ଆଜିର ରାଶିଫଳ, 16 ସେପ୍ଟେମ୍ବର 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କୌଣସି ଭୁଲ କାମ କରନ୍ତୁ ନାହି । ଦିନ ସାରା ଆଳସ୍ୟ ଅନୁଭବ କରିବେ । ମନ ଅସ୍ଥିରତା ରହିବ । ଛାତ୍ର ଙ୍କୁ ଅଧିକ ମେହନତ କରିବାକୁ ପଡିବ । ଯେଉଁ ଲୋକ କପଡା ବ୍ୟାପାର ସହ ଜଡିତ ସେମାନଙ୍କର ଗତି ବଢିବ । ଆପଣ ଅନ୍ୟ ର ମାମଲା ରେ ରାଏ ଦିଅନ୍ତୁ ନାହି । ବିଦ୍ୟାର୍ଥୀ ଙ୍କୁ ଭଲ ଖବର ଶୁଣିବାକୁ ମିଳିବ । ଜୀବନ ସାଥି ଙ୍କ ସହ ବୁଲିବାକୁ ଯିବା ପାଇଁ ମନ ସ୍ଥିର କରିବେ । ନୂଆ ଯୋଜନାର ଆରମ୍ଭ କରିବେ । ଭୁଲ ବିଚାର ମନରେ ଆଣନ୍ତୁ ଅନହି ।

ବୃଷ ରାଶି : ଆଜି ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ମିଳିବାର ଅଛି । ଆଜି ଅଫିସର ମାନଙ୍କର ସହଯୋଗ ଆପଣଙ୍କୁ ମିଇବ । ଯେଉଁ ଲୋକ ଟେବଲ ବିଜନେସ ସହ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଦିନ ଲାଭଦାୟକ ରହିବ । ଆପଣଙ୍କୁ କୌଣସି ବଡ କମ୍ପାନୀ ରୁ ପାର୍ଟନରସିପ କରିବାର ଅବସର ମିଳିବ । ଜୀବନ ସାଥି ଆପଣଙ୍କ ପ୍ରତି ପ୍ରସନ୍ନ ହେବେ । ବରିଷ୍ଠ ଆପଣଙ୍କର କାମର ପ୍ରଶଂସା କରିବେ । ଧନ ଲାଭ ହେବ କିନ୍ତୁ ଖର୍ଚ୍ଚ ଅଧିକ ହେବ । ସ୍ଥାନ ପରିବର୍ତ୍ତନ କରିବାର ଯୋଜନା କରିବେ । କାରୋବାର ରେ ଭଲ ଲାଭ ହେବ ।

ମିଥୁନ ରାଶି : କାନୁନି ମାମଲା କାରଣ ରୁ ଆପଣଙ୍କୁ ବିଦେଶ ଯାତ୍ରା କରିବାକୁ ପଡିପାରେ । ସାମାଜିକ କ୍ଷେତ୍ର ରେ ଆପଣଙ୍କୁ ସମ୍ମାନଜନକ ସ୍ଥିତି ରହିବ । ବିଦ୍ୟାର୍ଥୀ ଙ୍କୁ ନିଜର ପଢା ପଢାରେ ଗତି ବିଧି ରେ ଉଚିତ ପରିଣାମ ମିଳିବ । ଆପଣଙ୍କ ଭେଟ ଏମିତି କୌଣସି ବ୍ୟକ୍ତି ଙ୍କ ସହ ହେବ ଯିଏ ଆପଣଙ୍କ ଜୀବନ ରେ ମହତ୍ଵ ପୂର୍ଣ୍ଣ ପରିବର୍ତ୍ତନ ର କାରଣ ହେବେ । ଶୁଭ ସମାଚାର ମିଳିବ, ଲାଭ ହେବ । ଆଜି ବ୍ଯବସାୟିକ କାର୍ଯ୍ୟ ରେ ବିସ୍ତାର ହେବ । ଧନରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇବେ ।

କର୍କଟ ରାଶି : ଆଜି ପାରିବାରିକ ସମସ୍ଯା  ହେବ । କିନ୍ତୁ ଆପଣ ଏଥିପାଇଁ ଅଧିକ ଚିନ୍ତା କରିବାକୁ ପଡିବ ନାହି । ଆଜି କେଉଁ ଠାରେ ବି ପଇସା ନିବେଶ କରନ୍ତୁ ନାହି । ନଚେତ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଅଧିକ ମିଳାମିଶା କରନ୍ତୁ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ର ସ୍ଵୟଂ ର ଯୋଗ୍ୟତା ଓ ବୁଦ୍ଧିମତା ଆଧାର ରେ ସଫଳତା ପ୍ରାପ୍ତ ହେବ । ଘର ସହ ଆପଣଙ୍କର ତାଳମେଳ ଠିକ ରହିବ । କାର୍ଯ୍ୟ ର ଅଧିକତା ମଧ୍ୟରେ ବାଣୀ ଉପରେ ସଂଯମ ରଖନ୍ତୁ ।

ସିଂହ ରାଶି : ଦୈନିକ ଜୀବନରେ ଖୁସି ଭାରି ରହିବ । କିଛି ଭୁଲ ବୁଝାମଣା ହୋଇପାରେ । ଆଜି ଯୁବକ ମାନଙ୍କର କ୍ଯାରିୟର ସମ୍ବଧିତ ପ୍ରୟାସ ସଫଳ ହେବାର ସମ୍ଭାବନା ରହିଛି । ଆପଣ ସବୁ କାମ ସରଳ ଓ ଭଲ ଭାବେ ପୁରା କରିବାରେ ସମର୍ଥ ହେବେ । ଆଜି କିଛି କାମ ଅଟକି ଯାଇପାରେ । ଆଜି ଭୁଲ ବୁଝାମଣା ଦୂର ହେବ । ରାଜନୀତି ରେ ନାମ କମାଇବାର ଅଧିକ ମେହନତ କରିବାକୁ ପଡିବ । କାହା ସହ କଳହ କରନ୍ତୁ ନାହି ।

କନ୍ୟା ରାଶି : ଆଜି ଉଚ୍ଚ ସ୍ତର ରେ ଆପଣ ରହିବେ । ଆପଣଙ୍କର ବ୍ୟାପାର ବହୁତ ତୀବ୍ର ଗତିରେ ଚାଲିବ ଏଥିପାଇଁ ଭରପୁର ଲାଭ ହେବ । ନିଜର କୌଣସି କାମ ଜୀବନ ସାଥି ତଥା ପରିବାର ଜନ ଙ୍କ ପରାମର୍ଶ ନେବା ବେହତର ସାବ୍ୟସ୍ତ ହେବ । ପ୍ରେମ ସମାର୍କ ରେ ମଧୁରତା ଆସିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ମାହୋଲ ରେ ଭଲ ସ୍ଥିତି ରଖିବା ପାଇଁ ଆପଣ ଚିନ୍ତା ରେ ରହିବେ । ବ୍ଯବସାୟିକ ଉନ୍ନତି ହେବ । ପରିବାର ସଦସ୍ୟ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ରାଜନୀତି କ୍ଷେତ୍ର ରେ ସଫଳ ହେବ । ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଖ ସମାପ୍ତ ହେବ । ଘରେ ସୁଖ ସୁବିଧା ରଖିବା ପାଇଁ ଚେଷ୍ଟା କରିବେ । ପରିବାର ସହ ସମୟ ବ୍ଯତୀତ କରିବାରେ ଶାନ୍ତି ଅନୁଭବ କରିବେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଯାତ୍ରା କରିବା ପାଇଁ ଏବେ ଉଚିତ ସମୟ ନୁହେଁ । ତେଣୁ ଯାତ୍ରା କରିବା ଟାଳି ଦିଅନ୍ତୁ । ଚିନ୍ତା ରହିବ । କାରୋବାର ରେ ଆପଣଙ୍କୁ ବଡ ଲାଭ ମିଳିବ । ବିବାଦ ହେବାରୁ ବଞ୍ଚିତ ରୁହନ୍ତୁ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ରାଏ ନେବେ ।

ବିଛା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଆନନ୍ଦ କରନ୍ତୁ ଅତୀତକୁ ଭୁଲି ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ । ଖର୍ଚ୍ଚ ଆଜି ଆପଣଙ୍କର ଅଚାନକ ବୃଦ୍ଧି ହୋଇପାରେ । ଏହି ରାଶିର ଜାତକ ବଜେଟ ହିସାବ ରେ ଚାଳନ୍ତୁ କୌଣସି ସମସ୍ଯା ହେବ ନାହି । ଯଦି ଆପଣ ଅସହାୟ ମାନେ କରିବେ ତେବେ ନିଜର ପ୍ରିୟଜନ ଙ୍କ ସହ ସହାୟତା ନିଅନ୍ତୁ । ଅନ୍ୟ ଉପରେ ଭରସା କରନ୍ତୁ ନାହି । ପରିବାର ରେ କୌଣସି ସମାରୋହ ର ରୂପ ରେଖା ହେବ । ବଡ ଖର୍ଚ୍ଚ ଆପଣଙ୍କର ହୋଇପାରେ ।

ଧନୁ ରାଶି : ଧନୁ ରାଶିର ଲୋକେ ଆଜି ଭାବୁକ ହୁଅନ୍ତୁ ନାହି । ନଚେତ କ୍ଷତି ହୋଇପାରେ । ଆଜି ଦିନଟି ଆପଣଙ୍କୁ ପ୍ରତିଦ୍ଵନ୍ଦୀ ଙ୍କ ଠାରୁ ବଞ୍ଚିତ ରହିବାକୁ ହେବ । ଜୀବନ ସାଥି ଙ୍କ ସହ ଆଲୋଚନା କରନ୍ତୁ । ଅଟକି ରହିଥିବା କମ ପୂରଣ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଅନେକ ପ୍ରକାରର ରୋଚକ ବିଚାର ଓ ଯୋଜନା ଆପଣଙ୍କ ମନରେ ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ଜୀବନରେ ଆପଣ ନିଜ ପାର୍ଟନର ଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ ।

ମକର ରାଶି : ନିଜର ବ୍ୟକ୍ତିଗତ ଜୀବନରେ ଆପଣ ବ୍ୟସ୍ତ ରେ ରହିବେ । ସମ୍ପତି ରେ ଲାଭ ହେବ । ପ୍ରୟାସରତ କାର୍ଯ୍ୟ ରେ ସପହଲ ହେବେ । ବ୍ୟାପାରୀ ଙ୍କ ପାଇଁ ଆଜି ଦିନ ଭଲ ରହିବ । ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇନ ଆଜି ଆପଣ ଯୋଜନା କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଲେଖନ କାର୍ଯ୍ୟ ରେ ଧନ ଲାଭ ହେବ । ଆଇଟି କ୍ଷେତ୍ର ସହ ଜଡିତ ଛାତ୍ର ଙ୍କୁ ଚାକିରି ର ଅଫର ମିଳିପାରେ । ଯଦି ଆପଣଙ୍କ ଘରେ କୌଣସି ବିବାଦ ରହିଛି ତେବେ ତାହା ସମାପ୍ତ ହେବ । ଅଫିସରେ ସହ କର୍ମୀ ମାନଙ୍କ ସହଯୋଗ ମିଳିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ଅଫିସରେ ସହ କର୍ମୀ ମାନଙ୍କ ସହ ସମ୍ପର୍କ ଭଲ ରହିବ । ଯାହା ବି ଭୁଲ ବୁଝାମଣା ରହିଛି ତାହା ଦୂର ହେବ । ଆଗକୁ ବଢିବା ପାଇଁ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ହେବ । ଘରେ ଆପଣଙ୍କୁ କେହି ସମ୍ପର୍କୀୟ ଙ୍କ ସହ ଭେଟ ହେବ । ଏହାର ଆନନ୍ଦ ଉଠାନ୍ତୁ । ସମାଜରେ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଅଟକି ରହିଥିବା ଟଙ୍କା ଆପଣଙ୍କର ଫେରି ପାଇବେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପ୍ରେମ ଜୀବନରେ ମଧୁରତା ଆସିବ ।

ମୀନ ରାଶି : ଆଜି ରୁଟିନ କାମରେ ଆପଣଙ୍କର ପରିବର୍ତ୍ତନ ଆସିପାରେ । ଆପଣଙ୍କର ବାହନ ପ୍ରାପ୍ତି ହେବ । ଅଫିସରେ ପ୍ରତେକ ବ୍ୟକ୍ତି ଆପଣଙ୍କର ପ୍ରଶଂସା କରିବେ । ଜୀବନରେ ଯାହା ବି ଅଧୁରା କାମ ରହିଛି ତାହା ପୁରା ହେବ । ବନ୍ଧୁ ମାନଙ୍କ ସହ ଆପଣଙ୍କର ଭେଟ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ପଜେଟିଭ ଚିନ୍ତାଧାରା ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଯାହା ବି ଇଚ୍ଛା ରହିଛି ତାହା ପୁରା ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।