ଆଜିର ରାଶିଫଳ, 12 ଅକ୍ଟୋବର 2020, ସୋମବାର, ଶିବଙ୍କ କୃପାରୁ ଗ୍ରହଦୋଷରୁ ମୁକ୍ତ ହେବେ ଏହି ୫ଟି ରାଶିର ଲୋକ, ସବୁ ଦୁଃଖର ହେବ ନିବାରଣ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ବ୍ୟବସାୟରେ ଯୋଜନାମୂଳକ କାର୍ଯ୍ୟ କରନ୍ତୁ । ପରିବାରରେ ନିଜ ନିଜ ଭିତରେ ସହଯୋଗ ରହିବା ଦ୍ୱାରା ଘର ପରିବାରରେ ଶାନ୍ତି ଓ ଖୁସିର ବାତାବରଣ ରହିବ ସହ ନିଜ ବିତରେ ସମ୍ପର୍କ ଭଲ ରହିବ । ସାନ୍ତାନଙ୍କ ପକ୍ଷରୁ ଶାନ୍ତି ଓ ଖୁସି ମିଳିବ । କାର୍ଯ୍ୟ କ୍ଷେତ୍ରରେ ପୁରା ଜୋଶରେ କାମ କରିବା ଦ୍ୱାରା କାର୍ଯ୍ୟ ଶୀଘ୍ର ସମାପ୍ତ ହେବା ସହ ଧନ ର ଲାଭ ମିଳିବ । କାରବାର ବିସ୍ତାର କରି ନୂଆ କାରବାର ଆରମ୍ଭ କରିପାରନ୍ତି । ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଅନାବଶ୍ୟକ ଧନ ଦେବା ନେବା କରନ୍ତୁ ନାହିଁ । ନିଜ ବ୍ୟବସାୟରେ ବନ୍ଧୁ ବାନ୍ଧବଙ୍କୁ ସାମିଲ କରନ୍ତୁ ନାହିଁ । ଯାହାବି କରୁଛନ୍ତି ବହୁତ ଭାବି ଚିନ୍ତି କରନ୍ତୁ ।

ବୃଷ

ଆପଣଙ୍କୁ କୌଣସି ଉପସ୍ୟାରୁ ଉପହସ୍ ମିଳିବାରୁ ଆପଣଙ୍କ ମନ ଖୁସି ରହିବ । କାର୍ଯ୍ୟ ବ୍ୟବସାୟରେ ଉନ୍ନତି ହେବା ସହ ବ୍ୟବସାୟ ରେ ବୃଦ୍ଧି ହେବ । ସବୁ କାର୍ଯ୍ୟରେ ମିତ୍ର ଙ୍କ ସହଯୋଗ ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟିକ ଗତିବିଧିରେ ଚିନ୍ତା ବଢ଼ିପାରେ । କାର୍ଯ୍ୟ ଭସର ଅଧିକ ରହିବ କିନ୍ତୁ ପରିଶ୍ରମ କରିବା ଦ୍ୱାରା ଏଥିରେ ସଫଳତା ମିଳିବ । କୌଣସି ବଡ ନିଷ୍ପତି ନିଅନ୍ତୁ ନାହିଁ । କୌଣସି ବାଦ ବିବାଦ ଠାରୁ ଦୁରେଇ ରୁହନ୍ତୁ । ପରିବାରରେ କଳହ ର ସମ୍ଭାବନା ଅଛି ତେଣୁ ପରିବାର ସଦସ୍ୟଙ୍କ ସହ ମିଳି ମିଶି ରୁହନ୍ତୁ ଓ ବିବାଦକୁ ଏଡାଇଯାଅନ୍ତୁ । ଜୀବନରେ ସଂଘର୍ଷ କରିବା ଦ୍ୱାରା ସଫଳତା ମିଳିବ ।

ମିଥୁନ

ଆପଣଙ୍କର କ୍ୟାରିୟର ରେ ଗୁରୁଙ୍କ ସହଯୋଗ ମିଳିବ । ମିତ୍ର ଙ୍କ ସହ ଭଲ ସମ୍ପର୍କ ରହିବ । ପରିବାରରେ ଖୁସି ର ପରିବେଶ ରହିବ । ଛାତ୍ର ଙ୍କୁ କ୍ୟାରୀୟରରେ ସଫଳତା ମିଳିବ । ଆପଣ ଆପଣଙ୍କ ଆର୍ଥିକ ସ୍ଥିତି କୁ ଠିକ ଭାବେ ତୁଲାଇପାରିବେ । କାର୍ଯ୍ୟ କ୍ଷେତ୍ରରେ ଅଚାନକ ଧନ ମିଳିପାରେ ଓ ସଫଳତା ମିଳିବାରୁ ଧନ ମିଳିବାର ସସମ୍ଭାବନା ଅଛି । ବ୍ୟବପଣଙ୍କର କ୍ୟାରିୟରରେ ଗୁରୁଙ୍କ ସହଯୋଗ ମିଳିବ । ମିତ୍ର ଙ୍କ ସହ ଭଲ ସମ୍ପର୍କ ରହିବ । କାର୍ଯ୍ୟ କ୍ଷେତ୍ରରେ ଅଚାନକ ଧନ ମିଳିପାରେ ଓ ସଫଳତା ମିଳିବାରୁ ଧନ ମିଳିବାର ସସମ୍ଭାବନା ଅଛି । ବ୍ୟବସାୟରେ ଉନ୍ନତି ହେବା ସହ ଚାକିରୀରେ ପଦୋନ୍ନତି ହୋଇପାରେ । ନିଜ କାର୍ଯ୍ୟ ବ୍ୟବସାୟରେ ସଚେତନ ହୋଇ ରୁହନ୍ତୁ ଭଲ ଲାଭ ମିଳିବ ।

କର୍କଟ

ଆପଣଙ୍କ ମିତ୍ର ମାନେ ଆପଣଙ୍କୁ କୌଣସି କ୍ଷେତ୍ର ରେ ଭଲ ପରାମର୍ଶ ଦେଇପରନ୍ତି । ସ୍ୱସ୍ଥ୍ୟ ରେ ଅବନତି ଯୋଗୁଁ କାର୍ଯ୍ୟରେ ମନ ଠିକ ସେ ନ ଲାଗିପାରେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ସେଥିପାଇଁ ସବୁ ସମସ୍ୟାକୁ ଭୁଲି ଘରେ ସୁଖ ଶାନ୍ତିର ପରିବେଶ ସୃଷ୍ଟିକରନ୍ତୁ । ପାରିବାରିକ ଖୁସି ରହିବ ତ ସବୁ ସମସ୍ୟା ସହ ଲଢ଼ିବାକୁ ରାସ୍ତା ଦେଖାଯିବ । କାରବାରରେ ଭଲ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଅଧିକ କାମ ରହିବ କିନ୍ତୁ ବନ୍ଧୁ ବା ପ୍ରିୟଜନଙ୍କ ସହାୟତାରେ ସବୁ କାର୍ଯ୍ୟରେ ସଫଳ ହେବେ । ନିଜ ପ୍ରତି ଭରସା ରଖି କାର୍ଯ୍ୟ କରନ୍ତୁ ସବୁଥିରେ ସଫଳତା ପସିବେ ।

ସିଂହ

ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ । ଚାକିରୀ ପେସାରେ ଥିବା ଲୋକଙ୍କର ପଦୋନ୍ନତି ହେବ । ସାହାସ ଓ ପରାକ୍ରମ ସହ ପୋଜିସାନ ମିଳିବ । ସହ କର୍ମୀଙ୍କ ସାହାଯ୍ୟ ରେ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଯଦି ବ୍ୟବସାୟ କରୁଛନ୍ତି ତେବେ ନିବିଡ଼ ସହ କରନ୍ତୁ ନାହିଁ ତାକି ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସମ୍ପର୍କ ଓ ବ୍ୟବସାୟ କୁ ଅଲଗା ଭାବି ଆଗକୁ ବଢ଼ନ୍ତୁ ସଫଳତା ମିଳିବ । କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଚିନ୍ତାରେ ପଡିବେ ।

କନ୍ୟା

ଚାକିରୀ ପେଶାରେ ଥିବା ଲୋକଙ୍କ ଦିନ ବହୁତ ଭଲରେ ଯିବ । ତାଙ୍କ କାମ ସହ ଜଡିତ ଶୁଭ ଖବର ମିଳିବ । ଉଚିତ ଯୋଜନା ଦ୍ୱାରା ଆପଣ ଆପଣଙ୍କ କ୍ୟାରୀୟରରେ ଉନ୍ନତି କରିବେ । ସାମାଜିକ ଓ ଶ୍ରମିକ କାର୍ଯ୍ୟରେ ମନ ଲାଗିବ । ବ୍ୟବସାୟ ଗତିବିଧି ଭଲ ଚାଲିବ ଓ ଭଲ ଧନ ପ୍ରାପ୍ତି ହେବାର ଯୋଗ ଅଛି । ଅନାବଶ୍ୟକ ଧନକୁ ନେଇ କିଛିଟା କୀଟ ପିଟ ହୋଇପାରେ ।

ତୁଳା

କାରବାରକୁ ନେଇ ଯାତ୍ରାରେ ଧନ ସମ୍ବନ୍ଧୀୟ ଫାଇଦା ମିଳିବ । ବୈଦିକ କାର୍ଯ୍ୟ ବା ସାହିତ୍ୟିକ ଲେଖନ ପ୍ରବୃତ୍ତି କାର୍ଯ୍ୟ ପାଇଁ ଭଲ ସମୟ ଅଛି । ପାରିବାରିକ ସମୂହ ସହ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟ କ୍ଷେତ୍ର ରେ ଅଧିକ ପରିଶ୍ରମ କରିବା ଦ୍ୱାରା ସଫଳତା ମିଳିବ । କଠିନ ପରିଶ୍ରମ କରିବା ଫଳରେ କରାଜ୍ୟରେ ସଫଳତା ମିଳିବ କିନ୍ତୁ ଅଧିକ ଖର୍ଚ୍ଚ ବଢିବା ଯୋଗୁଁ ଆର୍ଥିକ ସ୍ଥିତିରେ କମଜୋରି ଆସିପାରେ । ଅଯଥା କଲହରେ ପସନ୍ତୁ ନାହିଁ । ଆର୍ଥିକ ମାମଲାରେ ଜଗିରଖି ଚାଲିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସମସ୍ୟା ତଥା ମାତା ପିତାଙ୍କ ସହ ମନାନ୍ତର ହୋଇପାରେ ।

ବିଚ୍ଛା

ଆପଣ ପରିବାର ସହ ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଇପରନ୍ତି । ଘରକୁ ସମ୍ପର୍କୀୟଙ୍କ ଯିବା ଆସିବା ରହିବାରୁ ଆପଣ ଖୁସି ଅନୁଭବ କରିବେ । ଏହି ସମୟରେ ଆର୍ଥିକ ଲାଭର ସୁଯୋଗ ମିଳିବ । କୌଣସି ମିତ୍ରଙ୍କ ସହଯୋଗରେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟିକ ଗତିବିଧି ବହୁତ ଭଲ ରହିବ ଫଳରେ ଧନ ପ୍ରାପ୍ତି ହେବ । ପରିବାର ସହ ଭଲ ସଂପର୍କ ରଖନ୍ତୁ ସବୁ କ୍ଷେତ୍ର ରେ ଉନ୍ନତି ହେବ । କୌଣସି ବିବାଦର ସମାଧାନ ହୋଇଯାଇପାରେ ।

ଧନୁ

ଆପଣ କୌଣସି ଜରୁରୀ ଘରୋଇ କାର୍ଯ୍ୟକୁ ସହଜରେ ତୁଲାଇ ପାରିବେ । ମିତ୍ର ଓ ପରିବାର ସହ ବୁଲିବାକୁ ଯାଇପରନ୍ତି । ଭୂମି ବା ବାହାନ କିଣିବାକୁ ପ୍ରୟାସ କରନ୍ତୁ ସେଥିରେ ସଫଳ ହେବେ । ଆପଣ କୌଣସି ବ୍ୟବସାୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ତ ସେଥିରେ ସଫଳତା ପାଇବେ । ପ୍ରଥମରୁ କିଛି ଅସୁବିଧା ହୋଇପାରେ କିନ୍ତୁ ପରେ ସବୁ ଠିକ ଠାକ ହୋଇଯିବ । ଘରୋଇ ବିବାଦ ଠାରୁ ଦୂରେଇ ରହନ୍ତୁ । ମାତା ପିତାଙ୍କ ସେବା ଯତ୍ନ କରନ୍ତୁ ଜୀବନରେ ସଫଳତା ପାଇବେ ।

ମକର

ଆପଣ ନିଜକୁ କୌଣସି ଭଲ କାମରେ ଲଗେଇପାରିବେ । ସରକାରୀ କର୍ମଚାରୀଙ୍କୁ ଭଲ ଲାଭ ମିଳିବ । ଧନ ସମ୍ପତ୍ତି ମିଳିବାର ଯୋଗ ଅଛି । ସଞ୍ଚୟ କରିବେ । ଚାକିରୀରେ ପଦୋନ୍ନତି ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟ ବୃଦ୍ଧି କରିପାରିବେ କିନ୍ତୁ କୌଣସି ନୂଆ ବ୍ୟବସାୟ କରନ୍ତୁ ନାହିଁ । ଆଳସ୍ୟ ତ୍ୟାଗ କରନ୍ତୁ ନଚେତ କାର୍ଜ୍ୟରେ ମନ୍ଥରତା ଆସିବ ମାନସମ୍ମାନରେ ଆଞ୍ଚ ଆସିପାରେ ।

କୁମ୍ଭ

ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଛାତ୍ର ମନେ ପାଠ ପଢ଼ାରେ ସଫଳତା ପାଇବେ । ଜୀବନରେ କିଛି ଭଲ ଉପଲବ୍ଧି ସହ ଆଗକୁ ବଢ଼ିବେ । ବ୍ୟବସାୟ ରେ ଭଲ ଲାଭ କରିବେ । ଅଯଥା ଖର୍ଚ୍ଚ ଯୋଗୁଁ ଆର୍ଥିକ ସ୍ଥିତି କମଜୋର ପଡିପାରେ । ବ୍ୟବସାୟକୁ ନେଇ କରିଥିବା ଯୋଜନାରେ ସଫଳ ନ ହେବାରୁ ଚିନ୍ତିତ ରହିପାରନ୍ତି । ଆପଣ ନିନେ ନିଜର ସବୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । କାର୍ଯ୍ୟ ସ୍ଥଳରେ ଆପଣ ପ୍ରଶଂସିତ ହେବେ । ଘରୋଇ କାର୍ଯ୍ୟରେ ସମସ୍ତଙ୍କ ସହ ମିଶି କରନ୍ତୁ ।

ମୀନ

ଜୀବନ ସାଥୀଙ୍କ ପରାମର୍ଶ ଦ୍ୱାରା ଆପଣଙ୍କୁ କୌଣସି କାର୍ଯ୍ୟରେ ଧନ ମିଳିପାରେ । ଏହା ଦ୍ବାରା ଆପଣଙ୍କ ମଧ୍ୟରେ ଭଲ ସଂପର୍କ ଭଲ ରହିବ । ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାକୁ ଭଲ ଭାବରେ ପରଖି ନିଅନ୍ତୁ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମିଳିବ । ନିଜ ଚେଷ୍ଟାରେ ସବୁ କାର୍ଯ୍ୟ କୁ କରିବାରେ ସଫଳ ହେବେ । ଉଚ ଅଧିକାରୀଙ୍କ ଠାରୁ ପ୍ରସଂସା ପାଇବେ । ସନ୍ତାନଙ୍କ ଚିନ୍ତା ବଢ଼ିପାରେ । ସମୟ ଓ ପରିସ୍ଥିତି ଅନୁସାରେ କାର୍ଯ୍ୟ କରନ୍ତୁ । ଘର ପରିବାର ସହ ମିଶି କାର୍ଯ୍ୟ ସମ୍ପାଦନ କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।