ଆଜିର ରାଶିଫଳ, 17 ଜାନୁୟାରୀ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜାନୁୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଆୟ ରେ ବୃଦ୍ଧି ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆଜି ଆପଣଙ୍କର ବୁଡି ଯାଇଥିବା ଟଙ୍କା ଫେରି ପାଇବେ । ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ରରେ ସମୟ ଅନୁକୂଳ ରହିବ । ସଫଳତା ପାଇବା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଅଫିସରେ କୌଣସି ବିଷୟ ଉପରେ ଆପଣ ପରାମର୍ଶ ଦେବେ । ଧନ ସହ ଜଡିତ ସମସ୍ଯା ଦୂର ହେବ । କରଜରୁ ମୁକ୍ତି ପାଇବା ପାଇଁ କୌଣସି ମାର୍ଗ ବାହାର କରିବେ ।

ବୃଷ ରାଶି : ଆପଣ ଏକା ବସି ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ସେୟାର ବଜାରରେ ନିବେଶ କରିବେ । କାର୍ଯ୍ୟ କ୍ଷେତ୍ର ରେ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ବ୍ୟସ୍ତତା ଭିତରେ ସମୟ ବିତିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । କାମ କାର୍ଯ୍ୟରେ ମନ ଲାଗି ରହିବ । ଆପଣ ସନ୍ତାନ ମାନଙ୍କ କାରଣରୁ ଚିନ୍ତିତ ରହିବେ । ଯାହା ପାଇଁ ପାରିବାରିକ ଅଶାନ୍ତି ଦେଖା ଯାଇପାରେ । ତେଣୁ ସତର୍କ ରୁହନ୍ତୁ ।

ମିଥୁନ ରାଶି : ଆଜି ବ୍ଯବସାୟିକ ସ୍ଥଳରେ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ପରିବାର ଲୋକଙ୍କ ସହ ଭଲ ସମୟ ରହିବ । ଆକସ୍ମିକ ଭାବେ ଧନ ଲାଭ ହେବ । ଆପଣ କୌଣସି ନା କୌଣସି ଉପାଯରେ ନିଜ କଥା ମାନେଇ ନେବେ । ରୋଜଗାରରେ ବୃଦ୍ଧି ହେବ । ବେପାର କ୍ଷେତ୍ର କୁ ନେଇ ଆପଣ କୌଣସି ଖାସ ନିସ୍ପତି ନେବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।

କର୍କଟ ରାଶି : ଆଜି ଆପଣ ଲୋକଙ୍କ ଗହଣରେ ସମୟ ବିତାଇବେ । ଘରେ କାହାରି ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ସାବଧାନ ରୁହନ୍ତୁ । ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିପାରେ । ସନ୍ତାନ ମାନଙ୍କ ପ୍ରତି ଆପଣଙ୍କ ବିଶ୍ଵାସରେ ବୃଦ୍ଧି ହେବ । ଆପଣ କୌଣସି ବଡ କାମ କରିବା ପାଇଁ ଚେଷ୍ଟା କରିବେ । ମାନସିକ ଚିନ୍ତା ରେ ରହି ପାରନ୍ତି । ତେଣୁ ନିଜର ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ସିଂହ ରାଶି : ଆଜି ଆପଣ ରୋମାଣ୍ଟିକ ମୁଡରେ ରହିବେ । ଅଚାନକ ଧନ ଲାଭ ହେବ । ଦୁର୍ଘଟଣାରୁ ହେବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କର ପାରିବାରିକ ଜୀବନ ସୁଖମୟ ରହିବ । ପରିଜନ ମାନଙ୍କର ସହଯୋଗ ପାଇବେ । କାରୋବାର କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଚାକିରି କରିଥିବା ବ୍ୟକ୍ତି ଙ୍କୁ ଅଧିକ ଲାଭ ମିଳିବ । ମିତ୍ର ମାନଙ୍କ ସହ ଭେଟା ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ଅଟକି ରହିଥିବା କାମ ପୁରା ହେବ ।

କନ୍ୟା ରାଶି : ଆଜି ଆପଣଙ୍କୁ ନିବେଶ କରିବା ପାଇଁ ଏମିତି ଅଫର ମିଳିବ ଯେଉଁଥିରେ ଆପଣ ଭବିଷ୍ୟତରେ ସଫଳ ହେବେ । କିଛି ଲୋକଙ୍କର ଧ୍ୟାନରେ ଆପଣ ଆସିବେ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବ । ରଚାନାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ରହିବେ । ନୂଆ ବିଚାର ବିମର୍ଶ କରିବବେ । ଆଜି ଆପଣଙ୍କର ପୁରା ସମୟ କର୍ମ କ୍ଷେତ୍ର ରେ କଟିବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ ।

ତୁଳା ରାଶି : ଆଜି ଆପଣ ସମାଜ କଲ୍ୟାଣ ପାଇଁ କିଛି ଏମିତି କାମ କରିବେ ଯାହା ପାଇଁ ଆପଣ ଖୁବ ପ୍ରଶଂସା ପାଇବେ । ଆପଣ ଅନ୍ୟ ମାନଙ୍କୁ ପରାମର୍ଶ ଦେବେ । ମହତ୍ବପୂର୍ଣ୍ଣ ବେପାରିକ ସଉଦା କରିବା ସମୟରେ ଅନ୍ୟ ମାନଙ୍କ କଥାରେ ପଡନ୍ତୁ ନାହି । ଆଜ୍ୟ ଆପଣ ସ୍ଵାଦିଷ୍ଟ ଭୋଜନ ଖାଇବେ । କାମ କାର୍ଯ୍ୟ ରେ ଏକାଗ୍ରତା ରହିବ । ଅଚାନକ ଧନ ଲାଭ ହେବ । ବିଦେଶକୁ ଯାତ୍ରା କରିବେ । ପ୍ରେମ ଜୀବନରେ ସମୟ ଭଲ ରହିବ ।

ବିଛା ରାଶି : ଆଜି ଆପଣଙ୍କର କଥାବାର୍ତ୍ତା ରେ ଅନ୍ୟ ମାନଙ୍କୁ ପ୍ରଭାବ ପଡିବ । ଅଯଥା ଖର୍ଚ୍ଚ କରନ୍ତୁ ନାହି । ଚାକିରି କ୍ଷେତ୍ର ରେ ଆପଣଙ୍କର ପଦ ଉନ୍ନତି ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛାତ୍ର ମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ଯା ରହିବ ନାହି । ପାରିବାରିକ ମାହୋଲ ସୁଖଦ ରହିବ । ବେପାର କ୍ଷେତ୍ର ରେ ଆପଣ ଅଧିକ ଲାଭ ପାଇବେ । କ୍ଯାରିୟର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ ।

ଧନୁ ରାଶି : ଆଜି ଆପଣଙ୍କର ଦୀର୍ଘ ଦିନରୁ ଚାଲିଥିବା କଷ୍ଟ ଦୂର ହେବ । ଆଜି ଅନୁଭବି ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯେଉଁ ପ୍ରତିଯୋଗିତାରେ ଭାଗ ନେବେ ସେଥିରେ ସଫଳ ହେବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ତାଳମେଳ ଠିକ ରହିବ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳ ହେବେ ।

ମକର ରାଶି : ଆପଣଙ୍କର ତୀବ୍ର କାମ ଆପଣଙ୍କୁ ପ୍ରେରିତ କରିବ । ସଫଳତା ହାସଲ କରିବା ପାଇଁ ଆପଣ କଠିନ ମେହନତ କରିବେ । ଆପଣ ଯାହାକୁ ପସନ୍ଦ କରୁଛନ୍ତି ତାଙ୍କ ସହ ଉପହାର ଲେନ ଦେନ କରିବାର ସଠିକ ସମୟ ଆଜି ରହିଛି । କୌଣସି ଛୋଟ କଥାକୁ ନେଇ ଆପଣ ଚିନ୍ତିତ ରହିବେ । ପ୍ରେମ ଜୀବନରେ କୌଣସି ସମସ୍ୟା ଆସିପାରେ । ତେଣୁ ସତର୍କ ରୁହନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି : ଆପଣ ମିତ୍ର ମାନଙ୍କ ସହ ବୁଲିବା ପାଇଁ ଯାଇ ପାରନ୍ତି । ସେୟାର ବଜାରରେ ଲାଭ ମିଳିବ । ବ୍ୟବସାୟରେ ଲାଭ ପାଇବେ । ବଡ କାମ କରିବା ପାଇଁ ମନ କରିବେ । ସଫଳତା ହାସଲ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ । ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣ କାହାକୁ ପ୍ରପୋଜ କରି ପାରିବେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ ।

ମୀନ ରାଶି : ସାମାନ୍ଯ ରୂପରେ ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଲାଭବାନ ହେବେ । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ଭଲ ରହିବ । ବ୍ୟବସାୟ କ୍ଷେତ୍ର ରେ ଲାଭ ପାଇବା ପାଇଁ ଅବସର ପାଇବେ । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।