ଆଜିର ରାଶିଫଳ, 16 ନଭେମ୍ବର 2020, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆପଣଙ୍କ ପ୍ରଗତିର ନୂଆ ରାସ୍ତା ଖୋଲିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ମାନସିକ ଶକ୍ତି ଶୀର୍ଷରେ ରହିବ । ଆପଣଙ୍କୁ ସମସ୍ୟା ସୁଯୋଗ ରୂପରେ ଦେଖାଯିବ । ସମସ୍ୟା ସହିତ ଲଢିବାର ଆପଣଙ୍କର ଏହି ସ୍ଵଭାବ ଆପଣଙ୍କୁ ଜୀବନରେ ବହୁତ ଆଗକୁ ନେଇଯିବ । ମଧ୍ୟାହ୍ନ ସମୟ କାମରେ ବାଧା ଆସିପାରେ । ଘରୋଇ ଜୀବନରେ ମଧୁରତା ରହିବ । ହଠାତ ଧନ ଲାଭ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ନୂଆ ପ୍ରୟୋଗ କିମ୍ବା କିଛି ଅଧିକ ଧନ ଲଗାନ୍ତୁ ନାହିଁ । ଶିକ୍ଷା ପ୍ରତିଯୋଗୀତା ପାଇଁ ସମୟ ଭଲ ଅଛି ।

ବୃଷ

ଆଜି ଆପଣଙ୍କର ବ୍ୟକ୍ତିଗତ ଯୋଜନାରେ ବୃଦ୍ଧି ହେବ । ଭାଗ୍ୟ ଆପଣଙ୍କ ସହିତ ଅଛି ଏବଂ ସଫଳତା ମଧ୍ୟ ଆପଣଙ୍କୁ ମିଳିବ । ଶିକ୍ଷାରେ ଦୋନ୍ଦ ଆସିପାରେ । ଗାଡି ଚଲାଇବା ସମୟରେ ଆପଣ ସାବଧାନ ରୁହନ୍ତୁ । ବାପା ମାଆଙ୍କର କୌଣସି ବି କଥାକୁ ଅଣଦେଖା କରନ୍ତୁ ନାହିଁ । ନିବେଶ କରିବା ପୂର୍ବରୁ ବିଶ୍ଵାସୀ ଲୋକଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ । ପରିବାରର ବାତାବରଣ ଭଲ ରହିବ । ଦୈନିକ କାର୍ଯ୍ୟକୁ ଆତ୍ମବିଶ୍ଵାସ ଏବଂ ଏକାଗ୍ରତାର ସହିତ ପୂର୍ଣ କରି ପାରିବେ ।

ମିଥୁନ

ଆଜି ବ୍ୟସ୍ତ ହୋଇ କାମ କଲେ କାମ ବିଗିଡି ଯାଇପାରେ । ଅଯୋଥା ବିବାଦ ମାନସିକ କଷ୍ଟ ଦେଇପାରେ । ଧନହାନିର ଯୋଗ ଅଛି । ବ୍ୟବସାୟୀ ବିଶେଷ ଭାବରେ ଯେଉଁ ମାନଙ୍କର ଛୋଟ ମୋଟ ବ୍ୟବସାୟ ଅଛି, ଆଜି ସେମାନଙ୍କୁ ପ୍ରାୟ ନିଜ କର୍ମଚାରୀ ମାନଙ୍କୁ ନେଇ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । କିଛି ନୂଆ କାମ ଆପଣଙ୍କ ସାମନାକୁ ଆସିବ, ଯାହା ପାଇଁ ଆପଣଙ୍କର କିଛି ଜରୁରୀ ଲୋକଙ୍କ ସହିତ ଭେଟ ମଧ୍ୟ ହେବ । ସାମୁହିକ କାମରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ଅଛି ।

କର୍କଟ

ଆଜି ରୋମାନ୍ସ ଆପଣଙ୍କ ମନରେ ଛାଇ ହୋଇ ରହିବ । ଆପଣଙ୍କ ବୈବାହିକ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ । ନିଜ ଜୀବନସାଥିଙ୍କ ସହିତ ଝଗଡା କରନ୍ତୁ ନାହିଁ । ଅନାବଶ୍ୟକ ସମସ୍ୟା ସ୍ୱାସ୍ଥ୍ୟକୁ କଷ୍ଟ ଦେଇପାରେ । କାରୋବାରରେ ନୂଆ ଟେକନିକ ଦ୍ଵାରା ଲାଭ ହେବ । ଅନ୍ୟ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ । ଆପଣଙ୍କ ପ୍ରଗତିର ନୂଆ ରାସ୍ତା ଖୋଲିବ । ପରିବାରରେ ମଧୁରତା ସହିତ ବିଶ୍ଵାସ ମଧ୍ୟ ବଢିବ । ଲେଖା ପଢା ମାମଲାରେ ଲାଭ ହେବ ।

ସିଂହ

ଆଜି ଆପଣଙ୍କୁ ଶୁଭ ଖବର ମିଳିବ । ନିଜ ଚେଷ୍ଟା ଦ୍ଵାରା ରାଜ୍ୟପକ୍ଷରୁ ଅର୍ଥ ପ୍ରାପ୍ତି ସମ୍ଭବ ଅଟେ । ଶିକ୍ଷା କ୍ଷେତ୍ରରେ କରିଥିବା ପରିଶ୍ରମ ସାର୍ଥକ ହେବ । ବ୍ୟବସାୟୀକ ପ୍ରତିଷ୍ଠା ବଢିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ନବବିବାହିତା ଯୋଡି ମାନଙ୍କ ପାଇଁ ଆଜିର ଦିନ ଏକ ରୋମାଣ୍ଟିକ ଦିନ ହେବ । ଆପଣଙ୍କ ବାପା ମାଆ ଆପଣଙ୍କ କାମ ପାଇଁ ଗର୍ବ ଅନୁଭବ କରିବେ । କାର୍ଯ୍ୟ ଯୋଜନା ଉପରେ ବିଚାର କରିବେ ।

କନ୍ୟା

ଆଜି ପ୍ରିୟ ଲୋକଙ୍କ ସହିତ ଭେଟ ହେବ । ଆପଣ ନିଜ ବିରୋଧୀ ମାନଙ୍କ ଉପରେ ବିଜୟ ହାସଲ କରିବେ । ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ହେବ ଶାରୀରିକ ଏବଂ ମାନସିକ ରୂପରେ କିଛି ବ୍ୟସ୍ତତା ଅନୁଭବ କରିବେ । ସଞ୍ଚୟ କରିଥିବା ଧନର ବ୍ୟବହାର ଠିକ ଭାବରେ କରନ୍ତୁ । ଭୂମି ଲାଭ ହେବାର ଯୋଗ ଅଛି । ଭାବି ବିଚାରୀ ନିବେଶ କରନ୍ତୁ । ସମୁଦାୟ ଉପରେ ଆଜିର ଦିନ ଭଲ ରହିବ । ଗଣେଶଙ୍କୁ ଲଡୁ ଭୋଗ ଲଗାନ୍ତୁ ଆପଣଙ୍କ ପରିଶ୍ରମ ସଫଳ ହେବ । ବ୍ୟସ୍ତତା କାରଣରୁ ଥକା ଅନୁଭବ କରିବେ ।

ତୁଳା

ଆଜି ସମ୍ପତ୍ତି ସବନ୍ଧିତ କାମ ପୁରା ହେବ, କାର୍ଯ୍ୟ କ୍ଷେତ୍ରରେ ଅନୁଭବି ଲୋକ ସହଯୋଗ କରିବେ । ଆର୍ଥିକ କ୍ଷେତ୍ରରେ କରାଯାଇ ଥିବା କାମରେ ସଫଳତା ମିଳିବ । ରଣନୀତି କରି କାମ କରିବା ଦ୍ଵାରା ଶତ୍ରୁ ପରାସ୍ତ ହେବେ । ପେଟ ସବନ୍ଧିତ ରୋଗ ଥିବା ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ ଅଟେ । ନିଜ ଜୀବନସାଥିଙ୍କ ସହିତ ଅନୁକୂଳତା ପରିବାର ପାଇଁ ବରଦାନ ପ୍ରମାଣିତ ହେବ । ଘର ମନ୍ଦିରରେ ସକାଳୁ ଏବଂ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ, ଆପଣଙ୍କ କାମ ଭଲ ହେବ ।

ବିଛା

ଆଜୀ ଆପଣ ଭାବନାରେ ଭାସିଯାଇ ପାରନ୍ତି । ସୃଜନଶୀଳତା କାମରେ ପ୍ରଗତି ହେବ । ମାଙ୍ଗଳିକ ଏବଂ ରାଜନୈତିକ କାମରେ ବ୍ୟସ୍ତ ରହି ପାରନ୍ତି । ସାବଧାନ ରୁହନ୍ତୁ କାରଣ କେହି ଆପଣଙ୍କୁ କଷ୍ଟ ଦେବା ପାଇଁ ଚେଷ୍ଟା କରି ପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ନିଜକୁ ସତେଜ ଅନୁଭବ କରିବେ । ଆପଣଙ୍କ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆଜି ସମୟ ପୂର୍ବରୁ କାମ ସାରିବା ପାଇଁ ଚେଷ୍ଟା କରିବେ ।

ଧନୁ

ଆଜି ଆପଣଙ୍କ କାଳାତ୍ମକ ଏବଂ ସୃଜନଶୀଳତା କ୍ଷମତାକୁ ବହୁତ ପ୍ରଶଂସା ମିଳିବ । ଆଜି ଆପଣଙ୍କ ପରିବାରର ଆବଶ୍ୟକତା ପୁରା ହେବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ଏବଂ ଖୁସି ରହିବ, ସାମାଜିକ ରୂପରେ ଆପଣ ବହୁତ ଲୋକପ୍ରିୟତା ହାସଲ କରିବେ । ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ । ଅଳସୁଆ ହୁଅନ୍ତୁ ନାହିଁ ନହେଲେ କୌଣସି କାମ ଅଧୁରା ରହିଯିବ ।

ମକର

ଆୟ ବୃଦ୍ଧି ପ୍ରୟାସରେ ଆପଣଙ୍କୁ ନିହାତି ସଫଳତା ମିଳିବ । ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ସମୟ ଶୁଭ ଅଟେ । ବ୍ୟସ୍ତତା ପରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ଭାବରେ ଭଲ ରହିବ । ବୁଦ୍ଧି ଏବଂ ବିବେକ ଦ୍ଵାରା ସଫଳତା ମିଳିବ । ଲୋକ ଆପଣଙ୍କୁ କୌଣସି ନା କୌଣସି କାମ ପାଇଁ ଖୋଜିବେ । ଆଜି ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ଆଜି ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆଜି କୌଣସି ନୂଆ କାମ କରନ୍ତୁ ନାହିଁ । ଯଦି ଆପଣ ଚାକିରି କରିଛନ୍ତି ତାହେଲେ ଆପୋଷବୁଜଝାବଣାକୁ ଅପଣାନ୍ତୁ ।

କୁମ୍ଭ

ଆଜି ଆପଣ ଛୋଟ ଭୁଲକୁ କ୍ଷମା କରିବେ ଯାହାଦ୍ୱାରା ମନରେ ଖୁସି ରହିବ । ବେପାର ପାଇଁ ଆଜିର ଦିନ ଭଲ ଅଛି । ଭୁଲ ନିଷ୍ପତ୍ତି ଦ୍ଵାରା ଧନହାନୀ ହୋଇପାରେ । ବେପାରିକ ଯାତ୍ରା କରିବାର ଯୋଜନା କରି ପାରନ୍ତି । ଅଧିକ ସମୟ ମନୋରଞ୍ଜନରେ ସମୟ ଅତିବାହିତ ହେବ । ଆଖିରେ କଷ୍ଟ ହୋଇପାରେ । ଆଜି ଆପଣ ରାଗ ଏବଂ ଚିଡଚିଡା ହେବା ଠାରୁ ଦୂରେଇ ରୁହନ୍ତୁ ନହେଲେ ଆପଣଙ୍କର ହିଁ କ୍ଷତି ହେବ ।

ମୀନ

ଆଜି ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତର ସ୍ରୋତ ହେବେ । ସେମାନେ ଆପଣଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଅନ୍ୟର ସହଯୋଗ ନେବା ଦ୍ଵାରା ସଫଳତା ମିଳିବ । ସାଂସାରିକ ମାମଲା ଏବଂ ଆର୍ଥିକ ସମସ୍ୟାର ସମାଧାନ ଟିକେ ଚେଷ୍ଟାରେ ହିଁ ସମାଧାନ ସମ୍ଭବ ହେବ । କୋର୍ଟ କଚେରୀ ଦ୍ଵାରା ଯୋଡି ହୋଇଥିବା କାମରେ ସଫଳତା ମିଳିପାରେ । କୌଣସି ପୁରୁଣା ଋଣ ବାକି ଥିଲେ ତାହାକୁ ଆଜି ଆପଣ ସୁଝି ଦେବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।