ଆଜିର ରାଶିଫଳ, 22 ଏପ୍ରିଲ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଆଧ୍ୟାତ୍ମିକତା ଆଡକୁ ଆକର୍ଷିତ ହେବେ । କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ଲାଭ ହେବ । ବ୍ଯବସାୟିକ କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହେବ । ବିତ୍ତୀୟ ପାଖ ମଜବୁତ ରହିବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରିଲେ ଆପଣଙ୍କୁ ଭାରି ପଡିପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କର ଚାରି ଦିଗରେ ପ୍ରଶଂସା ହେବ । କୌଣସି କ୍ଷେତ୍ର ରୁ ବଡ ଫାଇଦା ଆପଣ ପାଇବେ । ଅଫିସରେ ସହଯୋଗୀ ମାନଙ୍କର ସହଯୋଗ ଆପଣ ପାଇବେ । ନିଜ ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ ରାଶି : ଆଜି ଏକ ଥିବା ବ୍ଯକ୍ତିଙ୍କୁ କେହି ମିଳିବାର ସମ୍ଭାବନା ରହିଛି । କିଛି ନୂଆ ଶିଖିବାର ଇଚ୍ଛା ରହିବ । ପରିବାର ସଦସ୍ୟଙ୍କର ରାଏ ନେଇ କୌଣସି ଯୋଜନା କରନ୍ତୁ । କୋର୍ଟ କେସ ରେ ପରିଣାମ ଆପଣଙ୍କ ପକ୍ଷରେ ରହିବ । ଚାକିରି କ୍ଷେତ୍ର ରେ ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଆଜି ଆପଣଙ୍କୁ କ୍ରୋଧ ଆସିପାରେ କିନ୍ତୁ ବହୁତ ଜଲ୍ଦି ରାଗ ସାନ୍ତ ମଧ୍ୟ ହେବ । ଧନ ବୃଦ୍ଧି ନିମନ୍ତେ ଆପଣ କିଛି ବେପାରୀ ମାନଙ୍କ ସହ ବ୍ୟବସାୟ ଆରମ୍ଭ କରିବେ । ରାଜ କାର୍ଯ୍ୟ ରେ ବାଧା ଆସିପାରେ ।

ମିଥୁନ ରାଶି : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ର ରେ କଠିନ ସ୍ଥିତିର ସାମନା କରିବାକୁ ପଡିବ । ଧର୍ଯ୍ୟ ସହକାରେ ଆପଣ କାମ କରନ୍ତୁ । କାରୋବାର ରେ ବୃଦ୍ଧି ହେବ । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରେ ଆପଣ ନିବେଶ କରିବେ । ଯାହା ଦ୍ଵାରା ଆପଣ ଫାଇଦା ରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କର୍କଟ ରାଶି : ଆଜି ଆପଣ ଦରକାର ଠାରୁ ଅଧିକ ବ୍ୟସ୍ତରେ ରହିବେ । ଆଜି ଆପଣ ଜନତା ପ୍ରିୟ ରହିବେ । ଆପଣଙ୍କ ଠାରେ ବିଶେଷ ଆକର୍ଷଣ ରହିବ । ଜମିବାଡି ମାମଲା ରେ ଉତ୍ତମ ଲାଭ ମିଳିବ । ଆଜି ପିତା ଙ୍କ ଆଶୀର୍ବାଦ ରୁ ଶାସନ ଦ୍ଵାରା ସମ୍ମାନିତ ହେବେ । ଆଜି ଆପଣଙ୍କୁ କୌଣସି ପ୍ରକାରର ବାଦ ବିବାଦରୁ ଦୂରେଇ ରହିବାକୁ ପଡିବ । ମେହନତର ଫଳ ଆପଣ ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ସିଂହ ରାଶି : ଆଜି ଜୀବନ ସାଥି ଙ୍କ ସହ ସମ୍ପର୍କ ଅଧିକ ମଧୁର ହେବ । ଆପଣଙ୍କ ଧ୍ୟାନ ନିଜର ଲକ୍ଷ୍ୟ ଉପରେ ରହିବ । କେହି ଆପଣଙ୍କ ପାଇଁ ଆର୍ଥିକ ରୂପରେ ସମସ୍ୟା କରି ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । କାର୍ଯ୍ୟ ସ୍ଥଳ ରେ ବଡ ଅଧିକାରୀ ଓ ପ୍ରଭାବଶାଳି ଲୋକଙ୍କର ସମର୍ଥନ ପାଇବେ । ଅଟକି ରହିଥିବା କାମ ପୂରଣ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା ରାଶି : ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । ଆପଣ ଅନ୍ୟ ର ଭାବନାକୁ ଆଦର କରି ଆଗକୁ ବଧିବେ । ଗାରେ ଖୁସି ର ମାହୋଲ ରହିବ । କୌଣସି ସମ୍ପର୍କୀୟ ଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ବେହତର ରହିବ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ର ନୂଆ ମାର୍ଗ ଖୋଲିବ । ଆଜି ଆପଣଙ୍କର କାମ କାର୍ଯ୍ୟ ରେ ଥିବା ବାଧା ଦୂର ହେବ । ଆଜି ଆପଣଙ୍କୁ ଅପରିଚିତ ବ୍ୟକ୍ତି ଙ୍କ ଏମିତି ଶିକ୍ଷା ମିଳିବ କି ଯାହାର ଆପଣଙ୍କୁ ଜରୁରତ ରହିଥିବ ।

ତୁଳା ରାଶି : ଆଖ ପାଖରେ ଥିବା ଲୋକଙ୍କ ଗହଣରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । କୌଣସି ବିଶିଷ୍ଟ ବ୍ୟକ୍ତି ଙ୍କ ସମ୍ପର୍କରେ ଆପଣ ରହିବେ । ପାରିବାରିକ ବାତାବରଣ ସୁଖ ଶାନ୍ତି ର ରହିବ । କୌଣସି ଖାସ କ୍ଷେତ୍ର ରେ ସଫଳତା ହାସଲ ହେବ । ନୂଆ ବହନ କ୍ରୟ କରିବାର ସମଭାବନା ରହିଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ପ୍ରଭାବଶାଳୀ ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ବିଛା ରାଶି : କାରୋବାର କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ଓ ଫଳପ୍ରଦ ରହିବ । କୌଣସି କ୍ଷେତ୍ର ରୁ ଶୁଭ ଖବର ପ୍ରାପ୍ତ ହେବ । ଧନ ଲାଭର ଯୋଗ ରହିଛି । ଆପଣ ସୋସିଆଲ ମିଡିଆ ଜରିଆରେ ନୂଆ ବନ୍ଧୁ ସ୍ଥାପନ କରିବେ । ସାମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଆପଣଙ୍କ ମନ ପୂଜା ପାଠ ରେ ଲାଗି ରହିବ । ଚାକିରି କ୍ଷେତରେ ରେ ପ୍ରମୋଶନ ହୋଇପାରେ ।

ଧନୁ ରାଶି : ଚାକିରି କ୍ଷେତ୍ର ରେ ପ୍ରମୋଶନ ହେବାର ଯୋଗ ରହିଛି । ଆପଣଙ୍କ କଥା ରେ କାହା ମନରେ ଦୁଖ ଆସିପାରେ । ତେଣୁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆପଣ ନିଜର ଲକ୍ଷ୍ୟ ପାଇବା ପାଇଁ ପ୍ରୟାସ ଜାରି ରଖିବେ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଦ୍ଵାରା ଆରମ୍ଭ କାର ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । କର୍ଜ ମୁକ୍ତି ପାଇବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ବେପାର କ୍ଷେତ୍ର ରେ ଲାଭବାନ ହେବେ ।

ମକର ରାଶି : ଆଜି ଆପଣ ନିଜର ବଚନ ଦ୍ଵାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ । ଆୟ ରେ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି । ଚାକିରି କରିଥିବା ବ୍ୟକ୍ତି ମାନଙ୍କର ପ୍ରମୋଶନ ହୋଇପାରେ । ବେପାର ସହ ଜଡିତ ଲୋକ ମାନଙ୍କୁ ବଡ ଫାଇଦା ଦେଖିବାକୁ ମିଳିପାରେ । ମାନସିକ ଚାପ ରୁ ମୁକ୍ତି ପାଇବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ସଫଳ ହେବେ ।

କୁମ୍ଭ ରାଶି : ଆଜି ମାତା ପିତାଙ୍କ ସହ ଧାର୍ମିକ ସ୍ଥଳ କୁ ଯାତ୍ରା କରିବେ । ସନ୍ତାନ ମାନଙ୍କ ଜରିଆରେ ଶୁଭ ଖବର ପ୍ରାପ୍ତ ହେବ । ପାରିବାରିକ ଜୀବନ ରେ ସୁଖ ଶାନ୍ତି ର ମାହୋଲ ରହିବ । ଅଟକି ରହିଥିବା ଅଟଙ୍କା ଫେରି ପାଇବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ସ୍ୱାସ୍ଥ୍ୟ ଆପଣଙ୍କର ବେହତର ରହିବ । ସରକାରୀ ଚାକିରି କରିଥିଲେ ବ୍ୟସ୍ତ ରେ ସମୟ କଟିବ । ପାର୍ଟନରସିପ ରେ କାମ କରୁଥିଲେ ଭଲ ଫଳ ପ୍ରାପ୍ତ ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଆପଣନା ଚିନ୍ତାଧାରା ଅନ୍ୟ ମାନଙ୍କୁ ପସନ୍ଦ ଆସିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କୁ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଆନନ୍ଦଦାୟକ ରହିବ । ସାମାଜରେ ମାନ ସମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।