ଆଜିର ରାଶିଫଳ, 15 ଡିସେମ୍ବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାହାର ମାମଲାରେ ପଡନ୍ତୁ ନାହି ନଚେତ ସମସ୍ଯା ହୋଇପାରେ । କଥାକୁ ବଢାଇଲେ ବିବାଦ ହୋଇପାରେ । କାମ କାର୍ଯ୍ୟ ରେ ମେହନତର ପରିଣାମ ଆପଣଙ୍କୁ ଅବଶ୍ୟ ମିଳିବ । କାହାର ବିବାହ ବା ମାଙ୍ଗଳିକ କାର୍ଯ୍ୟ ରେ ସାମିଲ ହେବେ । ମନରେ ପ୍ରସନ୍ନତା ରହିବ । ବାଣୀ ଉପରେ ସଂଯମ ରଖନ୍ତୁ । ପାରିବାରିକ ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ଅନାବଶ୍ୟକ କାର୍ଯ୍ୟ ରେ ଖର୍ଚ୍ଚ ବଢିବାର ସମ୍ଭାବନା ଅଛି ।

ବୃଷ ରାଶି : ଆଜି ଆପଣଙ୍କ ଘର ପରିବାର ରେ ମାନ ସମାନ ବଢିବ । ବିଜନେସ ଓ କାମ କାର୍ଯ୍ୟ ସହ ଜଡିତ ସମସ୍ଯା ଦୂର ହେବ । ପାରିବାରିକ କଳହ ଶେଷ ହେବ । ଆପଣ ନିଜ ଶତ୍ରୁ ଙ୍କୁ ହାବି ହେବାକୁ ଦିଅନ୍ତୁ ନାହି । ସେମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ । ଆପଣଙ୍କ ଭାଗ୍ୟ ର ସାଥ ମିଳିବ । ଫାଲତୁ ଦୌଡ ଧପଡ ଶେଷ ହେବ । ନେଗେଟିଭ ବିଚାର ମନରେ ଆଣନ୍ତୁ ନାହି । ତନ ମନ ପ୍ରଫୁଲ୍ଲିତ ରହିବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଆକସ୍ମିକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ।

ମିଥୁନ ରାଶି : ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । ମାଙ୍ଗଳିକ କାର୍ଯ୍ୟ ରେ ସହଭାଗୀ ହେବେ । ଆପଣଙ୍କ ବାଣୀ ମଧୁର ହେବ ଯାହା କାରଣରୁ ଅନ୍ୟ ପ୍ରତି ଆକର୍ଷିତ ହେବେ । ପ୍ରମୋଶନ ଓ ବେତନ ବୃଦ୍ଧି ହେବାର ଯୋଗ ଅଛି । ଏହି କାରଣରୁ କାର୍ଯ୍ୟ କ୍ଷେତ୍ର ରେ ବହୁତ ବଡ ଉପଲବ୍ଧି ହାସିଲ ହେବେ । ଆଜି ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଚାକିରି କରୁଥିବା ଲୋକଙ୍କୁ ସିନିୟର୍ସ ଦ୍ଵାରା ପ୍ରଶଂସା ପାଇବେ । ଆଜି ଦିନ ଟି ଆପଣଙ୍କ ପାଇଁ ୟାଦକାର ରହିବ । ଧାର୍ମିକ କାର୍ଯ୍ୟ ରେ ଖର୍ଚ୍ଚ ବଢିବ ।

କର୍କଟ ରାଶି : କଠିନ ମେହନତ ରେ ଆପଣଙ୍କୁ ଅତିରିକ୍ତ ପ୍ରୋଶ୍ଚାହନ ମିଳିବ । ଆଜି ଦିନରେ ଆପଣଙ୍କ ପାଇଁ ମହତ୍ଵ ପୂର୍ଣ୍ଣ ରହିବ । ଆଜି ଭାବିଥିବା କାମ ସହଜରେ ପୂରଣ ହେବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ ବହୁତ ସୁଧାର ଆସିବ । ଏହି ରାଶିର ବିଲଡର୍ଷ ଙ୍କ ଦିନ ବେହତର ରହିବାର ଅଛି । ଆଜି ଆପଣ ନିଜ ପରିବାର ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରିବାର ଯୋଗ ଅଛି । ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ଯା ହୋଇପାରେ । କାମ କାର୍ଯ୍ୟ ରେ ବୃଦ୍ଧି ହେବ ।

ସିଂହ ରାଶି : ଆଜି ଆପଣଙ୍କର ମନରେ ସନ୍ଦେହ ଆସିପାରେ । ଆଜି ବେହତର ହେବ କାହାକୁ ବିନା ଆବଶ୍ୟକତା ନିଜର ରାୟ ଦିଅନ୍ତୁ ନାହି । କାରୋବାର ରେ ଆଜି କୌଣସି ପ୍ରକାରର ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ କିଛି ଲୋକଙ୍କ ଠାରୁ ରାୟ ନିଶ୍ଚୟ ନିଅନ୍ତୁ । ଆପଣଙ୍କ ବାହନ ସୁଖ ରେ ବୃଦ୍ଧି ହେବ । ଧନର ସ୍ଥିତି ରେ ସୁଧାର ଆସିବ । ପିଲା ନିଜର ମାତା ପିତା ଙ୍କ ସହ କଥା ସେୟାର କରିବେ । ବ୍ୟାପାର ରେ ଅଚାନକ ଧନ ଲାଭ ହେବାର ଯୋଗ ଅଛି ।

କନ୍ୟା ରାଶି : ଆଜି ସମୟ ଖରାପ କରନ୍ତୁ ନାହି । କାନୁନ ସମ୍ବଧିତ ମାମଲାରେ ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । ବ୍ୟାପାର ପାଇଁ ଅନୁଭବ ଏହି ସମୟରେ ବହୁତ ମହତ୍ଵ ପୂର୍ଣ୍ଣ ସାବୟସ୍ତ ହେବ । ଯୁବା କ୍ଯାରିୟର ରେ ପ୍ରତି ଫୋକସ ବଜାୟ ରହିବ । ଆପଣ ଦୁଖୀ ହେବେ ନାହି । ବିଦ୍ୟାର୍ଥୀ ପଢା ପ୍ରତି ଅଧିକ ଧ୍ୟାନ ଦେବେ । ଆପଣ ପିଲାଙ୍କୁ ନେଇ ଅଧିକ ଚିନ୍ତାରେ ରହିବେ । ଆୟ ର ସାଧନାରେ ବ୍ୟାପକ ଦ୍ରୁଷ୍ଟି କୋଣ ରହିବ । ଧାର୍ମିକ ସ୍ଥଳରେ ଯାତ୍ରା କରିବେ ।

ତୁଳା ରାଶି : ପଇସା ମାମଲାରେ କୌଣସି ନୂଆ ଆରମ୍ଭ କରିବା ପାଇଁ ସମୟ ଠିକ ରହିଛି । ମାତା ଙ୍କ ସେବା କରନ୍ତୁ ଓ ପ୍ରେମରେ କଥା ହୁଅନ୍ତୁ । ପଇସା ଲଗାଇବା ପୂର୍ବରୁ ବରିଷ୍ଠ ଙ୍କ ରାୟ ଅବଶ୍ୟ ନିଅନ୍ତୁ । ନିବେଶ କରିବା ପାଇଁ ସମୟ ଭଲ ଚାଲିଛି । ଅଭିଭାବକ ମଧ୍ୟ ପିଲାଙ୍କ ସଙ୍ଗତ ଓ ସେମାନଙ୍କ ପଢା ପ୍ରତି ବିଶେଷ ଧ୍ୟାନ ଦେବେ । ଘରେ ମାତା ଙ୍କ ଆଶୀର୍ବାଦ ଓ ସ୍ନେହ ମନରେ ଶାନ୍ତି ଦେବ । କ୍ଯାରିୟର ମାମଲାରେ ସବୁ କିଛି ଭଲ ରହିବ । କାମ ର ବୋଝ ଅଧିକ ହେବାରୁ ପିଲାଙ୍କୁ ଟାଇମ କମ ଦେବେ ।

ବିଛା ରାଶି : ଆଜି ପରିବାର ରେ ସମ୍ମାନ ବଢିବ । ସ୍ତ୍ରୀ ମିତ୍ର ଙ୍କ ଠାରୁ ବିଶେଷ ଲାଭ ହେବ । ନିଜ ସମ୍ପର୍କୀୟ ଙ୍କ ସହ ମନାନ୍ତର ଦୂର ହେବ । ଧାର୍ଯ୍ୟ ରଖିଲେ ବିଗିଡି ଯାଇଥିବା କାମ ସମ୍ଭାଳି ଯାଇପାରେ । କାହାକୁ ଭାବନାତ୍ମକ ଆଘାତ ଦିଅନ୍ତୁ ନାହି । ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ । ବହୁତ ଜଲ୍ଦି କାର୍ଯ୍ୟ ରେ ସଫଳତା ମିଳିବା ନିଶ୍ଚିନ୍ତ ଅଟେ । ଭାଇ ମାନଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଦାଂପତ୍ଯ ଜୀବନ ରେ ମାଧୁର୍ଯ୍ୟ ର ଆନନ୍ଦ ନେବେ ।

ଧନୁ ରାଶି : କାର୍ଯ୍ୟ ଭାର ବଢିଲେ ସ୍ୱାସ୍ଥ୍ୟ ରେ ପ୍ରଭାବ ପଡିପାରେ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିଶ୍ଵସ୍ତ ଲୋକଙ୍କ ସାତ ଦିଅନ୍ତୁ । ଅଫିସରେ ଲମ୍ବା ସମୟରୁ ଚାଲିଥିବା ପ୍ରୋଜେକ୍ଟ ପୁରା କରିବା ପାଇଁ ଟିମ ର ସଠିକ ଉପୋଯୋଗ କରନ୍ତୁ । ଅନ୍ୟ ଉପରେ ଅଯଥାରେ କ୍ରୋଧ କରନ୍ତୁ ନାହି । ବ୍ୟକ୍ତିଗତ ରୂପରେ ଆପଣଙ୍କ ପ୍ରଗତି ହେବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ ନାହି ତେବେ ଆପଣଙ୍କୁ ସମସ୍ଯା ହୋଇପାରେ ।

ମକର ରାଶି : ଆଜି ଖୁସି ଆପଣଙ୍କ ଘରକୁ ଆଗମନ କରିବ । ଆପଣଙ୍କ ସହନ ଶକ୍ତି ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ପ୍ରଗତି ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଉତ୍ଥାପନ ପତନ ହୋଇପାରେ । ଯାଇ ଦିନରେ ପଇସା ମିଳିବାର ଯୋଗ ଅଛି । ଆପଣଙ୍କ ଅଟକି ଯାଇଥିବା ଟଙ୍କା ମିଳିପାରେ । ଆଇଟି ରେ ଜଡିତ ଲୋକ ଙ୍କ ପାଇଁ ଦିନ ଭଲ ରହିବ । କର୍ମ କ୍ଷେତ୍ରରେ ଟିମ ୱାର୍କ ସହ କାମ କରିବାର ଭଲ ବିକଳ୍ପ ମିଳିବ । କିଛି ମାମଲାରେ ପଇସା ଅଟକି ଯାଇପାରେ ।

କୁମ୍ଭ ରାଶି : କିଛି କାମ ଆପଣଙ୍କ ମର୍ଜି ରେ ହେବ ନାହି ଯାହା ପାଇଁ ଆପଣଙ୍କ ମୁଡ ଖରାପ ହୋଇପାରେ । କାଳ ଓ ସାହିତ୍ଯ ରେ ଆପଣଙ୍କ ରୁଚି ବଢିବ । ଯାହା ଦ୍ଵାରା ଆପଣଙ୍କ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ କୌଣସି ବଡ ଗୁରୁଜନ ଙ୍କ ସହ ପରାମର୍ଶ ମାଣିଲେ ବ୍ୟବସାୟ ଓ ଚାକିରି ରେ ପ୍ରଗତି ହେବ । ଆର୍ଥିକ ମାମଲାରେ ସମୟ ଲଗାତାର ପ୍ରତିକୂଳ ରହିବ । ତେଣୁ ଅଧିକ ସତର୍କ ରୁହନ୍ତୁ । ମିତ୍ର ଙ୍କ ସହ ରମଣୀୟ ପର୍ଯ୍ୟଟନ ହେବ ।

ମୀନ ରାଶି : ଆଜି ଆପଣ ନିଜ ଜୀବନ ସାଥି ଙ୍କ ପ୍ରତି ବିସ୍ତାରିତ ସୁଖ ଅନୁଭବ କରିବେ । ଆଜି ଆପଣଙ୍କୁ ପଇସା ସମ୍ବଧିତ ପ୍ରତେକ ସମସ୍ୟାର ସମାଧାନ ହେବ । ରାଜନୈତିକ ଓ ସାମାଜିକ କ୍ଷେତ୍ର ରେ ବିରୋଧୀ ସମସ୍ଯା ବଢିପାରେ । ଛୋଟ ମୋଟ ସମସ୍ଯା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ । ଆପଣଙ୍କ ବିବାହିତ ଜୀବନ ଭଲରେ ବ୍ଯତୀତ ହେବ । ଆଜି ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।