ଆଜିର ରାଶିଫଳ, 19 ମାର୍ଚ୍ଚ 2024, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 19 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଛୋଟ ମାମଲାକୁ ନେଇ ଚିନ୍ତାରେ ରହିବେ । ସାମାଜିକ ସ୍ତର ରେ ଆପଣଙ୍କ ର ଲୋକପ୍ରିୟତା ବଢିବ । ଜୀବନ ସାଥିଙ୍କ ସହ ସମୟ ବିତାଇବାର ଅବସର ମିଳିବ । ଯଦି ଆପଣ ଦୁହିଙ୍କ ମଧ୍ୟରେ କିଛି ମନାନ୍ତର ଅଛି ତାହା ଅଭୁତ ଜଲ୍ଦି ଦୂର ହେବ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସେମାନଙ୍କ ଆଶୀର୍ବାଦ ମିଳିବ ।  ଆପଣଙ୍କୁ ଚାକିରି କ୍ଷେତ୍ର ରେ ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି । ସମାଜରେ ଯିଏ ବି ଅସହାୟକ ଲୋକ ଅଛନ୍ତି ସେମାନଙ୍କୁ ଖାଦ୍ୟପେୟର ଦାନ ଦିଅନ୍ତୁ ।

ବୃଷ ରାଶି : ବ୍ୟାପାରରେ ଧନ ଲାଭର ଯୋଗ ଅଛି । ଯଦି କାର୍ଯ୍ୟ କ୍ଷେତ ର ରେ କୌଣସି ଅଟକିଥିବା କାର୍ଯ୍ୟ ଅଛି ତ ତାହା ପୂରଣ ହେବ । କୌଣସି ପୁରୁଣା ବନ୍ଧୁ ଙ୍କ ଫୋନ ଆସିପାରେ । କୌଣସି ପୁରୁଣା  ନିବେଶ ରୁ ଫାଇଦା ମିଳିପାରେ । ଛୋଟ ମୋଟ ପ୍ରଲୋଭନ ରୁ ବଞ୍ଚିତ ରୁହନ୍ତୁ । ଆଜି କୁଳ ର ଲୋକ ଆପଣଙ୍କ ଦ୍ଵାରା ପ୍ରଭାବିତ ହେବେ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ମଧ୍ୟମ ରହିବ । ଗୁରୁଜନ ମାନଙ୍କର ଆଶୀର୍ବାଦ ଆପଣଙ୍କୁ ଜରୁରତ ଅଛି ।

ମିଥୁନ ରାଶି : ସନ୍ତାନ ଙ୍କ ଦାୟିତ୍ଵ ପୂରଣ କରିବେ । ପଇସା ମାମଲାରେ ଦିନ ସାମାନ୍ୟ ରୁ ବେହତର ରହିବ । ପାରିବାରିକ ଜୀବନ ର୍ତେ ସ୍ଥିତି ଅନୁକୂଳ ହେବ । ଆପଣଙ୍କର ପ୍ରଗତି ନିଶ୍ଚୟ ହେବ । ପରିବାରରେ ବାହନ ବା ଘର କ୍ରୟ କରିବାର ରୂପ ରେଖା ବନାଇବେ । ଯୁବ ବର୍ଗ ଆବେଗ ରେ ଆସି କାମ କରିବାରୁ ବଞ୍ଚିତ ରୁହନ୍ତୁ । ସାନ୍ତି ସହକାରେ ବିଚାର କରନ୍ତୁ । ଧାମିକ କାର୍ଯ୍ୟ ରେ ରୁହି ବଢିବ ।

କର୍କଟ ରାଶି : ସାଂସାରିକ ମୋହ ମାୟା ଆପଣଙ୍କୁ ଆକର୍ଷିତ କରିବ । ବନ୍ଧୁ ଓ ପରିବାର ଲୋକଙ୍କ ସହ ବାହାରକୁ ଯିବାର ପ୍ଳାନ କରିବେ । ନୂଆ ଲୋକ ଙ୍କ ବନ୍ଧୁତା ର ଯୋଗ ଅଛି । କାମକୁ ନେଇ ପଜେଟିଭ ପରିଣାମ ମିଳିବ । ପଦୋନ୍ନତି ଓ ନୂଆ ଦାୟିତ୍ଵ ମିଳିବ । ଆପଣଙ୍କୁ ଆଳସ୍ୟ ତ୍ୟାଗ କରିବାକୁ ହେବ । ଆଜି ଆପଣ ଯୋଜନାକୁ ବି ବ୍ୟବହାରିକ ରଖନ୍ତୁ । ଭବିଷ୍ୟ ପାଇଁ କରିଥିବା ପ୍ରୟାସ ସଫଳ ହେବ ।

ସିଂହ ରାଶି : ନିଜର ଭବିଷ୍ୟତର ଯୋଜନା ବନାଇବା ପାଇଁ ସମୟ ଉପଯୁକ୍ତ ଅଟେ । କାରଣ ଆପଣଙ୍କ ପାଇଁ ଆରାମ କରିବାର ସମୟ ଅଛି । ସାମାଜିକ କ୍ଷେତ୍ରରେ କ୍ରୋଧ କରନ୍ତୁ ନାହି । ଏହା ଆପଣଙ୍କର କ୍ଷତି କରିପାରେ । ଆପଣକ ରାଗ ଆପଣଙ୍କ କାମକୁ ଖରାପ କରିପାରେ । ତେଣୁ କ୍ରୋଧ ଉପରେ କାବୁ ରଖନ୍ତୁ । ରାଜନୀତି ର ଦିଶା ରେ କାର୍ଯ୍ୟରତ ଲୋକ ଙ୍କ ପାଇଁ ଉତ୍ତମ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଜରୁରତ ଅଛି । ବରିଷ୍ଠ ଜନ ଙ୍କ ମାର୍ଗ ଦର୍ଶନ ମିଳିବ ।

କନ୍ୟା ରାଶି : ପୂଜା ପାଠ ରେ ମନ ଲାଗିବ । ଆତ୍ମିକ ଶାନ୍ତି ବଢିବ । ଯଦି ଆପଣ ଆୟରେ ବୃଦ୍ଧି ହେବାର ସ୍ରୋତ ଖୋଜୁଛନ୍ତି ତେବେ ସୁରକ୍ଷିତ ଆର୍ଥିକ ଯୋଜନାରେ ନିବେଶ କରନ୍ତୁ । କୁସଙ୍ଗତି ରୁ ହାନି ହେବ । ଚାକିରି ରେ କାର୍ଯ୍ୟ ଭାର ବଢିବ  କିଛି ଅବସର ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ । ବ୍ୟାପାରରେ ଲାଭବାନ ହେବେ । ସନ୍ତାନ ଙ୍କ ପାଇଁ ଚିନ୍ତାରେ ରହିବେ । ଆପଣଙ୍କୁ ପ୍ରସନ୍ନ ରହିବାର ଅଛି ।

ତୁଳା ରାଶି : ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଛାତ୍ର ଙ୍କ ପାଇଁ ଆଜି ଦିନ ଟି ସାମାନ୍ଯ ରହିବ । ଆଜି ଦିନରେ ଆପଣଙ୍କୁ ସାବଧାନ ରହିବାର ଅଛି । କାହା ସହ ବିବାଦ କରନ୍ତୁ ନାହି । ଆପଣଙ୍କ ପାଇଁ ପିତା ଙ୍କ ପରାମର୍ଶ ହିତକାରୀ ହେବ । ପିତା ଙ୍କୁ ମନ କଥା କୁହନ୍ତୁ ଓ ତାଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଅଧିକାରୀ ଆପଣଙ୍କ କାମ ଓ ବ୍ୟବସାୟରେ ପ୍ରଭାବିତ ହେବେ ।

ବିଛା ରାଶି : ଆପଣଙ୍କୁ ସେହି ମାର୍ଗ ଦର୍ଶନର ଲାଭ ଉଠାଇ ଚାଲିବାକୁ ହେବ । ଏକ ତରଫା ପ୍ରେମ ଆପଣଙ୍କୁ ନିରାଶ କରିପାରେ । ଆଜି ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଲୋକଙ୍କ ରାୟ ଭଲରେ ଶୁଣନ୍ତୁ । ଜୀବନ ସାଥିଙ୍କ ସହ ପଜେଟିଭ ସମ୍ପର୍କ ରହିବ ଯାହା ଦ୍ଵାରା ଆପଣ ଦୁହେଁ ଖୁସି ରେ ରହିବେ । ଆପଣଙ୍କ ପରିବାର ମଧ୍ୟ ପ୍ରଫୁଲ୍ଲିତ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ ରାଶି : ଲୋକଙ୍କ ପ୍ରତି ଆପଣଙ୍କ ବ୍ୟବହାର ବନ୍ଧୁତା ର ରହିବ । ଯୁବ ବର୍ଗ ଙ୍କୁ ଟେକ୍ନୋଲୋଜି ର ବ୍ୟବହାର ଜରୁରୀ କାମ ରେ କରିବା ଉଚିତ । କଥା କଥାରେ ଏହାର ବ୍ୟବହାର କରିବା ଠିକ ନୁହେଁ । ଆଜି ବିଶେଷ ଫାଇଦା ମିଳିବ ନାହି । କାରୋବାର ପାଇଁ ଦିନ ଅନୁକୂଳ ରହିବ । କାମ ଧନ୍ଦା ମାନ୍ଦା ରହିପାରେ । ଯାତ୍ରା ସମୟରେ ସୁରକ୍ଷା ର ସବୁ ନିୟମର ପାଳନ କରନ୍ତୁ । ଘରେ ଶାନ୍ତି ବଜାୟ ରଖିବାକୁ ହେବ ।

ମକର ରାଶି : କଠିନ ମାମଲାରେ ବଞ୍ଚିତ ରହିବାକୁ ହେଲେ ଆପଣଙ୍କୁ ସମ୍ପର୍କ ର ଉପୋଯୋଗ କରିବାର ଜରୁରତ ଅଛି । ଆଜି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆଉଚିତ । ନିର୍ଧାରିତ ସମୟ ଅନୁଯାୟୀ ଆପଣଙ୍କ କାର୍ଯ୍ୟ ପୂରଣ ହେବ । ସାଥୀଙ୍କୁ ଖୁସି କରିବା ପାଇଁ ଅଧିକ ମେହନତ କରିବାକୁ ହେବ । କିନ୍ତୁ ତାଙ୍କ ସହ ବିତାଇଥିବା ମୂହୁର୍ତ୍ତ ୟାଦକାର ରହିବ । ନୂଆ କାମର ଆରମ୍ଭ କରିବା ପାଇଁ ଦିନ ଶୁଭ ଅଟେ ।

କୁମ୍ଭ ରାଶି : ଶାରୀରିକ ଓ ମାନସିକ ରୂପରେ ଠିକ ଠାକ ରହିବେ । ମଧ୍ୟାହ୍ନ ପରେ କାର୍ଯ୍ୟ କରିବାର ଆଗ୍ରହ ବଢିବ । ଆପଣ ଯେଉଁ ସମୟ ଘରେ ବିତାଇବେ ସେହି ସମୟରେ ଆପଣ ଚିନ୍ତା ମୁକ୍ତ ରହିବେ । ମନରେ ସୁରକ୍ଷା କୁ ନେଇ ଚିନ୍ତାର ଭାବ ଜରୁର ରହିପାରେ । ସୃଜନାତ୍ମକ ଶକ୍ତି କୁ ଉଚିତ ଦିଶା ରେ ଲଗାନ୍ତୁ । ଧାର୍ମିକ, ସାମାଜିକ କାର୍ଯ୍ୟ ରେ ଭାଗ ନେବେ । ନିଜ ଗୁରୁ ଙ୍କ ଆଶୀର୍ବାଦ ନିଅନ୍ତୁ ।

ମୀନ ରାଶି : ପ୍ରେମ ମାମଲାରେ ଆଜି ଦିନ ଟି ବହୁତ ଖାସ ରହିବାର ଅଛି । ଆପଣଙ୍କ ପ୍ରେମ ଅଧିକ ଗଭୀର ହେବ । ସ୍ୱାସ୍ଥ୍ୟ ଅମମଳରେ ଦିନ ମିଶ୍ରିତ ରହିବ । ସୁଗାର ରୋଗୀ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଐଶ୍ଚର୍ଜ୍ୟ ର ସାଧନାରେ ବଡ ଖର୍ଚ୍ଚ ହେବ । ଅନଲାଇନ କାମ କରୁଥିବା ଲୋକ ଙ୍କୁ ଫାଇଦା ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।