ବୃହସ୍ପତିଙ୍କର ଗତି ପରିବର୍ତ୍ତନ କାରଣରୁ ଏହି ରାଶିମାନଙ୍କୁ ହେବ ଫାଇଦା, ଭାଗ୍ୟ ବଦଳିବାର ମିଳୁଛି ସଂକେତ

ଗୁରୁବାର ୧୪ ମେ ରେ ଗୁରୁ ମାର୍ଗୀ ରୁ ବକ୍ରୀ ହୋଇଛନ୍ତି । ଗୁରୁଙ୍କର ବକ୍ରୀ ହେବା ଦ୍ଵାରା କିଛି ରାଶିମାନଙ୍କ ପାଇଁ ଶୁଭ ଖବର ଅଟେ ତ ଅନ୍ୟ କିଛି ରାଶିମାନଙ୍କ ପାଇଁ ଅଶୁଭ ଖବର ଅଟେ । କିଛି ରାଶିମାନଙ୍କ ଭାଗ୍ୟ ପୂରାପୂରି ବଦଳି ପାରେ । ଆପଣଙ୍କୁ କହିଦେଉଛୁ କି ଗୁରୁଙ୍କର ଗତି ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ । ଏହା ପରେ ପୁଣି ଥରେ ଗୁରୁ ବକ୍ରୀ ହୋଇ ଯିବେ ।

ଆସନ୍ତୁ ଜାଣିବା ଗୁରୁର ବକ୍ରୀ ହେବା ଦ୍ଵାରା କେଉଁ ରାଶିମାନଙ୍କୁ ମିଳିବ ଲାଭ

କର୍କଟ ରାଶି

Image courtesy: Google

କର୍କଟ ରାଶିର ଲୋକମାନଙ୍କ ପାଇଁ ଗୁରୁର ବକ୍ରୀ ହେବା ଶୁଭ ରହିବାର ଅଛି । ଏହି ସମୟରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ବ୍ୟାପାର କ୍ଷେତ୍ରରେ ଲାଭ ମିଳିବାର ସଂକେତ ବି ମିଳୁଛି । ଏହି ସମୟ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ।

ଧନୁ ରାଶି

Image courtesy: Google

ଧନୁ ରାଶିର ଲୋକମାନଙ୍କ ପାଇଁ ଗୁରୁର ବକ୍ରୀ ହେବା ସାମାନ୍ୟ ପରିଣାମ ମିଳିବ । ଏହି ସମୟରେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବର ଯୋଗ ଅଛି । କେବଳ ଅଧିକ ପରିଶ୍ରମ କରିବା ଦରକାର । ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ଅଛି । ଧନ ଲାଭ ହେବ । ଯାହା ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରି ଦେବ । ବୈବାହିକ ଜୀବନରେ ପ୍ରେମ ବଢିବ ।

କୁମ୍ଭ ରାଶି

Image courtesy: Google

କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଗୁରୁର ବକ୍ରୀ ହେବା ଶୁଭ ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ବର୍ତ୍ତମାନର ସମୟ କୌଣସି ବରଦାନ ଠାରୁ କମ ହେବ ନାହିଁ । କେବଳ ପରିଶ୍ରମ କରିବାର ଅଛି । ଜୀବନସାଥିଙ୍କ ସହ ତାଳମେଳ କରି ଚାଲିବା ଦ୍ଵାରା ପାରିବାରିକ ଜୀବନରେ ଖୁସିର ଅନୁଭବ କରିବେ । ବ୍ୟାପାରୀ ମାନଙ୍କୁ ଅଳ୍ପ ସାବଧାନ ରହିବା ଆବଶ୍ୟକତା ଅଟେ । ବୁଝି ସୁଝି ନିବେଶ କରିବା ଦ୍ଵାରା ଲାଭ ମିଳିବ ।

ମୀନ ରାଶି

Image courtesy: Google

ମୀନ ରାଶିର ଲୋକମାନଙ୍କ ପାଇଁ ଜାଣନ୍ତୁ ଗୁରୁର ବକ୍ରୀ ହେବା ଶୁଭ କୁହାଯାଇ ପାରିବ । ଏହି ସମୟରେ ଅଟକିଥିବା କାର୍ଯ୍ୟ ପୂର୍ଣ ହେବ । ବ୍ୟାପାରରେ ଲାଭ ହେବାର ଯୋଗ ବି ଅଛି । ଜୀବନସାଥିଙ୍କ ସହିତ ସମ୍ବନ୍ଧ ମଧୁର ହେବ ।

ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ଯେଉଁମାନଙ୍କୁ ଗୁରୁଙ୍କ ବକ୍ରୀ ହେବା ଦ୍ଵାରା ମିଶ୍ରିତ ପରିଣାମ ମିଳିବ

ବୃଷ ରାଶି

Image courtesy: Google

ବୃଷ ରାଶିର ଲୋକମାନଙ୍କ ପାଇଁ ଗୁରୁର ବକ୍ରୀ ରହିବା ମିଶ୍ରିତ ପରିଣାମ ନେଇ ଆସିବ । ଏହି ସମୟରେ କ୍ଷତି ବି ହୋଇପାରେ । କିଛି ଜିନିଷ ଉପରେ ଧ୍ୟାନ କେନ୍ଦ୍ରତୀତ କରିବା ଆବଶ୍ୟକ ଅଟେ । ପାରିବାରିକ ଜୀବନରେ ସମସ୍ଯାର ସାମ୍ନା କରିବାକୁ ପଡିପାରେ । ବିଦ୍ୟାର୍ଥୀମାନଙ୍କୁ ପଧାରେ ଧ୍ଯନା ଦେବା ଆବଶ୍ୟକ୍ତ ଅଟେ ।

କନ୍ୟା ରାଶି

Image courtesy: Google

କନ୍ୟା ରାଶିର ଲୋକମାନଙ୍କ ପାଇଁ ଗୁରୁର ବକ୍ରୀ ହେବା ମିଶ୍ରୟତ ପରିଣାମ ନେଇ ଆସିଛି । କାର୍ଯ୍ୟକୁ ପୁରା କରିବା ପାଇଁ ଭଲ ଯୋଜନାର ଆବଶ୍ୟକତା ଅଟେ । ବ୍ୟାପାରୀ ଓ ଉଚ୍ଚ ପଦରେ କାରଜ୍ୟରତ ଲୋକମାନଙ୍କ ସମସ୍ଯାର ସାମ୍ନା କରିବାକୁ ପଡିପାରେ ।

ବିଚ୍ଛା ରାଶି

Image courtesy: Google

ବିଚ୍ଛା ରାଶିର ଲୋକମାନଙ୍କୁ ଗୁରୁର ବକ୍ରୀ ହେବା ଦ୍ଵାରା ମିଶ୍ରିତ ପରିଣାମ ମିଳିବ । ଏହି ସ୍ମୟରେ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଅବଶ୍ୟକତା ଅଟେ । କାର୍ଯ୍ୟକୁ ସ୍ଵୟଂ କରନ୍ତୁ । କାହା ଆଉପରେ ନିର୍ଭର ରହିବା ଦ୍ଵାରା କ୍ଷତି ହୋଇପାରେ । ପ୍ରେମ ଜୀବନରେ ବି କିଛି ସମସ୍ଯାର ସାମ୍ନା କରିବାକାଉ ପଡିପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।