ଆଜିର ରାଶିଫଳ, 12 ଡିସେମ୍ବର 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ବିଜନେସ ମ୍ୟାନ ଆଜି ଆପଣଙ୍କୁ ଭଲ ଫାଇଦା ମିଳିପାରେ । ନୂଆ କ୍ଲାଇଣ୍ଟ ମଧ୍ୟ ଆସି ପାରନ୍ତି । ଯଦି ପୈତୃକ ସମ୍ପତି କୁ ନେଇ କୌଣସି ପୁରୁଣା ବିବାଦ ଲାଗି ରହିଛି ତେବେ ତାହାର ସମାଧାନ ହେବ । ଆଜି ଆପଣଙ୍କର ଶତ୍ରୁ ପରାସ୍ତ ହେବେ ଆଉ ଆପଣଙ୍କର ବିଜୟୀ ହେବ । ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ୍ନ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ମାମୁଲି କଥାରେ ଉଗ୍ର ହୁଅନ୍ତୁ ନାହି ନଚେତ ଝଗଡା ହେବାର ସମ୍ଭାବନା ରହିକି ।

ବୃଷ ରାଶି : ପରିବାରର କୌଣସି ଯୁବକ ପ୍ରୋଫେସନ କୁ ନେଇ ଗର୍ବ ଅନୁଭବ କରିବେ । ଘର ବା ବାହନ କ୍ରୟ କରିବାର ଯୋଗ ରହିଛି । ଆଜି ଆପଣ ପ୍ରତେକ କ୍ଷେତରେ ସଫଳତା ମିଳିବ । ପଇସା କମାଇବା ପାଇଁ ନୂଆ ଅବସର ପ୍ରାପ୍ତ ହେବ । ଯାହା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତି ମଜୁତ ହେବ । ଫିଟ ରହିବା ପାଇଁ ଆପଣଙ୍କୁ ନିୟମିତ ବ୍ୟାୟମ କରିବାକୁ ହେବ । ଆପଣ ସାକାରାତ୍ମକ ଅନୁଭବ କରିବେ ।

ମିଥୁନ ରାଶି : ଆଜି ପଇସା ଲେନଦେନ ସନ୍ତୋଷଜନକ ଉପାୟରେ ପୁରା ହେବ । ପଢା ପାଇଁ ପରିବାରର କୌଣସି ଯୁବକ ସହର ବାହାରେ ରହିବାରେ ସାହାଜ୍ଯ କରିବେ । ଓଜନ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ନିୟମିତ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣଙ୍କର କଠିନ ପରିଶ୍ରମ ଓ ଉଦ୍ଦେଶ୍ୟ ରେ ବ୍ୟକ୍ତିଗତ ଜୀବନର ପ୍ରଭାବ ପଡିପାରେ । ବ୍ୟୟ ଅଧିକ ହୋଇପାରେ । ଘର ପରିବାରରେ ଖୁସି ବଜାୟ ରଖିବା ପାଇଁ ଆପଣଙ୍କୁ ଧର୍ଯ୍ୟ ଧରିବାକୁ ହେବ ।

କର୍କଟ ରାଶି : ଆଜି ଆମଦାନୀ ର ନୂଆ ସ୍ରୋତ ଉପଲବ୍ଧ ହେବ । ଧନ ଜନିତ ସମସ୍ଯା ଦୂର ହେବ । ଆଜି ଆପଣଙ୍କୁ ବ୍ୟାପାର ରେ ବଡ ଲାଭ ହୋଇପାରେ । ଆପଣଙ୍କ ସନ୍ତାନ ମାନେ ଆପଣଙ୍କୁ ପୁରା ସହଯୋଗ କରିବେ । କାହା କଥାରେ ନ ପଡି କୌଣସି ମହତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହି । ବୁଝି ବିଚାରୀ ବିବେକ ସହ କାର୍ଯ୍ୟ ପୁରା କରି ଆଗକୁ ବଢନ୍ତୁ । ଅଫିସରେ କୌଣସି କାମକୁ ନେଇ ତରବର ହେଲେ ଆପଣଙ୍କୁ ସମସ୍ଯା ହୋଇପାରେ ।

ସିଂହ ରାଶି : ରାଜନୀତି କ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣା ଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସି ରହିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ ।

କନ୍ୟା ରାଶି : ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳା ମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ ।

ତୁଳା ରାଶି : ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତ ଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ ।

ବିଛା ରାଶି : ଏପରିକି ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ବନ୍ଧୁଙ୍କ ଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକ ଶାନ୍ତି ପାଇବେ । ଘର ଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହଇରାଣରେ ପଡିବେ । ପରିବାରରେ କିଛି ଅର୍ଥ ସଙ୍କଟ ଦେଖା ଦେବାରୁ ଅତ୍ୟଧିକ ଚିନ୍ତା କରିବେ । କାମଗୁଡ଼ିକ ସହଜରେ ହୋଇଯିବ ।

ଧନୁ ରାଶି : ତରବରିଆ ଭାବରେ କୌଣସି କାମ ନ କରି ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିଲେ ଭଲ ହେବ । ପ୍ରେମୀ ଯୁଗଳ ପରସ୍ପର ସହ ସମୟ ବ୍ଯତୀତ କରିବେ । ଜୀବନରେ ଅନେକ ସାରା ଖୁସି ଆସିବାର ଯୋଗ ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟରେ ଉନ୍ନତି କରିବେ । ମହିଳା ମାନେ ସଭା ସମିତି ଓ ସମାଜିକ କାର୍ଯ୍ୟ ଯୋଗେ ଆତ୍ମୀୟ ମାନଙ୍କ ସାହାଯ୍ୟ ନେବେ । ମିତ୍ର  ମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।

ମକର ରାଶି : ଛାତ୍ରୀମାନେ ଯାତ୍ରାରେ ସୁଭଫଳ ପାଇ ବାନ୍ଧବୀଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ କ୍ରୟ କରିବାକୁ ମନ ବଳାଇବେ । ସମସ୍ୟା ଗୁଡ଼ିକ ଆପଣା ଛାଏ ସମାଧାନ ହୋଇ ଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ ।

କୁମ୍ଭ ରାଶି : ବ୍ୟବସାୟରେ ସାଙ୍ଗ ସାଥି ମାନେ ସାହାଯ୍ୟ ସହଯୋଗ କରିବେ ଓ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ମହିଳା ମାନେ ମନ ପସନ୍ଦ ଜିନିଷ ପାଇ ଖୁସି ହେବେ ଓ ମିତ୍ର ମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ନୂତନ କର୍ମାରମ୍ଭ ଓ ବିନ୍ଧୁ ମିଳନ ହେତୁ ନୂଆ ଉତ୍ସାହ ନେଇ କାମ କରି ଚାଲିବେ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳ ପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରି ପାରିବେ ।

ମୀନ ରାଶି : ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳା ମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ମିତ୍ର ମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।