ଆଜିର ରାଶିଫଳ, 13 ନଭେମ୍ବର 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପାରୁ ଏକା ସହିତ ବନୁଛି କେତେକ ଶୁଭ ସଂଯୋଗ, ଏହି ୪ଟି ରାଶିର ପୁରା ହେବ ସବୁ ଇଚ୍ଛା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନ ମେଷ ରାଶିର ବ୍ୟକ୍ତିମାନଙ୍କ ମିଶ୍ରିତ ରହିବ । ଶତ୍ରୁ ସକ୍ରିୟ ରହିବେ । କୌଣସି ବଡ ବିବାଦ ହୋଇପାରେ । ବୁଦ୍ଧିମତାର ସହ କାମ କରନ୍ତୁ, ଅପମାନର ଭୟ ରହିବ । କାର୍ଯ୍ୟରେ ବାଧା ଆସିବ ତଥା କାର୍ଯ୍ୟରେ ବିଳମ୍ବ ସହିତ ପୂର୍ଣ ହେବ । ଯାହା ଦ୍ଵାରା ମନରେ ଅଶାନ୍ତି ରହିବ । ଏହି ମାସରେ ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିପାରେ । ଯଦି କାରୋବାର ସହ ଜଡିତ ଅଛନ୍ତି ତେବେ ଆପଣଙ୍କୁ ଲାଭ ମିଳିବ । ଯଦି କାରୋବାରକୁ ବଢାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସମୟ ଭଲ ଅଛି ।

ବୃଷ

ଆଜି ବୃଷ ରାଶିର ବ୍ୟକ୍ତିମାନଙ୍କ ଜୀବନ ବ୍ୟସ୍ତ ପୂର୍ଣ ରହିବ । ସୁଖ ଶାନ୍ତିର ଅଭାବ ରହିବ । ଜୀବନସାଥିଙ୍କ ସହ ମତଭେଦ ହୋଇପାରେ । ବାଦ ବିବାଦରେ ପଡନ୍ତୁ ନାହିଁ । ଏହା ସହିତ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟକୁ ସଫଳ କରିବା ପାଇଁ ସଂଘର୍ଷ କରିବାକୁ ପଡିବ । ଯାତ୍ରା ବହୁତ ଆବଶ୍ୟକ ନ ହେଲେ ତେବେ ଯାଆନ୍ତୁ ନାହିଁ । କୌଣସି ସୂଚନା ମିଳିବା ପରେ ମନ ଖରାପ ଓ ଦୁଖିତ ହୋଇପାରେ । ଏହି ସମୟରେ ଆପଣଙ୍କର ସ୍ୟାଲେରୀ ବଢିପାରେ ଆପଣଙ୍କ ଆର୍ଥିକ କ୍ଷେତ୍ର ଭଲ ରହିବ । କିନ୍ତୁ ଖର୍ଚ ବି ଅଧିକ ବଢିପାରେ । ଏହା ସହିତ ଘରର ଖର୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଭଲ ଯୋଗ ଅଛି । ଆଜି ମହତ୍ଵପୂର୍ଣ କାର୍ଯ୍ୟ ପୁରା କରି ପାରିବେ । ମାନ ସମ୍ମାନ ବଢିବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଯଦି ଆପଣ ଶେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆଜି କରି ପାରିବେ ଭଲ ଲାଭ ମିଳିବ । ଧନ ସମ୍ବନ୍ଧିତ ଚିନ୍ତା ବଢିପାରେ । ଏହି ମାସରେ ଆପଣଙ୍କର ଖର୍ଚ ଅଧିକ ହେବ । ଛାତ୍ରମାନଙ୍କ ପାଇଁ ଏହି ମାସ ବହୁତ ମହତ୍ଵପୂର୍ଣ ରହିବ । ବିବାହ ସମାରୋହରେ ଯୋଗଦାନ କରି ପାରନ୍ତି ।

କର୍କଟ

କର୍କଟ ରାଶିର ଲୋକମାନେ ଆଜି ବିବାଦ ପୂର୍ଣ ପରିସ୍ଥିତିରେ ଫସିଯିବେ । ସ୍ୱାସ୍ଥ୍ୟ ବିଶେଷ କିଛି ଭଲ ରହିବ ନାହିଁ । ପାରିବାରିକ ଜୀବନରେ ତାଳମେଳ ରହିବ । ଆପଣଙ୍କୁ ଧର୍ଯ୍ୟର ସହିତ କାମ କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ସମସ୍ୟାର ଅନ୍ତ ହେବ । ମନ ଅଶାନ୍ତି ରହିବ । କୌଣସି ବି ପ୍ରକାରର ସମସ୍ୟା ଆସି ପାରେ । ପାରିବାରିକ ଜୀବନ ବି ସାମାନ୍ୟ ରହିବ । କିନ୍ତୁ ଆଜି ଆପଣଙ୍କୁ ଏହି ମାସରେ କୌଣସି ବଡ ଉପହାର ମିଳିପାରେ । ପାରିବାରିକ ଜୀବନରେ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଯାତ୍ରା କରନ୍ତୁ ନାହିଁ । ବ୍ୟୟ ଅଧିକ ହେବ ।

ସିଂହ

ଏହି ମାସରେ ବିପରୀତ ସ୍ଥିତି ରହିବ । କାମରେ ପରିବର୍ତ୍ତନ ଆସିବ । ସମ୍ପତ୍ତି ମାମଲାରେ ସମସ୍ୟା ଆସିପାରେ । ଗ୍ରହ ନକ୍ଷତ୍ରରେ ସ୍ଥିତି ଏମିତି ରହିବ କି ଏହି ରାଶିର ଲୋକମାନେ ସୁଖ ପ୍ରାପ୍ତ କରିବେ । ଆଜି କୌଣସି ଶୁଭ ସମାଚାର ମିଳିପାରେ । ଆର୍ଥିକ ଜୀବନ ଭଲ ରହିବ । କିନ୍ତୁ ଆପଣଙ୍କର ଖର୍ଚ ବଢି ପାରେ । ଆପଣ କାହା ଠାରୁ ଟଙ୍କା ଧାର ନେଇ ପାରନ୍ତି । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀ ପସନ୍ଦ କରିବେ । କାରୋବାରରେ ଭଲ ଲାଭ ମିଳିପାରେ ।

କନ୍ୟା

କନ୍ୟା ରାଶିରଙ୍କୁ ଆଜି କିଛି ଶୁଭ ସମାଚାର ମିଳିପାରେ । କୌଣସି ମହିଳାଙ୍କୁ ବିଶେଷ ଲାଭ ମିଳିପାରେ । ସୁଖ ଶାନ୍ତି ପ୍ରାପ୍ତ ହେବ । ଶତ୍ରୁଙ୍କୁ ପରାଜୟ କରିବେ । ଆନନ୍ଦ ଉତ୍ସାହରେ ଜୀବନ ବ୍ୟତିତ କରିବେ । ଯଦି ଛାତ୍ର ଅଟନ୍ତି ତେବେ ଲ୍କୌଣସି ପରୀକ୍ଷାରେ ସଫଳତା ମିଳିପାରେ । ଆଜି ଅଳ୍ପ ସାବଧାନ ବି ରୁହନ୍ତୁ । ଆର୍ଥିକ ମାମଲାରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ । ଶଶୁର ଘର ପକ୍ଷ ଆପଣଙ୍କୁ ଉପହାର ଦେବେ । ଏହି ମାସରେ ଯାତ୍ରା କରି ପାରନ୍ତି ।

ତୁଳା

ଆଜି ଅଚଳ ସମ୍ପତ୍ତିରେରୁ ଲାଭ ମିଳିବ । ଯଦି ଚାକିରି କରୁଛନ୍ତି ତେବେ ଅଚାନକ କୌଣସି ନୂଆ ଅଫର ମିଳିପାରେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟିକ ଦ୍ରୁଷ୍ଟିରୁ ବି ଉନ୍ନତି କରିବେ । ଆପଣଙ୍କୁ ଘର ଲୋକମାନେ କିଛି ଭଲ ଖବର ଦେବେ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । କିନ୍ତୁ କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । କୌଣସି ବି ଭୁଲ କାମ କରନ୍ତୁ ନାହିଁ ନଚେତ ଆପଣଙ୍କୁ ହିଁ ପଶ୍ଚାତାପ କରିବାକୁ ପଡିପାରେ ।

ବିଚ୍ଛା

ଗତ କିଛି ଦିନ ହେବ ଚାଲୁଥିବା ସବୁ ସମସ୍ୟାର ଅନ୍ତ ହେବ । ସମୟ ଓ ଭାଗ୍ୟ ଆପଣଙ୍କର ସାଥ ଦେବ । କାହା ପାଇଁ ଅପେକ୍ଷା କରିବାକୁ ପଡିପାରେ । ଆଜି ଅଳ୍ପ ସମ୍ଭାଳି ରୁହନ୍ତୁ । ଯଦି ଆପଣ ଶେୟାର ମାର୍କେଟରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି ତେବେ ଅନୁଭବି ଲୋକମାନଙ୍କ ଠାରୁ ଉପଦେଶ ନିଅନ୍ତୁ । କୌଣସି ବ୍ୟକ୍ତି ଉପରେ ଦରକାର ଠାରୁ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ ।

ଧନୁ

ଗାଡି ଘର ଇତ୍ୟାଦିର ସୁଖ ପ୍ରାପ୍ତ ହେବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପରେ କରିବାରେ ସଫଳ ହେବେ । ପାରିବାରିକ ଜୀବନ ଆନନ୍ଦିତ ଭରା ରହିବ । ଇଣ୍ଟରଭିୟୁ, ପରୀକ୍ଷା, ପ୍ରତିଯୋଗୀତା ଓ ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ । ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ । ଖାଦ୍ୟ ପାନ ଉପରେ ସଂଯମତା ରଖନ୍ତୁ । କିନ୍ତୁ ଏମାନଙ୍କୁ ଶୁଭ ମିଳିବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ । ସନ୍ତାନକ ସ୍ୱାସ୍ଥ୍ୟକୁ ଚିନ୍ତିତ ରହିବେ । କାହା ସହିତ ଟଙ୍କା ଦେବା ନେବା କରନ୍ତୁ ନାହିଁ । ନଚେତ ଅସୁବିଧାରେ ପଡିବେ ।

ମକର

ସ୍ୱାସ୍ଥ୍ୟ ଭଲ ରହିବ । ଏହି ମାସରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ । ସଞ୍ଜମାତା ରଖନ୍ତୁ । ଚାକିରି କରୁଥିବା ଲୋକମାନଙ୍କୁ ଏହି ମାସରେ ଅତ୍ୟଧିକ କାମ ବଢିପାରେ । ସରକାରୀ ଚାକିରି ସହ ଜଡିତ ଥିବା ଲୋକମାନଙ୍କୁ ସରକାର ତରଫରୁ କିଛି ଖୁସି ଖବର ମିଳିପାରେ । ବ୍ୟବସାୟ ବିସ୍ତାର କରିବାର ସଫଳତା ପାଇବେ । କିନ୍ତୁ ଏହା କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରିବେ କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଦ୍ଵାରା  ଅଧିକ ସଫଳତା ମିଳିବ ।

କୁମ୍ଭ

ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ତାକୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । ନଚେତ ଭବିଷ୍ୟତରେ ସମସ୍ୟାରେ ପଡିବେ । ଘର ପରିବାରରେ ଖୁସିର ପରିବେଶ ରହିବ । ଏଥିପାଇଁ ଆପଣଙ୍କୁ କାର୍ଯ୍ୟରେ ପରିବାରର ସାହାଯ୍ୟ ରହିବ । କୌଣସି ଗାଡି କିମ୍ବା ଭୂମି କିଣିବାର ସମ୍ଭାବନା ଅଛି । ଘରେ କୌଣସି ବିବାଦ ସୃଷ୍ଟି ହୋଇ ପାରେ । କିନ୍ତୁ ତାହା ସମୟ ଅନୁସାରେ ସମାଧାନ ହୋଇଯିବ । ନିଜର ମହତ୍ଵ ପୂର୍ଣ କଥା କାହାକୁ କୁହନ୍ତୁ ନାହିଁ ।

ମୀନ

ଆପଣଙ୍କୁ କୌଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ପଡିବ । ସବୁ କାର୍ଯ୍ୟରେ ନିଜ ଆତ୍ମବିଶ୍ଵାସ ସହ କରନ୍ତୁ ନିଶ୍ଚିତ ସଫଳତା ମିଳିବ । ଗାଡି ଭୂମି ଆଦି କିଣିବାର ଅବସର ପାଇବେ । ବ୍ୟବସାୟ ଭଲ ଚାଲିବ ଏଥିପାଇଁ  ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଯାହା ଫଳରେ କି ସବୁ କାର୍ଯ୍ୟରେ ପରିବାରରେ ସାହାର୍ଯ୍ୟ ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ର ସୁଦୃଢ ହେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥଙ୍କ ଅଫିସରଙ୍କ ପ୍ରଶଂସାର ପାତ୍ର ହେବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।