ଆଜିର ରାଶିଫଳ, 14 ଡିସେମ୍ବର 2020, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପାରିବାରିକ ସ୍ତରରେ ଆପଣଙ୍କର ଖୁସିre ବୁଦ୍ଧି ହୋଇପାରେ । ଆପଣଙ୍କ ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଅଚଳ ସମ୍ପତ୍ତିର ମାଲିକ ହୋଇ ପାରନ୍ତି । ଘରର ଗୃହସ୍ତି ବିକାଶ ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ବିକାଶ ହେବାର ସମ୍ଭାବନା ଅଛି । ଏହି ସମୟ ଘରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ଅଛି । ଘରେ ଉତ୍ସାହର ପରିବେଶ ଆସିପାରେ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ବୁଝି ସୁଝି ସମସ୍ତ କାର୍ଯ୍ୟ କରନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ ।

ବୃଷ

ପାରିବାରିକ ଜୀବନ ଭଲ ହୋଇପାରେ । ଘର ପରିବାରରେ ସାମଞ୍ଜସ୍ୟ ରହିବା ଦ୍ଵାରା ଘରେ ସନ୍ତୁଳନ ରହିବ । ପରସ୍ପରର ତାଳମେଲ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ । ପରିବାରର ସହଯୋଗ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇପାରେ । ସମୟ ଅନୁସାରେ ନିବେଶ କରିବା ଅବଶ୍ୟକ ଅଟେ । ଆପଣ ବ୍ୟବସାୟିକ ଦ୍ରୁଷ୍ଟିରେ ନିବେଶ କରିବାକୁ ଚେଷ୍ଟା କରନ୍ତୁ । ଧନ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ । ଅନ୍ୟଥା କୌଣସି ନା କୌଣସି ରୂପରେ ଆପଣଙ୍କ ଟଙ୍କା ବ୍ୟୟ ହୋଇପାରେ ।

ମିଥୁନ

କାମ କାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପ୍ରାପ୍ତ ହୋଇପାରେ । କାମ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମଧ୍ୟ ଅର୍ଜିତ କରି ପାରିବେ । ଅଚଳ ସମ୍ପତ୍ତି ପ୍ରାପ୍ତ କରିବା ପ୍ରୟାସରେ ସଫଳ ହେବେ । ଭାଗ୍ୟ ଆପଣଙ୍କ ସାଥ ଦେବ । କାମ କାର୍ଯ୍ୟ ସମ୍ବନ୍ଧିତ ଭଲ ସଫଳତା ମିଳିପାରେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ସମୟ ଅନୁସାରେ ଭଲ ଲାଭ ପ୍ରାପ୍ତ ହୋଇପାରେ । ଆର୍ଥିକ ଲାଭ ପାଇଁ ଭଲ ଅବସର ପ୍ରାପ୍ତ ହୋଇପାରେ । କୌଣସି ସମ୍ବନ୍ଧିତଙ୍କ ସହଯୋଗ ପ୍ରାପ୍ତ କରିବା ଦ୍ଵାରା ଅର୍ଥ ଲାଭ ବି ହୋଇପାରେ ।

କର୍କଟ

ଅଚଳ ସମ୍ପତ୍ତି ପ୍ରାପ୍ତି କରିବା ପ୍ରୟାସରେ ସଫଳ ହୋଇପାରନ୍ତି । ଯଦି କୌଣସି ପ୍ରକାରର ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଭଲ ହୋଇପାରେ । କୌଣସି ପ୍ରକାରର ସମ୍ପତ୍ତି ନେବାକୁ ଚାହୁଁଛନ୍ତି ତେବେ ନେଇ ପାରିବେ । ଆର୍ଥିକ ସ୍ଥିତି ସାମାନ୍ୟ ଭଲ ହୋଇପାରେ । ଅନାବଶ୍ୟକ ଟଙ୍କା ଖର୍ଚ ହୋଇପାରେ ଓ ସମସ୍ୟା ମଧ୍ୟ ବଢିପାରେ । ସମସ୍ତ କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ଅଛି । କୌଣସି ନୂଆ ସ୍ଥାନକୁ ଯିବାର ସମ୍ଭାବନା ଅଛି ।

ସିଂହ

ଭାଗ୍ୟ ଆପଣଙ୍କ ଭଲ ସାଥ ଦେବ । କାମ କାର୍ଯ୍ୟ ସମ୍ବନ୍ଧିତ ଭଲ ସଫଳତା ମିଳିବାର ସମ୍ଭାବନା ଅଛି । ଯଦି ଆପଣ ଏହି ମାସରେ କୌଣସି ଆର୍ଥିକ ଲାଭ ଦ୍ରୁଷ୍ଟିରୁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁସାରେ କରି ପାରିବେ । ଧନ ଲାଭ ସହିତ ଉନ୍ନତିର ବି ଭଲ ଅବସର ପ୍ରାପ୍ତ ହୋଇପାରେ । ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ । ଅନାବଶ୍ୟକ ଯାତ୍ରା କାରଣରୁ ଖର୍ଚର ବୋଝ ବଢିପାରେ । ମାନସିକ ସମସ୍ୟା ବଢିପାରେ । କାର୍ଯ୍ୟକୁ ନେଇ ଅଧିକ ବ୍ୟସ୍ତ ରହିବେ ।

କନ୍ୟା

ଆପଣ ସମୟ ଓ ପରିସ୍ଥିତିକୁ ଦେଖି ସମସ୍ତ କାର୍ଯ୍ୟ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ କ୍ଷତି ହେବ ନାହିଁ । ମାତା ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ସମସ୍ୟା ଉତ୍ପନ୍ନ ହୋଇପାରେ । ସେଥିପାଇଁ ମାତା ପିତାଙ୍କ ଧ୍ୟାନ ରଖନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କାମ କାର୍ଯ୍ୟକୁ ନେଇ ସ୍ଥିତି ଖରାପ ହୋଇପାରେ । ନିବେଶ କରିବା ପୂର୍ବରୁ ସମସ୍ତ ସୂଚନା ହାସଲ କରିବା ଲାଭଦାୟକ ରହିବ ।

ତୁଳା

ନିଜ ମଧ୍ୟରେ ମତଭେଦ କାରଣରୁ ଘର ପରିବାରରେ ସମସ୍ୟା ଉତ୍ପନ୍ନ ହୋଇପାରେ । ସେଥିପାଇଁ ସବୁବେଳେ ସମସ୍ତଙ୍କ ସାମଞ୍ଜସ୍ୟ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣଙ୍କକାମ କାର୍ଯ୍ୟ ସହିତ ଯାତ୍ରା ଇତ୍ୟାଦିରେ ଭଲ ପ୍ରଭାବ ପଡିବ । କାମ କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା ସ୍ଥିଗତ ହୋଇପାରେ । କୌଣସି ବି ପ୍ରକାରର ବିବାଦ ଓ କିମ୍ବା ପାରିବାରିକ ମତଭେଦ ହୋଇପାରେ । କିନ୍ତୁ ଆର୍ଥିକ ଲାଭ ଦୃଷ୍ଟିରୁ ସ୍ଥିତି ସାମାନ୍ୟ ରହିବ । ସମୟ ଓ ପରିସ୍ଥିତିକୁ ଦେଖି କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ବିଚ୍ଛା

ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଆର୍ଥିକ କ୍ଷେତ୍ରରେ ଖର୍ଚାନ୍ତ ହୋଇପାରନ୍ତି । ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ । ତେଣୁ ଧର୍ଯ୍ୟ ରଖିବାର ଆବଶ୍ୟକତା ଅଛି । ଆଜି ଆପଣ ମୁଣ୍ଡରେ କେସରର ତିଳକ ଲଗାନ୍ତୁ ନାହିଁ । ଅଟକିଥିବା କାମ ପୁରା ହୋଇଯିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

ଧନୁ

ବ୍ୟବସାୟ ବିଚାର ବିମର୍ଶ ଦ୍ଵାରା ଯୋଜନା ବନାନ୍ତୁ । ଯାହା ଦ୍ଵାରା ଲାଭକାରୀ ସିଦ୍ଧ ହେବ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ପାରିବାରିକ କ୍ଲେଶରୁ ନିଜକୁ ବଞ୍ଚାନ୍ତୁ । ବୟସ୍କ ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିବେ । ତାଙ୍କ ସହିତ ଭଲ ବ୍ୟବହାର ବି କରିବେ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟର ଭାର ଅଧିକ ରହିପାରେ । ଯାହା ଦ୍ଵାରା କ୍ଳାନ୍ତ ଅନୁଭବ କରିପାରନ୍ତି । ପୁରୁଣା କାର୍ଯ୍ୟ ପୁରା ହେବାର ସମ୍ଭାବନା ଅଛି । ପଦୋନ୍ନତି ହେବା ସହ ଆର୍ଥିକ ଲାଭ ହୋଇପାରେ । ଗୃହସ୍ତ ଜୀବନରେ ଆପଣଙ୍କ ଦାୟିତ୍ଵ ବଢିପାରେ ।

ମକର

ଆଳସ୍ୟ କାରଣରୁ କାର୍ଯ୍ୟ କ୍ଷତି ହୋଇପାରେ । ଟଙ୍କା ନେବା ଦେବା କରିବାରେ ସାବଧାନ ରୁହନ୍ତୁ । ଆର୍ଥିକ ଲାଭର ସମ୍ଭାବନା ନାହିଁ । ବ୍ୟବସାୟ ଭଲ ଚାଲିବା ଦ୍ଵାରା ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ପରିଶ୍ରମ ଅଧିକ କରିବେ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆଖି ସମ୍ବନ୍ଧୀୟ କୌଣସି ସାମାନ୍ୟ ଅସୁବିଧା ହୋଇପାରେ । ନିଜର ସ୍ୱଭାବ କାରଣରୁ ସମାଜରେ ପ୍ରଶଂସିତ ହେବେ । ଯଦି ଆପଣ ରାଜନୀତିଜ୍ଞ ଅଟନ୍ତି ତେବେ ରାଜନତିକି ଲାଭ ଆପଣଙ୍କୁ ପ୍ରାପ୍ତ ହୋଇପାରେ

କୁମ୍ଭ

ସମାଜ ସେବା କରିବାର ଅବସର ପ୍ରାପ୍ତ ହେବ । ଅଟକିଥିବା କାର୍ଯ୍ୟ ପୁରା ହେବ । ବ୍ୟାପାର ବ୍ୟବସାୟରେ ବୁଦ୍ଧିର ଯୋଗ ଅଛି । ନିବେଶ ଦ୍ଵାରା ଶୁଭ ଫଳ ପାଇବେ । ଚାକିରିର ପ୍ରଭାବ ବଢିବ । ପାର୍ଟନର ଠାରୁ ସହଯୋଗ ମିଳିବ । ଚାକିରିରେ କିଛି ଲୋକମାନଙ୍କ ସାହାର୍ଯ୍ୟ ମିଳିବ । ପିଲାମାନଙ୍କ ମନ ପଢାରେ ଲାଗିବ । ଭୂମି ଭବନ କାର୍ଯ୍ୟଜୀ ଆରମ୍ଭ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

ମୀନ

ଭଲ ଜନସମ୍ପର୍କ ସହିତ ଭଲ ସଫଳତା ପ୍ରାପ୍ତ ହେବାର ସମ୍ଭାବନା ଅଛି । ଲୋକମାନଙ୍କ ଭଲ ସମ୍ପାକ ସ୍ଥାପନା କରିବା ଦ୍ଵାରା କିଛି ସ୍ଥିତି ସାମାନ୍ୟ ହୋଇପାରେ । ବ୍ୟବସାୟିକ ଦ୍ରୁଷ୍ଟିରେ ସ୍ଥିତି ଭଲ ହୋଇପାରେ । ଆପଣ ନିଜର ସ୍ଥିତି ଅନୁସାରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । କାମକାର୍ଯ୍ୟ ବୁଦ୍ଧି ଦ୍ଵାରା ସ୍ଥିରତା ପ୍ରାପ୍ତ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେବାର ସମଭାନା ଅଛି । ଅର୍ଥ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।