନାହି । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ସୁଖମୟ ସ୍ଥିତି ରହିବ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ମିଳିବ ।

କର୍କଟ ରାଶି : କାରୋବର ରେ ଅନୁକୂଳ ସ୍ଥିତି ରହିବ । ନିବେଶରୁ ଲାଭ ପାଇବେ । କାମ ସହ ଆପଣଙ୍କୁ ନିଜର ଲୋକଙ୍କ ସହ ପର୍ଯ୍ୟାପ୍ତ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରିବାକୁ ହେବ । ଆଜି ମାତା ପିତା ଙ୍କ ସହ କିଛି ସମୟ ବ୍ଯତୀତ କରିବାକୁ ପ୍ରୟାସ କରନ୍ତୁ । ପଇସାର ସ୍ଥିତି ଠିକ ରହିବ । ଆପଣଙ୍କୁ ଉଧାର ନେବାରୁ ବଞ୍ଚିତ ରହିବାକୁ ହେବ । ଆପଣ ତୀର୍ଥ ଯାତ୍ରା କରିବାକୁ ଯାଇ ପାରନ୍ତି । ପ୍ରମୋଶନ ମିଳିବାର ଯୋଗ ରହିଛି । ଉପହାର ମଧ୍ୟ ମିଳିପାରେ । ବିଜେନ୍ସ କରୁଥିଲେ ନୂଆ କାମର ଆରମ୍ଭ କରିବେ ।

ସିଂହ ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ବେହତର ପ୍ରତିଭା ପରିଚୟ ଦେବାରେ ସଫଳ ହେବେ । ସୀମିତ ଧନ କାରଣରୁ କୌଣସି ଜିନିଷ ରେ ନିବେଶ କରିବାରୁ ବଞ୍ଚିତ ହୁଅନ୍ତୁ । କୌଣସି ସୁନ୍ଦର ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି ସମ୍ପତି ରୁ ଲାଭ ମିଳିପାରେ । ଆପଣ ନିଜକୁ ନୂଆ ରୋମାଞ୍ଚକର ସ୍ଥିତି ରେ ପାଇବେ ଯାହା ଆପଣଙ୍କୁ ଆର୍ଥିକ ଫାଇଦା ଦେବ । କାର୍ଜ୍ୟାଳୟ ରେ ମାହୋଲ ଭଲ ରହିବ । ଦାଂପତ୍ଯ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ ।

କନ୍ୟା ରାଶି : ଆପଣଙ୍କର ଜବରଦସ୍ତ ଆତ୍ମବିଶ୍ଵାସ ର ଫାଇଦା ଉଠାନ୍ତୁ । ବାହାରକୁ ଜାଣନ୍ତୁ ଓ କିଛି ନୂଆ ସମ୍ପର୍କ ଓ ବନ୍ଧ ସ୍ଥାପନ କରନ୍ତୁ । ଘର କାମରେ ହାତ ବଢାଇଲେ ସନ୍ତୁଷ୍ଟି ଅନୁଭବ କରିବେ । ସ୍ୱାସ୍ଥ୍ୟବାନ ରହିବାକୁ ହେଲେ ଜୀବନ ଶୈଳୀ ରେ ପରିବର୍ତ୍ତନ କରିବାର ଜରୁରତ ଅଛି । କୌଣସି ମାନସିକ ଚାପ ରୁ ଦୂରେଇ ରୁହନ୍ତୁ । ସରକାର ଙ୍କ ତରଫରୁ ଆପଣଙ୍କୁ କୌଣସି ଲାଭ ମିଳିପାରେ । କିଛି ମାମଲାରେ ଆପଣଙ୍କର ସମାଧାନ ହୋଇପାରେ । ନୂଆ ଯୋଜନା ବ୍ୟାପାର ପାଇଁ ପ୍ରସ୍ତୁତ କରିବେ ।

ତୁଳା ରାଶି : ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଆଜି ଦିନ ଟି ବେହତର ରହିବ । ଆଜି ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ । ମାତା ପିତାଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବାର ସମ୍ଭାବନା ରହିଛି । ଏହା ସହ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଜଲ୍ଦି ପୂର୍ଣ୍ଣ ହେବ । ଆପଣ ନିଜର ଆୟ କୁ ନେଇ ସନ୍ତୁଷ୍ଟ ରହିବେ । ମିତ୍ର ଙ୍କ ସହ ବୁଲିବାକୁ ଯିବାର ପ୍ଳାନ କରିବେ । ଅଫିସରେ ମାହୋଲ ଭଲ ରହିବ । ପ୍ରେମ ପାଇଁ ଆପଣ ପାଗଳ ରହିବେ । ନୂଆ ଲୋକଙ୍କ ସହ ପରିଚିତ ହେବେ । କାହାକୁ ପ୍ରପୋଜ କରିବାକୁ ଇଚ୍ଛା କରୁଥିଲେ ଆଜି କରି ପାରିବେ ।

ବିଛା ରାଶି : ଆଜି ଆପଣଙ୍କର ପ୍ରିୟ ରୋମାଣ୍ଟିକ ମୁଡ ରେ ରହିବେ । ବାହାର ଲୋକଙ୍କର ହସ୍ତକ୍ଷେପ ଆପଣଙ୍କର ବୈବାହିକ ଜୀବନରେ ସମସ୍ଯା ସୃଷ୍ଟି କରିପାରେ । ଆପଣଙ୍କର ମନୋଦଶା ରେ ସୁଧାର ସମ୍ଭବ ହେବ । ଆପଣ ପୂର୍ବରୁ କରିଥିବା କାର୍ଯ୍ୟ ରେ ଭଲ ପରିଣାମ ପ୍ରାପ୍ତ ହେବ । ବେକାର ଖର୍ଚ୍ଚ ରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଆପଣଙ୍କୁ ଉଧାର ନେବାକୁ ପଡିପାରେ । ମାନ ସାମନାରେ ବୃଦ୍ଧି ହେବ । ଅଧିକ ମେହନତ କରି ବଡ ସଫଳତା ପାଇବେ ।

ଧନୁ ରାଶି : ଆଜି ଆପଣଙ୍କର କୌଣସି ବଡ କାର୍ଯ୍ୟ ସଠିକ ସମୟରେ ହେବାର ଦେଖିବାକୁ ପାଇବେ । ଆଜି ସନ୍ତାଙ୍କର ସହଯୋଗ କାର୍ଯ୍ୟ ରେ ପାଇବେ । ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାନ କରିବେ ଯାହା ଭବିଷ୍ୟ ପାଇଁ ଲାଭଦାୟକ ରହିବ । ବାହନ ସୁଖ ସମ୍ଭବ ହେବ । ସମୟ ପୂର୍ବରୁ ଓ ଭାଗ୍ୟ ଠାରୁ ଅଧିକ ମିଳେ ନାହି ତେଣୁ ଏବେ ଆପଣ ନିଜ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହି । ସାମାଜିକ ପ୍ରତିଷ୍ଠା ସ୍ତର ଆପଣଙ୍କୁ ତୀବ୍ର ଗତିରେ ବଢିବାର ନଜର ଆସିବ । ସମୟ ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ ।

ମକର ରାଶି : କାହା କଥାରେ ନ ପଡି ସମ୍ପର୍କ ଭାଙ୍ଗନ୍ତୁ ନାହି । ସମାଜରେ ସମ୍ମାନ ବୃଦ୍ଧି ହେବ । ଗୁରୁଜନ ଓ ଉଚ୍ଚ ପଦାଧିକାରୀଙ୍କର ଆପଣଙ୍କର ଦ୍ରୁଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପରେ କୌଣସି ସ୍ଥିତି ରେ ସମାନ କରିବାକୁ ରେଡି ରହିବେ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । କୌଣସି ବଡ ସମସ୍ୟାର ସମାଧାନ କରିବା ପାଇଁ ପ୍ରଯତ୍ନ କରନ୍ତୁ । ବିନା ନ ବିଚାର କରି ଆଜି କାହାକୁ କଥା ଦିଅନ୍ତୁ ନାହି । ଧାର୍ମିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବଢିବ । ଦାମ୍ପତ୍ୟ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୁଝାମଣା ଠିକ ରହିବ ।

କୁମ୍ଭ ରାଶି : ଆଜି ଆପଣଙ୍କର ଶତ୍ରୁ ପରାସ୍ତ ହେବେ । ଚିନ୍ତା ଦୂର ହେବାର ସମ୍ଭାବନା ରହିଛି । ଯଦି ଆପଣଙ୍କର କୌଣସି ଦିଲ ଫାଇନାଲ କରିବାର ଅଛି ତେବେ ତାହା ସମ୍ଭବ ହେବ । ଏଥିପାଇଁ ଆପଣ ନିଜର ସାଥିଙ୍କର ପାରମର୍ଶ ନେବେ । ଯାହା କାରଣରୁ ଆପଣଙ୍କର କାରୋବାର ରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଛାତ୍ର ବର୍ଗ ଙ୍କ ପାଇଁ ଟେକନିକ କ୍ଷେତ୍ର ରେ ଆଜି ନୂଆ ଅବସର ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ପୂର୍ବ ଅପେକ୍ଷା ପାଇଁ ସ୍ଥିତି ବେହତର ରହିବ ।  ଯାହାକୁ ଦେଖି ଆପଣଙ୍କ ମନ ପ୍ରସନ୍ନ ହେବ ।

ମୀନ ରାଶି : ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କୁ ଅନୁକୂଳ ଲାଭ ମିଳିବା କାରଣରୁ ମନ ପ୍ରସନ୍ନ ରହିବ । ଧୀରେ ଧୀରେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ଆପଣଙ୍କ ମନରେ ଭଲ ବିଚାର ଆସିପାରେ । ବିଦେରେ ଯଦି କୌଣସି ବ୍ୟାପାର କରୁଛନ୍ତି ତେବେ ଆଜି ଆପଣଙ୍କୁ ଭଲ ଲାଭ ମିଳିବାର ଅବସର ରହିଛି । ବେହତର ଲୋକଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ସନ୍ତାନ ଙ୍କ ଭବିଷ୍ୟତକୁ ନେଇ କିଛି ଧନ ନିବେଶ କରିବେ । ତରବର ହୋଇ କୌଣସି କାମ କରନ୍ତୁ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।