Tunguru ଓ Barsha ପ୍ରେମରେ ଆସିଲା ନୂଆ ମୋଡ, ଭଙ୍ଗା ମନ ନେଇ ପ୍ରଥମ ସ୍ୱାମୀ ପାଖକୁ…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣଙ୍କର ନିଶ୍ଚୟ ମନେ ଥିବ ଗତ କିଛି ଦିନ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଭୋଳ ଙ୍କ ପ୍ରେମ କାହାଣୀ । ଦୁହିଙ୍କର ପ୍ରେମ କାହାଣୀ କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣି ଥରେ ଦୁହିଙ୍କ ସମ୍ପର୍କକୁ ନେଇ ଆସିଛି ଏକ ବଡ ଖବର । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସେ ଟୁଙ୍ଗୁରୁ ପ୍ରେମ ମିଛ ମୋ ହିରୋଇନ ହେବା ମିଛ । ସେ ସବୁ ହେଉଛି କ୍ଷଣିକ ସୁଖ । ପ୍ରକୃତ ସୁଖ ହେଉଛି ଶଙ୍ଖା ସିନ୍ଦୁର । ହଁ ଦର୍ଶକ ବନ୍ଧୁ ଏବେ କୁଆଡେ ବୁଝିସାରିଲେଣି ବର୍ଷା ଭୋଳ । ଆଉ ଟୁଙ୍ଗୁରୁ ଭୋଳ ପାଖରେ ବର୍ଷା ଙ୍କର ମନ ନାହି । ଆଉ ଟୁଙ୍ଗୁରୁ ର ପ୍ରେମ ପାଇବାକୁ ବର୍ଷା ଆଉ ଜିଦି ଧରୁ ନାହାନ୍ତି କି ସିନେମା ବା ସିରିଏଲରେ ଅଭିନୟ କରିବା ପାଇଁ ବର୍ଷାଙ୍କର ଆଉ ମନ ନାହି ।

ଏମିତିକି ମ୍ୟୁଜିକ ଭିଡିଓ ରେ ହିରୋଇନ ହେବା ପାଇଁ ବର୍ଷା ଙ୍କର ଆଉ ମନ ନାହି । କାରଣ ସେ ବହୁତ ହିରୋଇନ ହେଲେ ମ୍ୟୁଜିକ ଭିଡିଓ ଆଉ ସିନେମା କରିଲେ । ଶେଷରେ ଲୋକେ ତାଙ୍କୁ ଦେଶ ବିଦେଶରେ ମଧ୍ୟ ଜାଣିଲେ । ସତରେ ସେ ହିରୋଇନ ହୋଇଗଲେ । ଏବେ କିନ୍ତୁ ବର୍ଷା ବୁଝିସାରିଲେଣି ସେ ପ୍ରେମ ଆଉ ଅଭିନୟ ମିଛ ।

ମିଛ ସବୁ ସତ କେବଳ ଶଙ୍ଖା ସିନ୍ଦୁର ଆଉ ଯିଏ ଅଗ୍ନିକୁ ସାକ୍ଷୀ ରଖି ସାତ କଳସ ଆଠ ଦୀପ ଜାଳି ତାକୁ ବିବାହ କରିଛି । ସତ ହେଉଛି ସ୍ଵାମୀ ମିଛ ହେଉଛି ଟୁଙ୍ଗୁରୁ ପ୍ରେମ । ଖାଲି ମିଛ ସତ ମିଛ । ଆଉ ସତ ସତ ହେଉଛି ପ୍ରକୃତ ପ୍ରେମ ହେଉଛି ଯାହାକୁ ହାତ ଧରି ବିବାହ କରିଛନ୍ତି ବର୍ଷା । ହୃଦୟ ହୃଦୟରୁ ବର୍ଷା ବୁଝିସାରିଲେଣି । ଏସବୁ ବୁଝିବା ପରେ ବର୍ଷା କୁଆଡେ ନିଜ ପ୍ରଥମ ସ୍ବାମୀଙ୍କ ଘରକୁ ଲେଉଟିଛନ୍ତି ।

ଆଉ ଏହାରି ଭିତରେ ପ୍ରଥମ ସ୍ବାମୀଙ୍କ ଘର ଆଗରେ ବର୍ଷାଙ୍କୁ ପ୍ରବଳ ବିରୋଧ କରାଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ରେ କେତେ ସତ୍ୟାସତ ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି କିନ୍ତୁ ଏହି ଭିଡିଓରେ କ୍ୟାପ୍ସନ ଏମିତି ଲେଖା ହୋଇ ଭାଇରାଲ ହେଉଛି ଗତ କିଛି ସମୟ ହେବ । ଯାହାକୁ ଦେଖି ସାରିବା ପରେ ଲୋକେ କହୁଛନ୍ତି ଯାହା ହୋଇଛି ଭଲ ହୋଇଛି ।

କିନ୍ତୁ କଥାରେ ଅଛି ଭୁଲ ଥିଲେ କ୍ଷମା ଅଛି । ଯଦି ବର୍ଷା ନିଜ ଭୁଲ ବୁଝି ନିଜ ସ୍ଵାମୀ, ପିଲାଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି କିମ୍ବା ଆଉ ଥରେ ନିଜର ସଂସାର ଗଢିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବିରୋଧ ନ କରି ସମର୍ଥନ କରିବାକୁ ଆଉ କିଛି ଲୋକେ କମେଣ୍ଟ ଦେଇଛନ୍ତି । ତେବେ ଏ ସବୁ ଭିତରେ ବର୍ଷା ଯେବେ ସ୍ବାମୀଙ୍କ ଘରକୁ ଫେରିଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।