ଆଜିର ରାଶିଫଳ, 13 ନଭେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବ୍ୟାପାର ପାଇଁ ଦିନ ଟି ବହୁତ ଭଲ ରହିବ । କୌଣସି ଧାର୍ମିକ ସ୍ଥଳକୁ ଦର୍ଶନ କରିବାର ଯୋଗ ଅଛି । ବନ୍ଧୁ ଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଆଜି ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଊର୍ଜା ର ସଂଚାର ରେ ମନ ଖୁସି ରହିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଟି ଅନୁକୂଳ ଅଟେ । ସମ୍ପତି ର ବଡ ସଉଦା ଆପଣଙ୍କୁ ବଡ ଲାଭ ଦେଇପାରେ । ମେହନତର ଫଳ ମିଳିବ । ଇଣ୍ଟରଭିୟୁ ରେ ସଫଳତା ମିଳିବ ।

ବୃଷ ରାଶି : ଯଦି ଆପଣ ବ୍ୟାପାରି ତେବେ ଆଜି ଆପଣଙ୍କୁ ବ୍ୟାପାର ରେ ଧନ ଲାଭ ହେବ । ଏହି ରାଶିର କପଡା ବ୍ୟାପାର କରୁଥିବା ଜାତକ ଦରକାର ଠାରୁ ଅଧିକ ଧନ  ଲାଭ କରିବେ । ଆଜି ଆପଣ ପାର୍ଟନରସିପ ରେ ନୂଆ କାମ ଆରମ୍ଭ କରିବେ । ସାମାଜିକ ସ୍ତର ରେ ଆପଣଙ୍କର ଲୋକପ୍ରିୟତା ବଢିବ । ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ଯାହା ଆପଣଙ୍କ ଜୀବନକୁ ଅଧିକ ଆରମଦାୟକ କରାଇବ । ବିପରିତ ସ୍ଥିତି ରେ ଶାନ୍ତ ରୁହନ୍ତୁ ।

ମିଥୁନ ରାଶି : ଆକସ୍ମିକ ଖର୍ଚ୍ଚ ସାମନାକୁ ଆସିବ । ଆର୍ଥିକ ସ୍ଥିତି କମୋଜର ରହିବ । ନୂଆ ବିଚାର ମନରେ ଆସିପାରେ । ଅନ୍ୟ ମାନଙ୍କ  ସହ ଭେଟ ହେବ ଆପଣଙ୍କୁ ଫାଇଦା ଦେଇପାରେ । ଆର୍ଥିକ ସ୍ଥିତି ଭଲ ରହିବ । ଅନ୍ୟ ସହରକୁ ଯାତ୍ରା କରିବାର ଯୋଗ ରହିଛି । ଅସହାୟକ ଲୋକଙ୍କୁ ଭୋଜନ କରାନ୍ତୁ ଆପଣଙ୍କୁ ଫାଇଦା ମିଳିବ । ସାଥିଙ୍କ ମନ ପସନ୍ଦର କୌଣସି ଭଲ ଜିନିଷ କ୍ରୟ କରିବେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ପରିବାରକୁ ସମୟ ଦିଅନ୍ତୁ ।

କର୍କଟ ରାଶି : ଆଜି ଆପଣଙ୍କ ଚାକିରିରେ ପ୍ରମୋଶନ ହେବାର ନଜର ଆସୁଛି କିନ୍ତୁ ଅଳ୍ପ ଭୁଲ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଛାତ୍ର ଙ୍କ ପାଇଁ ଦିନ ଭଲ ରହିବ । କାମ ସମ୍ବଧିତ ଯାତ୍ରା ଅମଳ ହୋଇପାରେ ଯାହା ଦ୍ଵାରା ନୂଆ ରାସ୍ତା ଖୋଲିବ । ଆଜି ଆପଣ ଅନ୍ୟ ମାନଙ୍କର ବୁଝମଣାର ଉଚିତ ସମଧାନ କରିବେ । ସଇକ୍ଷଣିକ କାର୍ଯ୍ୟ ରେ ଆପଣଙ୍କ ମନ ଲାଗିବ । ଆଜି ଆପଣଙ୍କୁ ରାଜନୀତି ସହ ଜଡିତ କାର୍ଯ୍ୟ ରେ ସଫଳତା ମିଳିବ ।

ସିଂହ ରାଶି : ଚାକିରି କରୁଥିବା ଲୋକ ଙ୍କ ପଦୋନ୍ନତି ମିଳିବାର ଯୋଗ ଅଛି । ଅଧିକ ବ୍ୟସ୍ତରେ ରହିବେ । ରାଜନୈତିକ କାମରେ ସଫଳ ହେବେ । ବ୍ଯବସାୟିକ ପ୍ରୟାସ ଫଳପ୍ରଦ ହେବ । କୌଣସି କାର୍ଯ୍ୟ ସମ୍ପନ୍ନ ହେବାରୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ନେଗେଟିଭ ବିଚାର ଓ ଏଭଳି ମାହୋଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଆନନ୍ଦ ଉଶ୍ଚବ ରେ ଭାବ ନେବାର ବାସର ମିଳିବ । ଆଜି ଆପଣଙ୍କ ମନ ଦିନ ସାରା ନାଚଳ ରହିବ । ଅନେକ ବିଚାର ଆପଣଙ୍କ ମନକୁ ଆସିପାରେ ।

କନ୍ୟା ରାଶି : ଆଜି ଯାତ୍ରା କରିବା ପାଇଁ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ସଂଯମ ସହ କାମ କାରଣରୁ । ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନେବେ । ଆପଣଙ୍କୁ ସତର୍କ ରହିବାର ଅଛି ନଚେତ ଆପଣଙ୍କୁ ଭାରି ଧନ ହାନି ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ବର୍ଗ ନିଜ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ । ଆର୍ଥିକ ପକ୍ଷ ମଜବୁତ ହେବ । ବ୍ୟବସାୟରେ ବଡ ଲାଭ ହୋଇପାରେ ।

ତୁଳା ରାଶି : ପଇସାର ବ୍ୟବହାର ସଠିକ ସମୟରେ କରନ୍ତୁ । ଆପଣ ବଜେଟ ଅନୁ ଯାୟୀ ଖର୍ଚ୍ଚ କରିବେ । ମାନସିକ ଶାନ୍ତି ଅନୁଭବ ହେବ । ଏହି ରାଶିର କିଛି ଜାତକ କାର୍ଯ୍ୟ କ୍ରମ ରେ ଆଜି ଦିନରେ ଭାଗ ନେବେ । ଦୀର୍ଘ ଦିନରୁ ଅଟକି ରହିଥିବା ଧନ ଫେରି ପାଇବେ । କୌଣସି ନୂଆ ଅଭ୍ଯାସ କରିବାକୁ ମନରେ ବିଚାର ଆଣିବେ । ଆଜି କରିଥିବା ନିବେଶ ଲମ୍ବା ସମୟ ଯାଏଁ ଲାଭ ଦେଇପାରେ ।

ବିଛା ରାଶି : ପରିବାର ର ସଦସ୍ୟଙ୍କ ସଙ୍ଗତିରେ ଯାତ୍ରା ରୁ ଆନନ୍ଦ ଉଠାନ୍ତୁ ଓ ଶାନ୍ତି ମିଳିବ । ଜଲ୍ଦି ଆପଣ ଶତ୍ରୁ ମାନଙ୍କୁ ଚିହ୍ନଟ କରିବେ । ନିଜକୁ ଫିଟ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ ସମ୍ପର୍କରେ ଖୁସି ଓ ଆନନ୍ଦ ପ୍ରାପ୍ତି ହେବ । ସନ୍ତାନ ଙ୍କ ପ୍ରତି ଚାଲିଥିବା ଚିନ୍ତା କମ ହେବ । ପ୍ରେମ ଜୀବନରେ କାହାକୁ ପ୍ରପୋଜ କରିବାକୁ ଚାହୁଁ ଥିଲେ ଆଜି ଦିନ ଟି ଶୁଭ ଅଟେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକେ ଆପଣଙ୍କର ରାଏ ମାଗିବେ ।

ଧନୁ ରାଶି : କ୍ୟାରିୟାର ରେ ଆପଣ ମେହନତ ଓ ପ୍ରୟାସ ଦ୍ଵାରା ପ୍ରଗତି କରିବେ । ବ୍ୟାପାର କୁ ନେଇ ଯଦି କୌଣସି ପୁରୁଣା ବିବାଦୀୟ ମାମଲା ରହିଛି ତେବେ ଆଜି ସେଥିରୁ ରିହାତି ପାଇବେ । ଆପଣ ନିଜର ଆଖପାଖର ସମ୍ପର୍କ ମଜବୁତ ଥିବାର ଅନୁଭବ କରିବେ । ବନ୍ଧୁ ଙ୍କ ସହଯୋଗ ଆପଣ ପାଇବେ । ଆପଣଙ୍କୁ ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ସାମାଜିକ କ୍ଷେତ୍ର ରେ କିଛି ଭଲ କାର୍ଯ୍ୟ କରିବାର ବିଚାର କରିବେ । ବିଦ୍ୟାର୍ଥୀ ବର୍ଗ ପରୀକ୍ଷା ରେ ସଫଳ ହେବେ ।

ମକର ରାଶି : ଆଜି ନେଗେଟିଭ ବିଚାର ରେ ମନ ବିଚଳିତ ହେବ । ବିଦ୍ୟାର୍ଥୀ ବର୍ଗ ଆକ୍ଟିଭ ହେବ ସହ କ୍ରିଏଟିଭ କାମ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିୟମିତ ରୂପରେ ଯୋଗ ଓ ବ୍ୟାୟମ କରନ୍ତୁ । ଆପଣ ନିଜର ବା ସନ୍ତାନ ଙ୍କ କିକଷା କୁ ନେଇ ଚିନ୍ତା ରେ ରହିବେ । ଆଜି ଖର୍ଚ୍ଚ ଅଧିକ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆରମ୍ଭ କରିଥିବା କାର୍ଯ୍ୟ ରେ ସଫଳ ହେବେ । ମନ ପ୍ରସନ୍ନ ରହିବ । କ୍ୟାରିୟର ରେ ପ୍ରଗତି ହେବ ।

କୁମ୍ଭ ରାଶି : ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣ ମନ ପସନ୍ଦର ଜିନିଷ କ୍ରୟ କରିବେ । ଜୀବନ ସାଥିଙ୍କ ସହ ତାଳମେଳ ଠିକ ରହିବ । ଅନ୍ୟ ର କାର୍ଯ୍ୟ ରେ ହସ୍ତକ୍ଷେପ କରନ୍ତୁ ନାହି । ଦୈନିକ କାର୍ଯ୍ୟ ରେ ଅଧିକ ମେହନତ କରିବାକୁ ପଡିବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଆକସ୍ମିକ ଧନ ଲାଭ ହେବ । ଜୀବନର ଆନନ୍ଦ ଉଠାନ୍ତୁ । ସନ୍ତାନ ଙ୍କ ତରଫରୁ ଖୁସି ଖବର ମିଳିବ ।

ମୀନ ରାଶି : ଆଜି ଆପଣଙ୍କୁ ପିଲା ଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଯେଉଁ ଲୋକ ବିଜେନ୍ସ ପାର୍ଟନରସିପ ରେ ଅଛନ୍ତି ସେମାନଙ୍କୁ ବଡ ନିବେଶ କରିବାକୁ ପଡିପାରେ । ସେଥିରୁ ଆପଣଙ୍କୁ ଅଧିକ ଲାଭ ମିଳିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ପ୍ରେମ ଜୀବନ ସଫଳ ହେବେ । ବିଦ୍ୟାର୍ଥୀ ପ୍ରତିଯୋଗୀ ପରୀକ୍ଷା ରେ ସଫଳ ହେବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।