ଆଜିଠୁ ଆରମ୍ଭ ପ୍ରବଳ ବର୍ଷା, 12 ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରୀ

କାଲି ଠାରୁ ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହାର ପ୍ରଭାବ ବହୁତ୍ ଗୁଡେ ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି । ବର୍ଷା ହେବ ବୋଲି ପାଣି ପାଗ ବିଭାଗ ୧୨ ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଦେଇଥିଲେ । କାଲି ଠାରୁ ବର୍ଷା ଲାଗି ରହିଛି କିନ୍ତୁ ଆଜି ଠାରୁ ବର୍ଷାର ପ୍ରଭାବ ବେଶି ରହିବ ଏବଂ ପ୍ରବଳ ମାତ୍ରାରେ ବର୍ଷା ହେବ । ବର୍ଷା ୨୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଆଜି କେଉଁ କେଉଁ ରାଜ୍ୟ କୁ ୱର୍ଣିଂ ଦିଆ ଯାଇଛି ଆସନ୍ତୁ ଜାଣିବା ।

ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଲାଗି ରହିଛି । ୧୨ ଟି ଜିଲ୍ଲା ପାଇଁ ସତର୍କତା ର ସୂଚନା ଜାରି କରା ଯାଇଛି ଯେଉଁଠି କି ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ର ପରିମାଣ କାଲି ଅପେକ୍ଷା ଆଜି ଆହୁରି ବେସୀ ବୃଦ୍ଧି ପାଇବ । ଯୋଉଥି ପାଇଁ କେତେ ଗୁଡ଼ିକ ଜିଲ୍ଲା କୁ ଅରେଞ୍ଜ ୱାର୍ଣି ମଧ୍ୟ ଦିଆ ଯାଇଛି ।

ତା ମାନେ ଅଟେ ଜୋରେ ବର୍ଷା ଲାଗି ରହିବ । ବାକି ଜିଲ୍ଲା ମାନଙ୍କରେ ମଧ୍ୟ ସ୍ବଳ୍ପ ରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିବ । ୨୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାର ସମ୍ଭାବନା ଅଛି । ମାଛ୍ୟ ଜିବି ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହା ଯାଇଛି । ଆଜି ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା କୁ ଅରେଞ୍ ୱର୍ଣ୍ଣିଂ ଦେଇଛନ୍ତି ।

ବନ୍ୟା ହୋଇଥିବା ଜିଲ୍ଲା ଗୁଡିକରେ ସଚେତନତା ସହିତ ରୁହନ୍ତୁ କାରଣ ବର୍ଷା ଯୋଗୁ ପାଣି ବୃଦ୍ଧି ହେବ ଏବଂ ଅସୁବିଧା ବଢ଼ି ପାରେ । ୨୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିବ । ଯଦି ଆଊ କିଛି ରାଜ୍ୟ କୁ ୱର୍ଣି ଦିଆ ଯାଏ ତେବେ ଆମେ ସଙ୍ଗେ ସଙ୍ଗେ ଉପଡେଟ କରିବୁ, ଲାଟେଷ୍ଟ୍ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।