ଆଜିର ରାଶିଫଳ, 21 ଡିସେମ୍ବର 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ନୂଆ ବାହନ ବା ସମାପ୍ତି କ୍ରୟ କରିବାର ଯୋଜନା କରିବେ । ପାରିବାରିକ ମାହୋଲ ଭଲ ରଖିବା ପାଇଁ ଚିନ୍ତା କରିବେ । ନିଜ ବ୍ୟବହାରକୁ ପଜେଟିଭ ରଖନ୍ତୁ । କେହି ଖରାପ କରୁଥିଲେ ବା ଖରାପ ନଜର ପକାଉଥିଲେ ତାକୁ ଅଧିକ ମହତ୍ଵ ଦିଅନ୍ତୁ ନାହି । କାହା ସହ ଦେଖା କରିବାକୁ ଲାମ୍ବା ଯାତ୍ରା ପାଇଁ ଆପଣଙ୍କୁ ଥକାପଣ ହୋଇପାରେ । କର୍ମ କ୍ଷେତ୍ରରେ ଲାଭ ତଥା ଉନ୍ନତି ହେବ । ଗୃହ ନିର୍ମାଣ ସମ୍ବଧିତ କାର୍ଯ୍ୟ ରେ ବିସ୍ତାର ହେବ ।

ବୃଷ ରାଶି : ଛାତ୍ର ଙ୍କ ମନ ପଢା ରେ ଲାହିବ । ଆୟର ନୂଆ ସ୍ରୋତ ବିଷୟରେ ଜାଣିବାକୁ ପାଇବେ । ପୌଷ୍ଟିକ ଖାଦ୍ଯ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେହତର ରହିବ । ଲେନଦେନ ମାମଲାରେ ମହତ୍ଵ ପୂର୍ଣ୍ଣ ଅନୁବନ୍ଧ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ସ୍ଥିତି ଆପଣଙ୍କ ପକ୍ଷ ରେ ରହିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣ ସେହି ଲୋକଙ୍କ ସଙ୍ଗତ ରେ ଆସିବେ ଯିଏ ଆପଣଙ୍କୁ ଶାନ୍ତ ଓ ପ୍ରସନ୍ନ କରାଇବେ । ପୁରୁଣା ଅଟକି ଥିବନା କାମ ବା ଟଙ୍କା ପଇସା ଫେରି ପାଇବେ । ଭଲ ଖବର ମିଳିପାରେ ।

ମିଥୁନ ରାଶି : ପରିବାରର କୌଣସି ସଦସ୍ୟ ଙ୍କ ଠାରୁ ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତ ହେବ । ଆୟର ସାଧନାରେ ବୃଦ୍ଧି ହେବ । ଛାତ୍ର ଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ । ପରିବାରରେ କିଛି ଅନାବଶ୍ୟକ ଖର୍ଚ୍ଚ କରିବାକୁ ପଡିପାରେ । ନିବେଶ କରନ୍ତୁ ନାହି । ଆଜି ଆପଣ ପ୍ରେମୀ ଙ୍କ ସହ ଭବିଷ୍ୟ କୁ ନେଇ ଯୋଜନା ଉପରେ ଗମ୍ଭୀର ଭାବେ ଚର୍ଚ୍ଚା କରିବେ । ଆମଦାନୀରେ ବୃଦ୍ଧି ହେବ । ନିଜ ଭବିଷ୍ୟତ ର ଯୋଜନା ବନାଇବା ପାଇଁ ଏକ ଆଦର୍ଶ ଦିନ ଅଟେ ।

କର୍କଟ ରାଶି : ଆପଣଙ୍କୁ ଆପଣ ଜୀବନରେ ପରିବର୍ତ୍ତନ ଆଣିବାର ଅବସର ମିଳିବ । ସଠିକ ଅବସରର ଚୟନ ଆପଣଙ୍କ ପାଇଁ ଫାଇଦା ଆଣିପାରେ । ଛାତ୍ର ଗୁରୁଜନ ଙ୍କୁ ସହଯୋଗ ରେ ଭବିଷ୍ୟ ର ରଣନୀତି ରେ କାମ କରିବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ବୃଦ୍ଧି ର ଯୋଗ ଅଛି ବ୍ୟସ୍ତ ରହିବେ । ସନ୍ଧ୍ୟା ରେ କୌଣସି ଅତିଥି ବା ବନ୍ଧୁ ଙ୍କ ଆଗମନରେ ମନ ପ୍ରସନ୍ନ ହେବ । ଯାତ୍ରା କରିବା ଆପଣଙ୍କ ପାଇଁ ଠିକ ନୁହେଁ । କାମରୁ ବାହାରି ପରିବାର ପାଇଁ ସମୟ ବାହାର କରନ୍ତୁ ।

ସିଂହ ରାଶି : ଆଜି ଆପଣ ଗୃହ ସମ୍ବଧିତ ବସ୍ତୁ ର ପ୍ରାପ୍ତି ରେ କଠିନ ସମସାର ସମାନ କରିବାକୁ ପଡିବ । ନୂଆ ଚାକିରି ର ସନ୍ଧାନ ରେ ଥିବା ଲୋକ ଙ୍କୁ ଭଲ ଅବସର ମିଳିବାର ଅଛି । ଯାହାକୁ ସଠିକ ସମୟରେ କରିବାର ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ନିଜର କେୟାର ନେବାକୁ ହେବ । ନଚେତ ମାନସିକ ଚିନ୍ତା ବଢିପାରେ । ଆପଣଙ୍କ ଆନ୍ତରିକ ପ୍ରତିଭା ଆପଣଙ୍କୁ ସଚ୍ଚା ସଫଳତା ଦେବ । ଯାହାର ପ୍ରଭାବ ଅଫିସରେ ପଡିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆକସ୍ମିକ ଧନ ଲାଭ ହେବ ।

କନ୍ୟା ରାଶି : ଆଜି ଯାତ୍ରା ର କୌଣସି କାର୍ଯ୍ୟ କ୍ରମ ହୋଇପାରେ । ଆଜି ଦିନରେ ନିଜର ଛବି କୁ ବଜାୟ ରଖିବା ପାଇଁ ବିଶେଷ ଧ୍ୟାନ ଦେବାର ଜରୁରତ ଅଛି । ନ ବୁଝି ବିଚାରୀ ନିଜର ଭାବନାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହି । ନଚେତ ଆପଣ ହାସ୍ୟ ର ପାତ୍ର ହୋଇ ପାରନ୍ତି । ଅଫିସରେ ଗୁପ୍ତ କଥା କାହାକୁ କୁହନ୍ତି ନାହି । ଅଫିସରେ ଅଳ୍ପ ଅସାନ୍ତି ରହିପାରେ । ସମୟରୁ ବାହାରିବା ପାଇଁ ଯୋଜନା କରନ୍ତୁ । ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା ସହ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତୁଳା ରାଶି : ଆଜି ପଜେଟିଭ ଊର୍ଜା ରେ ଭାରି ରହିବେ । ଯାହା ଆପଣଙ୍କ ଆଖପାଖର ଲୋକଙ୍କୁ ପ୍ରଭାବିତ କରିବ । ନିଜ ସମୟର ମୂଲ୍ୟବାନ ମୂହୁର୍ତ୍ତ କୁ ଉପୋଯୋଗ କରନ୍ତୁ । କୌଣସି ବି ସ୍ଥିତି ରେ ସମୟ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହି । ଆଜି ଆପଣ ଏକ ଅନୁଭବ କରିବେ । ଯଦି ଆପଣ ଚାକିରି ବଦଳି କରିବାକୁ ଚାହୁଁ ଛନ୍ତି ତେବେ କରି ପାରିବେ । ଆପଣଙ୍କୁ କିଛି ସମୟ ପରେ ପରିଣାମ ମିଳିବ । କିନ୍ତୁ ପ୍ରୟାସ ଜାରି ରଖନ୍ତୁ । ଅଟକି ଥିବା ଧନ ଫେରି ପାଇବେ ।

ବିଛା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ପରିଣାମ ନେଇକି ଆସିବ । ଏହି ପରିଣାମ ବ୍ୟାପାର ପାଇଁ ଭଲ ହେବ । ସମାଜରେ ବହୁତ ଭଲ ଛବି ରହିବ । ଆଳସ୍ୟ ଓ ଆରାମ ରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଯୁବ ବର୍ଗ ଙ୍କ ପାଇଁ ପରାମର୍ଶ ହେଉଛି କି ସେମାନଙ୍କୁ ଆଜି ଜମା ବି ସମୟ ବରବାତ କରିବା କଥା ନୁହେଁ । ନଚେତ ଅନେକ କାମ ପେଣ୍ଡିଙ୍ଗ ପଡିପାରେ । ଯଦି କୌଣସି ରୋଗ ପିଛା ଛାଡୁ ନାହି ତେବେ ସତର୍କ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତି ହେବ ।

ଧନୁ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ ଓ ଆତ୍ମବିଶ୍ଵାସ ରେ ଭରପୁର ରହିବ । ନିଜ ସ୍ବଭାବରେ ଆପଣ ଯେତେ ପରିବର୍ତ୍ତନ କରିବାକୁ ଚାହିଁବେ ତାହା ପୂର୍ବରୁ ଧ୍ୟାନ ପୂର୍ବକ ଚିନ୍ତା କରନ୍ତୁ । ନିଜର ଲକ୍ଷ୍ୟ ପୁରା କରିବା ପାଇଁ ସଠିକ ଯୋଜନା ପ୍ରସ୍ତୁତ କରନ୍ତୁ । ଯଦି କାହାକୁ ପ୍ରାପୋଜ କରିବାକୁ ଚାହୁଁ ଛନ୍ତି ତେବେ ଏମିତି କରିବା ଦିନ ଭଲ ରହିଛି । ସମ୍ପର୍କ ପ୍ରତି ତ୍ୟାଗ ରେ ହିଁ ମଧୁରତା ଆସିବ । ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟ ରେ ଲାଗିବ । ସ୍ୱାସ୍ଥ୍ୟ ଆଜି ଫିଟ ରହିବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ମକର ରାଶି : ଆଜି ଆପଣ ଯାହା ବି ନିସ୍ପତି ନେବେ ତାହାର ପ୍ରଭାବ ଲମ୍ବା ସମୟ ଯାଏଁ ରହିବ । କାମ ଜାଗାରେ ଓ ନିଜର ବ୍ୟକ୍ତିଗତ ଜୀବନରେ ଆସୁଥିବା ପରିବର୍ତ୍ତନ ଅନୁଭବ କରିବେ । କିନ୍ତୁ ଏହି ସ୍ଥିତି ଆପଣଙ୍କ ଭିତରେ ପରିବର୍ତ୍ତନ ଆଣିବା ପାଇଁ ସଠିକ ଅଟେ । ଆପଣଙ୍କୁ ଅଧିକ ସମୟ କାମ ରେ କୌଣସି ନା କୌଣସି ସହଯୋଗୀ ଙ୍କ ସାହାଜ୍ଯ କରିବା ଉଚିତ । ଆଜି ଚାକିରି ଓ ବ୍ୟାପାର ରେ ଲାଭ ମିଳିପାରେ । ଆୟର ସ୍ରୋତ ରେ ବୃଦ୍ଧି ହେବ । ଆକସ୍ମିକ ଧନ ର ପ୍ରାପ୍ତି ହେବ ।

କୁମ୍ଭ ରାଶି : ଭାଇ ଭଉଣୀ ଙ୍କ ସମ୍ପର୍କ ମଜବୁତ ଆସିବ । ରାଜନୀତି, ଧର୍ମ କର୍ମରେ ଚର୍ଚ୍ଚା କରିବେ । ରାଗ ଓ ନେଗେଟିଭ ବିଚାର ଉପରେ କାବୁ ରଖନ୍ତୁ । ଆଜି ଦିନ ତ୍ତାମ କିଛି ସମସ୍ଯା ର ସମାନ କରିବାକୁ ପଡିପାରେ । ଆପଣଙ୍କ କାମରେ କିଛି ଲୋକ ବାଧା ଦେଇ ପାରନ୍ତି । ଅନ୍ୟ ଙ୍କ ସହ ମିଶି କାମ କରିବା ପାଇନ ଆପଣଙ୍କ ପାଇଁ ଭଲ ହେବ । କାହାକୁ ସାହାଜ୍ଯ କରିବା ପାଇଁ ସର୍ବଦା ଉପଲବ୍ଧ ନଜର ଆସିବ । ଘରର ପରିବେଶ ଭଲ ରହିବ ।

ମୀନ ରାଶି : ଆୟ ର ସାଧନ ମଜ୍ବୁତ ହେବ । ଜମିବାଡି ବା ଘର କ୍ରୟ କରନ୍ତୁ । ଆପଣଙ୍କ କାମର ବୋଝ ହାଲକା ହେବ । ପଇସା ସହ ଜଡିତ ନିସ୍ପତି ଠିକ ନୂଆନ୍ତି । ଭବିଷ୍ୟ ରେ ବଡ ଫାଇଦା ପ୍ରାପ୍ତ ହେବାର ସମ୍ଭାବନା ଅଛି । ପରିବାର ରେ ବାତାବରଣ ସୁଖଦ ରହିବ । ଶିକ୍ଷା ପ୍ରତିଯୋଗୀତା ପାଇଁ ସମୟ ଅନୁକୂଳ ଓ ସଫଳତା ମିଳିବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଆଜି ଆପଣଙ୍କୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।