ଆଜିର ରାଶିଫଳ, 05 ଏପ୍ରିଲ 2024, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 05 ଏପ୍ରିଲ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କିଛି ନୂଆ ମାଧ୍ୟମ ରୁ ଧନ ଲାଭ ହୋଇପାରେ । ବିଦ୍ୟାର୍ଥୀ ଙ୍କୁ ନିଜର କମଜୋର ବିଷୟ ଉପରେ ଅଧିକ ଧ୍ୟାନ ଦେବାର ଅଛି । ତେବେ ଯାଇ ସେମାନେ ଉତ୍ତମ ସଫଳତା ହାସଲ କରିବେ । କୌଣସି ପ୍ରକାରର ରାଜନୀତି ଆପଣଙ୍କ ସହ ରହିବ । ଯାହା କାରଣରୁ ଆପଣଙ୍କ କ୍ଯାରିୟରରେ ସମସ୍ଯା ଆସିପାରେ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ସନ୍ତାନ ଙ୍କ ଠାରୁ ଖୁସି ଖବର ମିଳିପାରେ । ଆର୍ଥିକ ସ୍ଥିତି ମଜବୁତ ହେବ ।

ବୃଷ ରାଶି : ଶୁଭ ଓ ବିବାହ କାର୍ଯ୍ୟ ରେ ଧନ ବ୍ୟୟ ହୋଇପାରେ । ସେୟାର ବଜାରରେ ସମ୍ଭାଳିକି ନିବେଶ କରନ୍ତୁ । କାର୍ଯ୍ୟ କ୍ଷେତ୍ର ର୍ତେ ଆପଣଙ୍କୁ ଶତ୍ରୁ ଙ୍କ ପାଇଁ ଚିନ୍ତା କରିବାର ଜାରରତ ନାହି । ଆପଣଙ୍କର ଅଟକିଥିବା କାମ ପୂର୍ଣ୍ଣ ହେବ । ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ଭଲ ରହିବ । ସରକାରୀ ଚାକିରି ସହ ଜଡିତ ଲୋକ ଙ୍କୁ ପଦ ପ୍ରମୋଶନ ପ୍ରାପ୍ତ ହେବ । ସମୟର ଅନୁକୂଳର ଲାଭ ଉଠାନ୍ତୁ ।

ମିଥୁନ ରାଶି : ଦାଂପତ୍ଯ ସୁଖରେ ବୃଦ୍ଧି ହେବ । ଆଜି ଆପଣ ସାଂସାରିକ କଥା ଭୁଲି କୁ ଆଧ୍ୟାତ୍ମିକ ପ୍ରବୃତି ରେ ସଲଗ୍ନ ରହିବେ । ସମୟର ଅନୁକୁଳତା ର ଲାଭ ଉଠାନ୍ତୁ । ସଂଜତ ରୁହନ୍ତୁ । ଶିକ୍ଷା କାର୍ଯ୍ୟ ରେ ମାନ ସମାନ ବୃଦ୍ଧି ପାଇଁ । ଶୈକ୍ଷିକ ବା ବୌଧିକ କାର୍ଯ୍ୟ ପାଇଁ ଯାତ୍ରା କରି ପାରନ୍ତି । ଯଦି କିଛି ସମସ୍ଯା ଅଛି ତେବେ ନିଜର ଦ୍ରୁଷ୍ଟି କୋଣ ରେ ପରିବର୍ତ୍ତନ କରନ୍ତୁ । ନିଶ୍ଚୟ ଚିନ୍ତା ଦୂର ହେବ ।

କର୍କଟ ରାଶି : ସନ୍ତାନ ଙ୍କ ଠାରୁ ଆପଣଙ୍କୁ ହର୍ଷ ବର୍ଦ୍ଧନ ଖବର ଶୁଣିବାକୁ ମିଳିପାରେ । ଯାହା କାରଣରୁ ଆପଣ ଛୋଟ ମୋଟ ପାର୍ଟି ର ଆୟୋଜନ କରି ପାରନ୍ତି । ବ୍ୟବସାୟୀ ଙ୍କୁ ପଦୋନ୍ନତି ରେ ଲାଭ ହେବ । ନେଗେଟିଭ ବିଚାର ମନରେ ଆଣନ୍ତୁ ନାହି । ଶୈକ୍ଷିକ କାର୍ଯ୍ୟ ରେ ସଫଳତା ମିଳିବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ହେବ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ପରିବାରରେ ମାନ ସମାନ ମିଳିବ । ଯଦି ବିଜେନ୍ସ କରୁଛନ୍ତି ତେବେ ଆଜି ଧନ ଲାଭ ହେବାର ସମ୍ଭାବନା ଅଛି ।

ସିଂହ ରାଶି : ଆଜି ଆପଣଙ୍କ କଥାର ମାନ ରହିବ । କାରୋବାରରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । ଆଜି ଆୟରେ ସାଧନାରେ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଚାକିରି ରେ ସ୍ଥାନ ପରିବର୍ତ୍ତନ କରିବାର ଯୋଗ ଅଛି । ବାଣୀ ରେ ସଂଯମ ରଖନ୍ତୁ । ପରିବାରରେ ମାନ ସମାନ ବଢିବ । ଆଜି ଆପଣଙ୍କ ଚେଷ୍ଟା ଏକା ସହ ବହୁତ ସାରା କାମକୁ ପୁରା କରିବ ।

କନ୍ୟା ରାଶି : କାରୋବାର ରେ ବିସ୍ତାର ପାଇଁ ଖର୍ଚ୍ଚ କରିବେ । ଆପଣ ତୀବ୍ର ଗତିରେ ପ୍ରଗତି କରି ନୂଆ ପରିଚଯ ସୃଷ୍ଟି କରିବାରେ ସଫଳ ହେବେ । ଛୋଟ ବ୍ୟାପାରି ଙ୍କୁ ଭଲ ଆର୍ଥିକ ଫାଇଦା ହେବ । ଦିନର ଆରମ୍ଭରୁ ଆପଣଙ୍କୁ ନିଜ ପାଇଁ ସମୟ ବାହାର କରିବାକୁ ହେବ । ଆଜି ଆପଣ ନିଜର ମନ ପସନ୍ଦ ର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କର କିଛି ଇଚ୍ଛା ପୂରଣ ହେବ । ପୂଜା ପାଠ ରେ ମନ ଲାଗିବ ।

ତୁଳା ରାଶି : ଆଜି ଦିନ ସାରା ଆନନ୍ଦ ମନରେ ଛାଇ ରହିବେ । ଜୀବନ ସାଥି ଓ ସନ୍ତାନ ଙ୍କ ପାଇଁ ଚିନ୍ତାରେ ରହିବେ । ପ୍ରିୟଜନ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଲୋକଙ୍କ ଠାରୁ ସମ୍ମାନ ପ୍ରାପ୍ତ ହେବ । ଚାକିରି ରେ ବରିଷ୍ଠ ଅଧିକାରୀ ଙ୍କ ପ୍ରଶଂସା ମିଳିବ । ପଦୋନ୍ନତି ମଧ୍ୟ ହୋଇପାରେ । ନିଜ ଉପରେ ଅଧିକ ବୋଝ ନିଅନ୍ତୁ ନାହି । ମନ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ । ଆପଣଙ୍କର ଧାନ ଜନିତ ମାମଲାର ସମାଧାନ ହେବ ।

ବିଛା ରାଶି : ଯାହା କାରଣରୁ ଆପଣଙ୍କୁ ଧନ ଲାଭ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ନିଜ କାମକୁ ନେଇ ଚିନ୍ତା କରନ୍ତୁ ନାହି । କାହାର ନିନ୍ଦା ରେ ପ୍ରଭାବିତ ହୁଅନ୍ତୁ ନାହି । ଆଜି ଉଚ୍ଚ ଅଧିକାରୀ ଆପଣଙ୍କ ମେହନତ ରେ ବହୁତ ପ୍ରଭାବିତ ହେବେ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ସାମନ୍ୟା ରହିବ । ଆପଣଙ୍କ କାମରେ ଅଭାବ ହେବ ନାହି । ଦିନ ବ୍ୟବସ୍ଥିତ ରୂପରେ ବ୍ଯତୀତ ହେବ ।

ଧନୁ ରାଶି : ନିଜର ବ୍ୟକ୍ତିଗତ କୁ ନେଇ ଅଧିକ ସଜାଗ ରୁହନ୍ତୁ । ନିଜର ଆତ୍ମବିଶ୍ଵାସ ବଜାୟ ରଖନ୍ତୁ । ଆଧ୍ୟାତ୍ମ ବା ଦର୍ଶନ ପ୍ରତି ରୁଚି ବଢିବ । ଆଜି ଆଧ୍ୟାତ୍ମିକ ଗୁରୁ ଆପଣଙ୍କୁ ସହତା କରିବେ । ଆପଣଙ୍କ ସମସ୍ତଙ୍କ ନଜର ରେ ଭଲ ହେବେ । ପ୍ରେମ ପ୍ରସଙ୍ଗ କୁ ନେଇ କାହା ସହ ଚର୍ଚ୍ଚା କରିବେ । ପୁରୁଣା ବନ୍ଧୁ ଙ୍କ ସହ କଥା ହେବେ । ମନ ପ୍ରସନ୍ନ ରହିବ ।  ଆଜି କିଛି ଏମିତି କଥା ବା ଏମିତି ଜିନିଷ ସମାନ କୁ ଆସିପାରେ ଯାହା ଆପଣଙ୍କର ଆଗାମୀ ସମୟରେ ଆପଣଙ୍କ ପାଇଁ ଫାଇଦା ଆଣି ଦେବ ।

ମକର ରାଶି : ପଡୋଶୀ ଙ୍କ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ବ୍ଯବସାୟିକ ଗତି ବିଧି ସୁଚାରୁରୂପେ ଚାଲୁ ହେବ । ସେୟାର ବଜାର ରେ ସ୍ଥିତି ଭଲ ରହିବ । ବିରୋଧୀ ସକ୍ରିୟ ରହିବେ । ଜମିବାଡି ମାମଲାରେ ଆପଣଙ୍କୁ ତରବର ହୋଇ ନିସ୍ପତି ନେବାର ନାହି । ଆପଣଙ୍କୁ ବୁଦ୍ଧିମାନ ସହ ସବୁ ନିସ୍ପତି ନେବାକୁ ହେବ । ନଚେତ ଭବିଷ୍ୟତରେ ଆପଣଙ୍କୁ ସମସ୍ୟା ଭୋଗ କରିବାକୁ ପଡିପାରେ । ଆପଣଙ୍କୁ ଅକାରଣ ଖର୍ଚ୍ଚ ର ସାମନା କରିବାକୁ ପଡିପାରେ ।

କୁମ୍ଭ ରାଶି : ଅନ୍ୟଥା ଆପଣଙ୍କୁ ଆର୍ଥିକ ଲାଭ ହେବାରୁ କୌଣସି ଶୁଭ ସମାଚାର ମିଳିପାରେ । କୋର୍ଟ କଚେରୀ ମାମଲାରେ ସମାଧାନ ହେବ । ସାମାଜିକ ମିଳାମିଶା ବଢାଇଲେ ବ୍ୟବସାୟ ରେ ଲାଭ ହେବ । ସମ୍ପର୍କ ରେ ନୂଆପଣ ଆସିବ । ମାତା ଆପଣଙ୍କୁ ଦାୟିତ୍ଵ ଦେଇ ପାରନ୍ତି । ଯାହାକୁ ଆପଣ ସମୟ ପୂର୍ବରୁ ପୁରା କରିବେ । ଯାହା ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ ।

ମୀନ ରାଶି : ଅଟକିଥିବା କାର୍ଯ୍ୟ ଗତିଶୀଳ ହେବ । ଲଟେରୀ ଚକର ରେ ପଡନ୍ତୁ ନାହି । ନିଜର ଭାବୁକତା ଓ ଉଦାର ରେ ସଂଯମ ରଖନ୍ତୁ । କେହି ଆପଣଙ୍କର ଦୁର୍ବଳତା ର ଫାଇଦା ଉଠାଇ ପାରନ୍ତି । ଏହି ପରିବର୍ତ୍ତନ ଆପଣଙ୍କ ଫେଭର ରେ ରହିବେ । ଜୀବନ ସାଥିଙ୍କ ସହ ଧାର୍ମିକ ସ୍ଥଳ କୁ ଯାଇ ପାରନ୍ତି ।ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ । ପରିବାର ରେ ଗୁରୁଜନ ଙ୍କ ପରାମର୍ଶ ନିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।