ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ
ଆଜି ସମସ୍ତ ଆର୍ଥିକ କାମ ଭଲରେ ଶେଷ ହେବ । ରୋମାଣ୍ଟିକ ଜୀବନରେ ପରିବର୍ତ୍ତନ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ବଡ ସୁଧାର ଦେଖିବାକୁ ମିଳିପାରେ । ବେପାରରେ ଆପଣଙ୍କୁ ବହୁତ ବଡ ଧନ ଲାଭ ହୋଇପାରେ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବା ପାଇଁ ଚାହୁଁଛନ୍ତି ଏଥରେ ତାଙ୍କର ସାହାଯ୍ୟ କରନ୍ତୁ । ଭାଇ ଭଉଣୀଙ୍କ ସମ୍ପର୍କରେ କିଛି ଖରାପ ହୋଇ ପାରେ । କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଥଣ୍ଡା ମନରେ ଚିନ୍ତା କରନ୍ତୁ । ମିଳିଥିବା ଧନ ଆପଣଙ୍କ ଆଶା ଅନୁସାରେ ହେବ ନାହିଁ ।
ବୃଷ
ଆଜି କୌଣସି ଆଧ୍ୟାତ୍ମିକ ଗୁରୁ କିମ୍ବା ବୟସ୍କ ଲୋକ ଆପଣଙ୍କର ସାହାଯ୍ୟ କରି ପାରନ୍ତି । ବର୍ତ୍ତମାନ ସମୟରେ ନୂଆ କାମ ସବନ୍ଧିତ ସଫଳ ଆୟୋଜନ ଆପଣ କରି ପାରିବେ । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟା ଆଜି ଦିନରେ ଶେଷ ହୋଇ ପାରେ । ସାଥିଙ୍କ ତରଫରୁ ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ । ହସ ମଜାରେ କୁହାଯାଇ ଥିବା କଥାକୁ ନେଇ କାହା ଉପରେ ସନ୍ଦେହ କରନ୍ତୁ ନାହିଁ । ଛୋଟ ଯାତ୍ରା ଏବଂ ଆପଣଙ୍କ କଥା ଦ୍ଵାରା ଆପଣଙ୍କ କାମ ସିଦ୍ଧି ହେବ । ଭାବନାତ୍ମକ ସ୍ତରରେ ଆପଣଙ୍କ ଆଡକୁ ବିପଦ ଆସିପାରେ ।
ମିଥୁନ
ବ୍ୟବସାୟୀ ଏବଂ ଚାକିରି କରିଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭକାରୀ ବାହାରିବ । ଆପଣଙ୍କ ମାନ ସଂମ୍ମାନ ବଢିବ । ଆଜି ଦିନରେ ଆପଣଙ୍କ ମନବଳ ଅଧିକ ଦୃଢ ହେବ । ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ସାବଧାନ ରହିବାକୁ ପଡିବ । ତେଲ ଜାତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଉଚ୍ଚ ଅଧିକାରୀଙ୍କ କୃପାଦୃଷ୍ଟିରୁ ପ୍ରମୋଶନ ହୋଇ ପାରେ । ଅଭିନୟ ଏବଂ ଲେଖନୀ କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢିବ । ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ ଭଲ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
କର୍କଟ
ଆଜି ଦିନରେ ଆପଣଙ୍କର ଆର୍ଥିକ ଉର୍ଣ୍ଣତି ହେବ । ଅଫିସର କାମ ଅତ୍ୟଧିକ କାମ ବ୍ୟସ୍ତ ପାଇଁ ନିଜ ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ । ଘରୋଇ ଜୀବନରେ ଖୁସିର ବାତାବରଣ ରହିବ । ଆପଣଙ୍କର ପ୍ରତ୍ୟକ କାମ ସହଜରେ ପୁରା ହେବ । ଯଦି ଆପଣ ସମ୍ପୂର୍ଣ ଭାବରେ ମନ ଲଗାଇ କାମ କରିବେ ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ସଫଳତା ମିଳିବ । ପରିବାର ଲୋକଙ୍କ ସହିତ ଝଗଡା କରନ୍ତୁ ନାହିଁ ।
ସିଂହ
ସାହିତ୍ୟ ଏବଂ କଳା କ୍ଷେତ୍ର ସହିତ ଯୋଡି ହୋଇଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ ଖାସ ଅଟେ । ମାନସିକ ଦୃଷ୍ଟିକୋଣରୁ ଖୁସି ଅନୁହବ କରିବେ । ଶାରୀରିକ ସ୍ଵାସ୍ଥ୍ୟରେ ସୁଧାର ଆସିବ । ବ୍ୟବସାୟରେ ସହଯୋଗୀଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ଆର୍ଥିକ ରୂପରେ ଲାଭ ହେବ । ଆଜି ମାନସିକ ଉଥାନ ପଥାନର ସାମନା କରିବାକୁ ପଡିପାରେ, କାର୍ଯ୍ୟ କ୍ଷେତ୍ରରେ ଚାପ ବଢିବ । ପରିବାର ଲୋକ ମାନଙ୍କୁ ବିଶେଷ ଧ୍ୟାନ ଦେବେ । ବନ୍ଧୁଙ୍କ ସହିତ ପ୍ରବାସର ଆୟୋଜନ ହୋଇ ପାରେ ।
କନ୍ୟା
ଆଜି ଏହି ରାଶିର ଲୋକଙ୍କୁ ଚିନ୍ତାର ବୋଝରୁ ମୁକ୍ତି ମିଳିବା ଦ୍ଵାରା ଆପଣ ଖୁସି ଅନୁଭବ କରିବେ । ଅଧୀତ ଭାବୁକ ରହିବେ । ପାରିବାରିକ ବାତାବରଣ ମଧ୍ୟ ଭୌତିକ ସୁଖ ଏବଂ ଶାନ୍ତିରେ ଭରି ରହିବ । ହଠାତ ଖର୍ଚ ବଢିବା କାରଣରୁ ଆପଣ ଚାପ ଅନୁଭବ କରିବେ, ଏଥିପାଇଁ ଅନାବଶ୍ୟକ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ସକାଳୁ ଉଠି ସବୁଠାରୁ ପ୍ରଥମେ ହନୁମାନଙ୍କୁ ସ୍ମରଣ କରି ନିଜର ଦିନ ଆରମ୍ଭ କରନ୍ତୁ ଯାହାଦ୍ୱାରା ଆପଣଙ୍କ ସାରାଦିନ ଶୁଭ ରହିବ ।
ତୁଳା
ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଦ୍ଵାରା କୌଣସି ବଡ ଭୁଲ ହୋଇ ପାରେ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇ ପାରେ । ଅଧିକ ଖର୍ଚ ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କଥା ଏବଂ ବ୍ୟବହାରରେ ମଧ୍ୟ ସଂଯମ ରଖନ୍ତୁ । ହନୁମାନଙ୍କ କୃପାରୁ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କାମ ପୁରା ହେବ । ଆୟରେ ବୃଦ୍ଧି ହେବ । ଘରେ ଏବଂ ପରିବାରରେ ଶାନ୍ତିର ବାତାବରଣ ରହିବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା ଦ୍ଵାରା ଘରେ ଖୁସି ରହିବେ ।
ବିଛା
ଏହି ରାଶିର ଲୋକଙ୍କୁ ଆଜି ଅଟକି ଥିବା ଧନ ମିଳିବ ଏବଂ ଆର୍ଥିକ ପରିସ୍ଥିତି ମଧ୍ୟ ସୁଧୁରି ଯିବ । ଅଧିକ କାମ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ କେବଳ ଚାପ ଦେବ । ଜମିବାଡି ସବନ୍ଧିତ ସମସ୍ୟା ଦୂର ହୋଇ ପାରେ । ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆପଣଙ୍କର ସବୁ ବିଗିଡି ଯାଇଥିବା କାମ ପୁରା ହେବ, ଚିନ୍ତା ଏବଂ ଚାପ ମଧ୍ୟ କାମ ରହିବ । ଆଜି ଦିନରେ ଭାଗ୍ୟର ସମ୍ପୂର୍ଣ ସାଥ ଆପଣଙ୍କୁ ମିଳିବ ।
ଧନୁ
ଏହି ରାଶିର ଲୋକ କୋର୍ଟ କଚେରୀ ମାମଲାରେ ସଫଳ ହେବେ । ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ । ଆପଣ ନିଜ ଦାୟିତ୍ଵକୁ ଠିକ ଭାବରେ ତୁଲାଇବେ । ଆୟର ନୂଆ ସ୍ରୋତ ଖୋଲିଯିବ । ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ, ବ୍ୟକ୍ତିଗତ ସମ୍ପର୍କରେ ମତଭେଦର ପରିସ୍ଥିତିକୁ ସୁଧାରିବା ପାଇଁ ଏକ ସୁଯୋଗ ଆପଣଙ୍କୁ ମିଳିବ । ଆପଣଙ୍କ ଘରର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ । ଚାକିରି ପାଇଁ ନୂଆ ପ୍ରୋଜେକ୍ଟ ଆପଣଙ୍କୁ ସମ୍ଭାଳିବା ପାଇଁ ପଡିପାରେ । ଆପଣଙ୍କ ଦିନ ଅନୁକୂଳ ରହିବ ।
ମକର
ଆଜି ଆର୍ଥିକ ଆୟୋଜନ ପୁରା ହେବ । ମନପସନ୍ଦ ଭୋଜନ ମିଳିବ । ଭାଗ୍ୟ ବୃଦ୍ଧିର ସୁଯୋଗ ମିଳିବ । ଆପଣଙ୍କୁ ଆପନ୍ନକ ସାଥିଙ୍କ ବ୍ୟବହାରରେ ଏକ ଗୁରୁତ୍ଵପୂର୍ଣ ପରିବର୍ତ୍ତନ ଦେଖିବାକୁ ମିଳିବ । ପାରିବାରିକ ସ୍ତରରେ ଆଜିର ଦିନ ସହଜ ଦିନ ହେବ କାରଣ ଆପଣଙ୍କ ଜୀବନସାଥିଙ୍କ ବ୍ୟବହାର ଅନୁକୂଳ ରହିବ । ପାର୍ଟନରଙ୍କ ପାଖରେ ପ୍ରେମ ପ୍ରକାଶ କରି ପାରନ୍ତି । ଅନ୍ୟ ମାନଙ୍କ ମାମଲା ଠାରୁ ଦୂରେଇ ରୁହନ୍ତୁ । ପରୋପକାର ଏବଂ ସାମାଜିକ କାମ ଆଜି ଆପଣଙ୍କୁ ଆକର୍ଷିତ କରିବ ।
କୁମ୍ଭ
ଆଜି ଆପଣଙ୍କ ଦିନ ଚାପଗ୍ରସ୍ତ ପ୍ରମାଣିତ ହୋଇ ପାରେ । ଆପଣଙ୍କୁ ନିଜ ଖର୍ଚ ଉପରେ ନିୟତ୍ରଣ ରଖିବାକୁ ପଡିବ । ଆଜି ଆପଣଙ୍କ ଜୀବନସାଥୀ ଦୈନିକ ଆବଶ୍ୟକତାକୁ ପୁରା କରିବା ପାଇଁ ନିଜ ହାତ ପଛକୁ କରି ପାରନ୍ତି, ଯେଉଁଥି ପାଇଁ ଆପଣଙ୍କ ମନ ଉଦାସ ହେବାର ସମ୍ଭାବନା ଅଛି । ରାଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ପରେ ଅନୁତାପ କରିବାକୁ ପଡିବ । ବୈବାହିକ ଜୀବନ ବହୁତ ଖୁସିରେ କଟିବ ।
ମୀନ
ଆଜି ନିଜ କଥା ଉପରେ ନିୟତ୍ରଣ ରଖିବା ଦ୍ଵାରା ବାଦ ବିବାଦର ସମ୍ଭାବନା କମ ହୋଇଯିବ । ଆଜି ଆପଣ ପରିବାର ଲୋକଙ୍କ ସହିତ ମିଶି କିଛି ଯୋଜନା କରିବେ, ଯାହା ସମସ୍ତଙ୍କ ପାଇଁ ଭଲ ହେବ । ଆପଣ କୌଣସି ଆଇନ ବାଦ ବିବାଦରେ ମଧ୍ୟ ଫସି ପାରନ୍ତି । ବାପା ମାଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଏକ ନୂଆ ଛବିର ବିକାଶ ହେବ । ସନ୍ତାନ ମାନଙ୍କ ପାଇଁ ଖର୍ଚ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।