ଆଜିର ରାଶିଫଳ, 02 ମାର୍ଚ୍ଚ 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୨ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ନିଶ୍ଚିତ ରୂପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଏହା ସହିତ ଖର୍ଚ ବି ହେବ । ଘରୋଇ ସମସ୍ୟା ଛିଡା ହୋଇପାରେ । ଆଜିର ଦିନରେ କିଛି ନୂଆ ଦେଖିବାକୁ ମିଳିବ । ଆପଣଙ୍କ ଭିତରେ ଥିବା ସାହାସ ବି ବଢିବ । ନିଜର ପରିବାରର ସଦସ୍ୟଙ୍କ ଭାବନାକୁ ଆହତ ନ ପହଞ୍ଚାଇବା ପାଇଁ ନିଜ କ୍ରୋଧ ଉପରେ କାବୁ ରଖନ୍ତୁ । ମନ ପସନ୍ଦର ସାଥି ମିଳିପାରେ ।

ବୃଷ ରାଶି : ଆଜି ଆପଣଙ୍କ ସାମୀ ବହୁତ ଜଲ୍ଦି ଆଗକୁ ବଢିବ । ଆପଣଙ୍କ ଉନ୍ନତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବ । ବହୁତ ସଂଘର୍ଷ କରିବା ପରେ ଆପଣଙ୍କୁ କିଛି ସମସ୍ଯାରୁ ମୁକ୍ତି ମିଳିବ । ବର୍ତ୍ତମାନ ଧୀରେ ଧୀରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ବଡୁଥିବା ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ସନ୍ଧ୍ୟା ସମୟରେ କୌଣସି ଖାସ ଅତିଥି ଆସି ପାରନ୍ତି । ଆଜି ସମାଜରେ ମାନ ପ୍ରତିଷ୍ଠା ବୁଦ୍ଧି ହେବ ।

ମିଥୁନ ରାଶି : ମିତ୍ର ମାନଙ୍କ ତରଫରୁ କିଛି ଲାଭ ବି ମିଳିବ ଓ ତାଙ୍କ ପଛରେ ଟଙ୍କା ବି ଖର୍ଚ ହେବ । ସୁନ୍ଦର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଜୀବନସାଥି ଖୋଜୁଥିବା ଯୁବକ ମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ପରିଶ୍ରମ କରିବା ଦ୍ଵାରା ନିଶ୍ଚିତ ଲାଭ ମିଳିବ । ପରିବାରରେ ସୁଖମୟ ପରିବେଶ ରହିବ । ଆଜି ଆପଣ ନିଜର ଜୀବନରେ ସଫଳତା ନିଶ୍ଚିତ ପ୍ରାପ୍ତ କରିବେ ।

କର୍କଟ ରାଶି : ଆଜିର ଦିନ ବିଭିନ୍ନ ଘଟଣା ଆପଣଙ୍କ ସହିତ ହେବ । ସମସ୍ତ ସମସ୍ୟାର ସମଧାନ ଆପଣଙ୍କ ସାମ୍ନାରେ ଦେଖିବାକୁ ମିଳିବ । ଯଦି ଆପଣ ଆଖପାଖରେ ଲୋକ ମାନଙ୍କୁ ନିଜର ସମସ୍ୟା ବିଷୟରେ କହିବେ ତେବେ ସେମାନେ କିଛି ସାହାର୍ଯ୍ୟ କରିବେ । ଏହା ସହିତ ଆପଣଙ୍କ କାମ ପ୍ରତି ସମପ୍ରାଣ ଓ ନିଷ୍ଠା ରହିବ । ଆଜି ଆପଣଙ୍କ ମନରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆରୋଗ୍ୟ ପାଇଁ ଆଜିର ଦିନ ଶୁଭ ନୁହେଁ । ମନରେ ବ୍ୟଗ୍ରତା ରହିବ ।

ସିଂହ ରାଶି : ଗୋଟିଏ ପରେ ଗୋଟିଏ ସମସ୍ୟା ଦ୍ଵାରା ଆପଣଙ୍କ ଶାନ୍ତି ଭଙ୍ଗ ହେବ । ଏହାର ଉପାୟ ଏହା ଅଟେ କି ଆପଣ ଗୋଟିଏ ଗୋଟିଏ କରି ସମସ୍ୟାକୁ ସମଧାନ କରନ୍ତୁ । ଆଜି ଆପଣ ନିଜର କାର୍ଯ୍ୟକୁ କିଛି ଉପାୟରେ ଜଲ୍ଦି ପୁରା କରିବେ ।ଜଲ୍ଦି ସଫଳତା ମିଳିବ । ଧନ ଲାଭର ଯୋଗ ଅଛି । ଆପଣ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ ।

କନ୍ୟା ରାଶି : ନଚେତ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଧ୍ୟାନ ରଖନ୍ତୁ ଓ ଯୋଗ, ଆୟୁର୍ବେଦିକ ଉପଚାର ଦ୍ଵାରା ଅବଶ୍ୟ ଲାଭ ମିଳିବ । କିଛି ବ୍ୟାପାରୀ ଙ୍କୁ ଭଲ ଲାଭ ହେବାର ସମ୍ଭାବନା ଅଛି । ଆଜି ମାତା ପିତା ଓ ବଡ ଲୋକଙ୍କର ଆଶୀର୍ବାଦ ମିଳିଲେ ଆପଣଙ୍କ କାମ ରେ ସଫଳତା ମିଳିବ । ଆଳସ୍ୟ ଠାରୁ ଦୂରେଇ ରୁହନ୍ତୁ । ଅତିତରେ କରିଥିବା ପରିଶ୍ରମ ର ଭଲ ପରିଣାମ ଆପଣଙ୍କୁ ମିଳିବ ।

ତୁଳା ରାଶି : ବେହତର ହେବ ଅପାନ ବିଚାର କରି ନିସ୍ପତି ନିଅନ୍ତୁ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଛୋଟ ବ୍ୟାପାରୀ ଙ୍କ ପାଇଁ ଆଜି ଦିନ ଟି ଲାଭଦାୟକ ରହିବାର ଆସି । ପ୍ରେମ ଜୀବନ ସାମାନ୍ଯ ରହିବ । ଆପଣଙ୍କ ପ୍ରିୟ ମନର କଥା ଆପଣଙ୍କୁ କହିବେ । ଆଜି ଆପଣ ମନୋରଞ୍ଜନ ର ବିଭିନ୍ନ ସାଧନ ସହ ନିଜ ଜୀବନରେ ଆନନ୍ଦ ନେବେ । ଆପଣଙ୍କୁ ଅଫିସରେ କିଛି ଭାରି କାମ ପଡିପାରେ । ଅଚାନକ ରେ ଆପଣଙ୍କୁ କିଛି ଅପ୍ରତିଶିତ ଲାଭ ପ୍ରାପ୍ତ ହୋଇପାରେ ।

ବିଛା ରାଶି : ବନ୍ଧୁ ଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ପିତା ଓ ଜୀବନ ସାଥି ଙ୍କ ପୁଅର ସହଯୋଗ ପ୍ରାପ୍ତ ହେବ । ଆପଣଙ୍କୁ ବହନ୍ତୁ ଓ ପ୍ରିୟଜନ ଙ୍କ ଠାରୁ ଉପହାର ମିଳିପାରେ । କୌଣସି କାମ ପୁରା ହେବାରୁ ଅପାନଙ୍କୁ ପ୍ରସନ୍ନତା ହେବ । ଆଜି ଆପଣଙ୍କୁ ବ୍ୟାପାର ମାମଲାରେ ସତର୍କ ରହିବାର ଅଛି । ଆପଣ ପାରିବାରିକ ମାମଲାରେ ସ୍ଥିତି ଭଲ ରହିବ । ଆପଣଙ୍କ କାରୋବାର ରେ ବୃଦ୍ଧି ହେବ ।

ଧନୁ ରାଶି : ଆଜି ଆପଣଙ୍କୁ କିଛି ନୂଆ ବ୍ୟବସାୟ ପ୍ରସ୍ତାବ ମିଳିବାର ସମ୍ଭାବନା ଅଛି । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ପରିବାରର ସବୁ ସଦସ୍ୟ ଙ୍କ ପ୍ରତି ସମ୍ମାନ ବଜାୟ ରଖନ୍ତୁ । ତରବର ହୋଇ କିଛି କାମ କରନ୍ତୁ ନାହି ।ଆପଣଙ୍କ ଟଙ୍କା ଆୟ କରିବାରେ କିଛି ଖାସ ଚାନ୍ସ ମିଳିପାରେ । ବ୍ୟାପାର ଓ ଉଦ୍ଯୋଗରେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

ମକର ରାଶି : ଆୟରେ ନୂଆ ସ୍ରୋତ ହାସଲ ହେବ । ପ୍ରେମ ସମ୍ବନ୍ଧରେ କିଛି ନୂତନତା ଦେଖିବାକୁ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ । ଆଜି ଆପଣ ନିଜର ପରିଜନ ମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କୁ ଟଙ୍କା ସହ ଜଡିତ ସଠିକ ଯୋଜନା କରିବାରେ ଭଲ ଉପାୟ ମିଳିବାର ଅଛି । ଚାକିରିରେ ଅଫିସର ମାନଙ୍କ ସହ ମତଭେଦ ହୋଇପାରେ । ସଫଳତା ପୂର୍ବକ ସବୁ କାମ ପୁରା ହେବ ।

କୁମ୍ଭ ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ଇଚ୍ଛା ବିରୁଦ୍ଧ କୌଣସି ଅତିରିକ୍ତ ଦାୟିତ୍ଵ ମିଳିପାରେ । ମିତ୍ର ମାନଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଯାହା କାରଣରୁ ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଚାକିରି କରୁଥିଲେ ପଦୋନ୍ନତି ହେବ । ବିଦେଶରେ ପଢିବାର ଅବସର ମିଳିବ । ଆୟରେ ବୃଦ୍ଧି ହେବ । ନୂଆ ବାସର ପ୍ରାପ୍ତ ହେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।

ମୀନ ରାଶି : ଆପଣଙ୍କ ପାଇଁ ସମୟ ଭଲ ଆସୁଛି । ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା କରାଯିବ । ଶୁଭ ଖବର ମିଳିବ । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଫାଇଦା ମିଳିବ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ବେହତର ହେବ । ବନ୍ଧୁଙ୍କ ସହ ମିଳାମିଶା ବଢିବ । ଅନେକ ପ୍ରକାରର ଧନ ଲାଭ ଓ ବଡ ସଫଳତା ମିଳିବ । ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।