ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବର୍ତ୍ତମାନର ୧୦ଟି ବଡ଼ ଖବର, ଚାଲନ୍ତୁ ଜାଣିବା

+୩ ନାମଲେଖା ପ୍ରସ୍ତୁତି

+୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ SAMS, କଲେଜ ରେ ଅନଲାଇନ ଆପ୍ଳୟ କରିପାରିବେ । CHSE, CBSE ଏବଂ ICSE ବୋର୍ଡ ପକ୍ଷରୁ ରେଜଲ୍ଟ ବାହାରି ସାରିଛି ।

୪ ଟି ଯାଆଁଳା ସନ୍ତାନ ଜନ୍ମ ଉତ୍ତରପ୍ରଦେଶ ର ସିତପୁରର ଏକ ମହିଳା ୪ ଟି ଜାଁଲା ସନ୍ତାନ ଜନ୍ମ ଦେଲେ । ସମସ୍ତେ ସୁସ୍ଥ ଅଛନ୍ତି । ଏହି ଖବର ବହୁତ୍ ଚର୍ଚ୍ଚାରେ ରହିଛି ।

ଆଜି ପ୍ରକାଶ ପାଇଛି +୨ ବାଣିଜ୍ୟ ରେଜଲ୍ଟ

+୨ ବାଣିଜ୍ୟ ର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଆଜି ଦିନ ୧୧:୩୦ ମିନିଟ୍ ରେ ଫଳାଫଳ ସାମ୍ନାକୁ ଆସିଥିଲା । +୨ ଛାତ୍ର ଛାତ୍ରୀ ଆଜି ନିଜ ରେଜଲ୍ଟ ଦେଖିଛନ୍ତି ।

ଆଊ ୨ ଦିନ ରାଜ୍ୟ ରେ ପ୍ରବଳ ବର୍ଷା

୧୨ ଟି ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା । ଆଜି ଏବଂ କାଲି ହେବ ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ରେ ହେବ ପ୍ରବଳ ମାତ୍ର ରେ ବର୍ଷା । କିଛି ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ ।

Covid ମୁକାବିଲା ପାଇଁ ୪ ଟି ଜିଲ୍ଲାରେ ସ୍ଵତନ୍ତ୍ର ରଣନୀତି କରିବାକୁ ମୁଖ୍ୟ ମନ୍ତ୍ରୀ ଦେଲେ ପରାମର୍ଶ ।

ମୁଖ୍ୟ ମନ୍ତ୍ରୀ ଆଜି covid କୁ ନେଇ ଭିଡିଓ କନଫେରେନ୍ସ ରେ ସମସ୍ତଙ୍କ ସହ କଥା ହୋଇ ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ରାଇଗଡ ରେ ରଣ କୌଶଳ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶେଷ ପର୍ଯ୍ୟରେ ଆସିଲା କେ଼ାରୋନା ଭ୍ୟକସିଂ

ଭାରତ ପାଇଁ ଏକ ଖୁସିର ଖବର । ଶେଷ ପର୍ଯ୍ୟାୟ ରେ corona ଟୀକା । ଚକିତ ସପ୍ତାହ ସୁଦ୍ଧା ତୃତୀୟ ଟୀକା ପରିଚାଳନା କରାଯିବ । କିନ୍ତୁ ଏହା କେବେ ସୁଦ୍ଧା ଉପଲବ୍ଧ ହେବ ବା ପ୍ରସ୍ତୁତି ହେବ ସେ ନାଇ କୌଣସି ସୂଚନା ଦେଇ ନାହିଁ କେନ୍ଦ୍ର ।

ଏବେ ଅନଲାଇନ ରେ ମିଳିବ ବିଦୁଦ୍ ସେବା

ଆଊ ବିଦୂଦ୍ ଅଫିସ ଯିବାକୁ ପଡ଼ିବ ନାହିଁ ଏବେ ଅନଲାଇନ ମିଳିବ ବିଦୁଦ ସେବା । ଏହା ପାଇଁ ଏକ ଅନଲାଇନ ପୋର୍ଟାଲ୍ ପ୍ରସ୍ତୁତି କରାଯାଇଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ପୋର୍ଟାଲ୍ ରହିଛି ।

ଅନେକ ଜିଲ୍ଲା ରେ ବନ୍ୟା ପରିସ୍ଥିତି

ମାଲକାନଗିରି ରେ ବନ୍ୟା ର ପରିସ୍ଥିତି ଅତ୍ୟନ୍ତ ଖରାପ୍ । ବନ୍ୟା ପାଣିରେ ବୁଡି ରହିଛି ମାଲକାନଗିରି । ୬ ଦିନ ପରେ ବର୍ଷା ଟିକେ କମିଥିବାର ଜଣା ପଡ଼ିଛି । ନିଦିରେ ପାଣି ବେଶି ହେବାରୁ ୬ ଟି ଗାଆଁ ଜଳମଗ୍ନ ରହିଛି ।

ହୀରାକୁଦ ରେ ୧୮ ଗେଟ୍ ଖୋଲା

ହୀରାକୁଦ ଡ଼୍ୟାମ ରେ ମୋଟ ୧୮ ଟି ଗେଟ୍ ଖିଲିଦେଆ ଯାଇଛି । ମଙ୍ଗଳବାର ଦିନ ୨ ତ ବେଳକୁ ହୀରାକୁଦ ର ୨ ଟି ଗେଟ୍ ବନ୍ଦ କରିଦିଆଯାଇଛି ।

ଏଥର ହେବ ନାହିଁ ଗଣେଶ ପୂଜା

ହେବ ନାହିଁ ଗଣେଶ ପୂଜା । ପ୍ରଶାସନ ଦେଇଛି ନିର୍ଦେଶ । covid ସ୍ଥିତି କୁ ନେଇ ହେଲା ଗଣେଶ ପୂଜା ବନ୍ଦ । କୌଣସି ସ୍ଥାନ ରେ ହେବନାହିଁ ଗଣେଶ ପୂଜା । କୋରୋନା କୁ ରୋକିବପାଇଁ ଏ ବର୍ଷ ହେବ ନାହିଁ ଗଣେଶ ପୂଜା ।

ଏହା ଥିଲା ଆଜିର ୧୦ ଟି ବଡ଼ ନିଉଜ । ଏହି ପରି ଲଟେଷ୍ଟ ଖବର ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।