ଆଜିର ରାଶିଫଳ, 20 ମାର୍ଚ୍ଚ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାମ କାର୍ଯ୍ୟକୁ ନେଇ ଆପଣ ଦୀର୍ଘ ଦିନରୁ ଯେଉଁ ସମସ୍ୟାରେ ଫସି ରହିଥିଲେ ତାହା ଦୂର ହେବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ପୁରୁଣା ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ବୃଷ ରାଶି : ଆଜି ଜୀବନ ସାଥି ଙ୍କ ଠାରୁ ଭରପୁର ସହଯୋଗ ଆପଣ ପାଇବେ । ଅନ୍ୟ ମାନଙ୍କ ଠାରୁ ସାହାଜ୍ଯ ପାଇଁ ଆପଣ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅବଡା ଖୁସି ଖବର ଶୁଣିବାକୁ ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କଥା କୁ ନେଇ ପଡୋଶୀ ମାନଙ୍କ ସହ ଆପଣଙ୍କର ଆଲୋଚନା ହୋଇପାରେ । ବାଦ ବିବାଦରୁ ଆପଣ ଦୂରେଇ ରୁହନ୍ତୁ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ମିଥୁନ ରାଶି : ଆଜି ଆପଣ ଜୀବନ ସାଥି ଙ୍କ ସହ ବୁଝାମଣା କରିବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ସୃଦୁଢ ରହିବ । ଯେଉଁ କାମରେ ହାତ ଦେବେ ତାହା ସଫଳତା ପୂର୍ବକ ପୁରା ହେବ । ବିଗିଡି ଯାଇଥିବା କାମ ଆପଣଙ୍କର ପୁଣି ଥରେ ଆରମ୍ଭ ହେବେ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ ।

କର୍କଟ ରାଶି : ଆପଣ ନିଜର ଭାବୁକତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆମଦାନୀ ରେ ବୃଦ୍ଧି ହୋଇପାରେ । ବ୍ଯବସାୟିକ ଯୋଜନା ଆପଣଙ୍କର ଫଳପ୍ରଦ ହେବେ । ଆପଣ ସମୟ ଅନୁସାରେ ସବୁ କାମ ପୁରା କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ଉଚ୍ଚ ପଦ ହାସଲ ହେବେ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ସମ୍ମାନ କରିବେ । ପୁରୁଣା ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ସିଂହ ରାଶି : ଆଜି ଆପଣଙ୍କୁ ଆପଣଙ୍କର ମେହନତର ଫଳ ମିଳିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି । କିଛି ନ ବୁଝି ବିଚାରୀ କୌଣସି କାମ କରନ୍ତୁ ନାହି । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ରେ ଗଭୀରତା ଆସିବ । ଆପଣ ଅନ୍ୟ ମାନଙ୍କର ବିବାଦରେ ମୁଣ୍ଡ ପୁରାନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର ହିଁ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି : ଆଜି ବିରୋଧୀ ମାନେ ସାବଧାନ ରୁହନ୍ତୁ । ଆପଣ ନିଜ ମନର କଥା କଥା ସହ ସେୟାର କରନ୍ତୁ ନାହି । ଅଫିସରେ ବଡ ଅଧିକାରୀ ଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଅଗ୍ରସର ହେବେ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନରେ ନୂଆ କାମ କରିବା ପାଇଁ ଆପଣ ଚିନ୍ତା କରିବେ ।

ତୁଳା ରାଶି : ନୂଆ ବିବାହ କରିଥିବା ଯୋଡା ଙ୍କ ପାଇଁ ସମୟ ସାନଦାର ରହିବ । କାରୋବାର ରେ ଆପଣଙ୍କର ବୃଦ୍ଧି ହେବ । ବେପାର କ୍ଷେତ୍ର ରେ ଥିବା ବ୍ୟକ୍ତି କୌଣସି ବଡ କ୍ଷେତ୍ର ରେ ନିବେଶ କରିବେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରତିଷ୍ଠା ହେବ । ମାର୍କେଟିଙ୍ଗ କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଆଜି ଦିନ ଟି ଫାଇଦା ଆଣି ଦେବ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବେ । ସନ୍ତାନ ସୁଖର ଯୋଗ ରହିଛି ।

ବିଛା ରାଶି : ଯଦି ଆପଣ ବାହାରକୁ ଯିବା ପାଇଁ ପ୍ଳାନ କରିଛନ୍ତି ତେବେ ଠିକ ସମୟରେ ତାହା ବନ୍ଦ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ଆୟ ରେ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ରହିବ । ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ହଜି ଯାଇପାରେ । ତେଣୁ ସତର୍କ ରୁହନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ ବିରୁଦ୍ଧରେ କୌଣସି କାମ କରିବେ ଯାହା ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ ।  କିଛି ସମୟ ଆପଣ ନିଜ ପାଇଁ ବାହାର କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନା ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ସାନଦାର ରହିବ । ଅଧୁରା କାମ ଆପଣଙ୍କର ପୁରା ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ପ୍ରଗତି ହେବା ଦେଖି ଆପଣଙ୍କ ମନ ଖୁସି ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭର ଯୋଗ ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ରେ ମଧୁରତା ଆସିବ । ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କର ଆୟ ରେ ବୃଦ୍ଧି ହୋଇପାରେ । ପରିବାର ରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ ।

କୁମ୍ଭ ରାଶି : ପାରିବାରିକ ବାତାବରଣ ସୁଖଦ ରହିବ । ବେପାରୀ ମାନେ କରିଥିବା ମେହନତର ଫଳ ଆଜି ପାଇବେ । ଆପଣଙ୍କର ଆୟ ରେ ବୃଦ୍ଧି ହେବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଧନ ଅର୍ଜନ କରିବାର ନୂଆ ନୂଆ ଅବସର ଆପଣଙ୍କୁ ଆଜି ମିଳିପାରେ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ପ୍ରସ୍ତାବ ବିଭିନ୍ନ କ୍ଷେତ୍ର ରୁ ଆସିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ମୀନ ରାଶି : ମନୋରଞ୍ଜନ କ୍ଷେତ୍ର ରେ ଆପଣଙ୍କୁ ଭାରି ଖର୍ଚ୍ଚ ଉଠାଇବାକୁ ପଡିପାରେ । ବିଗିଡି ଯାଇଥିବା କାମ ଆପଣଙ୍କର ପୁରା ହେବ । ଅଫିସରେ ବଡ ଅଧିକାରି ଙ୍କ ସହଯୋଗ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣ ଅନ୍ୟ ମାନଙ୍କ ଠାରୁ ସାହାଜ୍ଯ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।