ଆଜିର ରାଶିଫଳ, 19 ସେପ୍ଟେମ୍ବର 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନିଜକୁ ଏନର୍ଜି ଭରା ଅନୁଭବ କରିବେ । କୌଣସି ପୁରୁଣା କାଗଜ, ଫାଇଲ ବ ଆଇକାର୍ଡ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ । ମିତ୍ର ମାନଙ୍କ ସହ ଭେଟ ହେବ । ଆପଣଙ୍କୁ ପରିବାର ର ସହଯୋଗ ମିଳିବ । ଆପଣଙ୍କ ଦ୍ଵାରା ବେହତର କାର୍ଯ୍ୟ ପୁରା ହେବ । ଆୟ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । କାମ ର ସ୍ଥିରତା ରହିବ । ସମାଜ ରେ ମାନ ସାମନାରେ ବୃଦ୍ଧି ହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରେ ରହିବେ । ସମ୍ପର୍କୀୟ ଙ୍କ ସହ ଆପଣଙ୍କର କଳହ ଦୂର ହେବ ।

ବୃଷ ରାଶି : ଆଜି ଆପଣଙ୍କ ଧନ ଖର୍ଚ୍ଚ ବଢିପାରେ । ନିଜର ବୁଦ୍ଧିମାତ କାରଣରୁ ଆପଣ ପ୍ରତେକ କାମ ବେହତର କରିବେ । ପ୍ରଭାବଶାଳି ବାଣୀ ଦ୍ଵାରା ଆପଣ ଲୋକଙ୍କ ଠାରୁ ନିଜ କଥା ମାନେଇ ପାରିବେ । ଶ୍ରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ । କାହାର ହିତ କରିବାକୁ ଯାଇ ଆପଣ ସମସ୍ୟାରେ ପଡି ପାରନ୍ତି । ଧାନ ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ମାନ ହାନି ହେବାର ସମ୍ଭାବନା ରହିଛି । ଆପଣ ଅନ୍ୟ ର ସମସ୍ଯା ପାଇଁ ବିଚଳିତ ହୋଇ ପାରନ୍ତି ।

ମିଥୁନ ରାଶି : ଆଜି ଆପଣ ନିଜର ଲକ୍ଷ୍ୟ ର ବହୁତ ନିକଟରେ ହେବାକୁ ଯାଉଛନ୍ତି । ସମ୍ପର୍କ ରେ ମଧୁରତା ଆସିବ । ଆପଣ ଗୁପ୍ତ କଥା ନିଜ ଭିତରେ ରଖନ୍ତୁ । ଆପଣ ଶତ୍ରୁ ସକ୍ରିୟ ହୋଇ ପାରନ୍ତି ତେଣୁ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ରେ କୌଣସି ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆପଣ ନିଜ କାମ ପାଇଁ କାହା ଠାରୁ ସାହାଜ୍ଯ ନେବେ । ଆପଣଙ୍କ ଜୀବନରେ ଚାଲିଥିବା ଦୁଖ କଷ୍ଟ ଦୂର ହେବ । ସନ୍ତାନ ପକ୍ଷ ରୁ ଶୁଭ ଖବର ପ୍ରାପ୍ତ ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଜୀବନରେ କିଛି ନୂଆ କରି ଦେଖାଇବାର ଆଶା ଆପଣଙ୍କ ମନରେ ଆସିପାରେ ।

କର୍କଟ ରାଶି : ପୁରୁଣା ନିବେଶ ରୁ ଆପଣ ବହୂତ ବଡ ଲାଭ ପାଇବେ । ଭାଇ ଭଉଣୀ ଙ୍କ ସହ ତର୍କ ହୋଇପାରେ ଯାହା ପାଇଁ ଆପଣ ଉଦାସ ରହିବେ । କୌଣସି ଖବର ଅପେକ୍ଷା ରେ ଥିଲ ଆପଣ ଆଜି ନିଶ୍ଚିନ୍ତ ଭାବେ ପାଇବେ । ଆଜି ଆପଣ ମାନସିକ ବ୍ୟବହାର ରେ ଦୃଢତା କମ ହେବା କାରଣରୁ କୌଣସି ନିସ୍ପତି ନେବା ପାଇଁ ସକ୍ଷମ ହେବେ ନାହି । ଆଜି ଏମିତି ମଣିଷ ସହ ଆପଣଙ୍କର ଭେଟ ହେବ ଯିଏ ଆପଣଙ୍କର ହୃଦୟ କୁ ଜିଣିବେ । କାମ କାର୍ଯ୍ୟ ପାଇଁ ଅଧିକ ମେହନତ କରିବାକୁ ପଡିବ । ଆପଣଙ୍କୁ ପିଲା ଙ୍କ ଠାରୁ ଭଲ ଖବର ଶୁଣିବାକୁ ମିଳିବ ।

ସିଂହ ରାଶି : ଆଜି ଆପଣ ଭଲ ଯୋଜନା ଦ୍ଵାରା ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ସମୟ ଅନୁଯାୟୀ ପୂର୍ଣ୍ଣ କରିବାରେ ସକ୍ଷମ ହେବେ । ତରବର ହେଲେ କାମ ବିଗିଡି ଯାଇପାରେ । ବ୍ୟୟ ଅଧିକତା ରେ ମନ ଅପ୍ରସନ୍ନ ହେବ । ଭାଇ ଙ୍କ ସହଯୋଗ ମିଳିବ । ପୁରୁଣା ରୋଗ ରୁ ମୁକ୍ତି ପାଇବେ । ଆପଣଙ୍କ ଆତ୍ମବିଶ୍ଵାସ ପୂର୍ବର ଅପେକ୍ଷା ମଜବୁତ ହେବ । ପ୍ରେମ ପ୍ରସ୍ତାବ ମିଳିବାର ଯୋଗ ରହିଛି । ଆପଣ କୌଣସି ବଡ ଯୋଜନା କରି ପାରନ୍ତି । ଆପଣଙ୍କର ବିଶ୍ଵସ୍ତ ହେବାର ସବୁଆଡେ ଚର୍ଚ୍ଚା ହେବ ।

କନ୍ୟା ରାଶି : ଆଜି ଖର୍ଚ୍ଚ ଅଧିକ ରହିବ । ବିଶ୍ଵସନୀୟ ମିତ୍ର ଙ୍କ ସହ ସମ୍ପର୍କ ଭଲ ରହିବ । ନିଜକୁ ଠିକ ସାବ୍ୟସ୍ତ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିସ୍ଥିତି ଭଲ ରହିବାରୁ ଆପଣ ସବୁ କାମ ପୁରା କରିବେ । ନିଜ ଲୋକଙ୍କ ସହ ଜଡିତ ରୁହନ୍ତୁ ଓ ତାଙ୍କର ସାହାଜ୍ଯ କରିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । ବର୍ତ୍ତମାନ ଚାଲିଥିବା ସମ୍ପର୍କର ମହତ ବୁଝାନ୍ତୁ । ଆଶାନୁରୂପ ସଫଳତା ମିଳିବ । କାହା ଉପରେ ଅଧିକ ଭରସା କରନ୍ତୁ ନାହି । ସନ୍ତାନ ଙ୍କ ଠାରୁ ଅନୁକୂଳ ସମାଚାର ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ଆପଣ ବଡ ରୁ ବଡ ସମସ୍ୟାର ସମାଧାନ ସରଳତାର ସହ କରିବେ । ବ୍ୟାପାର ରେ ଲାଭ ହୋଇପାରେ । କ୍ରୋଧ ଅଧିକ ରହିବ । ମିତ୍ର ଙ୍କ ପରାମର୍ଶ ନିଅନ୍ତୁ ଲାଭ ହେବ । ଆତ୍ମବିଶ୍ଵାସ ବଜାୟ ରଖନ୍ତୁ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ନୂଆ ଚାକିରି ସହ ଜଡିତ ଖବର ମିଳିପାରେ । ଆପଣଙ୍କ ଆଗକୁ କୌଣସି ଚ୍ୟାଲେଞ୍ଜ ସିଲେ ତାହା ଗ୍ରହଣ କରନ୍ତୁ ଓ ସଫଳତା ହାସଲ କରନ୍ତୁ । କୌଣସି କାମ କରିବାରେ ତରବର ହୁଅନ୍ତୁ ନାହି ।

ବିଛା ରାଶି : ଆଜି ଆପଣ କାହାର ଉନ୍ନତି ଦେଖି ଖୁସି ହେବେ । ନିଜ ଲୋକଙ୍କ ସହ ବିବାଦ କରନ୍ତୁ ନାହି । ପାରିବାରିକ ସମ୍ପର୍କ ମଜବୁତ ହେବ । ପ୍ରତିଦ୍ଵନ୍ଦୀ ସମାନ ରେ ଆସିବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଭାଇ ଙ୍କ ପରାମର୍ଶ ନିଅନ୍ତୁ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ପୁରୁଣା ମିତ୍ର ଙ୍କ ସହ ବୁଲିବାର ଅବସର ମିଳିବ । ଯେଉଁ ଲୋକ ମିଡିଆ କ୍ଷେତ୍ର ରେ ଜଡିତ ଅଛନ୍ତି ସେମାନଙ୍କୁ ଖାସ ମାମଲା ରେ ଅନୁଭବି ଲୋକଙ୍କ ଭଲ ରାଏ ମିଳିବ । ଅଟକି ର ରହିଥିବା ଧନ ଫେରି ପାଇବେ ।

ଧନୁ ରାଶି : ଆଜି ଆଖ ପାଖରେ ଲୋକେ ଆପଣଙ୍କର ପ୍ରଶଂସା କରିବେ । ପଇସା ର ସ୍ଥିତି ଠିକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ଥଣ୍ଡା ଜିନିଷ ପରିତ୍ୟଗ କରିବାକୁ ପଡିବ । ଚାକିରି ରେ ଅଧିକାରୀ ଙ୍କ ସହ ସମ୍ପର୍କ ଭଲ ରହିବ । ବିଶ୍ଵସ୍ତ ମିତ୍ର ଙ୍କ ସହଯୋଗ ନିଅନ୍ତୁ । ପିଲାଙ୍କର ସଫଳତା ନିଜଉ ଗୌରବ ଅନୁଭବ କରାଇବ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ ।

ମକର ରାଶି : ଆଜି ଶାରୀରିକ ରୂପରେ ଥକାପଣ ଅନୁଭବ କରିବେ । ଆଜି ନୂଆ ଲୋକଙ୍କ ସହ ଭେଟ କରିବେ । ଯଦି ଆପଣ କାରୋବାର ରେ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସମୟ ଅନୁକୂଳ ରହିବ । ପାରିବାରିକ ଜୀବନ ରେ ସ୍ଥିତି ସାମାନ୍ଯ ରହିବ । ଆପଣଙ୍କର କନ୍ଫିଡେନ୍ସ ଲେବଲ ବୃଦ୍ଧି ହେବ । ପ୍ରତେକ ସମ୍ପର୍କ ରେ ଦୃଢତା ରହିବ । ଆଜି ଦିନଟି ଆପଣଙ୍କ ପାଇଁ ବେହତର ରହିବ । ବୁଝି ବିଚାରୀ କୌଣସି ନିସ୍ପତି ନିଅନ୍ତୁ । ଦାଂପତ୍ଯ ଜୀବନରେ ବିଶ୍ଵାସ ବଢିବ ।

କୁମ୍ଭ ରାଶି : ଆଜି ଆପଣଙ୍କର ପ୍ରତି ଦ୍ଵନ୍ଦୀ ଆପଣଙ୍କର ସମାନ କରିବେ କିନ୍ତୁ ବିଜୟ ଆପଣଙ୍କର ହେବ । ଯଦି ଆପଣ ସଂଯୁକ୍ତ ପରିବାର ରେ ରହୁଛନ୍ତି ତେବେ ଘର ର ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ବଜାୟ ରହିବ । ସାମାଜିକ ରୂପରେ ଆପଣ ବହୁତ ଲୋକପ୍ରିୟତା ବଢିବ । ବିତ୍ତୀୟ ମାମଲା ରେ ସୁଧାର ଆସିବ । ନିରନ୍ତର ପ୍ରଗତି ର ପ୍ରବଳ ସମ୍ଭାବନା ରହିଛି । ବିବାହିତ ଲୋକ ଙ୍କ ପାଇନ ଆଜି ଦିନ ଟି ଶୁଭ ରହିବାର ଅଛି । ବୈବାହିକ ଜୀବନରେ ସୁଖ ରେ ବୃଦ୍ଧି ହେବ ।

ମୀନ ରାଶି : ଆଜି ଅଯଥା କଥା ରେ ବା ସର୍ଟ କଥା ଚକର ରେ ସମୟ ବରବାତ କରନ୍ତୁ ନାହି । ବ୍ୟାପାର ସହ ଜଡିତ ଲୋକେ ବୁଝି ବିଚାରୀ କୌଣସି କାମ କରନ୍ତୁ ଯାହା ଆପଣଙ୍କ ଭବିଷ୍ୟ ପାଇଁ ଠିକ ସାବ୍ୟସ୍ତ ହେବ । ଚାକିରି ରେ ପରିବର୍ତ୍ତନ ହୋଇପାରେ । ଲମ୍ବା ସମୟରୁ ଚାଲିଥିବା ଜୀବନ ସାଥି ଙ୍କ ସହ କଳହ ଦୂର ହେବ । ଆପଣ ନିଜ ସାଥୀଙ୍କୁ ସରପ୍ରାଇଜ ଦେବାକୁ ଚାହୁଁ ଥିଲେ ଆଜି ଦିନ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।