ଆଜିର ରାଶିଫଳ, 06 ଏପ୍ରିଲ 2024, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 2ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 06 ଏପ୍ରିଲ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ସହଜରେ ସବୁ କାମ କରି ପାରିବେ । ନିବେଶ କରିବା ସମୟରେ ତରବର ହୋଇ ନିଷ୍ପତି ନିଅନ୍ତୁ ନାହି । ଯଦି କୌଣସି କାମରେ ବାଧା ଆସୁଛି ବା ମତଭେଦ ସୃଷ୍ଟି ହେଉଛି ତେବେ ତାହା ଦୂର କରିବାରେ ଆପଣ ସଫଳ ହେବେ । ପ୍ରେମ ସମ୍ପର୍କ ରେ ପରସ୍ପର ର ସହଯୋଗ ମିଳିପାରେ । ଆଜି ନୂଆ ଲୋକ ଆପଣଙ୍କ ସହ ସାକ୍ଷାତ କରିବେ । ଯେଉଁ ମାନେ ଆପଣଙ୍କ ବ୍ୟାପାରରେ ଧନ ଲାଭ କରାଇବାରେ ସହାୟକ ହେବେ ।

ବୃଷ ରାଶି : ଆଜି ଦିନ ଟି ଆପଣଙ୍କ ଶାକରାତ୍ମକ ରହିବାର ଅଛି । ଆବେଶ ରେ ଆସି ନେଇଥିବା ନିଷ୍ପତି ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଜୀବନ ସାଥି ଆଜି ଆପଣଙ୍କ ମନର କଥା ପୁରା କରିବେ । ପରିବାର ସହ ଯାତ୍ରା କରି ପାରନ୍ତି । ସ୍ଵପ୍ନ କୁ ସାକାର କରିବାକୁ ହେଲେ ପ୍ରୋଶ୍ଚାହନ ଦେବାକୁ ହେବ । ରୋମାନ୍ସ କ୍ଷେତ୍ରରେ ଆଜି ଜୀବନ ବହୁତ ସହଜ ରହିବ ।  ପାର୍ଟନରସିପ କରି କାରୋବାର କରୁଥିବା ଜାତକ ଙ୍କୁ ଆଜି ବଡ ଫାଇଦା ମିଳିବାର ସମ୍ଭାବନା ଅଛି ।

ମିଥୁନ ରାଶି : ନୂଆ ସମ୍ପର୍କ ପ୍ରତି ପ୍ରଗଢତା ବଢିବ । ମନ୍ଦିର ରେ ଫୁଲ ଗଛ ଲାଗନ୍ତୁ, ସବୁ କିଛି ଭଲ ହେବ । ସଇକ୍ଷଣିକ କାର୍ଯ୍ୟ ରେ ମନ ଲାଗିବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ନଚେତ ଘରେ ବିବାଦ ହୋଇପାରେ । ଘରୁ ବାହାରିବା ସମୟରେ ମାତା ପିତା ଙ୍କ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ଦାଂପତ୍ଯ ଜୀବନରେ ମଧୁରତା ଆସିବ । ସନ୍ତାନ ଙ୍କ  ଠାରୁ ଶୁଭ ଖବର ଶୁଣିବାକୁ ମିଳିବ ।

କର୍କଟ ରାଶି : କାରୋବାରରେ ଲକ୍ଷ୍ୟ ରଖି କାମ କରିବାକୁ ହେବ । କ୍ରୋଧ ଉପରେ ସଂଯମ ରଖନ୍ତୁ ନଚେତ କ୍ଷତି ହୋଇପାରେ । ବନ୍ଧୁ ଙ୍କ ସହ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କର କିଛି ଜରୁରୀ କାମ ଅଧା ପଡିଛି । ତେଣୁ ତାହା ପୁରା କରିବାକୁ ଚେଷ୍ଟା କରନ୍ତୁ । ନିକର ସମ୍ପର୍କ ରେ ମଧୁର ବାଣୀ ର ପ୍ରୟୋଗ କରନ୍ତୁ । ଘର ପରିବାର ରେ ସ୍ଥିତି ସୁଖମୟ ରହିବ । ସନ୍ତାନଙ୍କ ତରଫରୁ ସନ୍ତୁଷ୍ଟ ରହିବେ ।

ସିଂହ ରାଶି : ସମାଜରେ ମାନ ସମାନ ବଢିବ । ମନୋରଞ୍ଜନ ପାଇଁ ଦିନ ଭଲ ଅଛି । ଅଫିସରେ କୌଣସି ମିଟିଙ୍ଗ ରେ ଭାଗ ନେବେ । ଆଜି ଆପଣଙ୍କ ଘର ସହ ଜଡିତ ନିବେଶ ରୁ ଫାଇଦା ପାଇବେ । ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ନିଜ କୁ ସ୍ଥିର ଓ ସଂଯମ ବଜାୟ ରଖନ୍ତୁ । ଯୁବକ ବର୍ଗ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି ତେବେ ପରିଶ୍ରମ ଅଧିକ କରନ୍ତୁ । ସଫଳତାର ଆଶା ଅଛି । ଚାକିରି କରୁଥିବା ଜାତକ ଙ୍କୁ ଦିନ ସାରା ବ୍ୟସ୍ତରେ ରହିବାକୁ ହେବ ।

କନ୍ୟା ରାଶି : ଆଜି ବିନା କାରଣରେ ଆପଣ ଚିନ୍ତା ରେ ରହିବେ । ଆପଣଙ୍କ ଜ୍ଞାନ ବିଷୟରେ ଜାଣିବାକୁ ବନ୍ଧୁ ମାନେ ଆଗ୍ରହୀ ହେବେ । ପାରିବାରିକ ମାହୋଲ ଶାନ୍ତି ପୂର୍ଣ୍ଣ ରହିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଆଜି ଖର୍ଚ୍ଚ ଠାରୁ ବଞ୍ଚିତ ରୁହନ୍ତୁ । ଇଚ୍ଛା ଶକ୍ତିର ଅଭାବ ହେବ । ଜୀବନ ସାଥି ଙ୍କ ସହ ସମୟ ବିତାଇବେ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଫିସରେ ସହ କର୍ମୀ ମାନଙ୍କ ସହ ଆଲୋଚନା ହୋଇପାରେ ।

ତୁଳା ରାଶି : ଶାରୀରିକ ଫୁର୍ତ୍ତି ଓ ମାନସିକ ପ୍ରସନ୍ନତା ବଜାୟ ରଖିବା ପାଇଁ ଆଜି କାଟ ଅନୁଭବ ହେବ । ଭାଇ ଭଉଣି ଙ୍କ ସହ ସମ୍ପତି କୁ ନେଇ ଚର୍ଚ୍ଚା ହୋଇପାରେ । ଉନ୍ନତି ର ଅନେକ ସୁନହେରୀ ଅବସର ଆଜି ଆପଣଙ୍କୁ ମିଳିପାରେ । ଆଜି ପିତା ରାଗି ପାରନ୍ତି । ଚେଷ୍ଟା କରନ୍ତୁ ଅଜାଣତରେ ଭୁଲ ନ କରିବା ପାଇଁ । ଘରେ ଅତିଥି ଙ୍କ ଆଗମନ କାରଣରୁ ଖର୍ଚ୍ଚ ବଢିପାରେ । ଆପଣଙ୍କୁ ସେତିକି ସଫଳତା ମିଳିବ ଯେତିକି ଆପଣ ପ୍ରୟାସ କରିଥିବେ ।

ବିଛା ରାଶି : ଆପଣ ଚାକିରି କ୍ଷେତ୍ରରେ ଅପାର ସଫଳତା ହାସଲ କରିବା ପାଇଁ ସଫଳ ହେବେ । ରାଜନୈତିକ କ୍ଷେତ୍ର ସହ ଜଡିତ ଲୋକ ଙ୍କ ପାଇଁ ଦିନ ଅନୁକୂଳ ଅଛି । ଚାକିରି ପାଇଁ ବାହାରକୁ ଯାତ୍ରା କରିବାକୁ ପଡିପାରେ । ଆଜି ଜୀବନ ସାଥିଙ୍କ ସହ ବାଦ ବିବାଦ କରନ୍ତୁ ନାହି । ବନ୍ଧୁ ଙ୍କ ପୁରା ସମର୍ଥନ ଆପଣଙ୍କୁ ପ୍ରାପ୍ତ ହେବାର ଆଶା ଅଛି । । ଆପଣଙ୍କର କାରୋବାର ରେ ବୃଦ୍ଧି ହେବ ।

ଧନୁ ରାଶି : ପାରିବାରିକ ଜୀବନ ଖୁଶିମୟ ରହିବ । ଘରେ ଛୋଟ ସଦସ୍ୟ ଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ରହିବ । ଆଜି ଦିନ ଟି ଆପଣଙ୍କ ପାଇଁ ପଜେଟିଭ ରହିବ । କିନ୍ତୁ ଆପଣଙ୍କୁ ନିଜର ପ୍ରୟାସ ଦ୍ଵାରା ପଜେଟିଭ ବନାଇବାକୁ ହେବ । ଆଜି ଆପଣ ଦୁଷ୍ଟ ଜନ ଙ୍କ ଠାରୁ ବଞ୍ଚିକି ରୁହନ୍ତୁ । ସେମାନେ କ୍ଷତି ପହଞ୍ଚାଇ ପାରନ୍ତି । ଉତ୍ତେଜନା ଉପରେ କାବୁ ରଖନ୍ତୁ । ଫାଇନାନ୍ସ ସହ ଜଡିତ ଲୋକଙ୍କୁ ଆଜି ଡିଲ ମିଳିପାରେ ।

ମକର ରାଶି : କାହା ସହ ବିବାଦ କରନ୍ତୁ ନାହି । ବିବାହିତା ଲୋକେ ନିଜର ଦାଂପତ୍ଯ ଜୀବନକୁ ବେହତର କରିବା ପାଇଁ କାହା କଥା ଶୁଣନ୍ତୁ ନାହି । କିଛି ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି । ଆଜି ବନ୍ଧୁ ଙ୍କ ସହ ମଉଜ ମସ୍ତି ରେ ସମୟ ବିତାଇବେ । ଆଜି ଆପଣ ଭଲ ବେବ କାମ ଉପରେ ଫୋକସ କରିବେ । ନିଜର ସର୍ବ ଶ୍ରେଷ୍ଠ ଦେବାରେ ସଫଳ ହେବେ । ବ୍ୟାପାର କରୁଥିବା ଜାତକ ଆଶା ଅନୁଯାୟୀ ପରିଣାମ ମିଳିବାର ପ୍ରବଳ ସମ୍ଭାବନା ଅଛି ।

କୁମ୍ଭ ରାଶି : କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ପାଇଁ ଅଧିକ ମେହନତ କରିବାକୁ ପଡିବ । ନିଜର ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆଜି ରଚନାମତ୍କ ଓ ସକାରାତ୍ମକ କୁ ମଜବୁତ କରିବେ । ଘରର ମହିଳାଙ୍କୁ ସାମାଜିକ କାର୍ଯ୍ୟ ରେ ସାମିଲ ହେବାର ଜରୁରତ ଅଛି । ଉଚ୍ଚ ଜାଗାରେ କାମ କରୁଥିଲେ ସତର୍କ ରୁହନ୍ତୁ । ଅକାରଣରେ ଚିନ୍ତା ର ଶିକାର ହୋଇ ପାରନ୍ତି ।

ମୀନ ରାଶି : ଜୀବନ ସାଥି ଙ୍କ ସହ ଆପଣଙ୍କ ମନର କଥା କହିବାକୁ ଭରପୁର ସମୟ ମିଳିବ । ଆଜି ଆପଣଙ୍କର କାର୍ଯ୍ୟ ସ୍ଥଳରେ ସହଯୋଗୀ ମାନେ ସହଯୋଗ କରିବେ । ଜୀବନ ସାଥିଙ୍କ ତରଫରୁ ଆପଣଙ୍କୁ ଭଲ ଖବର ଶୁଣିବାକୁ ମିଳିବ । ଆପଣ ସମ୍ପର୍କ ରେ ମଧୁରତା ବଢିବ । ପଇସାର ସ୍ଥିତି ମଜବୁତ ରହିବ । ପ୍ରେମ ଓ ରୋମାନ୍ସ କ୍ଷେତ୍ରରେ ଆଜି ଦିନ ଟି ଭଲ ରହିବ । ଆପଣଙ୍କ ବଡ ଭାଇ ଙ୍କ ସହ ସମ୍ପର୍କ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।