ଆଜିର ରାଶିଫଳ, 20 ଅଗଷ୍ଟ 2020, ଗୁରୁବାର, ମହାଲକ୍ଷ୍ମୀଙ୍କ କୃପାରୁ ବନୁଛି ଦୁର୍ଲଭ ଯୋଗ, ଏହି ୫ଟି ରାଶିଙ୍କୁ ମିଳିବ ଆର୍ଥିକ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନ ଭଲରେ କଟିବ । ଭରସା କରୁଥିବା ବ୍ୟକ୍ତିଙ୍କର କହିବା କଥାନୁସାରେ ଯଦି ଆପଣ କାମ କରନ୍ତି ନିଜକୁ ବହୁତ ଫାଇଦା ହେବ । ନିଜ ଭିତରେ ଥିବା ସକାରାତ୍ମକ ଶକ୍ତି ଆଜି ଆପଣଙ୍କୁ ବହୁତ ଉପରକୁ ନେଇଯିବ । ଯେକୌଣସି ବ୍ୟକ୍ତି ହେଉ ନା କାହିଁକି ଆଜି ଆପଣଙ୍କର କଥାରେ ନିଶ୍ଚୟ ପ୍ରଭାବିତ ହେବେ । ଆଜି ଆପଙ୍କର ଦିନ ମଧ୍ୟମ ଧାରଣ ରହିବ । ଆର୍ଥିକ ସମସ୍ୟା ଦୃଢ ରହିବା ସହିତ କିଛି ପରିବର୍ତନ ଆସିପାରେ ନିଜ ଜୀବନରେ ଯାହାକି ଏକ ନୂଆ ସୁଯୋଗ ଆପଣଙ୍କ ପାଇଁ ଆଣିପାରେ । ଆଜି ନିଜ କାମ କରିବା ସହିତ ଘରର କାମ ମଧ୍ୟ କରିପାରନ୍ତି କିନ୍ତୁ ବେଳେ ବେଳେ ଏହା ସମ୍ଭବ ହୋଇନଥାଏ । କୋଟ କଚେରୀ ଥିବା କର୍ମ ବି ଆଜି ନିଜ ପାଇଁ ଲାଭ ହେବ ।

ବୃଷ

ସମାଜରେ ନିଜର ମାନ ସଂମ୍ମାନ ବଢିବ । ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଜି ବହୁତ ଖୁସି ରହିବେ ଓ ଜୀବନ ସାଥିଙ୍କ ସହ ମଧ୍ୟ ବହୁତ ଖୁସିରେ ଦିନ କଟିବ । ନିଜର ଥିବା ଯୋଗ୍ୟତା ଓ ଅନୁଭୂତି ଅନୁଯାଇ କାର୍ଯ୍ୟ କରନ୍ତୁ ସେଥିରେ ନିଜକୁ ସଫଳତା ମିଳିବ । ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ଘରର କାମ ଆଜି କରିପାରିବେ ନାହିଁ । କଠିନ ପରିଶ୍ରମ ଦ୍ଵାରା କିଛି ଭାବିଥିବା କାର୍ଯ୍ୟ ରେ ଆପଣଙ୍କୁ ସଫଳତା ମିଳିବ । ଯଦି ନିଜର କିଛି ଟଙ୍କା କେଉଁ ଠାରେ ଅଟକି ଥାଏ ତେବେ ସେହି ଟଙ୍କା ଏବେ ପାଇବେ ସେଥିରେ ସନ୍ଦେହ ନାହିଁ ।

ମିଥୁନ

ସବୁ କାମରେ ଆଜି ସଫଳତା ମିଳିବ । ଯଦି ମିଡିଆରେ ଅଛନ୍ତି ଆଜି ସେହି କ୍ଷେତ୍ରରେ ସଫଳତା ମିଳିବ ଓ ଏହି କାମରେ ଆପଣଙ୍କୁ ଲୋକ ବହୁତ ପ୍ରଶଂସା କରିବେ । ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଆଜି ନିଜର ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ । ଘରର ସଜା ସଜିରେ ନୂଆ ଆଡ଼ିଆ ଆସିପାରେ । ଯଦି ଆପଣ ନୂଆ ଗାଡି କିଣିବାକୁ ଚାହୁଛନ୍ତି ତେବେ କିଣିପାରିବେ । କାର୍ଯ୍ୟର ଭାର ଅଧିକ ରହିବ ଯାହା ଦ୍ୱାରା ଶରୀର ଓ ମାନସିକ ଚିନ୍ତାରେ ରହିବେ । ଆଜି କିଛି ଅଳଙ୍କାର ଓ ମନୋରଞ୍ଜନର ଜିନିଷ କିଛି କିଣି ପାରନ୍ତି । ଯଦି ପ୍ରେମ ସମ୍ବନ୍ଧି ଆପଣଙ୍କର ଅଛି ତେବେ ନିଜ ପାଇଁ ବହୁତ ଖୁସି ଖବର ଅଛି ଯାହା ଖୋଜୁଛନ୍ତି ଆଜି ପାଇବେ ।

କର୍କଟ

ଆର୍ଥିକ ସମସ୍ୟା ଆଜି ଦେଖା ଦେଇପାରେ । ଅଯଥା ଖର୍ଚ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ନାହିଁ । କାହା ଉପରେ ଖୁବ ଶୀଘ୍ର ବିଶ୍ଵାସ କରନ୍ତୁ ନାହିଁ ଓ ନଚେତ ଏହା ନିଜର ବହୁତ ବଡ ଖ୍ଯାତି କରିଦେବ । ପରିଶ୍ରମ କରିଥିବା କାର୍ଯ୍ୟରେ ଆଜି ଭରପୁର ଲାଭ ମିଳିବ । ସ୍ୱାସ୍ଥ୍ୟରେ ସାମାନ୍ଯ ପରିବର୍ତନ ଦେଖାଦେବ । ବ୍ୟବସାୟରେ କିଛି ନୂଆ ବ୍ୟବସ୍ଥା ଆସିବାରୁ ଏହା ଆପଣଙ୍କୁ ବହୁତ ଲାଭ ଦାୟକ ହେବ । । ଆଜି ନିଜ ଭିତରେ ଥିବା ପ୍ରତିଭାରେ ଆପଣ ଖୁବ ଆଗକୁ ଯିବେ ଓ ଏହି ଗୁଣ ଯୋଗୁଁ ଆପଣଙ୍କର ନୂଆ ପରିଚୟ ସୃଷ୍ଟି ହେବ । ନୂଆ ଯୋଜନା କରିବା ଓ ସେଥିରେ ସଫଳତା ମଧ୍ୟ ମିଳିବ । ଏହା ସହିତ ପରିବର୍ତନ ଓ ଆଧ୍ୟାତ୍ମିକରେ ସଫଳତା ମିଳିବ ।

ସିଂହ

ଯଦି ଆପଣ ଚାକିରି କରିଛନ୍ତି କିଛି ବଡ କାର୍ଯ୍ୟ ଆଜି ନିଜ ଉପରକୁ ଆସିପାରେ । କୌଣସି କାମ କରିବାକୁ ଜଲ୍ଦି ଆରମ୍ଭ କରନ୍ତୁ ନାହିଁ, ସେହି ବିଷୟରେ ଆଉଥରେ ବିଚାର କରି ସେହି କାର୍ଯ୍ୟରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ଅସୁବିଧା ହେବାର ସମୁଖୀନ ହୋଇପାରନ୍ତି । ଆଜି ଆପଣଙ୍କର ଦିନ ସାଙ୍ଗ ମାନଙ୍କ ସହ ଖୁବ ମଜା ରେ କଟିବ । ପ୍ରଭାବଶାଳି ବ୍ୟକ୍ତି ଓ କିଛି ମହତ୍ୟ ପୂର୍ଣ୍ଣ ବ୍ୟକ୍ତି ସହ ଭେଟ ହେଲା ପରେ ବହୁତ କିଛି ପରିବର୍ତନ ଅନୁଭବ କରିବେ । ଯାହାକି ଆପଣଙ୍କର ଭାଗ୍ୟ ବଦଳେଇ ଦେଲା ପରିଲାଗିବ ।

କନ୍ୟା

ଆଜି ଆପଣ କମ ପରିଶ୍ରମ କାଲେ ମଧ୍ୟ ସମ୍ପୁନ୍ନ ଲାଭ ମିଳିବ । ଆଜି ଆପଣଙ୍କ ଦିନ ଭଲରେ କଟିବ । ନିଜ ସାଙ୍ଗ ମାନଙ୍କ ତରଫରୁ କିଛି ସହଯୋଗ ମିଳିପାରେ । ଆଜି ଆପଣଙ୍କ ସାମ୍ନାକୁ ଏପରି ଏକ ସତ ଘଟନା ଯାହାଈ ଆପଣଙ୍କର ଥିବା ପ୍ରତିଦ୍ଵନ୍ଦୀ ଆପଣଙ୍କୁ ଡରିକି ରହିବେ । ଚାକରୀରେ ଆଜି ଆପଣଙ୍କୁ ବହତୁ ସଂମାନ ମିଳିବ ଓ ଊର୍ଣ୍ଣତି ମଧ୍ୟ ହେବ । ନୂଆ ଯୋଜନା କରିବା ଓ ସେଥିରେ ସଫଳତା ମଧ୍ୟ ମିଳିବ । ଏହା ସହିତ ପରିବର୍ତନ ଓ ଆଧ୍ୟାତ୍ମିକରେ ସଫଳତା ମିଳିବ । ଆପଣ ବହୁତ ଭାବିଚିନ୍ତି କାମ କରୁଥିବା ହେତୁ ଏହା କୌଣସି ବଡ ସମସ୍ୟାରେ ଆଜି ଜୟ ଲାଭ କରିବେ ।

ତୁଳା

କିଛି ପୁରୁଣା କଥାକୁ ନେଇ ଆଜି ଘରେ ପାଟିତୁଣ୍ଡ ହୋଇପାରେ ଟିକେ ସାବଧାନ ହୋଇ ଚଳିବେ । ଅଫିସରେ ବହୁତ ସମସ୍ୟା ସାମ୍ନାକୁ ଆସିପାରେ ଓ ତାସହିତ ଆଜି ପୁରା ଦିନ ବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଓ ଆଜି ଆପଣ କୌଣସି ଯାତ୍ରାରେ ଯଦି ବାହାରୁଛନ୍ତି ତେବେ କେବେ ଯାଅନ୍ତୁ ନାହିଁ । ରୋଜଗାର କରୁଥିବା ଟଙ୍କା ଭବିଷ୍ୟତ ପାଇଁ ସାଇତି ରଖନ୍ତୁ । ସୁଖ ସମୃଦ୍ଧି ବଢିବ ଓ ସ୍ଵାସ୍ଥ୍ୟରେ କିଛି ଅସୁବିଧା ମଧ୍ୟ ହେବ ନାହିଁ । ଧର୍ମ କାର୍ଯ୍ୟରେ ଆଜି ବହୁତ ଲାଭ ଦାୟକ ହେବ । ଆଜି ଆପଣଙ୍କର ମନ ଧନ କମାଇବା ପାଇଁ ବହୁତ ଜଲ୍ଦି ହେବ କିନ୍ତୁ ଟିକେ ଧର୍ଯ୍ୟର ସହ କରିବାକୁ ଚେଷ୍ଟା କରନ୍ତୁ ।

ବିଛା

କୌଣସି ଏକ ବଡ ଅଧିକାରିଙ୍କର ସହୋଯୋଗରେ ସଫଳତା ମିଳିବ । ଆପଣଙ୍କ ଇମାନ୍ଦାରି ସବୁଆଡେ ଚର୍ଚାର ବିଷୟ ହେବ । ସମସ୍ୟାକୁ ସମାଧାନ କରିବା ପୂର୍ବରୁ ଟିକେ ଗୁରୁଜନ କଥା ମାନିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣ ସେଥିରେ ସଫଳତା ମିଳିବ । ନୂଆ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ସାଙ୍ଗ ମାନଙ୍କ ସହ ଝଗଡା କରିବାରୁ ଦୂରେଇ ରୁହନ୍ତୁ । ପୂର୍ବରୁ ଆଟକି ଯାଇଥିବା କାର୍ଯ୍ୟ ଏବେ ପୂର୍ଣ୍ଣ ହେବ ।  ରୂତୁ ପରିବର୍ତନ ହେତୁ ନିଜର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ମନ ଲଗାଇ ପଢିବାକୁ ଚେଷ୍ଟା କର ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

ଧନୁ

ନିଜ ଉପରକୁ କିଛି ନୂଆ ଭାର ଆସିପାରେ ଓ ସେଥିରେ ଆପଣଙ୍କୁ ମନ ଲଗାଇ କାମ କରିବାର ଅଛି ଯାହା ଦ୍ଵାରା ଏହା ନିଜକୁ ବହୁତ ଲାଭ ଦାୟକ ହେବ ଓ ସମସ୍ତେ ଆପଣଙ୍କର ପ୍ରଶଂସା କରିବେ । ନିଜ ଜୀବନ ସାଥିଙ୍କର ସହଯୋଗ ମିଳିବ ଓ ତାଙ୍କ ସହ ଭଲରେ ଦିନ କାଟିବେ । ଆଜି ଆପଣଙ୍କର ଦିନ ବହୁତ ଭଲରେ କଟିବ । ହଠାତ ଧନ ପ୍ରାପ୍ତି ହୋଇପାରେ । ପରିବାରରେ ପୁରା ସହଯୋଗ ମିଳିବ ନାହିଁ । ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ବହୁତ ବଡ ସମସ୍ୟାର ସମୁଖୀନ ହୋଇପାରନ୍ତି । ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ ଓ ଏହି ଦିନ ହିଁ ନିଜର ବହୁତ ଭଲ ଦିନ ଅଟେ ।

ମକର

ଯେକୌଣସି ଯୋଜନା ଆପଣ କରିବେ, ସେଥିରେ ଆପଣଙ୍କୁ ନିଶ୍ଚିନ୍ତ ସଫଳତା ମିଳିବାରେ ଡେରି ଅଛି ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । ଆଜି ପୁରା ଦିନ ନିଜ ଘର ଲୋକଙ୍କ ସହ ବିତାଇ ପାରନ୍ତି । ଓ ଆଧ୍ୟାତ୍ମିକରେ ସଫଳତା ମିଳିବ । ଆପଣ ବହୁତ ଭାବିଚିନ୍ତି କାମ କରୁଥିବା ହେତୁ ଏହା କୌଣସି ବଡ ସମସ୍ୟାରେ ଆଜି ଜୟ ଲାଭ କରିବେ । ସାଙ୍ଗ ମାନଙ୍କ ସହ ଭଲରେ ଦିନ କଟିବ । ବ୍ୟବସାୟରେ ଭାବିଚିନ୍ତି ନେଇଥିବା ନିସ୍ପତି ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ଦାୟକ ହେବ । ଅଯଥା କଥାକୁ ଭୟ ନକରି ଯେଉଁ କାମ କରୁଛନ୍ତି ସେଥିରେ ମନ ଧ୍ୟାନ ଦେଇ କାମ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

କରିଥିବା କିଛି କାମରେ ଆଜି ଆପଣଙ୍କୁ ବହତୁ ପ୍ରଶଂସା ମିଳିବ ତାସହିତ ସମାଜରେ ସଂମ୍ମାନ ମିଳିବ । ଆତ୍ମବିଶ୍ଵାସ ନିଜର ପୂର୍ବ ଅପେକ୍ଷା ଏବେ ଅଧିକ ବଢିବ । ଚାକିରି କ୍ଷେତ୍ରରେ ବହୁତ ଉନ୍ନତି ହେବ । ଗୁରୁଜନ ମାନଙ୍କ କଥା ମାନିବା ଦ୍ଵାରା ନିଜର ବହୁତ ଶୁଭ ଫଳ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ ।  ଘରେ ଆସୁବିଧା ଆସିବାର ସମଭାବନା ଅଛି । ଦାମ୍ପଦ୍ୟ ଜୀବନରେ ବହୁତ ଭଲରେ କଟିବ ଓ ବ୍ୟବସାୟରେ ମଧ୍ୟ ଲାଭ ହେବ । ମନଧ୍ୟାନ ଦେଇ ପାଠ ପଢିବାକୁ ଚେଷ୍ଟା କରନ୍ତୁ ଯାହାଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ ।

ମୀନ

ନିଜର ମତ କେବେ ହେଲେ ଆଜି କେଉଁଠାରେ ମଧ୍ୟ ପ୍ରକାଶ କରନ୍ତୁ ନାହିଁ ନଚେତ ବଡ ଆସୁବିଧା ଆସିପାରେ । ଅଫିସରେ କରିଥିବା ଭଲ କାମ ଆପଣଙ୍କୁ ବହୁତ ସଂମ୍ମାନ କରିବେ । ପରିବାରରେ ବଡ ସମସ୍ୟା ଦେଖା ଦେବ । ଦାମ୍ପଦ୍ୟ ଜୀବନରେ ବହୁତ ଭଲରେ କଟିବ । ଆଜି ପୂଜା ପାଠ ଆପଣ କରିବା ଦ୍ଵାରା ନିଜ ମନରେ ଶାନ୍ତି ମିଳିବା ସହିତ ଆଧ୍ୟତ୍ମିକ ଚେତନା ମଧ୍ୟ ବଢିବ । ଆଜି ଆପଣଙ୍କୁ ଶିକ୍ଷକଙ୍କ ପାଖରୁ ସହାୟତା ମିଳିପାରେ । ଆଜି ଆପଣ ବହୁତ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।