ଆଜିର ରାଶିଫଳ, 20 ଫେବୃୟାରୀ 2023, ସୋମବାର, ଆଜି ମହାଦେବଙ୍କ କୃପା ରହିବ ଏହି ୩ଟି ରାଶି ଉପରେ, ହେବ ଆର୍ଥିକ ସଙ୍କଟ ଦୂର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଫେବୃୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣ ଜୀବନ ରେ କର୍ମ କ୍ଷେତରେ ପ୍ରଶଂସାର ପାତ୍ର ହେବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସହ ଯୋଗ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସହ ଯୋଗ କରିବାକୁ ଚେଷ୍ଟା କରନ୍ତୁ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ ।

ବୃଷ ରାଶି : ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶିକ୍ଷକ ମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାତା ପିତାଙ୍କ ସମର୍ଥନ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ରାଗାରେ ଆପଣ କିଛି ନ ବୁଝି ବିହରଇ କଥା ବିଗାଡି ପାରନ୍ତି । ବ୍ୟବହାର ରେ ଦୟା ଓ ସହଯୋଗ ର ଭାବନା ରହିବ । ନୂଆ ବନ୍ଧୁ ଆପଣଙ୍କ ଉଜ୍ବଳ ଭବିଷ୍ୟ ରେ ସହାୟତା କରିବେ ।

ମିଥୁନ ରାଶି : ଆଜି ଭାଗ୍ଯର ସାଥ ଭଲ ମିଳିବ । ଅଧିକାରୀ କାର୍ଯ୍ୟ କୁ ଦେଖିକି ପ୍ରଶଂସା କରିବେ । ବିରୋଧୀ ଆପଣଙ୍କର ପ୍ରଶଂସା କରିବେ । ବିଜନେସରେ କୌଣସି ପ୍ରକାରର ଲେନଦେନ ଆପଣଙ୍କୁ ବଞ୍ଚିତ ରହିବାକୁ ହେବ । ବିଦେଶରେ ରହୁଥିବା ଜାତକ ଙ୍କୁ ଆଜି ଲାଭ ମିଳିପାରେ । କୌଣସି କ୍ରୟ ଆନନ୍ଦପ୍ରଦ ଓ ଲାଭଦାୟୀ ରହିବ । ଆଜି ଆପଣଙ୍କୁ ଅଯଥାରେ କ୍ଷତି ର ସମାନ କରିବାକୁ ପଡିପାରେ । ଆଜି ଆପଣଙ୍କର ଧାର୍ମିକ ପ୍ରବୃତ୍ତି ବଢିବ ।

କର୍କଟ ରାଶି : ଆଜି ସବୁ କିଛି ଆପଣଙ୍କ ପକ୍ଷ ରେ ନଜର ଆସିବ । ଆଜି ଆପଣ ନିଜର ଶତ୍ରୁ ଙ୍କୁ ପରାସ୍ତ କରିବାରେ ସଫଳ ହେବେ । ପରିବାର ଓ ବନ୍ଧୁ ଙ୍କ ସହ ବାହାରକୁ ବୁଲିବାକୁ ଯିବେ । ଆପଣ ଭଲ ସ୍ୱାସ୍ଥ୍ୟ ର ଆନନଡ ନେବେ । ଆଜି ଆପଣଙ୍କର ଆତ୍ମବିଶ୍ଵାସ ବହୁତ ବଢିବ । ଭଲ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ ଯାହା ଆପଣଙ୍କ କାର୍ଯ୍ୟ ରେ ସଫଳତା ପ୍ରାପ୍ତି କରିବାରେ ସହାୟତା ଓ ମାର୍ଗ ଦର୍ଶନ କରିବ ।

ସିଂହ ରାଶି : ପରିବାର ରେ ଆନନ୍ଦ ଉଲ୍ଲାସ ବଜାୟ ରହିବ । କଠିନ ପରିଶ୍ରମ ରେ ଆପଣଙ୍କୁ ଅତିରିକ୍ତ ପ୍ରୋଶ୍ଚାହନ ମିଳିବ । ଘରୋଇ ବାତାବରଣ ଛୋଟ କଥାରେ ବିଗିଡି ପାରେ । ତେଣୁ ମାହୋଲ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ମନରେ ପ୍ରସନ୍ନତା ଦେଖିବାକୁ ମିଳିବ । ବ୍ୟବସାୟରେ କିଛି ନିସ୍ପତି ନିଅନ୍ତୁ ନାହି । ମହିଳା ଆଜି ଘର କାମରେ ଅଧିକ ବ୍ୟସ୍ତ ରେ ରହିବେ । ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ଯା ହୋଇପାରେ ।

କନ୍ୟା ରାଶି : ନୂଆ ସମ୍ପର୍କ ସ୍ଥାପିତ କରିବା ଆଗରୁ ଗମ୍ଭୀରତା ଭାବେ ବିଚାର କରନ୍ତୁ । ଆଜି ଭାଗ୍ୟ ର ସହଯୋଗ ମିଳିବାର ଅଛି । ଆଜି କୌଣସି କାମ କରିବା ସମୟରେ ଆପଣଙ୍କୁ ଗୁରୁଜନ ଙ୍କ ଆଶୀର୍ବାଦ ଜରୁର ନେବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ନିଜ ଲୋକଙ୍କ ସାହାଜ୍ଯ ମିଳିବ । ଆପଣଙ୍କୁ ବନ୍ଧୁ ଓ ପରିଚିତ ବ୍ୟକ୍ତିଙ୍କ ସହ ଭଲ ସମୟ ବ୍ଯତୀତ କରିବାର ଅବସର ମିଳିବ । ଏହି ସମୟରେ ଆପଣଙ୍କୁ କିଛି ନୂଆ ବ୍ୟାପରିକ ଯୋଜନାରେ କାର୍ଯ୍ୟ କାରୀ କରିବାର ଅଛି ।

ତୁଳା ରାଶି : ଆପଣଙ୍କ କାମରେ ବିଳମ୍ବ ହୋଇପାରେ । ଆଜି କାହାକୁ ଉପହାର ଦେବା ଉଚିତ ତେବେ ମନସ୍କାମନା ଅବଶ୍ୟ ପୂରଣ ହେବ । ଯଦି କିଛି ବନ୍ଧୁ ଙ୍କ ସହ ମତଭେଦ ହୋଇଥାଏ ର୍ତେବେ ଆଜି ତାଙ୍କୁ ଘରକୁ ନିମନ୍ତ୍ରଣ କରି ତାହା ଦୂର କରନ୍ତୁ । ଆଜି ବିଦ୍ୟାର୍ଥୀ ଙ୍କୁ ସାମନ୍ୟା ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ବ୍ୟବସାୟିକ ଓ ବିତ୍ତୀୟ ପ୍ରୟାସ ରୁ ଆପଣଙ୍କୁ ଲାଭ ମିଳିବ ।

ବିଛା ରାଶି : ଆପଣ ଶତ୍ରୁ ଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହି । ବରଂ ସେମାନଙ୍କୁ ପରସ୍ତ କରିବାରେ ସଫଳ ହେବେ । ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ ପରାମର୍ଶ ଦିଆ ଯାଉଛି କି ଜଟିଳ କାମରୁ ବଞ୍ଚିତ ରୁହନ୍ତୁ । ପରିବାରରେ ଯଦି ସଦସ୍ୟ ଙ୍କ ପରସ୍ପର ଭିତରେ ତାଳମେଳ ଠିକ ରହିବ । ଆପଣଙ୍କ ପରିବାରରେ ଏକତା ବଜାୟ ରହିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦିନ ଭରା ଭଲ ରହିବ ।

ଧନୁ ରାଶି : ଆପଣଙ୍କ ଠାରେ ପ୍ରସନ୍ନତା ଓ ଫୁର୍ତ୍ତି ରହିବ । ଆପଣ ନିଜର ବୁଦ୍ଧି ଓ ଚତୁର ପଣ ଦ୍ଵାରା ସବୁ କାମ ସହଜରେ ପୁରା କରିବେ । ଆଜି ଆପଣଙ୍କର କିଛି ଗୁପ୍ତ କଥା ଉଜାଗର ହେବାର ସମ୍ଭାବନା ଅଛି । ଆଜି ଦିନ ରେ କିଛି ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆଜି କାହାକୁ ଧନ ଉଧାର ଦିଅନ୍ତୁ ନାହି । ଆପଣଙ୍କୁ ନିଜର ବନ୍ଧୁ ଓ ପରିଜନ ଙ୍କ ସହ ଭଲ ସମୟ ବ୍ଯତୀତ କରିବାକୁ ହେବ । ଆପଣ ସୁଖୀ ଦାଂପତ୍ଯ ଜୀବନ ର ଆନନ୍ଦ ନେବେ । ଆପଣଙ୍କର ମାତା ପିତା ଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଆପଣଙ୍କୁ ନିଜ ବୁଦ୍ଧି ବଳରେ ନିସ୍ପତି ନେବାର ଅଛି । ଆଜି ଆପଣଙ୍କରତା ମେହନତ ଓ ଭାଗ୍ୟ ର ସାଥ ପ୍ରତେକ କ୍ଷେତ୍ର ରୁ ଉତ୍ତମ ସାବ୍ଯସ୍ତ ହେବ । ଆପଣଙ୍କୁ ନିଜ କାମ ନିରନ୍ତର ଭାବେ ବଜାୟ ରଖିବାକୁ ହେବ । ଉଚ୍ଚ ଶିକ୍ଷା ସମ୍ବଧିତ ବଡ ନିସ୍ପତି ଆପଣଙ୍କ ଦ୍ଵାରା ନିଆଯିବ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ କରିବା ପାଇଁ ପ୍ରଯତ୍ନ ବଢାଇବାର ଜରୁରତ ଅଛି ।

କୁମ୍ଭ ରାଶି : ଏହି ସମୟରେ ଆପଣ ସବୁ କିଛି ସ୍ଥଗିତ କରି ପାରିବେ । କଠିନ ପସରିଶରମ କରିବାକୁ ଚେଷ୍ଟା କରନ୍ତୁ । ଗଣେଶ ଜୀ ଙ୍କ ଆରତୀ କରନ୍ତୁ । ଧନର ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆଜି ଆପଣ ଯାହା ବି କହିବେ କରିବେ ବିଚାର କରି କରନ୍ତୁ । ବାର୍ତ୍ତାମ୍ନ ସ୍ଥିତି ରେ ସନ୍ତୁଷ୍ଟ ହୁଅନ୍ତୁ । ପରିବାର ଓ ବନ୍ଧୁ ଙ୍କ ସହଯୋଗ ଆପଣଙ୍କୁ ପୁରା ମିଳିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆପଣଙ୍କୁ ନିଜ ଆଖି ଉପରେ ଧ୍ୟାନ ଦେବାର ଅଛି ।

ମୀନ ରାଶି : ପରିବାରର ସହଯୋଗ ମିଳିବ । କାମରେ ସନ୍ତୁଷ୍ଟି ରହିବ । ତରବର ହୁନନ୍ତୁ ନାହି । ଶତ୍ରୁ ଙ୍କ ଉପରେ ଭାରି ପଡିବେ । ଗୁପ୍ତ ଜ୍ଞାନ ପରାଟ ହେବ । ଅଟକି ଥିବା କାମ ଚାଲୁ ହେବ । ଆପଣଙ୍କୁ ଚାକିରି ରେ କିଛି ସହାୟତା ରେ କିଛି ନୂଆ ଶିଖିବାର ଅବସର ମିଳିବ । ସମାଜ ରେ ମାନ ସମାନ ପ୍ରତିଷ୍ଠା ହେବ । ଆପଣଙ୍କର ସବୁ ଅଧୁରା ଇଚ୍ଛା ପୂରଣ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।