ଆଜିର ରାଶିଫଳ, 16 ମେ 2020, ଶନିବାର, ଶନିଦେବ ଏହି ୫ଟି ରାଶି ଉପରେ ରହିବେ ପ୍ରସନ୍ନ, ଭାଗ୍ୟରେ ହେବ ପରିବର୍ତ୍ତନ, ମଳିବ ବହୁତ ଖୁସି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଅଧିକ ଧନ ଖର୍ଚ ହେବ । ବ୍ୟାପାରରେ ହାନୀର ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ । ଆୟରେ ବୁଦ୍ଧି ହେବ । ଅନ୍ୟ ବ୍ୟକ୍ତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନିଜ ଉପରେ କାବୁ ରଖନ୍ତୁ । ସମୟର ଲାଭ ଉଠାନ୍ତୁ । ଭରପୁର ପ୍ରୟାସ କରନ୍ତୁ । ପାରିବାରିକ ସହଯୋଗ ମିଳିବ । ନିଜର ଚିନ୍ତାକୁ ଦୂର କରିବା ପାଇଁ ପରିବାର ଲୋକମାନଙ୍କ ସାହାର୍ଯ୍ୟ ନିଅନ୍ତୁ ।

ବୃଷ

ବନ୍ଧୁମାନଙ୍କ ସହିତ ସୁଖ ଦୁଖର କଥାବାର୍ତ୍ତା କରିବେ । ଘରେ କୌଣସି ବ୍ୟକ୍ତି ଆସି ପାରନ୍ତି । ଯଦି ଆପଣ କାମ କାର୍ଯ୍ୟ ପାଇଁ ଲୋକମାନଙ୍କ ଉପରେ ପ୍ରେସର ପକାଇବେ, ତେବେ କଥା ଖରାପ ହୋଇପାରେ । କୌଣସି ନିଷ୍ପତି ନେବା ପୂର୍ବରୁ ସମସ୍ତଙ୍କୁ ପଚାରି ନିଅନ୍ତୁ । ସ୍ଥାୟୀ ସମ୍ପତ୍ତିରେ ବଡ ଲାଭ ହୋଇପାରେ । ପ୍ରେମ ପ୍ରସଙ୍ଗରେ ସମୟ ଅନୁକୂଳ ରହିବ । ବାହାର ଯିବାକୁ ମନ କରିବ । ଚିନ୍ତାରେ ରହିବେ ।

ମିଥୁନ

ପ୍ରେମୀ ଓ ପ୍ରେମିକାମାନଙ୍କ ସମ୍ପର୍କରେ ବିବାଦ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ବିରୋଧୀକୁ ପରାଜୟ କରିବେ । ଆୟ ବ୍ୟୟର ସନ୍ତୁଳନ ରଖନ୍ତୁ । ଆପଣଙ୍କ ପ୍ରିୟ ଆଜି କିଛି ଗୁପ୍ତ କଥା ଆପଣଙ୍କୁ କହି ପାରନ୍ତି । ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ବାହାରକୁ ଯାଆନ୍ତୁ ଓ ମନକୁ ଶାନ୍ତ ରଖନ୍ତୁ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ପଢିବା ଓ ଲେଖିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବେ । ଆନନ୍ଦର ସହ କାର୍ଯ୍ୟ କରିବେ ।

କର୍କଟ

ଭାଗ୍ୟଶାଳୀ ଲୋକମାନଙ୍କ ସହଯୋଗ ଦ୍ଵାରା ଆପଣ ଲାଭବାନ ହେବେ । ଆର୍ଥିକ ସମସ୍ୟା ହୋଇପାରେ । ଏହା ଦ୍ଵାରା ଆପଣ କିଛି ନୂଆ ଜିନିଷ କ୍ରୟ କରି ପାରିବେ ନାହିଁ । ଟଙ୍କା ନେବା ଦେବାରେ ବିଶେଷ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ କମଜୋର ରହିବ । ବ୍ୟୟ ଅଧିକ ହେବ । କୌଣସି ଖରାପ ଖବର ମିଳିପାରେ । କାହା ସହିତ ବି ବିବାଦ କରନ୍ତୁ ନାହିଁ । ହଜି ଯାଇଥିବା କୌଣସି ଜିନିଷ ମିଳିପାରେ । ଅଫିସରେ ଅଧିକ କାର୍ଯ୍ୟ କରିବେ । ଆୟ କମ ହୋଇପାରେ ।

ସିଂହ

କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ମହିଳା ମିତ୍ରଙ୍କ ସାହାର୍ଯ୍ୟ କରିବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟାଙ୍କ ସହ ଜଡିତ ସମସ୍ୟା ହୋଇପାରେ । ପିଲାମାନେ ଆପଣଙ୍କୁ ଘରର କାମ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ପୂର୍ବରୁ କରାଯାଇଥିବା ପରିଶ୍ରମର ଫଳ ଆଜି ମିଳିବ । କାର୍ଯ୍ୟର ପ୍ରଶଂସା ହେବ । ବହୁତ ସମୟ ହେବ ଚାଲୁଥିବା କାର୍ଯ୍ୟ ଆଜି ସମ୍ପୂର୍ଣ ହୋଇଯିବ ।

କନ୍ୟା

ମିତ୍ରଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । କୌଣସି ପରିଚିତ ବ୍ୟକ୍ତି ଉପରେ ଅଧିକ ବି ବିଶ୍ଵାସ କରନ୍ତୁ ନାହିଁ । କୌଣସି ବି ପ୍ରକାରର ବିବାଦର ଅଂସ ହୁଅନ୍ତୁ ନାହିଁ । ଚାକିରିରେ କିଛି କର୍ମଚାରୀ ଆପଣଙ୍କ ବିରୋଧୀ ହେବେ । ଅଧିକ ଚିନ୍ତା କରନ୍ତୁ ନାହିଁ । ଆକସ୍ମିକ ଧନଲାଭ ହୋଇପାରେ । ସନ୍ତାନ ଆପଣଙ୍କ ଆଜ୍ଞା ମମାନିବେ । ଆୟର ନୂତନ ସ୍ରୋତ ହାତରେ ଲାଗି ପାରେ । ଚିନ୍ତା ରହିବ । କୌଣସି ବସ୍ତୁ ହଜି ପାରେ ।

ତୁଳା

ପ୍ରେମ ସମ୍ବନ୍ଧରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟପାନରେ ରୁଚି ବଢିବ । ଅଧିକାରୀମାନଙ୍କ ସହ ସମ୍ବନ୍ଧ ଭଲ ରହିବ । ବୟସ୍କ ବ୍ୟକ୍ତିଙ୍କ ଆଶୀର୍ବାଦ ମିଳିପାରେ । ଅଟକିଥିବା ଟଙ୍କା ମିଳିବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ । କୌଣସି ଦରିଦ୍ର ବ୍ୟକ୍ତିଙ୍କ ସାହାର୍ଯ୍ୟ କରି ପାରନ୍ତି । ଧନ ପ୍ରାପ୍ତି ପଥ ସୁଗମ ହୋଇପାରେ । ଭୂମି ଭବନ କାର୍ଯ୍ୟ ଆରମ୍ଭ କରିବେ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା କରି ପାରନ୍ତି ।

ବିଚ୍ଛା

ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାରର ସାହାରା ନିଅନ୍ତୁ । ନିଜର ପ୍ରିୟ ବ୍ୟକ୍ତି ଉପରେ କ୍ରୋଧିତ ହୋଇ ପାରନ୍ତି । ସମୟ ଭଲ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଥଣ୍ଡା ମୁଣ୍ଡରେ ନିଷ୍ପତି ନିନଅନ୍ତୁ । ନିଜର ଛୋଟ କର୍ମଚାରୀଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ । ଧର୍ମ ପ୍ରତି ଆସ୍ଥା ବଢିବ । ଭଗବାନଙ୍କ ପୂଜା କରନ୍ତୁ । ବିବେକର ସହ କାର୍ଯ୍ୟ କରନ୍ତୁ । ଲାଭ ଅଧିକ ହେବ ।

ଧନୁ

କିଛି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । କୌଣସି ବଡ କାମ କରିବାର ମନ ହୋଇପାରେ । ରାଜନୀତି କ୍ଷେତ୍ରରେ ଆପଣଙ୍କ ଅବନ୍ନତି ହୋଇପାରେ । ଉଚ୍ଚ ଅଧିକାରୀମାନଙ୍କ ସହ ମିତ୍ର ଭାବ ବ୍ୟବହାର କରନ୍ତୁ । ବନ୍ଧୁ ଓ ସହକର୍ମୀଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରନ୍ତୁ । ରିୟଲ ଏସ୍ଟେଟ କାର୍ଯ୍ୟ କରି ପାରନ୍ତି । ନିଜର ସାଥି ସହ ଝଗଡା କରନ୍ତୁ ନାହିଁ । ବ୍ୟାପାରରେ କିଛି ଲାଭ ମିଳିପାରେ । ବ୍ୟସ୍ତ ରହିବା କାରଣରୁ କ୍ଳାନ୍ତ ହୋଇ ପାରନ୍ତି । ବ୍ୟାପାର ଭଲ ଚାଲିବ ।

ମକର

ଅଧିକ ପରିଶ୍ରମ କରିବେ । ଦୁର୍ଘଟଣାର ସମ୍ଭାବନା ଅଛି । ଶାରୀରିକ କଷ୍ଟ ହୋଇପାରେ । ଦାୟିତ୍ଵ ହୀନ ହୁଅନ୍ତୁ ନାହିଁ । ବିବାଦରେ ପଡନ୍ତୁ ନାହିଁ । ଆଜି କିଛି କ୍ଷତି ସହିବାକୁ ପଡିପାରେ । ଘରର ବୟସକ ଲୋକମାନଙ୍କ ଉପଦେଶ ନିଅନ୍ତୁ । ଆଜିର ଦିନ ଆପଣ ଅଧିକ ନିଜର ସାଥି ସହ ଝଗଡା କରିବେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଆର୍ଥିକ ସ୍ଥିତି ଭଲ ହୋଇପାରେ । ଚାକିରିରେ ଅଶାନ୍ତି ସୃଷ୍ଟି ହୋଇପାରେ । ପ୍ରେମିକାମାନଙ୍କୁ ଉପହାର ମିଳିପାରେ ।

କୁମ୍ଭ

ଆପଣଙ୍କ ଜୀବନରେ କାମ କାର୍ଯ୍ୟରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବେ । ଦୁର୍ଘଟଣାର ଆଶଙ୍କା ଅଛି । ଭୂମି ଭବନ ଇତ୍ୟାଦି ସମ୍ପତ୍ତିରୁ କିଛି ଲାଭ ମିଳିପାରେ । ପିଲାମାନଙ୍କୁ ମାର୍ଗ ଦର୍ଶନ କରିବେ । ବ୍ୟାପାରିକ ଯୋଜନା ବିଫଳ ହୋଇପାରେ । ଜୀବନସାଥିଙ୍କ ସହଯୋଗ ମିଳିବ । ଧର୍ଯ୍ୟ ରଖନ୍ତୁ । ନିଶ୍ଚିତ ସଫଳତା ମିଳିବ । ଆର୍ଥିକ ସମସ୍ୟାରେ ଫସି ପାରନ୍ତି । ବ୍ୟାବସାୟିକ ଯାତ୍ରା କରି ପାରିବେ ନହିଁ । ନୂଆ ସମ୍ବନ୍ଧ ଗଠନ ହୋଇପାରେ । ଆୟରେ ବୁଦ୍ଧି ହେବ ।

ମୀନ

ଆଜି ଆପଣଙ୍କୁ ସଫଳତା ପାଇବା ପାଇଁ ଦ୍ଵିଗୁଣ ପରିଶ୍ରମ କରିବାକୁ ହେବ । ଶୁଭ ସମାଚାର ମିଳିପାରେ । ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ । ଆସନ୍ତା ସମୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଆଘାତ ଲାଗି ପାରେ । ଅଚାନକ ପରିସ୍ଥିତି ପରିବର୍ତ୍ତନ ହୋଇପାରେ । ପିଲାମାନଙ୍କ ସହିତ ବାଦ ବିବାଦ ହୋଇପାରେ । ଆଜିର ଦିନରେ ସଚେତନ ରହିବାକୁ ଚେଷ୍ଟା କରନ୍ତୁ । ଆପଣ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।