ଆଜିର ରାଶିଫଳ, 01 ଜାନୁୟାରୀ 2023, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୧ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ମାନ ସମ୍ମାନରେ ଆଞ୍ଚ ଆସିବାକୁ ଦିଅନ୍ତୁ ନାହି । ଧନ ସହ ଜଡିତ କାର୍ଯ୍ୟ ରେ ସଫଳ ହେବେ । ଯଦି  ଆପଣ କୌଣସି ପ୍ରକାରର ବିଜନେସ ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ଆଜି ଦିନ ଟି ବହୁତ ଭଲ ରହିବ । ନିଜର ବ୍ୟକ୍ତିଗତ ଭାବନା ଓ ଗୋପନୀୟ କଥା ପ୍ରିୟ ଲୋକଙ୍କୁ କହିପାରିବେ । ବଡ ମାମଲାର ସମାଧାନ ହେବ । ସନ୍ତାନ ପକ୍ଷ ରୁ ଖୁସି ଖବର ପ୍ରାପ୍ତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବୃଷ ରାଶି : ଆଜି ଅନ୍ୟ କଥାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।ଯାହା ବି କାମ କରିବେ ଭଲ ଭାବେ ବିଚାର କରନ୍ତୁ । ନୂଆ ସ୍ରୋତ ରେ ଆଜି ଆପଣଙ୍କୁ ଆଶା ଠାରୁ ଅଧିକ ଧନ ଲାଭ ହେବାର ସମ୍ଭାବନା ଅଛି । ଖର୍ଚ୍ଚ ରେ ସଂଯମ ରଖନ୍ତୁ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଯଦି ଆପଣ କୌଣସି ପରିସ୍ଥିତି କୁ ଭୟ କରିବେ ତେବେ ଆପଣ ଫସିପାରନ୍ତି । ବ୍ୟାପାର ସାମାନ୍ଯ ରହିବ ।

ମିଥୁନ ରାଶି : ସେୟାର ରେ ଧନର ନିବେଶ ବିଚାର କୃ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଲୋକଙ୍କ ପୁରୁଣା ସମସ୍ୟାର ସମାଧାନ ହେବାର ନଜର ଆସୁଛି । ଆର୍ଥିକ କ୍ଷେତ୍ରରେ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । କିଛି କାମ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ସନ୍ତାନଙ୍କ କ୍ଷେତ୍ରରେ ଧନ ଖର୍ଚ୍ଚ ହେବ ।  ଆଜି ଆପଣ ବନ୍ଧୁ ଙ୍କ ସହ ପ୍ରବାସ ପର୍ଯ୍ୟଟନ ର ଆୟୋଜନ କରିବେ ।

କର୍କଟ ରାଶି : ସାମାଜିକ ମାନ ସାମନାରେ ବୃଦ୍ଧି ହେବ । ଆଜି ଆପଣଙ୍କର ପଇସା ମାମଲାରେ ସମାଧାନ ହେବ । ସ୍ଥିତି ଊ ସୁଧାରିବା ପାଇଁ ଆପଣ ବିଚାର କରିବେ । ଅଧିକାରୀ ଙ୍କ ଠାରୁ ଖାସ ପରିଚୟ ପାଇବେ । ଆଜି ଅନ୍ୟ କୁ ଦେଇଥିବା ଧନ ପ୍ରାପ୍ତ ହେବ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହି । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ପକ୍ଷ ରେ କୌଣସି ପରିବର୍ତ୍ତନ ହୋଇପାରେ ।

ସିଂହ ରାଶି : ଛୋଟ ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ ହେବ । ଅଫିସରେ ଆପଣଙ୍କ ଦାୟିତ୍ଵବାନ କାମ ମିଳିବ । ଯାହାକୁ ପୁରା କରିବାରେ ଆପଣ ଫାଇଦା ପାଇବେ । କୌଣସି ଖାସ ବ୍ୟକ୍ତି ଆପଣଙ୍କ କଥା ଶୁଣିବେ । କାମର ଆରମ୍ଭ ଯେଉଁ ପ୍ରାକାରର ରେ ଆପଣ ଉଶ୍ଚାହ ହୋଇ କରିବେ ତାହା ଶେଷ କରିବାରେ ଆପଣ ଜରୁର ଚେଷ୍ଟା କରିବେ । ଅଧିକ ଦାୟିତ୍ଵ ନିଅନ୍ତୁ ନାହି ।

କନ୍ୟା ରାଶି : ଭାଗ୍ୟ ପୂର୍ଣ୍ଣ ରୂପରେ ସହଯୋଗ ପ୍ରଦାନ କରିବ । ଧନର ସ୍ଥିତି ମଜବୁତ ରହିବ । କଞ୍ଜୁସ ଭାବ ରଖନ୍ତୁ ନାହି । ପାର୍ଟନର ଙ୍କ ବଢୁଥିବା ବିଶ୍ଵାସ ଓ ଅହଂକାର ଆପଣଙ୍କ ପାଇଁ କଷ୍ଟର କାରଣ ହୋଇପାରେ । ଅଯଥା କାମରେ ନିୟୋଜିତ ହୁଅନ୍ତୁ ନାହି । ଅଟକି ଥିବା କାମରେ ଆପଣଙ୍କ ଭାଇ ସହ ସହୟଗ ପାଇବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ଵ ଆସିବ ଯାହାକୁ ପୁରା କରିବାରେ ଆପଣ ସଫଳ ହେବେ ।

ତୁଳା ରାଶି : ଆଜି ପଇସାର ଅଭାବ ରହିବ ନାହି । ନୂଆ କାର୍ଯ୍ୟ ଯୋଜନା ରେ ବଞ୍ଚିତ ଲାଭର ସମ୍ଭାବନା ଅଛି । ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ରହିବ । ପୂର୍ବରୁ ଚାଲି ଆସୁଥିବା ସମୟର ସମାଧାନ ଆଜି ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଆପଣଙ୍କ ପୁରା ଦିନ ଉଶ୍ଚାହ ରେ ଭରପୁର ରହିବ । ପରିବାର ଲୋକଙ୍କ ସହ ଆପଣ ଭଲ ସମୟ ବ୍ଯତୀତ କରିବେ ।

ବିଛା ରାଶି : କାମ କାର୍ଯ୍ୟ ରେ ଆଜି ଆପଣଙ୍କୁ ଭଲ ଧନ ଲାଭ ହେବ । ଆପଣ ସମସ୍ତଙ୍କ ଆଗରେ ଭଲ ସାବ୍ୟସ୍ତ ହେବେ । ପରିବାର ରେ ଧାର୍ମିକ କାର୍ଯ୍ୟ ର ଯୋଜନା କରିବେ । ଆଜି ଆପଣଙ୍କର କିସ୍ମତ ବଦଳିବାର ଅଛି । ସନ୍ଧ୍ୟା ରେ ଆଜି ଆପଣ ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇ ଖୁସି ହେବେ । ଲକ୍ଷ୍ୟ ପ୍ରାପ୍ତ କରିବାରେ ଚ୍ୟାଲେଞ୍ଜ ର ସାମନା କରିବାକୁ ପଡିପାରେ । ପରିବାର ସହ ଯାତ୍ରା କରି ପାରନ୍ତି । ଆର୍ଥିକ ପକ୍ଷ ମଜବୁତ ହେବ ।

ଧନୁ ରାଶି : ନିଜର ଯୋଗ୍ୟତା ଓ ପ୍ରତିଭା ର ସଠିକ ଭାବେ ବ୍ୟବହାର କରନ୍ତୁ । ଦିନର ଆରମ୍ଭ ଫୁର୍ତ୍ତି ସହ କରିବେ । ପଇସାର ଲେନଦେନ ସମୟରେ ସତର୍କ ରୁହନ୍ତୁ । କୌଣସି ଶୁଭ ସମଚର ମିଳିପାରେ । ସନ୍ଧ୍ୟା ରେ ଖୁସି ଭରା ମାହୋଲ ରହିବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ନିଜକୁ ଏମିତି କାମରେ ବ୍ୟସ୍ତ ରଖନ୍ତୁ ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ । ଆପଣ ଅଧିକ ଟଙ୍କା ପାଇଁ ଅଭିନବ ବିଚାରର ଉପୋଯୋଗ କରନ୍ତୁ ।

ମକର ରାଶି : କ୍ଯାରିୟର ସମ୍ଭଧିତ ନୂଆ ଅବସର ପ୍ରାପ୍ତ ହେବ । ଯାହା କାରଣରୁ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ନିଜ ପ୍ରତିଭା ଦେଖାଇବାର ଅବସର ମିଳିବ । ଇନକମ ବଢାଇବାର କିଛି ନୂଆ ମୌକା ମିଳିପାରେ । ପରିବାର ରେ ଆପଣଙ୍କୁ ପଜେଟିଭ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ନିଜର ଲୁଚି ରହିଥିବା କ୍ଷମାତାକୁ ବାହାରକୁ ଆଣିବାକୁ ଉତ୍ତମ ସମୟ ରହିଛି ।

କୁମ୍ଭ ରାଶି : ବ୍ୟକ୍ତିଗତ ସମ୍ପର୍କରେ ସୁଧାର ଆସିବ । ପାର୍ଟନରସିପ ବ୍ୟାପାର ରେ ଲାଭବାନ ହେବେ । ଆଜି ଦିନରେ ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପ୍ରେମ ଓ ବ୍ୟାପାର ର ପୁରା ସହଯୋଗ ମିଳିବ । ସନ୍ତାନ ଙ୍କ ଠାରୁ ଶୁଭ ସମାଚାର ପରପ୍ତ ହେବ । ଆଜି ଦିନରେ କୌଣସି ପ୍ରକାରର ନିବେଶ କରନ୍ତୁ ନାହି । ବାପଘରୁ ଭଲ ଲାଭ ହୋଇପାରେ ବା ଶୁଭ ଖବର ମିଳିପାରେ । ଆର୍ଥିକ ଲାଭର ସମ୍ଭାବନା ଅଛି ।

ମୀନ ରାଶି : ଆପଣ ରାଗରେ ନେଇଥିବା ନିସ୍ପତି କାରଣରୁ ଅନୁତାପ କରିବେ । ଆପଣ ଅନେକ ଚିନ୍ତାରେ ଘେରି ହୋଇ ରହିବେ । ଘରେ ସ୍ଥିତି ଅନୁକୂଳ ରହିବ । ପରିଜନ ଙ୍କ ସହ ସମ୍ପର୍କ ଭଲ ରହିବ । ପଇସା କଥା କହିବାକୁ ଗଲେ ଅଧିକ ଖର୍ଚ୍ଚ ବଢିପାରେ । ଆପଣଙ୍କ ଆମଦାନି ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାୟ ମାଗିବେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।