ଆଜିର ରାଶିଫଳ, 17 ଏପ୍ରିଲ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ମିତ୍ର ମାନଙ୍କ ବ୍ୟବହାରେ କିଛି ପରିବର୍ତ୍ତନ ଆସିପାରେ । ଆଜି ଆପଣ ଛୋଟ ମୋଟ ଘଟଣା ଉପରେ ନଜର ରଖିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ଆପଣ ବାଦ ବିବାଦରୁ ଦୂରେଇ ରୁହନ୍ତୁ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ବୃଷ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ ସହ ଜାତିଦ ଯାତ୍ରା ଲାଭଦାୟକ ରହିବ । ଯାତ୍ରା କରିବା ଦ୍ଵାରା ଆପଣଙ୍କର ଖର୍ଚ୍ଚ ବଢିପାରେ । ଆପଣ କାହା ଠାରୁ ଉଧାର ନିଅନ୍ତୁ ନାହି । ପାରିବାରିକ ଜୀବନ ସୁଖମୟ ରହିବ । କୌଣସି କ୍ଷେତ୍ର ରୁ ଭାରି ଧନ ଲାଭ ହୋଇପାରେ । କାରୋବାର ରେ ଆପଣଙ୍କର ବୃଦ୍ଧି ହୋଇପାରେ । ଆଜି ଆପଣ କୌଣସି ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ରେ ରହିବ ।

ମିଥୁନ ରାଶି : ଆଜି ପୁରା ଦିନ ଆପଣ ସ୍ୱାସ୍ଥ୍ୟ ଓ ମନ ପ୍ରସନ୍ନ ରହିବ । ଅଫିସରେ ଅଧିକାରୀ ମାନଙ୍କର ସହଯୋଗ ଆପଣ ପାଇବେ । ଜୀବନ ସାଥି ଙ୍କ ସହ ସମ୍ପର୍କ ରେ ମଧୁରତା ଆସିବ । ଆପଣ କୌଣସି ଅନୁଭବି ବ୍ୟକ୍ତି ଙ୍କ ସହ ଭେଟା କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ରହିବ । ଆପଣଙ୍କର ଅଧୁରା କାମ ପୁରା ହେବ । ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନେ ମାନ ସମାନ ପ୍ରାପ୍ତ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଭାରି ଧନ ଲାଭ କରିବେ ।

କର୍କଟ ରାଶି : ଅଚାନକ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ଆଜି ଆପଣ କାହା ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ବଳ ରହିବ । ବିଦେଶ ରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ ଖୁସି ଖବର ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ସିଂହ ରାଶି : ଆଜି ଆପଣଙ୍କ ଦିନ ଟି ମିତ୍ର ମାନଙ୍କ ସହ ମଜା ମସ୍ତିରେ ଅତିବାହିତ ହେବ । ମାନସିକ ରୂପରେ ଆପଣ ମଜ୍ବୁତ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । ଅଚାନକ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କ ଯାତ୍ରା ସୁଗମ ହେବ । ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ଭଲ ରହିବ । ଆପଣ ନିଜ ମନ ସାଥି ଙ୍କୁ କହିବାର ସୁଯୋଗ ପାଇବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରେତକ ଟି କାମ ସଫଳ ହେବେ ।

କନ୍ୟା ରାଶି : ଆଜି ଆପଣ ସମୟର ସଦୁପୋଯୋଗ କରିବେ । ସରକାରି ଚାକିରି କ୍ଷେତ୍ର ରେ ଆପଣକର ପଦ ଉନ୍ନତି ହୋଇପାରେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ଶିକ୍ଷା କ୍ଷେତ୍ର ରେ ବିଦ୍ୟାର୍ଥୀ ମାନେ ଉଚ୍ଚ ସ୍ତର ରେ ରହିବେ । ଉଚ୍ଚ ଶିକ୍ଷା ଲାଭ ପାଇଁ ବିଦ୍ୟାର୍ଥୀ ପ୍ରୟାସ କରିବେ । ଆପଣଙ୍କର ସ୍ଵଭାବରେ ପରିବର୍ତ୍ତନ ଆସିପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ତୁଳା ରାଶି : ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ଅନ୍ୟ ସହ ବିବାଦ କରିବା ଠାରୁ ଦୂରେଇ ରୁହନ୍ତୁ । ପ୍ରତିଯୋଗୀ ପରୀକ୍ଷା ରେ ଛାତ୍ର ମାନେ ଉତ୍ତୀର୍ଣ୍ଣ ହେବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣ ଆଜି କାମ କାର୍ଯ୍ୟକୁ ନେଇ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । କୌଣସି କ୍ଷେତ୍ର ରେ ଆପଣ ବଡ ନିବେଶ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା ରାଶି : ଆଜି ଆପଣଙ୍କ ଦିନ ଟି ସାନଦାର ରହିବ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ଆପଣ ଦୂର ଜାଗାକୁ ଯାତ୍ରା କରିବେ । ପରିବାର ଲୋକଙ୍କ ସହଯୋଗ ପାଇବେ । ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ରୁଚି ବଢିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଉନ୍ନତି କରିବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ ।

ଧନୁ ରାଶି : ଆଜି ଆପଣ ନୂଆ ନୂଆ ଲୋକଙ୍କ ସହ ଭେଟ କରିବେ । ଧନ ନିବେଶ କରିବା ମନ ବଳାଇବେ । ରାଜନୈତିକ ସମ୍ଭଧ ରେ ମଜବୁତି ଆସିବ । ବ୍ୟାପାର ବିସ୍ତାର ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସହଯୋଗ ଆପଣ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ପୁରୁଣା ଟଙ୍କା ଫେରି ପାଇବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଅଧିକ ସମୟ ଅତିବାହିତ ହେବ ।

ମକର ରାଶି : ଆଜି ଆପଣ କାହା କଥା ରେ ପଡି କୌଣସି ନିସ୍ପତି ନିଅନ୍ତୁ ନାହି । ଏହା ଦ୍ଵାରା ଆପଣଙ୍କର କ୍ଷତି ହୋଇପାରେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆପଣ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ବଡ ଖୁସି ଖବର ପ୍ରାପ୍ତ ହେବ । ଅଯଥା ଖର୍ଚ୍ଚ କରନ୍ତୁ ନାହି ।

କୁମ୍ଭ ରାଶି  ଆଜି ଆପଣଙ୍କ ଦିନ ଟି ଅନୁକୂଳ ରହିବ । ଅଟକି ରହିଥିବା ଅଟଙ୍କା ଫେରି ପାଇବେ । ଆପଣଙ୍କ ଜୀବନରେ ଖାସ ଲୋକଙ୍କ ଆଗମନ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଘର ପରିବାର ରେ ଆପଣଙ୍କର ବାତାବରଣ ସୁଖଦ ରହିବ । ମାତା ପିତା ଙ୍କ ଠାରୁ ସହଯୋଗ ପାଇବେ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । ମହିଳା ମାନେ ନିଜର ଭାବନା ଉପରେ କାବୁ ରଖନ୍ତୁ । ଅଯଥା ଖର୍ଚ୍ଚ ଭାର ଆପଣଙ୍କର ହୋଇପାରେ ।

ମୀନ ରାଶି : ଆଜି ଆପଣଙ୍କର ମିତ୍ର ମାନଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କର ପୁରୁଣା ସ୍ମୃତି ତାଜା ହୋଇପାରେ । ବଡ କ୍ଷେତ୍ର ରେ ଆପଣ ଟଙ୍କା ନିବେ କରି ଫାଇଦା ରେ ରହିବେ । ସାମାଜିକ କ୍ଷେତ୍ର ରେ ରୁଚି ଆପଣଙ୍କର ବୃଦ୍ଧି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁନା ଧନ ଲାଭ କରିବେ । ପ୍ରେମ ଜୀବନରେ ସମୟ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।