ଆଜିର ରାଶିଫଳ, 22 ଅଗଷ୍ଟ 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ । ନୂଆ ଦାୟିତ୍ଵ ମିଳିବାର ସମ୍ଭାବନା ଥିବା ଯୋଗୁ ତରବର ହୋଇ ନିସ୍ପତି ନେବେ । ନୂଆ ବସ୍ତ୍ର କିଣିବାର ଓ ପିନ୍ଧିବାର ଅବସର ପାଇବେ । ଆପଣଙ୍କ ମଧ୍ୟରୁ କେତେ ଜଣଙ୍କ ପାଇଁ ବିଦେଶ ଯାତ୍ରା ର ଯୋଗ ରହୁଛି । ସଞ୍ଚିତ କରିଥିବା ଧନର ସଠିକ ଉପୋଯୋଗ କରନ୍ତୁ । ଟଙ୍କା ପଇସା ମାମଲାରେ ଯେଉଁ ଅଭାବ ରହିଥିଲା ତାହା ଦୂର ହେବ । ପରିବାର ବିରୁଦ୍ଧରେ ଯାଇପାରନ୍ତି । ଦୃଢ ସଂକଳ୍ପ ଓ ସ୍ଥିତି ସହ ସବୁ ପରିସ୍ଥିତିର ସମାନ କରିବାକୁ ପ୍ରସ୍ତୁତ ରୁହନ୍ତୁ । କାରୋବାର ବଢାଇବା ପାଇଁ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ।

ବୃଷ ରାଶି : ଆଜି ମାନ ସମାନକୁ ଧ୍ୟାନ ରେ ରଖି କାର୍ଯ୍ୟ କରନ୍ତୁ । ଯେପରି ବ୍ୟବହାର ଆପଣ କରିବେ ସେମିତି ଆପଣଙ୍କ ସହ ହେବ । ଆପଣ ନିଜର ଭୁଲ ସୁଧାରନ୍ତୁ ଲାଭରେ ରହିବେ । ବିଶ୍ଵାସ ଯୋଗ୍ୟ ବ୍ଯକ୍ତି ଆପଣଙ୍କର ସାହାଜ୍ଯ କରିବେ । ନିଜର ବ୍ୟବହାର ଓ ଆଚରଣ ପରିବର୍ତ୍ତନ କରନ୍ତୁ । ଆଜି ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ସଫଳତାରେ ଶୀର୍ଷ ରେ ପହଞ୍ଚାଇବ । ବୈବାହିକ ଜୀବନରେ ସୁଧାର ଆସିବ । ସମୟର ସଠିକ ଉପୋଯୋଗ କରନ୍ତୁ । ଘରର ସବୁ ସଦସ୍ୟଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ ।

ମିଥୁନ ରାଶି : ଆଜି ଆପଣ ନିଜର ଦ୍ରୁଷ୍ଟି କୁ ଅନ୍ୟ ଉପରେ ଲଦନ୍ତୁ ନାହି । ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବ । ଇଚ୍ଛା ଶକ୍ତିର କମି କାରଣରୁ ଆପଣଙ୍କର ଭାବନାତ୍ମକ ଓ ମାନସିକ ସମସ୍ଯା ହୋଇପାରେ । ଟଙ୍କା କମାଇବା ପାଇଁ ନୂଆ ସ୍ରୋତ ଅବଲମ୍ବନ କରିବେ । ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଖ କଷ୍ଟ ଶେଷ ହେବ । ସମ୍ପତି ମାମଲା ରେ ସମାଧାନ ପାଇଁ କୌଣସି ମିତ୍ର ଙ୍କ ସହଯୋଗ ନେବେ । ପୁରୁଣା ବନ୍ଧୁ ଙ୍କ ସହ ମନାନ୍ତର ଦୂର କରିବା ପାଇଁ ଅବସର ମିଳିବ । କଳା ବା ସଙ୍ଗୀତ ପ୍ରତି ରୁଚି ରହିବ ।

କର୍କଟ ରାଶି : କୋର୍ଟ କଚେରୀ ମାମଲାରେ ଦୂରରେ ରୁହନ୍ତୁ । କୌଣସି ନୂଆ ଯୋଜନା କରିବାରେ ସମୟ ଭଲ ରହିବ । ଏଥିରେ ସମସ୍ତଙ୍କର ଫାଇଦା ହେବ । ଆପଣ ସଠିକ ମୌକା ଦେଖି ନିଜ ପ୍ରେମର ଖୁଲାସା କରିବେ । କୌଣସି ବଡ କାର୍ଯ୍ୟ କୁ ନଜର ଅନ୍ଦାଜ କରିବାରେ ଆପଣ ବଞ୍ଚିତ ରୁହନ୍ତୁ । ଖାସ ଲୋକଙ୍କ ସହ ଭେଟ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଜାଗୃତ ରୁହନ୍ତୁ । ସ୍ୱାସ୍ଥ୍ୟ ବେହତର ରହିବା ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ।

ସିଂହ ରାଶି : ଆଜି ଆପଣ ପୁରା ଦିନ ପ୍ରସନ୍ନତା ରେ ଭରି ରହିବେ । ରାଗ ଉପରେ କାବୁ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ମତଭେଦ ହୋଇପାରେ ଓ ଅନ୍ୟ କ୍ଷେତ୍ର ରେ ସହ କର୍ମୀଙ୍କ ସହ ପ୍ରତିଯୋଗୀତା ହୋଇପାରେ । କୌଣସି ନୂଆ କାମର ଆରମ୍ଭ କରିବେ । ଆପଣଙ୍କୁ ଘରେ ସବୁଠାରୁ ଅଧିକ ଜୀବନ ସାଥି ଙ୍କ ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । କାରୋବାରରେ ସମ୍ପର୍କ ବଢିବା କାରଣରୁ ଲାଭ ମିଳିବ । ବ୍ୟାପାରିକ ମାମଲା ରେ ବେହତର ରଣନୀତି ବନାଇବାର ଜରୁରୀ ରହିଛି ।

କନ୍ୟା ରାଶି : ଆର୍ଥିକ ଲାଭ ଓ ଭାଗ୍ୟ ବୃଦ୍ଧିର ଯୋଗ ରହିଛି । ବେପାରରେ ଅଚାନକ ଭାରି ଧନ ଲାଭ ହୋଇପାରେ । କାରୋବାର ରେ ଆପଣ ନିଜର ଦକ୍ଷତା ବଳରେ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ଯୁବ ବର୍ଗ ଙ୍କୁ କଠୋରତା ରେ କଥା କହିବା ଉଚିତ ହେବ । ଚାକିରି ଓ ବେପାର ରେ ପରିବର୍ତ୍ତନ କରିବାର ମନ ବଳାଇବେ । ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାର ନିବାରଣ ହେବ । ଖାଦ୍ୟପେୟରେ ଅବହେଳା କରନ୍ତୁ ନାହି ।

ତୁଳା ରାଶି : କୌଣସି କଥାକୁ ନେଇ ଆପଣ ଅଜଣା ଭୟ ମନରେ ଆଣିବେ । ଆପଣଙ୍କ ପରିବାରେ ଖୁସି ର ମାହୋଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ନିଜର ଊର୍ଜା ଦ୍ଵାର ଆପଣ ବହୁତ କିଛି ହାସଲ କରିବେ । ଆପଣଙ୍କ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଘର କାମ ପାଇଁ ଆପଣ ଥକିଯିବେ । ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ପୂଜା ପାଠ ରେ ମନ ଲାଗି ରହିବ । ମାତା ପିତାଙ୍କ ଠାରୁ ସହଯୋଗ ପାଇବେ ।

ବିଛା ରାଶି : ଆଜି ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ଦୂରେଇ ରହିବାକୁ ହେବ । କୌଣସି କାମ ପାଇଁ ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ଯାହାକୁ ଆପଣ ଦିନ ତମାମ କରିବାକୁ ଚେଷ୍ଟା କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି । ପିଲା ପାଠ ପଢା ପ୍ରତି କମ ରୁଚି ରଖିବେ । ଆପଣଙ୍କ କାମର ପ୍ରଶଂସା ହେବ । କିଛି ନ ବୁଝି କୌଣସି ପଦକ୍ଷେପ ନିଅନ୍ତୁ ନାହି । ପାରିବାରିକ ବାତାବରଣ ସୁଖଦ ରହିବ । ଆଧ୍ୟାତ୍ମିକ କ୍ଷେତ୍ର ରେ ଆପଣଙ୍କର ରୁଚି  ବଢିପାରେ । ପୂଜା ପାଠ ରେ ନିଜକୁ ନିଯୋଜିତ କରିବେ ।

ଧନୁ ରାଶି : ରୋଜଗାରରେ ବୃଦ୍ଧି ହେବ । ଘର ବାହାର ପ୍ରସନ୍ନତାରେ ଭରି ରହିବ । ପ୍ରଭାବଶାଳୀ ଲୋକଙ୍କର ସହଯୋଗ ଆପଣଙ୍କ ଖୁସିକୁ ଦୁଇ ଗୁଣା କରିବ । କିନ୍ତୁ ଆପଣଙ୍କୁ ଅଧିକ ଖର୍ଚ୍ଚ ଓ ଆର୍ଥିକ ଯୋଜନା ରୁ ବଞ୍ଚିତ ରହିବାକୁ ହେବ । ନଚେତ ଏହା ଦ୍ଵାରା ଆପଣଙ୍କ ବେପାର କ୍ଷେତ୍ର ରେ ପ୍ରଭାବ ପଡିପାରେ । ଆପଣଙ୍କୁ ଆପଣଙ୍କର ଜୀବନ ସାଥିଙ୍କ ଅତୁଟ ପ୍ରେମ ପ୍ରାପ୍ତ ହେବ । ବ୍ୟାପାରିକ ବ୍ଯବସାୟିକ କ୍ଷେତ୍ର ରେ ଆପଣଙ୍କୁ ଅଧିକାରୀ ଙ୍କ ପୂର୍ଣ୍ଣ ଶଯୋଗ ପ୍ରାପ୍ତ ହେବ । ସମାଜରେ କୀର୍ତ୍ତି ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ମକର ରାଶି : ଆଜି ଆପଣଙ୍କୁ ନିଜର କାମ ସହ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣ କୌଣସି ବଡ ରୋଗର ଶିକାର ହେବେ । ଆପଣ ଲୋକଙ୍କ ଭଲ ପାଇଁ କିଛି କାମ କରିବେ ସେଥିରେ ଆପଣ ଫାଇଦା ରେ ରାଇବେ । ବିବାହ ଯୋଗ୍ୟ ଜାତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିବ । ଆଜି କାହା ଠାରୁ ଅଧିକ ଆଶା ରଖନ୍ତୁ ନାହି । କାରଣ ଅଧିକ ଆଶା ରଖିଲେ ଆପଣଙ୍କୁ କଷ୍ଟଦାୟକ ସ୍ଥିତି ର ସାମନା କରିବାକୁ ପଡିପାରେ । ସନ୍ଧ୍ୟା ସମୟରେ ଆପଣ ମାତା ପିତା ଙ୍କ ସହ ସମୟ ବ୍ଯତୀତ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କ କାମ ଜଲ୍ଦି ପୂରଣ ହେବ । ଅଟକି ରହିଥିବା ଟଙ୍କା ମିଳିପାରେ ଓ ଆପଣଙ୍କୁ ଫାଇଦା ମଧ୍ୟ ମିଳିପାରେ । କୌଣସି ବନ୍ଧୁ ଙ୍କ ସହ ପାର୍ଟନରସିପ କରି ଟଙ୍କା କମାଇବାର ମୌକା ମିଳିପାରେ । ଯଦି ଆପଣ ଜରୁରୀ କାମ ଯୋଜନା ମୁତାବକ କରିବେ ତେବେ ଆପଣଙ୍କୁ ପରିଣାମ ସେହି ଅନୁଯାୟୀ ମିଳିବ । ତରବର ହୋଇ ଆପଣ କାମକୁ ବିଗାଡି ଦେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । ପ୍ରେମ ଜୀବନ ବହୁତ ଭଲ ରହିବ ।

ମୀନ ରାଶି : କାମ କାର୍ଯ୍ୟରେ ଅବହେଳା ଆପଣଙ୍କୁ ଭାରି ପଡିପାରେ ତେଣୁ ସାବଧାନ ରୁହନ୍ତୁ । ପୁରୁଣା କାମ ଶେଷ ହେବ । ଭବିଷ୍ୟତକୁ ନେଇ କୌଣସି ସନ୍ଦେହ ଦୂର ହେବ । ବଡ ଲୋକଙ୍କ ସହ ଭେଟ ବା ଆଲୋଚନା କରିବାର ମୌକା ପାଇବେ । ଆଜି ଆପଣଙ୍କ ସାଥି କିଛି ଏମିତି ଅନୁଭବ କରିବେ ଯାହା ଦ୍ଵାରା ଆପଣ ମାନସିକ ଅସାନ୍ତି ପାଇବେ । ଖେଳାଳି ଙ୍କ ପାଇଁ ସମୟ ଉତ୍ତମ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।