2023 ଜାନୁଆରୀ 1, ନୂଆବର୍ଷରେ ଏହି 8ଟି ରାଶି ହେବେ ମାଲାମାଲ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ମୋକ୍ଷର ଦେବତା । ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ଉନ୍ନତି ହୋଇଥାଏ । କିନ୍ତୁ ତାଙ୍କର କୁଦୃଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ତଳିତଳାନ୍ତ ହୋଇଯାଏ । ତେବେ ଆସନ୍ତା କାଲି ହେଉଛି ନୂଆବର୍ଷ ୨୦୨୩ । ଆଉ ଆଜି ବିଦାୟ ନେବ ୨୦୨୨ ବର୍ଷ । ଜାନୁଆରୀ ୧ ୨୦୨୩ ନୂଆବର୍ଷ ରେ ହେବାକୁ ଯାଉଛି କାଳସର୍ପ ଯୋଗ । ଭଗବାନ ଶନିଦେବ ଙ୍କ କୃପାରୁ ୧୨ଟି ରାଶିଙ୍କ ମଧ୍ୟରୁ ୮ଟି ରାଶିଙ୍କ ଜୀବନ ବଦଳିବାକୁ ଯାଉଛି । ନୂଆବର୍ଷର ପ୍ରଥମ ଦିନ ଠାରୁ ଏହି ରାଶି ହେବାକୁ ଯାଉଛନ୍ତି ଧନରେ ମାଲାମାଲ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ସଂପୂର୍ଣ୍ଣ ଇବାରଣୀ ।

ମକର ରାଶି : ଭଗବାନ ଶନିଦେବଙ୍କ କୃପାରୁ ନୂଆବର୍ଷ ଠାରୁ ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । କୌଣସି କ୍ଷେତ୍ରରୁ ଆକସ୍ମିକ ଧନ ଲାଭ ହେବ । ଜୀବନରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବେ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ସମ୍ପର୍କ ମଜବୁତ ହେବ ।

ମେଷ ରାଶି : ଏହି ରାଶିର ଲୋକଙ୍କର କିସ୍ମତ ଚମକିବାକୁ ଯାଉଛି ନୂଆବର୍ଷ ଠାରୁ । ଜାନୁଆରୀ 1ରୁ ଆପଣଙ୍କ ଜୀବନରେ କିଛି ଏମିତି ପରିବର୍ତ୍ତନ ହେବ ଯାହାର କଳ୍ପନା ଆପଣ କେବେ କରିନ ଥିବେ । ଅଟକି ରହିଥିବା କାମ ଆରମ୍ଭ ହେବ । ନୂଆ ଜୀବନର ଆରମ୍ଭ ହେବାକୁ ଯାଉଛି ।

ବୃଷ ରାଶି : ଭଗବାନ ଶନିଦେବଙ୍କ କୃପା ଆପଣଙ୍କ ଉପରେ ଲଗାତାର ରହିବ । ଯାହା କାରଣରୁ ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି । ଯେଉଁ ମାନେ ଚାକିରି ସନ୍ଧାନରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ନୂଆବର୍ଷ ଠାରୁ ଆପଣଙ୍କ ଜୀବନରେ ଖାଲି ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମନ ଚାହୁଁଥିବା ଚାକିରି ମିଳିପାରେ । ସନ୍ତାନ ପକ୍ଷରୁ ସୁଖ ଖବର ମିଳିବ ।

ସିଂହ ରାଶି : ଆପଣଙ୍କ ଜୀବନରେ ଭଗବାନ ଶନିଦେବଙ୍କ କୃପାରୁ ଅନେକ ସାରା ପରିବର୍ତ୍ତନ ହେବ ନୂଆବର୍ଷ ଜାନୁଆରୀ 1 ରୁ । ପ୍ରେମ ଜୀବନରେ ଯାହାବି ସମସ୍ଯା ରହିଥିଲା ତାହା ଦୂର ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ବେରୋଜଗାର ମାନଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି ।

ଧନୁ ରାଶି : ଏହି ରାଶିର ଲୋକଙ୍କର ସୋଇଥିବା ଭାଗ୍ୟ ଏବେ ଉଦୟ ହେବାକୁ ଯାଉଛି ନୂଆବର୍ଷ ଠାରୁ । ଶନିଦେବଙ୍କ କୃପାରୁ ଆପଣଙ୍କର ସବୁ ସମସ୍ୟାର ସମଧାନ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଭାବନା ଶନିଙ୍କ କୃପାରୁ ଅଟକି ରହିଥିବା ଧନ ଫେରିପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ସନ୍ତାନଙ୍କର ଉନ୍ନତି ହେବ ।

ମିଥୁନ ରାଶି : ଏହି ରାଶିର ଲୋକଙ୍କର ଆୟରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣ ବଡ ନିବେଶ କରିଲେ ଫାଇଦା ରେ ରହିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।