ଆଜିର ରାଶିଫଳ, 20 ଫେବୃୟାରୀ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବେପାର କ୍ଷେତ୍ରରେ ଭଲ ଲାଭ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । କଳାତ୍ମକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବଡ ସଫଳତା ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ମଜବୁତି ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କର ଆକର୍ଷଣ ଅନ୍ୟ ଅମାନଙ୍କ ପ୍ରତି ବୃଦ୍ଧି ହେବ । କୌଣସି ପୁରୁଣା ସମ୍ପର୍କୀୟ ବା ପରିଚିତ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସ୍ଥାନାନ୍ତର ହୋଇପାରେ । ଆଜି ଆପଣ ଶାନ୍ତ ରହିବାକୁ ପସନ୍ଦ କରିବେ । ମିତ୍ର ମାନଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ମନରେ ସାକାରାତ୍ମକ ବିଚାର ଆସିବ । ଅଚାନକ ଧନ ଅଲାଭ ହେବ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଇଞ୍ଜିନିୟର ମାନଙ୍କୁ ବଡ ସଫଳତା ପ୍ରାପ୍ତ ହେବ ।

ମିଥୁନ ରାଶି : ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ଠିକ ଭାବେ ରଖିବେ । ଦୈନିକ କାର୍ଯ୍ୟକ୍ରମ ସରଳତାର ସହ ପୂର୍ଣ୍ଣ ହେବ । ଆଧ୍ୟାତ୍ମିକତା ପ୍ରତି ଆପଣ ରୁଚି ରଖିବେ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବେ । ଧନ ସମ୍ପତିକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାହା ଦୂର ହେବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ବେପାର କ୍ଷେତ୍ର ରେ ଆପଣ ଲାଭବାନ ହେବେ । ପରିବାରରେ ମାଙ୍ଗୀଳିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କର୍କଟ ରାଶି : ଆପଣଙ୍କର ଦିନ ପ୍ରଗ୍ରତିଶାଳି ହେବା ସହ ସଫଳତା ପ୍ରାପ୍ତ ହେବ । ଆପଣଙ୍କର ନୂଆ କାମରେ ରୁଚି ବଢିବ । ଯାହା ଦ୍ଵାରା ଆପଣ କିଛି ନୂଆ ଶିକ୍ଷା ପାଇବେ । ଆର୍ଥିକ ପକ୍ଷ ଆଗ ଅପେକ୍ଷା ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ର ରେ ଆପଣ ବିଶେଷ କଥା ଆଲୋଚନା କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣ ଅଯଥା ଖର୍ଚ୍ଚ କରିବେ ନାହି । ପରିବାର ଲୋକଙ୍କ ସହଯୋଗ ପାଇବେ ।

ସିଂହ ରାଶି : ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ସାହାଜ୍ଯ ପାଇ ନୂଆ ଅବସର ମିଳିପାରେ । ଆପଣ ସଠିକ ନିସ୍ପତି ନେବେ । ଆୟ ରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ଆପଣ ଅଗ୍ରସର ହେବେ । ନୂଆ ବ୍ୟକ୍ତିଙ୍କ ସହ ମିତ୍ରତା ସ୍ଥାପନ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ନିବେଶ କରିବା ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ଆପଣ ଅନେକ କ୍ଷେତ୍ର ରେ ଫାଇଦା ପାଇବେ ।

କନ୍ୟା ରାଶି : ଆଜି ଆପଣ ଦିନ ତମାମ ଉଶ୍ଚାହିତ ଓ ଊର୍ଜାବାନ ରହିବେ । ଆଗାମୀ ସମୟ ଆପଣଙ୍କର ଅନୁକୂଳ ରହିବ । ଅଚାନକ ଧନ ଲାଭ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । କୌଣସି ଦିଗରୁ ଶୁଭ ଖବର ଶୁଣିବାକୁ ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଅଟକି ରହିଥିବା କାମ ଆରମ୍ଭ ହେବ ।

ତୁଳା ରାଶି : ଟଙ୍କା ଓ କ୍ଯାରିୟର କ୍ଷେତ୍ର ରେ ଆପଣ ଶୁଭ ଖବର ଶୁଣିବାକୁ ପାଇବେ । କାରୋବାରରେ ଉନ୍ନତି ହେବ । ଆଜି ଆପଣଙ୍କ ଦିନ ସାନଦାର ରହିବ । ବ୍ୟବସାୟ କ୍ଷେତ୍ରରେ ନୂଆ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣ ଫାଇଦାରେ ରହିବେ । ପୈତୃକ ସମ୍ପତିକୁ ନେଇ ଆପଣ ବିବାଦରେ ପଡି ପାରନ୍ତି । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ସମାଜରେ କ୍ଷତି ଓ ଯଶ ବୃଦ୍ଧି ହେବ ।

ବିଛା ରାଶି : ଆଜି ଆପଣ ବ୍ୟବସାୟ କ୍ଷେତ୍ର ରେ ବଡ ସଫଳତା ପ୍ରାପ୍ତ କରିବେ । ଆପଣ ପୁରୁଣା ଅଜିନିଷ ପାଇଁ ଖୁସି ଅନୁଭବ କରିବେ । ନୂଆ ଲୋକଙ୍କ ସହ ଆପଣ ଭେଟ କରିବେ । ଯାହା ଦ୍ଵାରା ଆପଣ ନୂଆ ଅନୁଭୁତି ଅନୁଭବ କରିବେ । ଜୀବନରେ କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । କୌଅଂଶୀ କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।

ଧନୁ ରଶି : ଦୈନିକ କାର୍ଯ୍ୟରେ ଆପଣଙ୍କର ପରିବର୍ତ୍ତନ ହୋଇପାରେ । ଧନ ଆଗମନର ହେବାର ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହାର ଅନ୍ତ ହେବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳତା ପ୍ରାପ୍ତ କରିବେ । ପ୍ରେମ ଜୀବନରେ ଅପାନଙ୍କ ମନ ହର୍ଷିତ ରହିବ । କାମ କାର୍ଯ୍ୟରେ ଆପଣ ବ୍ୟସ୍ତତା ଭିତରେ ରହିବେ । ସାମାଜିକ କାମରେ ଆପଣ ଆଗ୍ରହୀ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ ।

ମକର ରାଶି : ବିଦ୍ୟାର୍ଥୀ ମାନେ ସଫଳ ହେବେ । ପ୍ରେମ ଜୀବନରେ ବିବାହ ପ୍ରସ୍ତାବ ଆସିପାରେ । ବେପାରୀ ମାନେ ଅଧିକ ରୋଜଗାର କରିବେ । ଅଚାନକ ଧନ ଲାଭ ହେବ । ରାଜନୀତିଜ୍ଞ ସଫଳ ହେବେ । ଯଦି ଆପଣ ଚାକିରି କରିଛନ୍ତି ତେବେ ଆପଣଙ୍କର ବେତନରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣ ପ୍ରତିଦ୍ଵନ୍ଦୀ ମାନଙ୍କୁ ଭଲ ଟକ୍କର ଦେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଦାଂପତ୍ଯ ଜୀବନ ମଧୁମୟ ରହିବ ।

କୁମ୍ଭ ରାଶି : ଭାଗ୍ୟ ଉନ୍ନତି କରିବାର ଚେଷ୍ଟା ସଫଳ ହେବେ । କୌଣସି ମନୋରଞ୍ଜନ ଯାତ୍ରା କରିବାର ଆୟୋଜନ କରିବେ । ନୂଆ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିବେ । ପରିବାର ଲୋକଙ୍କ ସହଯୋଗ ପାଇବେ । ବନ୍ଧୁ ମାନଙ୍କ ସହ ଦୂର ଜାଗାକୁ ଯାତରା କରିବେ । ଅଫିସରେ ବଡ ଅଧିକାରୀ ଓ ସହକର୍ମୀ ମାନଙ୍କ ସହଯୋଗ ପାଇବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଆଜି ପ୍ରିୟଜନ ଓ ବନ୍ଧୁଙ୍କ ଠାରୁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିପାରେ । ଏହି ପରିବର୍ତ୍ତନର ସାକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ଆୟ ରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ । ମେହନର ଫଳତା ଆପଣ ପାଇବେ । ସାମାଜିକ କାର୍ଯ୍ୟରେ ରୁଚି ରଖିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।