ଆଜିର ରାଶିଫଳ, 10 ସେପ୍ଟେମ୍ବର 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରତିଷ୍ଠା ହେବ । ସମୟ ସହ ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବାର ଦେଖିବାକୁ ମିଳିବ । ଆଖ ପାଖର ପଡୋଶୀ ବା ପ୍ରିୟଜନ ଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ରେ ସାମିଲ ହେବାକୁ ପଡିଲେ ପୁରା ଉଶ୍ଚାହ ସହକାରେ ଯାଆନ୍ତୁ । ସୁଖ ସମୃଦ୍ଧି ପାଇଁ ଘରେ ପୂଜା ପାଠ କରନ୍ତୁ । ଆପଣଙ୍କ ଜୀବନରେ ଆସୁଥିବା ଖରାପ ଶକ୍ତିର ଅନ୍ତ ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରୟାସ କାରଣରୁ ସମ୍ମାନିତ କରା ଯାଇପାରେ ।

ବୃଷ ରାଶି : କାମ କାର୍ଯ୍ୟ କ୍ଷେତ୍ର ରେ ଆଜି ମତଭେଦ ଦୂର ହେବ । ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟାପାରୀ ମାନଙ୍କ ଚିନ୍ତା ଦୂର ହେବାର ସମ୍ଭାବନା ରହିଛି । କ୍ରୋଧ ତ୍ୟାଗ କରି ଶାନ୍ତି ର ମାର୍ଗ ଧାରଣ କରିବାର ଆବଶ୍ୟକତା ଅଛି । ଯୁବକ ମାନଙ୍କୁ ଆଜି ଦୌଡ ଧପଡ କରିବାକୁ ପଡିପାରେ ଯାହା କାରଣରୁ ଥକାପଣ ଅନୁଭବ କରିବେ । ଜୀବନ ସାଥି ଙ୍କ ସନ୍ଧାନ କରୁଥିଲେ ଆଜି ଦିନ ଟି ଶୁଭ ଅଟେ । ମହିଳା ମାନେ ଘର କାମରେ ବ୍ୟସ୍ତ ଆରେ ର ଅହିବେ । ଜୀବନରେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ ।

ମିଥୁନ ରାଶି : ଆଜି ଦିନ ସାରା ବ୍ୟାସତା ରେ ରହିବେ । ବ୍ୟାପାର ରେ ଉନ୍ନତି ମିଳିବ । କଳା ପ୍ରତି ଆପଣଙ୍କର ରୁଚି ବଢିବ । ଲେଖନ ସହ ଜଡିତ ଲୋକ ଙ୍କୁ ଯଶ ପ୍ରାପ୍ତି ହେବ । ବରିଷ୍ଠ ଅଧିକାରୀ ଙ୍କ କହିବା ଅନୁଯାୟୀ କମ କରିବାକୁ ହେବ ଏହା ଦ୍ଵାରା କ୍ଯାରିୟର ରେ ପ୍ରଗତି ଆଡକୁ ବଢିବେ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଜରୁରତ ଅଛି କାରଣ ଆପଣଙ୍କୁ ଛୋଟ ମୋଟ ରୋଗ ହୋଇପାରେ । ଆଜି ଆପଣଙ୍କର ପ୍ରତେକ ଯୋଜନା ଭଲ ଭାବେ ପୁରା ହେବ । ବ୍ୟାପାର ରେ ସଫାଳତା ମିଳିବ ।

କର୍କଟ ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ବିବାହ ଯୋଗ୍ୟ ଜାତକ ଙ୍କ ପାଇଁ ବିବାହ ଚର୍ଚ୍ଚା ହୋଇପାରେ । କ୍ରୟ କରିବା ପାଇଁ ଦିନ ବହୁତ ଭଲ ରହିଛି କିନ୍ତୁ ଧ୍ୟାନ ରଖିବେ ନିଜର ରୋଜଗାର ଅନୁଯାୟୀ ଖର୍ଚ୍ଚ କରିବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରଦର୍ଶନ ରେ ସମସ୍ତେ ଖୁସି ହେବେ । ଏଥିପାଇଁ ସମସ୍ତଙ୍କ ସହ ସାମଞ୍ଜସ୍ଯ ଠିକ ରଖନ୍ତୁ । ଲେଖନ କ୍ଷେତରେ ଲାଭ ହେବ । ସାମାଜିକ ଦାୟିତ୍ଵ ରେ ପୂର୍ତ୍ତି ହେବ । ମିତ୍ରା ଙ୍କ ସହ ବୁଲିବାକୁ ଯିବେ ଯାହା ପାଇଁ ଆପଣ ଧିକ ସମୟ ବ୍ଯତୀତ କରିବେ ।

ସିଂହ ରାଶି : ଆଜି ଆପଣଙ୍କର ଦାଂପତ୍ଯ ଜୀବନରେ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । କାର୍ଯ୍ୟ ସ୍ଥଳରେ ନିଜର କ୍ଷମତା କୁ ବଢାଇବାର ଜରୁରତ ଅଛି କାରଣ କାର୍ଯ୍ୟ ଭାର ବଢିବାର ସମ୍ଭାବନା ରହିଛି । ନୂଆ ସ୍ରୋତ ରେ ଆପଣଙ୍କୁ ଧାନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ । ଆଜି ଅନେକ ଲୋକ ଆପଣଙ୍କ କ୍ତହରେ ସହମତ ହେବେ । ସାମାଜିକ କ୍ଷେତ୍ର ରେ ସକ୍ରିଯତା ବଢିବ । ପ୍ରେମ ଜୀବନରେ ସଫଳତା ମିଳିବ ।

କନ୍ୟା ରାଶି : ଆଜି କାରୋବାର ରେ ଧନ ଲାଭ ହେବାର ସମ୍ଭାବନା ରହିଛି କିନ୍ତୁ କାମ ପ୍ରତି ଆପଣଙ୍କୁ ପରିଶ୍ରମ ଜାରି ରଖିବାକୁ ହେବ । କୌଣସି ନିସ୍ପତି ବା ପରିସ୍ଥିତି ରେ ସେ ପର୍ଯ୍ଯନ୍ତ ସାମିଲ ହୁଅନ୍ତୁ ନାହି ଯେବେ ଯାଏଁ ଆପଣ ପରିସ୍ଥିତି କୁ ଠିକ ଭାବେ ବୁଝି ନାହାନ୍ତି । ବ୍ଯବସାୟିକ ଗତି ବିଧି ଠିକ ରହିବ । କର୍ମଚାରୀ ବା ସହଯୋଗୀ ମାନଙ୍କ ସହ ଭଲ ସମ୍ପର୍କ ରଖିବା ଦ୍ଵାରା କାର୍ଯ୍ୟ କ୍ଷମତା ଆଗକୁ ବଢିବ । ଆଜି ପିଲା ଆପଣଙ୍କର କୌଣସି କଥାକୁ ନେଇ ରାଗି ପାରନ୍ତି । ଆପଣଙ୍କୁ ତାଙ୍କୁ ସମୟ ଦେବାର ଜରୁରତ ଅଛି ।

ତୁଳା ରାଶି : ସନ୍ତାନ ଙ୍କ ତରଫରୁ ଶୁଭ ହବାର ମିଳିପାରେ । ଆପଣଙ୍କ ମନ ପ୍ରସନ୍ନ ରହିବ । ଆର୍ଥିକ ସହାୟତା ର ପ୍ରାପ୍ତି ହେବ । ଧାର୍ମିକ ତଥା ଆଧ୍ୟାତ୍ମିକ ସ୍ଥାନ ରେ କିଛି ସମୟ ବ୍ଯତୀତ କରନ୍ତୁ । ଏଥିରେ ଆପଣଙ୍କ ମନରେ ଚାଲିଥିବା ଅସାନ୍ତି ଦୂର ହେବ । ଆପଣ ବର୍ତ୍ତମାନ ଗତି ବିଧି ଉପରେ ପୁଣି ଥରେ ଧ୍ୟାନ କେନ୍ଦ୍ରିତ କରିବେ । ମାନସିକ ଅସାନ୍ତି ଦୂର ହେବାର ନଜର ଆସୁଛି । ବିବାହ ର ଯୋଗ ବନୁଅଛି । ପଇସା ଓ ଜମିବାଡି ମାମଲାରେ ଅବହେଳା କରନ୍ତୁ ନାହି । ପାରିବାର ରେ ଖୁସି ର ମହୋଲ ରହିବ ।

ବିଛା ରାଶି : ଆଜି ଫିଟନେସ ପାଇଁ ଆକ୍ଟିଭ ହେବା ର ଭଲ ଅବସର ମିଳିପାରେ । ନିଜର ଲୋକଙ୍କ ସହ ଯେଉଁ ଭୁଲ ବୁଝାମଣା ଚାଲିଥିଲା ତାହା ଦୂର ହେବ । ସମ୍ପର୍କ ରେ ମଧୁରତା ଆସିବ । ଟ୍ୟାକ୍ସ ସମ୍ବଧିତ ସମସ୍ଯା ଆଜି ସମାଧାନ ହେବ । ଯେଉଁ ପଇସା ଉଧାର କରି ଆଣିଛନ୍ତି ତାହାକୁ ଫେରସ୍ତ କରିବାକୁ ଚେଷ୍ଟା କରନ୍ତୁ । କୌଣସି ମହତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ମାତା ପିତାଙ୍କ ସନ୍ତାଙ୍କର କ୍ଯାରିୟରକୁ ନେଇ ବିଚାର କରିବେ ।

ଧନୁ ରାଶି : ଆଜି ଆପଣଙ୍କ ଭିତରେ ଅଧିକ କନ୍ଫିଡେନ୍ସ ରହିବ । ଆର୍ଥିକ ସ୍ଥିତି ରେ ଆଶା ଠାରୁ ଅଧିକ ସଫଳତା ମିଳିବାର ନଜର ସୂଚୀ । କୌଣସି ବଡ ନିବେଶ କରିବା ପୂର୍ବ ରୁ ପ୍ରଥମେ ବିଚାର କରନ୍ତୁ ତା ପରେ ଯାଇ କରିବେ ନଚେତ ଭାରି କ୍ଷତି ହୋଇପାରେ । ଅଜଣା ଲୋକଙ୍କ ଉପରେ ଭରସା କରିଲେ ଧନ ହାନି ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ପରିଶ୍ରମ ଅଧିକ ହୋଇପାରେ । ଜୀବନରେ ସାକାରାତ୍ମକ ପରିବର୍ତ୍ତନ ଆସିବ । ମିତ୍ର ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।

ମକର ରାଶି : ଆଜି ଆପଣ ନିଜର ସମର୍ପଣ ଓ କଠିନ ପରିଶ୍ରମ କାରଣରୁ ଅନ୍ୟ ଠାରୁ ଆଗରେ ରହିବେ । ଅଫିସରେ ଖାସ ଉପଲବ୍ଧି ପ୍ରାପ୍ତ ହେବାରୁ ମନ ପ୍ରସନ୍ନ ରହିବ । କିନ୍ତୁ ନିଜର ଓ ପରିବାରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନ ସାଥି ଙ୍କ ସହ ଭୁଲ ବୁଝାମଣା ଦୂର କରିଲେ ସମ୍ପର୍କ ମଜବୁତ ହେବ । ଯଦି ଆପଣ ପାର୍ଟି କରିବାକୁ ଭାବୁଛନ୍ତି ତେବେ ଭଲ ବନ୍ଧୁ ଙ୍କ ସହ ପାଳନ କରନ୍ତୁ । ବ୍ୟବସାୟ କ୍ଷେତ୍ର ରେ ଲାଭ ମିଳିବାର ସମ୍ଭାବନା ରହିଛି । ତରବର ହୋଇ କୌଣସି କାମ କରନ୍ତୁ ନାହି ।

କୁମ୍ଭ ରାଶି : ଆଜି ସମ୍ପର୍କୀୟ ଙ୍କ ଠାରୁ ଧନ ଲାଭ ହେବ । ଆଜି ଆପଣଙ୍କର କିସ୍ମତ ଅଚାନକ ବଦଳିଯିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ପ୍ରଗାଢ ହେବ । କାର୍ଯ୍ୟ କ୍ଷେତ୍ର ରେ ସାବଧାନ ରୁହନ୍ତୁ ଶତ୍ରୁ ଆପଣଙ୍କର କ୍ଷତି କରି ପାରନ୍ତି । ବ୍ୟାପାର କ୍ଷେତ୍ରରେ ନୂଆ ଡିଲ ହୋଇପାରେ । କୌଣସି ବି କାମରେ ବ୍ୟବସାୟ ବା ଚାକିରି ଇତ୍ୟାଦି କୁ ନେଇ ଉନ୍ନତି ରେ ଅଚାନକ ପ୍ରଗତି ହେବାର ନଜର ଆସିବ । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ରେ ସଫଲାତ ମିଳିବ । କାରୋବାର ରେ ଧାନ ଲାଭ ହେବ ।

ମୀନ ରାଶି : ଆଜି ଆପଣଙ୍କୁ ଚାକିରି ଓ ବିଜେନ୍ସ କ୍ଷେତ୍ର ରେ ଭଲ ସଫଳତା ମିଳିବ । ପରିବାରର କୌଣସି ସଦସ୍ୟ ଙ୍କ କାରଣରୁ ଚିନ୍ତା ରେ ରହିବେ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟାପାର ରେ ନୂଆ ଉପଲବ୍ଧି କଠିନ ପରିଶ୍ରମ କରିଲେ ମିଳିବ । ବ୍ୟକ୍ତିଗତ ଓ ଗୋପନୀୟ କଥା ଗୁପ୍ତ ରଖନ୍ତୁ । ଜୀବନ ସାଥି ଙ୍କ ସହ ସମ୍ପର୍କ ରେ ମଧୁରତା ଆସିବ । ପାରିବାରିକ ମାହୋଲ ଭଲ ରହିବ । ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।