କିଶୋର ଭାଇନା ମଟନ କିଛି ରଙ୍ଗ ପକାଏନି, ସମସ୍ତେ ମିଛ କହୁଛନ୍ତି… ତାଙ୍କ ଦୋକାନ ଭାଙ୍ଗିବା ପଛରେ ଜଣକ ହାତ, ଦେଖନ୍ତୁ ଭିଡିଓ

ଦୀର୍ଘ ୨୦ ବର୍ଷ ରୁ ଅଧିକ ସମୟ ଧରି ଭୁବନେଶ୍ବର ଦୂରଦର୍ଶନ ଅଫିସ ନିକଟରେ ରହିଥିବା କିଶୋର ମଟନ ହୋଟେଲ ଭାଙ୍ଗି ଯାଇଥିବା କାରଣରୁ ଜନତା ଙ୍କ ମଧ୍ୟରେ ଏହା ଏକ ଆଲୋଚନା ର ବିଷୟ ପାଲଟି ଯାଇଛି । କିଛି ଦିନ ତଳେ ବିଏମସି ର ଅଫିସିଆଲ ଆକାଉଣ୍ଟ ରୁ କିଶୋର ଭାଇ ଙ୍କର ମଟନ କୁ ନେଇ କରିଥିବା ଏକ ପୋଷ୍ଟ ଖୁବ ଭାଇରାଲ ହୋଇଥିଲା । ପୋଷ୍ଟ ରେ ଲେଖା ହୋଇଥିଲା କି କିଶୋର ଭାଇ ଙ୍କ ହୋଟେଲ ରେ ଖାଦ୍ୟ ଅସବାସତ୍ୟକର ପରିବେଶ ରେ ରନ୍ଧା ଯାଉଛି ।

ତାହାଛଡା ସେଠାରେ ବାସୀ ମାଂସର ବ୍ୟବହାର ମଧ୍ୟ ହେଉଛି ଓ ତରକାରୀ ରେ ଏକ୍ସପାରି ଡେଟ ଚାଲିଯାଇଥିବା ସସ ଇଓ ମସଲା ମାନ ର ବ୍ୟବହାର ମଧ୍ୟ ହେଉଛି । ଏବଂ ତରକାରୀ ରେ ଏପରି ରଙ୍ଗର ବ୍ୟବହାର ହେଉଛି ଯାହା କି ଶରୀରର ପାଇଁ ଖରାପ ହୋଇଥାଏ ।

ଏପରି ସବୁ ଚର୍ଚ୍ଚାକୁ ନେଇ କିଶୋର ଭାଇ ଙ୍କର ଦୋକାନ ରେ ଆସୁଥିବା ତାଙ୍କର ସମସ୍ତ ପ୍ରିୟ ଗ୍ରାହକ ମାନେ ଖୁବ ଦୁଃଖିତ । ସେମାନେ ଏବେ ମଧ୍ୟ କିଶୋର ଭାଇ ଙ୍କ ର ସେହି ହାତ ରନ୍ଧା ମଟନ ତରକାରୀ କୁ ଝୁରୁଛନ୍ତି ।

ପ୍ରତିଦିନ ଦୁଇ ଦୁଇ କୁଇଣ୍ଟାଲ ମଟନ ନିଜେ ନିଜ ହାତରେ ରସାଢ୍ୟ ପଡ଼ୋଶୀ ଦେଇଥାନ୍ତି ନିଜର ଗ୍ରାହକ ମାନଙ୍କୁ । ଏପରି ରେ ଦୋକାନ ରେ ଏତେ ମାତ୍ରା ରେ ଭିଡ ଲାଗିଥାଏ କି ଲୋକ ୩ ଟା ରୁ ୪ ଟା ସୁଧା ସମସ୍ତ ତରକାରୀ ଶେଷ ହୋଇ ଯାଇଥାଏ । ଏପରି ରେ ଗ୍ରାହକ ମାନେ ପ୍ରଶ୍ନ କରି କହନ୍ତି ଯେ ଯଦି ତରକାରୀ କୁଇଣ୍ଟାଲ କୁଇଣ୍ଟାଲ ମାତ୍ରାରେ ହେବା ପରେ ମଧ୍ୟ ସନ୍ଧ୍ୟା ପୂର୍ବରୁ ସଟ ପଡୁଛି ତେବେ ଏପରି ରେ ବାସୀ ତରକାରୀ ହେଲା କିପରି ।

କିଛି ଗ୍ରାହକ ଏପରି ମଧ୍ୟ କହିଛଣିତ କି ଅନେକ ବଡ ବଡ ଲୋକ କାର ରେ ମଧ୍ୟ ଆସି ମଟନ ଖାଇଥାନ୍ତି । ଏପରି ରେ ବୋଧ ହୁଏ କାହାକୁ କିଶୋର ଭାଇ ବାକି ଦେବାକୁ ମନା କରୀ ଦେଇଥିବେ, ଯାହା କାରଣରୁ ସେ ଭିତିରିଆ କିଛି ଷଡଯନ୍ତ୍ର ରଚନା କରି ଏପରି ଦୋକାନ କୁ ଭାଙ୍ଗି ଦେଇଛନ୍ତି ।

ପୁଣି ଏକ ଗ୍ରାହକ ନିଜର  ମତ ଦେଇ କହିଛନ୍ତି କି କିଶୋର ଭାଇ ଙ୍କ ଉପରେ ସମସ୍ତ ମିଥ୍ୟା ଆରୋପ ଲଗାଯାଉଛି । କାରଣ ସେ ଅନେକ ଥର ଆସି କିଶୋର ଭାଇ ଙ୍କ ଦୋକାନ ରୁ ମତ୫ଅଣ ଖାଇ ଯାଇଛନ୍ତି କିନ୍ତୁ ସେ କେବେ ମଧ୍ୟ କୌଣସି ପ୍ରକାର ର ଖାଦ୍ଯରେ ବା ରୋଷେଇ ହେଉଥିବା ସମୟ ରେ କୌଣସି ପ୍ରକାରର କିଛି ଅସ୍ଵାସ୍ଥ୍ୟକର ପରିସ୍ଥିତି ମଧ୍ୟ ଦେଖିବାକୁ ପାଇ ନାହାନିତ । ତାହାସହ କହଦ୍ୟର ସ୍ଵାଦ ମଧ୍ୟ ସବୁବେଳେ ଖୁବ ଭଲ ଥାଏ ।

ବାସୀ ଖାଦ୍ୟ କେବେ ମଧ୍ୟ ନଥାଏ ସବୁବେଳେ ତାଜା ଓ ସ୍ଵାଦିଷ୍ଟ ମଟନ କହିବାକୁ ମିଳିଥାଏ । କୌଣସି ଏକ ବଡ ବଡିଆ ଲୋକ କିଶଗୋର ଭାଇ ଙ୍କର ବ୍ୟାପାର କୁ ଦେଖି ଈର୍ଷା କରି ଏପରି ଷଡଯନ୍ତ୍ର ଅକ୍ରିୟ କରିଛି ବୋଲି ଗ୍ରାହକ ଜଣକ ନିଜର ମତ ଦେଇଛନ୍ତି । ଏପରି ରେ ଏବେ ମଧ୍ୟ କିଶୋର ଭାଇ ଙ୍କର ପ୍ରିୟା ଗ୍ରାହକ ତାଙ୍କର ହାତ ରନ୍ଧା ମଟନ କୁ ଝୁରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମଧ୍ୟ ଯଦି କିଶୋର ଭାଇ ଙ୍କର ପ୍ରିୟା ଗ୍ରାହକ ମଧ୍ୟ ରୁ ଜଣେ ହୋଇଥାନ୍ତି, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ