ଯଦି ଆପଣଙ୍କ ପାଖରେ ଅଛି ଏହି 5 ଟି ଲକ୍ଷଣ, ତେବେ ଆପଣ ଅଟନ୍ତି ବହୁତ ଭାଗ୍ୟବାନ, ଭଗବାନ ବିଷ୍ଣୁଙ୍କ କୃପାରୁ ଜଲ୍ଦି ହେବେ କୋଟିପତି

ଆଜି ଆମେ ଆପଣଙ୍କୁ କହିବୁ କି ବିଷ୍ଣୁଙ୍କ କ୍ରୁପା ପ୍ରାପ୍ତ ବ୍ୟକ୍ତିଙ୍କ ପାଖରେ କେଉଁ ସବୁ ଗୁଣ ଥାଏ । ଯଦି ଆପଣଙ୍କର ଏହି ସବୁ ଗୁଣ ଅଛି ତେବେ ଆପଣ ବହୁତ ଭାଗ୍ୟବାନ ବ୍ୟକ୍ତି ଅଟନ୍ତି । ସମୟ ଆପଣଙ୍କୁ ଏହି ସଂସାରର ମହାନ ବ୍ୟକ୍ତି ଅବଶ୍ୟ କରିଦେବ । ଏହା ଛଡା ଯଦି ଆପଣଙ୍କ ପୁତ୍ର ଏବଂ କନ୍ୟା ପାଖରେ ଏହି ସବୁ ଗୁଣ ଅଛି ତେବେ ଆପଣ ବହୁତ ପୁଣ୍ୟବାନ ବ୍ୟକ୍ତି ଅଟନ୍ତି । ଭଗବାନ ବିଷ୍ଣୁ ଯିଏ ସ୍ୱୟଂ ପରମ ବ୍ରହ୍ମ ଅଟନ୍ତି ଓ ତାଙ୍କର ହିଁ ଦ୍ଵାରା ସାରା ବ୍ରହ୍ମଣ୍ଡ ତିଆରି ହୋଇଛି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଭଗବାନ ବିଷ୍ଣୁଙ୍କ ୪ ଟି ହାତ ଅଛି ଓ ସେ ନିଜର ଚାରି ହାତରେ ଶଙ୍ଖ, ପଦ୍ମ, ଚକ୍ର ଓ ଗଦା ଧରି କରିଛନ୍ତି । ବିଷ୍ଣୁଙ୍କ ରଙ୍ଗ ଆକାଶ ଭଲି ହୋଇଥାଏ ଓ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଶେଷ ନାଗ ଶଯ୍ୟା ଉପରେ ବିରାଜମାନ ଅଛନ୍ତି ଓ ମାତା ଲକ୍ଷ୍ମୀ ତାଙ୍କ ଚରଣରେ ବସିଛନ୍ତି ।

ଭଗବାନ ବିଷ୍ଣୁଙ୍କୁ ତ୍ରିଗୁଣାତି ଅଧିପତି ମଧ୍ୟ କୁହାଯାଏ । କାରଣ ତାଙ୍କର ନା ହିଁ ମୋହ ଅଛି ନା ଅହଂକାର ଅଛି ନା କ୍ରୋଧ ଅଛି । ମନୁଷ୍ୟ ଜୀବନରେ କରିଥିବା ଭଲ ଓ ଖରାପ କର୍ମର ଫଳ ତାଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ । ଯେଉଁ ମନୁଷ୍ୟ ଉପରେ ବିଷ୍ଣୁଙ୍କ କୃପା ଥାଏ ତାକୁ ନା ମୃତ୍ୟୁର ଭୟ ଥାଏ ନା ଜୀବନର ଅତ୍ୟଧିକ ମୋହ ଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କ କୃପା ଥିବା ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ । ବିଷ୍ଣୁଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସ୍ୱଭାବରେ ଅତ୍ୟନ୍ତ ଶାନ୍ତ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି ।

ଏହି ବ୍ୟକ୍ତି ତେଜସ୍ବ ଓ ଈଶ୍ୱରଙ୍କ ଉପରେ ଆସ୍ଥା ରଖିବା ବ୍ୟକ୍ତି ହୋଇଥାନ୍ତି ।ଏମାନେ କୌଣସି ବି ପରିସ୍ଥିତିରେ ବି ଧର୍ମକୁ ଛାଡି ନଥାନ୍ତି ସବୁବେଳେ ସତ କର୍ମ କରିଥାନ୍ତି । ଏମାନେ କ୍ରୋଧ, ଅହଂକାର, ଲୋଭ , ମୋହରୁ ବହୁତ ଦୂରରେ ଥାନ୍ତି । ଏମାନେ ସ୍ତ୍ରୀ ଓ ଗୁରୁଜନମାନଙ୍କୁ ସମ୍ମାନ ଦେଇଥାନ୍ତି ଏବଂ କାହାକୁ ବିନା କାରଣରେ କଷ୍ଟ ବି ଦିଅନ୍ତି ନାହିଁ । ଦୁର୍ବଳଙ୍କ ଉପରେ ଅତ୍ୟାଚାର ବି କରନ୍ତି ନାହିଁ । ଏମାନେ ଯିବା ହତ୍ୟା ଓ ବିଳାଶ ବ୍ୟାସନ ଠାରୁ ଦୁରେଇ ରହିଥାନ୍ତି ।

ଏମାନେ ଗୋମାତାଙ୍କ ପୂଜା କରିବା ଦ୍ୱାରା ମା କାମଧେନୁଙ୍କ କୃପା ପ୍ରାପ୍ତ କରିଥାନ୍ତି । ଏହି ବ୍ୟକ୍ତି ବ୍ରହ୍ମକାଳରେ ଉଠି ସୁର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି । ଏମାନେ ଦାନ ଧର୍ମ କରିଥାନ୍ତି । ମହିଳା ମାନେ ଗୃହ କାର୍ଯ୍ୟରେ ନିପୁଣ ଥାନ୍ତି । ତାଙ୍କ ମୁଖ ବାପାଙ୍କ ଭଲି ଓ ତାଙ୍କ ପୁତ୍ରଙ୍କ ମୁଖ ତାଙ୍କ ଭଳି ହୋଇଥାଏ ।

ଏହି ମହିଳା ବହୁତ ଭାଗ୍ୟଶାଳୀ ଓ ପରିବାରରେ ସୁଖ ଶାନ୍ତି ଆଣି ଥାନ୍ତି । ବିବାହ ପରେ ଯେଉଁ ଘରକୁ ବି ଯାଆନ୍ତି ସେଠାରେ ଧନ ଓ ସୁଖର କୌଣସି ଅଭାବ ରୁହେ ନାହିଁ । ଯଦି ଏହି ସବୁ ଲକ୍ଷଣ ଅଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ବିଷ୍ଣୁ କୃପା ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ହାକୁ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଏମିତି କିଛି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ