ଆଜିର ରାଶିଫଳ, 20 ମାର୍ଚ୍ଚ 2024, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 20 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାମର ଅଧିକ ବୋଝ ଆପଣଙ୍କ ଉପରେ ପଡିପାରେ । ପିଲା ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପରିବାର ଓ ବନ୍ଧୁ ଙ୍କ ସହ ଖାଦ୍ୟପେୟର ଆୟୋଜନ ହେବ । ଦୈନିକ କାମରେ ଆତ୍ମବିଶ୍ଵାସ ଓ ଏକାଗ୍ର ମନରେ ପୂର୍ଣ୍ଣ କରନ୍ତୁ । ଆଜି ଆପଣଙ୍କ ମନ କୌଣସି ରହସ୍ୟ ମୟ ବିଷୟ କୁ ଜାଣିବାର ଓ ଧାର୍ମିକ ଗ୍ରନ୍ଥ ପଢିବାରେ ଲାଗିବ । ଆପଣଙ୍କର ଲୁଚି ରହିଥିବା ପ୍ରତିଭା ସମାନ କୁ ଆସିବ ।

ବୃଷ ରାଶି : ଘର ପରିବାର ଲୋକଙ୍କ ସହ ସମ୍ପର୍କ ବେହତର ହେବ । ସବୁ କିଛି ଶାନ୍ତି ଓ ସହଯୋଗ ଦ୍ଵାରା ହେବ । ଆପଣଙ୍କୁ ବନ୍ଧୁ ଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଯେଉଁ ମାନେ ଧନ ନିବେଶ କରିବାକୁ ଚାହୁଁ ଛନ୍ତି ଆଜି କରନ୍ତୁ ନାହି । ହାତକୁ ଆସୁଥିବା ସୁନେହରି ଅବସର ଆପଣଙ୍କୁ ଲାଭ ଦେଇପାରେ । ଉଚିତ ସମୟ ଆସିଲେ ସବୁ କିଛି ଆପଣଙ୍କ ପାଖରେ ରହିବ । ପ୍ରେମ ଜୀବନରେ ବଡ ସମସ୍ୟାର ସମାଧାନ ହେବ । ନିବେଶ କରିଥିବା ଟଙ୍କା ଆପଣଙ୍କ ପାଇଁ ଲାଭବାନ ହେବ ।

ମିଥୁନ ରାଶି : ପରିବାର ଲୋକଙ୍କ ସହ ଚର୍ଚ୍ଚା କରିବେ । କାମ କାର୍ଯ୍ୟ କ୍ଷେତ୍ରରେ ଆଜି ଦିନ ଟି ଆପଣଙ୍କ ପାଇଁ ବ୍ୟସ୍ତତା ଭାର ରହିବ । ଚାକିରି ବା ବ୍ୟାପାର ରେ ଆପଣଙ୍କୁ କଡା ମେହନତ କରିବାକୁ ହେବ । ସମୟ ଅନୁଯାୟୀ ସ୍ଵାଦିଷ୍ଟ ଭୋଜନ ମିଳିବ । ଆପଣଙ୍କୁ ସଫଳତା ପାଇବା ପାଇଁ ମେହନତ କରିବାର ଜରୁରତ ଅଛି । ଯଦି ଆପଣ ମାଙ୍ଗଳିକ ଉଶ୍ଚବ ରେ ସାମିଲ ହୋଇଛନ୍ତି ତେବେ ସେଠାରେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି : ଆଜି ଆପଣ ଆର୍ଥିକ ଲେନଦେନ କରି ପାରନ୍ତି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଅଫିସରେ କାମରେ ମନ ଲାଗିବ । ସହ କର୍ମୀ ମାନଙ୍କ ସହ ଭଲ ସମ୍ପର୍କ ପ୍ରତିଷ୍ଠା ହେବ । ଅନେକ ଅବାସର ଆସିବ ଯାହା ଆପଣଙ୍କୁ ଲାଭବାନ କରାଇବ । ଯେଉଁଥି ରେ ଆପଣ ସଫଳତା ପାଇବେ । ମସୁର ଲୋକଙ୍କ ସହ ମିଳାମିଶା ଆପଣଙ୍କୁ ନୂଆ ଯୋଜନା ଓ ଆଇଡିୟା ମନରେ ଆସିପାରେ ।

ସିଂହ ରାଶି : ବ୍ୟାକିଙ୍ଗ ସେକ୍ଟର ରେ ଥିଲେ ଆପଣଙ୍କର ଟ୍ରାନ୍ସଫର ହୋଇପାରେ ।  ବୈବାହିକ ଜୀବନରେ ସନ୍ତୁଳନ ବଜାୟ ରଖିବା ପାଇଁ ସାଥୀଙ୍କୁ ନିଜ ସମସ୍ଯା ବିଷୟରେ କୁହନ୍ତୁ ନାହି । ପୁରୁଣା ସମସ୍ୟାର ସମାଧାନ ମିଳିବ । ନିଜ ଜିଦି କାରଣରୁ କ୍ଷତି କରନ୍ତୁ ନାହି । ଏହାର ଧ୍ୟାନ ରଖନ୍ତୁ । ଆଜି ଆମଦାନୀ ରେ ବୃଦ୍ଧି ହେବା ସହ ଆୟର ନୂଆ ସ୍ରୋତ ର ସୃଜନ ହେବ । ଆପଣଙ୍କୁ ବଡ ଦାୟିତ୍ଵ ମିଳିବ । ଆପଣ ଲେଖନ କଳା ସହ ଜଡିତ ଅଛନ୍ତି ଆପଣଙ୍କୁ ଆକ୍ଟିଭ ରହିବାକୁ ହେବ । ମନର ବିଚାରକୁ କବିତାରେ ଲେଖନ୍ତୁ । କାମକୁ ଅଞ୍ଜାମ ଦିଅନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ । ଦୂର ରୁ ଭଲ ଖବର ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପାରିବାରିକ ଜୀବନ ରେ ସ୍ଥିତି ସାମାନ୍ଯ ରହିବ । ବିନା କାରଣରେ କାହା ସହ ଝଗଡା କରନ୍ତୁ ନାହି ନଚେତ ସମସ୍ଯା ପଡି ପାରନ୍ତି । ଆଜି ଆପଣ ସାମାଜିକ କାର୍ଯ୍ୟକ୍ରମ ରେ ଭାଗ ନେବାର ଅବସର ମିଳିବ । ଆପଣଙ୍କର ମିତ୍ର ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ଭବିଷ୍ୟତ ପାଇଁ ଆପଣଙ୍କୁ ଭରପୁର ଫାଇଦା ମିଳିବାର ସମ୍ଭାବନା ରହିଛି ।

ତୁଳା ରାଶି : ସଫଳତା ପ୍ରାପ୍ତି ପାଇଁ ସ୍ଵପ୍ନ ଦେଖିବା ଖରାପ କଥା ନୁହେଁ କିନ୍ତୁ ସର୍ବଦା ଦିବ୍ୟ ସ୍ଵପ୍ନରେ ହଜି ରହିବ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ବିରୋଧୀ ଙ୍କ ଠାରୁ ସାବଧାନ ରୁହନ୍ତୁ । ଚାକିରିରେ ଅଫିସରଙ୍କ ସହ ମତଭେଦ ବଢିପାରେ । ଆଜି ବୁଝି ବିଚାରୀ କମ କରନ୍ତୁ ଯେଉଁ ଠାରେ ମନ ଅପେକ୍ଷା ବୁଦ୍ଧି ର ପ୍ରୟୋଗ କରିବାକୁ ହେବ । ଭୁଲ ବୁଝାମଣା ହୋଇ ଥିବାରୁ ଜୀବନ ସାଥିଙ୍କ ପାଇଁ ଆପଣ କୌଣସି ଗିଫ୍ଟ ଆଣିବେ ।

ବିଛା ରାଶି : ଯାତ୍ରା ଲାଭପ୍ରଦ ରହିବ । ବିଚାରର ଆଦାନ ପ୍ରଦାନ ଆପଣଙ୍କୁ ବହୁତ ଲାଭ ଦେଇପାରେ । ଆଜି ଆପଣଙ୍କୁ ପରିଶ୍ରମର ଉଚିତ ସମ୍ମାନ ମିଳିବ । ନୂଆ ଦାୟିତ୍ଵ ର ଭାର ଆପଣଙ୍କ ଉପରେ ପଡିପାରେ । ଅତ୍ୟଧିକ କାମ ର ବୋଝ କାରଣରୁ ଥକାପଣ ଅନୁଭବ କରିବେ । ନିଜର ଇଚ୍ଛା ପୂରଣ କରିବା ପାଇଁ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଲେ ଜୀବନ ସାଥି ଆପଣଙ୍କ ଉପରେ ରାଗି ପାରନ୍ତି । ଖର୍ଚ୍ଚ କରିବାରୁ ନିଜକୁ ବଞ୍ଚିତ ରୁହନ୍ତୁ ନଚେତ ଆଗାମୀ ସମୟରେ ଅସୁବିଧାରେ ପଡିବେ ।

ଧନୁ ରାଶି : କୌଣସି କାମ ଅନ୍ୟ କାହାରି ସହଯୋଗରେ କରି ପାରିବେ ନାହି । ଜୀବନରେ ସ୍ଥିରତା ଆଣିବା ପାଇଁ ପ୍ରଯତ୍ନଶୀଳ ରହିବେ । ସବୁ କାମରେ ସଫଳ ହେବେ । ଆଜି ଆପଣଙ୍କର ଦ୍ରୁଷ୍ଟି କୋଣ ବଦଳିପାରେ । ଇମାନନ୍ଦରୀ ସହକାରେ କାମ କରନ୍ତୁ । ଲେନଦେନ କରିବାରେ ସାବଧାନ ରୁହନ୍ତୁ । ବିଚାର ନ କରି କୌଣସି କାମ କରନ୍ତୁ ନାହି । ମାଙ୍ଗଳିକ ଆୟୋଜନ କରିବା ପାଇଁ ପରିବର୍ତ୍ତନ ଆଣିବେ । ଭଲ କାମରେ ଲାଭକାରୀ ପରିଣାମ ମିଳିବ ।

ମକର ରାଶି : ସାମାଜିକ ସମାରୋହରେ ଭାଗ ନେଇପାରେ । ଅପରିଚିତ ଲୋକ ଉପରେ ଅନ୍ଧ ବିଶ୍ଵାସ କରନ୍ତୁ । କାରୋବାର ଠିକ ରହିବ । ଲାଭର ଅବସର ପାଇବେ । ଆପଣଙ୍କର ସଂବାଦ ଓ ସହଯୋଗ ଆପଣଙ୍କ ଓ ଆପଣଙ୍କ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । କାର୍ଯ୍ୟ ସ୍ଥଳରେ ଅଧିକାରୀ ବର୍ଗରେ ମହତ୍ଵ ବଢିବ । ଜୀବନ ସାଥିଙ୍କ ସହ ଯାତ୍ରା କରିବାକୁ ପଡିପାରେ ।

କୁମ୍ଭ ରାଶି : ବ୍ୟାପାରୀ ବର୍ଗ କୌଣସି ପୁରୁଣା ଯୋଜନା ଉପରେ ପୁନବିଚାର କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ବିନା ଯୋଜନା ରେ କୌଣସି କାମ କରନ୍ତୁ ନାହି । ନଚେତ ଆପଣଙ୍କୁ ସମସ୍ୟାରେ ସମୁଖିନ୍ନ ହେବାକୁ ପଡିପାରେ । ସୁଗାର ରୋଗୀଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଈଶ୍ଵର୍ଙ୍କ କୃପାରୁ ଆପଣଙ୍କୁ କାର୍ଯ୍ୟ ରେ ଗତିଶୀଳ ରହିବ । ପରିବାରରେ କୌଣସି ନୂଆ ସଦସ୍ୟଙ୍କର ଆଗମନ ହୋଇପାରେ ।

ମୀନ ରାଶି : ଆଜି ଆପଣ ଯେ କୌଣସି ସ୍ଥିତିର ସମାନ କରିବେ । ଅଧୁରା କାମ ପୁରା ହେବ । ସ୍ଵାସ୍ଥ୍ୟରେ ସୁଧାର ଆସିବାର ସମ୍ଭାବନା ରହିଛି । ପ୍ରେମୀ ଯୁଗଳ ପରସ୍ପରକୁ ଗିଫ୍ଟ ଦେବେ ଯାହା ଦ୍ଵାରା ସମ୍ପର୍କ ମଜବୁତ ହେବ । ମାତା ପିତାଙ୍କ ସହଯୋଗ ମିଳିବ । ଉନ୍ନତିର ମାର୍ଗ ଖୋଲିବ । ଯାତ୍ରା କରିବା ପୂର୍ବରୁ ନିଜର ବାହନର ଭଲ ଭାବେ ଯାଞ୍ଚ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।