GK Questions and Answers: ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? Clever Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ହେଲିକପ୍ଟରରେ ସମୁଦାୟ କେତୋଟି ସିଟ୍ ଥାଏ ?

ଉ: ୧୨ଟି

୨- ଲାଲକିଲ୍ଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ?

ଉ: ପାକିସ୍ତାନର ଲାହୋରରେ

୩- କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ?

ଉ: ଫିନଲାଣ୍ଡ

୪- କେଉଁ ପ୍ରାଣୀର କୌଣସି ଅଙ୍ଗ କଟିଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ଉଠିଯାଏ ?

ଉ: ପ୍ରଜାପତି

୫- ଭାରତର କେଉଁ ରାଜ୍ୟକୁ ମେଘର ଘର ବୋଲି କୁହା ଯାଇଥାଏ ?

ଉ: ମେଘାଳୟ

୬- କେଉଁ ଗ୍ରହକୁ ଲାଲ ଗ୍ରହ ବୋଲି କୁହାଯାଏ ?

ଉ: ମଙ୍ଗଳ ଗ୍ରହ

୭- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?

ଉ: ସ୍ପେନ ଦେଶରେ

୮- କଳା ଘାସ ବଣେ ଧରିଲି ଚୋର, ନଖ ମୁନେ ତା’ର ହେଲା ବିଚାର, ତାହା କଣ ?

ଉ: ଉଙ୍କୁଣି

୯- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉ: ନଡିଆ

୧୦- କାଟିଲେ ରକତ ନାହିଁ, କୁଟିଲେ ହାଡ ବି ନାହିଁ, କି ଜୀବ ସିଏ କହିଲା ଭାଇ ?

ଉ: ଚିଙ୍ଗୁଡି

୧୧- କାଠର ବାଛୁରି ପଥର ଗାଈ ଯେତେ ଦୁହୁଁ ଥିଲେ ପହ୍ନଉ ଥାଇ ?

ଉ: ଚନ୍ଦନ

୧୨- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?

ଉ: ବାଷ୍ପ

୧୩- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉ: ଭେଣ୍ଡି

୧୪- କଞ୍ଚା ହଳଦିଆ ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ?

ଉ: ଖଜୁରୀ

୧୫- ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖା ଯାଇଥାଏ କିନ୍ତୁ ନିଜର ଦେଖାଯାଇ ନଥାଏ

ଉ: ଦୋଷ ବା ଭୁଲ

୧୬- ତାହା କଣ ଯାହା ଆମେ ନିଜର କମ୍ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?

ଉ: ନାମ

୧୭- ସଂସାରର ଛାତ କାହାକୁ କୁହନ୍ତି ?

ଉ: ପାମିରର ପଠାରକୁ

୧୮- ଭାରତର ସବୁଠାରୁ ବଡ ମ୍ୟୁଜିୟମ କେଉଁଠାରେ ଅଛି ?

ଉ: କଲିକତା ଠାରେ

୧୯- ଭାରତୀୟ ସିନେମା ଜଗତର ପ୍ରଥମ ଅଭିନେତ୍ରୀଙ୍କ ନାମ କଣ ?

ଉ: ଦେବିକା ରାନୀ

୨୦- ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ?

ଉ: ଆପାତକାଳ ବାହନ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।