ଆଜିର ରାଶିଫଳ, 03 ଜାନୁୟାରୀ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଗୃହ କାର୍ଯ୍ୟ ରେ ବିସ୍ତାର ହେବ । ଆୟ ରେ ଅଭାବ ଓ ଖର୍ଚ୍ଚ ରେବୃଦ୍ଧି ହେବାର ସମ୍ଭାବନା ଅଛି । ଜମି ସମ୍ବଧିତ ବିଜନେସ କରୁଥିଲେ ଆପଣନୁ ଫାଇଦା ମିଳିପାରେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହେବ । ଚାକିରି ରେ ନବୀନ ଅବସର ପ୍ରାପ୍ତି ହେବ । ରାଜନୀତି ରେ ସଫଳତା ମିଳିବ । ନିଜ ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ଲାଭ ମିଳିବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ ।

ବୃଷ ରାଶି : ଆପଣ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିଜର ସଂଚାର କୌଶଳ ର ଉପୋଯୋଗ କରନ୍ତୁ । ଆଜି ସନ୍ଧ୍ଯା ରେ ଦୀପ ଜାଲନ୍ତୁ । ଭାଗ୍ଯର ସହଯୋଗ ମିଳିବ । ରାଜନୀତି ରେ ଲୋକ ମାନେ ନିଜ କାମରେ ଖୁସି ହେବେ । ପରିବାର ଜନ ଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ରହିବ । ଆଜି ଦିନରେ ରାଜନୀତି ରେ ବିଶେଷ ସଫଳତା ମିଳିବ । ଧନ ଆଗମନର ସମ୍ଭାବନା ଅଛି । ଚାକିରି ରେ ପରିବର୍ତ୍ତନ ଆଡକୁ ଅଗ୍ରସର ହେବ । ହାସ୍ୟ ପରିହାସ ଓ ମନୋରଞ୍ଜନ ରେ ସମୟ ବ୍ଯତୀତ ହେବ ।

ମିଥୁନ ରାଶି : ମାତା ପିତା ଙ୍କ ଆସିର୍ବ୍ଦ ପ୍ରାପ୍ତ ହେବ । ମାତା ଙ୍କ ଆଶୀର୍ବାଦ କାରଣ ରୁ କଲ୍ୟାଣ ପ୍ରାପ୍ତ ହେବ । ସନ୍ତାନ ଙ୍କ ଶିକ୍ଷା ଓ ଆଗାମୀ ଭବିଷ୍ୟ ପାଇଁ ଚିନ୍ତାରେ ରହିବେ । ବ୍ୟାପାରୀ ଙ୍କୁ ବିବାଦୀୟ ସ୍ଥିତି ଦେଖିବାକୁ ପଡିପାରେ । ବଜାର ରେ ପ୍ରତିଯୋଗୀତା ବଢିବା କାରଣରୁ ସମସ୍ଯା ହୋଇପାରେ । ସ୍ଵଭାବରେ ଚିଡିଚିଡାପଣ ଆସିପାରେ । ଧାର୍ମିକ ସଂଗୀତ ରେ ରୁଚି ବଢିବ । ପରିବାର ଲୋକେ ଆପଣଙ୍କୁ ଖସି ଦେବେ ।

କର୍କଟ ରାଶି : କୌଣସି ଯାତ୍ରା ରେ ଗଲେ ବେହତର ଅନୁଭବ ହେବ । ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ମନରେ ପଜେଟିଭ ବିଚାରର ଆଗମନ ହେବ । ଆପଣଙ୍କ ଭଲ ବ୍ୟବହାର ଆପଣଙ୍କୁ ଅନ୍ୟ ପ୍ରତି ପ୍ରଭବବିତ କରିବାରେ ସହାୟକ ହେବ । ଆଜି ଧନ ଆପଣଙ୍କ ହାତ ମୁଠା କୁ ଆସିପାରେ । ପରିବାରକୁ ଯୋଡିକି ରଖିବା ପାଇନ ଆପଣ ପ୍ରୟାସ କରିବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ଛୋଟ ପ୍ରୟାସ ଫଳପ୍ରଦ ହେବ ।

ସିଂହ ରାଶି : ଆଜି ବିଚାର ରେ ତୀବ୍ର ଗତିରେ ପରିବର୍ତ୍ତନ ଆସିବ । ନୂଆ ବିଚାର ମନରେ ଆସିପାରେ । ରଚଚନାତ୍ମକ କ୍ଷେତ୍ର ରେ ଆପଣଙ୍କୁ ବିଶେଷ ସୁଖ ମିଳିବ । କାମର ପ୍ରେସର କାରଣରୁ ସମସ୍ଯା ଆସିପାରେ । ଗ୍ରହ ସ୍ଥିତି ପରିବାରରେ କଳହ ସୃଷ୍ଟି ହେବାର କାରଣ ହୋଇପାରେ । ଆପଣଙ୍କ ଦ୍ଵାରା କାର ଯାଇଥିବା ପ୍ରୟାସ ସଫଳତା ହେବ । ପାରିବାରିକ ସଦସ୍ୟଙ୍କ ଅମଧ୍ୟରେ ତାଳମେଳ ଠିକ ରହିବ । ଆପଣ ଖୁଶି ହେବେ ।

କନ୍ୟା ରାଶି : କୌଣସି ଧାର୍ମିକ କାର୍ଯ୍ୟ ରେ ଧନ ଖର୍ଚ୍ଚ ହେବାର ଯୋଗ ଅଛି । ଆଜି ଆପଣଙ୍କର ସାମାଜିକ ଲୋକପ୍ରିୟତା ବଢିବ । ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଜଲ୍ଦି ଆପଣଙ୍କର ବିବାହ ହୋଇପାରେ । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ପରିବାରର ସହଯୋଗରେ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ମାନସିକ ରୂପରେ ଶାନ୍ତ ରହିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ସହ କର୍ମୀ ଙ୍କ ପୂର୍ଣ୍ଣ ସହଯୋଗ ପାଇବେ ।

ତୁଳା ରାଶି : ତୁଳା ରାଶିର ଲୋକେ ନିଜ ଜୀବନରେ ପଜେଟିଭ ଆଣିବା ପାଇଁ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆଜି ଦିନରେ ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ଆପଣଙ୍କୁ ନିଜ ବନ୍ଧୁ ଓ ପରିଚିତ ଙ୍କ ସହ ଭଲ ସମୟ ବ୍ଯତୀତ କରିବାର ଅବସର ମିଳିବ । ପାରିବାରିକ ସଦସ୍ୟ ଙ୍କ ମଧ୍ୟରେ ଅତୁଟ ରହିବ । ସ୍ୱାସ୍ଥ୍ୟ ମାମଲାରେ ଆଜି ଆପଣଙ୍କୁ ସତର୍କ ରହିବାର ଅଛି ।

ବିଛା ରାଶି : ଆଜି ଠାରୁ ଛାତ୍ର ପଢା ରେ ଧ୍ୟାନ କେନ୍ଦ୍ରିତ କରିବେ । ଏହି ଦିନ ଆପଣଙ୍କ ପାଇଁ ଭଲ ରହିବ । ଘରର ବଡ ଗୁରୁଜନ ଙ୍କ ଭଲ ସୁଖ ପ୍ରାପ୍ତ ହେବ । କମ ରେ କିଛି ସମସ୍ଯା ହୋଇପାରେ । ଶତ୍ରୁ ମାନଙ୍କ ଠାରୁ ସତର୍କ ରୁହନ୍ତୁ । ନଚେତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । ଆପଣଙ୍କର କେହି ନିକଟତର ଆପଣଙ୍କୁ ଭାବନାତ୍ମକ ରୂପରେ ବୁଝିବେ । ବାରମ୍ବାର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦ ଦାଯକ ରହିବ । ଆପଣଙ୍କ କିସ୍ମତ ଚମକି ଉଠିବ ।

ଧନୁ ରାଶି : ଯଶ ଓ କୀର୍ତ୍ତି ରେ ବୃଦ୍ଧି ହେବ । ଆପଣ ଭଲ ଭାବେ ବିଚାର କରନ୍ତୁ । କିଛି ବଡ କାମ ସାରିବାରେ ସଫଳ ହେବେ । ଆହାଙ୍କ ଘରକୁ ଅତିଥି ଙ୍କ ଆଗମନ ହୋଇପାରେ । ପଇସା ଅଧିକ ଖର୍ଚ୍ଚ ହୋଇପାରେ । ଅନ୍ୟ କୁ ପ୍ରଭାବିତ କରିବା ପାଇଁ ନିଜର ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରିବେ । ପାରିବାରିକ ସୁଖ ସମର୍ଥନ ପ୍ରାପ୍ତ ହେବ । ନ ବୁଝି ବିଚାରୀ କୌଣସି କାର୍ଯ୍ୟ କରନ୍ତୁ ନାହି ।

ମକର ରାଶି : ଆଜି ଆପଣ ଘରର ସାଜସଜା ରେ ପରିବର୍ତ୍ତନ କରିବେ । ଏଥିରେ ମାନସିକ ସ୍ତର ରେ ବୃଦ୍ଧି ହେବ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ରହିବ । ଆଜି ଆପଣ ସଞ୍ଚୟ ଉପରେ ଧ୍ୟାନ ଦେବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । ଘରର ସଦସ୍ୟ ଙ୍କ ସ୍ନେହ ଓ ସମର୍ଥନ ଆପଣଙ୍କୁ ମିଳିବ । ବିବାହର ପ୍ରସ୍ତାବ ଆସିବ । ଆପଣ ମନ ଲଗାଇ କାମ କରିଲେ ସଫଳ ହେବେ ।

କୁମ୍ଭ ରାଶି : ନୂଆବର୍ଷ ଠାରୁ ଆପଣଙ୍କର ସମୟ ଭଲ ରହିବ । କାର୍ଯ୍ୟ ସ୍ଥଳ ରେ ଯାଞ୍ଚ ରଖିବା ଜରୁରୀ ଅଟେ । କାରଣ ଆପଣଙ୍କ ସହଯୋଗୀ ଆପଣଙ୍କ ଧର୍ଯ୍ୟ ର ପରୀକ୍ଷଣ କରିବେ । ବ୍ୟାପାର ସହ ଜଡିତ ଜାତକଙ୍କୁ ଆଜି କୌଣସି ବଡ ଡିଲ ତରବର ହୋଇ କରିବା ଉଚିତ ନୁହେଁ । ଯଦି ଆପଣଙ୍କୁ କୌଣସି ବଡ ବ୍ୟବସାୟିକ ପ୍ରସ୍ତାବ ମିଳିବ ତେବେ ଆପଣ ନିଜର ଅନୁଭବି ଲୋକଙ୍କ ଠାରୁ ଉପଦେଶ ନିଅନ୍ତୁ । ନୂଆ ସଜବାଜ କରିଲେ ଘରର ଶୋଭାରେ ବୃଦ୍ଧି ହେବ ।

ମୀନ ରାଶି : ମାତା ଙ୍କ ଠାରୁ ଲାଭ ମିଳିବ । ଧନ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । କୌଣସି ନୂଆ ଉଦ୍ୟମ ରେ ଆମଦାନୀ ଆସିବା ଆରମ୍ଭ ହେବ । ଆପଣଙ୍କର ଜରୁରୀ କାମ ସମୟ ଅନୁଯାୟୀ ପୂରଣ ହେବ । ବିପରିତ ସ୍ଥିତି ରେ ଆପଣଙ୍କୁ ଉଚ୍ଚ ଅଧିକାରୀ ଙ୍କ ପୁରା ସହଯୋଗ ମିଳିବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତି ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।