୨୫ ବର୍ଷ ମଧ୍ୟରେ ଏଲିଅନ୍ ପାଖରେ ପହଞ୍ଚିବ ମାନବ, ବୈଜ୍ଞାନିକ କଲେ ବଡ ଖୁଲାସା, ଦେଖନ୍ତୁ କଣ କହିଲେ

ନମସ୍କାର ବନ୍ଧୁଗଣ । ଆଜିର ବିଜ୍ଞାନ ପ୍ରକୃତ ରେ ବହୁତ ଆଗକୁ ବଢି ଗଲାଣି । ବା ଉନ୍ନତି କରି ସାରିଲାଣି । ଧୀରେ ଧୀରେ ବିଜ୍ଞାନ ଖୁବ ଆଗକୁ ଆଗକୁ ପ୍ରଗତି କରି ଚାଲୁଛି । ଏପରି ରେ ବିଜ୍ଞାନ କହିଛି ଆଗାମୀ ୨୫ ବର୍ଷ ମଧ୍ୟରେ ମାନବ ଏଲିଅନ୍ ପାଖରେ ଯାଇ ପହଞ୍ଚି ପାରିବ । ଏପରି ରେ ବନ୍ଧୁଗଣ ଯଦି କୌଣସି ମଣିଷ ଏଲିଅନ୍ ବିଷୟ ରେ କିଛି ଶୁଣେ ତ ତାହାର ମନକୁ ସର୍ବ ପ୍ରଥମେ ବଲିଉଡ ଚଳଚିତ୍ର ହ୍ରିତିକ ରୋଶନ ଙ୍କର ” କୋହି ମିଲ ଗୟା ” ର କଥା ମନେ ପଡିଥାଏ ।

ସେହି ଚଳଚିତ୍ରରେ ଥିବା ଜାଦୁ ନାମକ ଏଲିଅନ୍ ଜନତା ଙ୍କ ମଧ୍ୟରେ ଏକ ବିଚିତ୍ର ଧରଣ ର କୌତୁକ ଉତ୍ପନ୍ନ କରିଥିଲା । ଯାହା ଆଜି ମଧ୍ୟ ଜନତା ମଧ୍ୟ ଭୁଲି ପରି ନଥାନ୍ତି । ଆଜି ମଧ୍ୟ ଜନତା ଏପରି ଦିନ କୁ ଅପେକ୍ଷା କରି କହନ୍ତି, ଯେଉଁ ଦିନ ମଣିଷ ସତ ରେ ଭେଟିବ ଏଲିଅନ୍ କୁ । ଆଜିର ସମୟରେ ଦେଖିଥିବା ସେହି ସ୍ଵପ୍ନ ଏବେ ଖୁବ ଶୀଘ୍ର ପୁରା ହେବାକୁ ଯାଉଛି ।

ବିଖ୍ୟାତ ମହାକାଶ ଗବେଷକ ଡକ୍ଟର ସାସା କ୍ଵାଞ୍ଜ କହିକହନ୍ତି କି ମାତ୍ର ଆସନ୍ତା କିଛି ବର୍ଷ ପରେ ଏଲିଅନ୍ ପାଖରେ ପହଞ୍ଚି ପାରିବ ମାନବ । ମାତ୍ର ଆଉ ୨୫ ବର୍ଷ ପରେ ଅନ୍ୟ ଗ୍ରହ ରେ ବାସ କରୁଥିବା ଏଲିଅନ୍ ମାନଙ୍କ ପାଖରେ ମାନବ ଜାତି ପହଞ୍ଚି ପାରିବ ।

 

କାରଣ ଗବେଷକ ମାନେ ବର୍ତ୍ତମାନ ର ସମୟ ରେ ଏପରି ଏକ ଟେଲିସ୍କୋପ ର ଉଦ୍ଦଭାବନ କରୁଛନ୍ତି, ଯାହା ସାହାର୍ଯ୍ୟ ରେ ଅନ୍ୟ ଗ୍ରହ ରେ ବାସ କରୁଥିବା ଜୀବ ଙ୍କ ବିଷୟରେ ଜଣା ଯାଇପାରିବ । ପୁଣି ଗବେଷକ ମାନେ ଏହା ମଧ୍ୟ କହିଛନ୍ତି କି ଏହି ମିସନ ଟି କେତେ ମାତ୍ରାରେ ସଫଳ ହେବ ତାହା ତ ଜଣା ନାହିଁ, କିନ୍ତୁ ଏହା ଦ୍ଵାରା ଅନ୍ୟ ଗ୍ରହ ରେ ବାସ କରୁଥିବା ଜୀବ ଙ୍କ ବିଷୟ ରେ ଆହୁରି ସ୍ପଷ୍ଟତା ର ସହ ଜଣାଯାଇ ପାରିବ ।

ଏହାଛଡା ଡାଃ. ସାସା କ୍ଵାଞ୍ଜ ଏହା ମଧ୍ୟ କହିଛନ୍ତି, କି କିଛି ବର୍ଷ ତଳେ ନାସା ର ମୁଖ୍ୟ ବୈଜ୍ଞାନିକ ଯେମି କ୍ରିମ ଥରେ ଭବିଷ୍ୟବାଣୀ କରିଥିଲେ କି କିଛି ବର୍ଷ ପରେ ଆମେ ଏଲିଅନ୍ ପାଖରେ ମଧ୍ୟ ଯାଇ ପହଞ୍ଚି ପାରିବା । ତାହା ଏବେ ସମ୍ଭବ ହେବାକୁ ଯାଉଛି । ସମୟ ର ବଦଳିବା ସହ ବିଜ୍ଞାନ ରେ ମଧ୍ୟ ଖୁବ ଉନ୍ନତି ହେବାକୁ ଲାଗିଛି । ବ୍ରମ୍ହାଣ୍ଡ ର ଯେଉଁ ରହସ୍ୟ ବିଷୟରେ କେହି ଜାଣି ନଥିଲେ ତାହା ଏବେ ଧୀରେ ଧୀରେ ପ୍ରକାଶ ପାଇବାକୁ ଲାଗୁଛି ।

ବ୍ରମ୍ହାଣ୍ଡ ର ଏହି ରହସ୍ୟମୟୀ ଦୁନିଆ ରେ ବୈଜ୍ଞାନିକ ଙ୍କର ପାଦ ପଡିଛି । ଯେଉଁଭଳି ଭାବରେ ଇୟୁରୋପ କୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନା କୁ ଆସୁଛି, ତାହା ଏଲିଅନ୍ ଙ୍କ ନିକଟରେ ପହଞ୍ଚିବାକୁ ରାସ୍ତା ଖୋଲୁଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସଂଗ୍ରହ ଟି କିପରି ଲାଗିଲା ତାହା ଆପଣ ମାନେ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ