ଆଜିର ରାଶିଫଳ, 01 ଏପ୍ରିଲ 2024, ସୋମବାର, ମହାଦେବ’ ଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 01 ଏପ୍ରିଲ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କ ପୁରା ଦିନ ଉଶ୍ଚାହ ରେ ଭରି ରହିବ । ପରିବାର ଲୋକଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ନିଜର ବୁଦ୍ଧି ଓ ଦକ୍ଷତା ଦ୍ଵାରା ସବୁ କାମ ନିଖୁଣ ଭାବେ କରିବେ । ନଚେତ ସେ ଆପଣଙ୍କ ଉପରେ ରାଗି ପାରନ୍ତି । ସନ୍ତାନ କୁ ନେଇ ଚିନ୍ତାରେ ରହିବେ । ଆପଣ ଯେଉଁ ବି ନିସ୍ପତି ନେବେ ବହୁତ ଭଲରେ ବିଚାର କରନ୍ତୁ ।କିଛି ପଦକ୍ଷେପ ନେବା ପୂର୍ବରୁ ସିନିୟର୍ସ ଙ୍କ ପରାମର୍ଶ ନିଅନ୍ତୁ ତେବେ ଭଲ ହେବ ।

ବୃଷ ରାଶି : ଚାକିରି ରେ ପ୍ରମୋଶନ ହେବାର ଯୋଗ ଅଛି । କାମ କାର୍ଯ୍ୟ ସହ ଜଡିତ ବଡ ନିସ୍ପତି ନେଇ ପାରନ୍ତି । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଦିନ ଭଲ ଅଛି । ଆଜି ଆପଣ କୌଣସି ନିବେଶ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ । ବ୍ୟବସାୟ କରୁଥିବା ଲୋକେ ଯଦି ନୂଆ ଯୋଜନା ଆସୁଛି ତେବେ ତୁରନ୍ତ ତାହାକୁ କାର୍ଯ୍ୟ କାରୀ କରନ୍ତୁ । ନିଶ୍ଚୟ ସେଥିରୁ ଲାଭ ପାଇବେ । ଆପଣଙ୍କୁ ନିଜର ଆତ୍ମ ସମ୍ମାନ କୁ ନେଇ ଚିନ୍ତା କରିବାର ଜରୁରତ ନାହି । ପଜେଟିଭ ରୁହନ୍ତୁ ।

ମିଥୁନ ରାଶି : ଭବିଷ୍ୟତରେ କିଛି ପରିଯୋଜନା କୁ ନେଇ ଧନ ନିବେଶ କରିବେ । ଶତ୍ରୁ ପରସ୍ତ ହେବେ । ଧ୍ୟାନ ଓ ଯୋଗ କୁ ଦିନଚର୍ଜ୍ୟା ର ଅଂସ ବନନ୍ତୁ । ଆଜି ଆପଣ ଅସହାୟ ଲୋକଙ୍କର ସାହାଜ୍ଯ କରିବେ । ପରିବାର ସହ ଭଲ ସମୟ ବ୍ଯତୀତ କରିବେ । ଯାତ୍ରା ଆଦିର ଲାଭ ଉଠାଇବେ । କାମ କାର୍ଯ୍ୟ ରେ ଭଲ ଫାଇଦା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ସ୍ଥିତି ଦେଖିବାକୁ ମିଳିବ । ଆପଣ ବ୍ୟବହାର ରେ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ସନ୍ତାନ ଙ୍କୁ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରନ୍ତୁ ।

କର୍କଟ ରାଶି : ସଫଳତା ପାଇଁ ଧର୍ଯ୍ୟ ଜରୁର ରଖନ୍ତୁ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । କ୍ଯାରିୟର ରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଭଲ ଅବସର ମିଳିବ । ଆଜି ଆପଣଙ୍କର ଅଟକିଥିବା କାର୍ଯ୍ୟ ପୁରା ହେବ । ମାତା ଙ୍କ ଭାଗ୍ୟରୁ ବଡ ସଫଳତା ମିଳିବ । ଆଜି ଆପଣ ଦିନ ସାରା ହସ ଖୁସି ରେ ବ୍ଯତୀତ କରିବେ । ଦିନର ଆରମ୍ଭ ଆତ୍ମବିଶ୍ଵାସ ସହ ହେବ । ପରିବାରର ସହଯୋଗ ଓ ସ୍ନେହ ପାଇବେ ।

ସିଂହ ରାଶି : ସନ୍ତାନ କୁ ନେଇ ବଡ ଚିନ୍ତାରେ ରହିବେ । ଆପଣ ଯେଉଁ ବି ନିସ୍ପତି କରିବେ ତାହା ଉପରେ ବିଚାର କରନ୍ତୁ । ପରିବାର ରେ କୌଣସି କାର୍ଯ୍ୟ କ୍ରମକୁ ନେଇ ବିଛା ବିମର୍ଶ କରନ୍ତୁ । ଆଜି ଦିନରେ କ୍ୟାରିୟର କୁ ନେଇ ସୁଖଦ ପରିଣାମ ମିଳିବ । ଆଜି ଆପଣ ନିଜ କାମ ଉପରେ ଓ ଭବିଷ୍ୟ କୁ ନେଇ ଯୋଜନା ବନାଇବାରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ମନ ଇଚ୍ଛା ପୁରା ହେବ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।

କନ୍ୟା ରାଶି : ସନ୍ତାନଙ୍କ ଠାରୁ ଆପଣଙ୍କୁ ପ୍ରସନ୍ନତା ଦାୟକ ଖବର ଶୁଣିବାକୁ ମିଳିପାରେ । କୌଣସି ପଦକ୍ଷେପ ନେବା ପୂର୍ବରୁ ସିନିୟର୍ସ ମାନଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ପାରିବାରିକ ସୁଖ ଭଲ ରହିବ । ଆପଣଙ୍କର ରଚନାତ୍ମକ ରେ ଲୋକ ଆକର୍ଷିତ ହେବେ । ଆଜି ନିଜର କାମର ଚ୍ୟାଲେଞ୍ଜ ଓ କମଜୋରି କୁ ନେଇ ଗମ୍ଭୀର ରହିବେ । ଆଜି ଦିନରେ ପଇସାକୁ ନେଇ ଖାସ ରହିବ । ଧନ ଅନିତ ମାମଲା ଭଲ ରହିବ ।

ତୁଳା ରାଶି : ଅଯଥା ସମୟ ବରବାତ କରନ୍ତୁ ନାହି । ଆଜି ମନରେ ଅନେକ ପ୍ରକାରର ନେଗେଟିଭ ବିଚାର ଆସିପାରେ । ଯଦି ଆପଣ ବ୍ୟାପାରି ତେବେ ନିଜର କାରୋବାର ଆଗକୁ ବଢାଇବା ପାଇଁ ଯୋଜନା ବନାଇବେ । ତେବେ ଆପଣଙ୍କ ପାଇଁ ଭଲ ଅବସର ପ୍ରାପ୍ତ ହେବ । ଅନ୍ୟ ର ଶିକ୍ଷା ରେ ନିଜର କ୍ଷତି କରନ୍ତୁ ନାହି । ଘର ର ଯେଉଁ କାମ ଅନେକ ଦିନରୁ ପଡି ରହିଥିଲା ତାହା ଏବେ ପୁରା ହେବ ।

ବିଛା ରାଶି : ଆଜି ଆପଣ ଅନ୍ୟ ପାଇଁ ଖରାପ ଚିନ୍ତା କରନ୍ତୁ ନାହି । ଛାତ୍ର ଯେଉଁ କାମ ମନ ଲଗାଇ କରିବେ ସେମାନଙ୍କୁ ଜରୁର ସଫଳତା ମିଳିବ । ମାନ ସମାନ ପ୍ରାପ୍ତ ହେବ । ଆୟରେ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ଅଛି । କାର୍ଯ୍ୟ ପ୍ରତି ଜୋସ ଓ ଉଶ୍ଚାହ ରହିବ । ବାହନ ସୁଖରେ ବୃଦ୍ଧି ହେବ । ଧର୍ଯ୍ୟ ଶୀଳତା ରେ ଅଭାବ ହେବ । ଘର ପରିବାରରେ ଧାମିକ କାର୍ଯ୍ୟ ହେବ । ଆପଣ କେତେ ଚିନ୍ତା କରୁଛନ୍ତି ଆଉ କେତେ କରୁଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ ।

ଧନୁ ରାଶି : ଜୀବନ ସାଥିଙ୍କ ସହ ଚାଲିଥିବା ବାଦ ବିବାଦ ଏବେ ଦୂର ହେବ । କରଜ ସମ୍ବଧିତ ସମସ୍ୟାରୁ ମୁକ୍ତି ପାଇବେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପିଲାଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ କାମ ଦେଖି ଲୋକ ଆପଣଙ୍କ ଉପରେ ଖୁସି ହେବେ । ଲୋକେ ଆପଣଙ୍କ ସହ ଯୋଡି ହେବାକୁ ଚେଷ୍ଟା କରିବେ । ଘରୋଇ କଳହ ସାନ୍ତ ହେବ କାରଣରୁ ଆଜି ଆପଣଙ୍କର ବଡ ଚିନ୍ତା ଦୂର ହେବ । ଘରେ ବାହାରେ ଆଲୋଚନା ହେବ ।

ମକର ରାଶି : ନିଜ ଲୋକଙ୍କ ସହ ଲମ୍ବା ସମୟ ପରେ ବହୁତ ଭଲ ସମୟ ବିତାଇବେ । ସାମାଜିକ କାର୍ଯ୍ୟ କରିବାର ପ୍ରେରଣା ପ୍ରାପ୍ତ ହେବ । କୌଣସି ସୁଖଦ ଯାତ୍ରା କରିବାର ଆସର ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସ୍ନେହ ଆଦର ପାଇବେ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାଜ୍ଯ କରିବ । ଲୋକଙ୍କ ରାଏ ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହେବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବହତୁ ଭଲ ରହିବ ।

କୁମ୍ଭ ରାଶି : ରାଜନୀତି ରେ କୌଣସି ଉଚ୍ଚ ନେତା ଙ୍କ ସହ ଭେଟ ହେବ । ଘର କାମରେ ନିଜର ଦାୟିତ୍ଵ ଠିକ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ । ଏମିତି ହେଲେ ପାରିବାରିକ ଜୀବନ ସୁଖଦ ରହିବ । ଜୀବନରେ ବଡ ପରିବର୍ତ୍ତନ ହୋଇପାରେ । ଅଚାନକ କୌଣସି ସ୍ଥାନକୁ ଯାତ୍ରା କରିବେ । ଆଜି ସୁଖ ସୁବିଧାରେ ଲାଭ ଉଠାନ୍ତୁ । ଆଜି ଦିନରେ ଏମିତି ଅବସର ହାତକୁ ଲାଗିବ ଯାହାର ଅପେକ୍ଷା ଲମ୍ବା ସମୟରୁ ରହିଥିଲା ।

ମୀନ ରାଶି : ପଜେଟିଭ ରହି ବି ଅଭାବକୁ ଦୂର କରନ୍ତୁ । ଯଦି ଆପଣ କଳା କ୍ଷେତ୍ରରେ ଜଡିତ ଅଛନ୍ତି ତେବେ ଚାକିରି ପାଇଁ ଫୋନ ଆସିପାରେ । କଠିନ ସମସ୍ୟାର ପ୍ରଶ୍ନ ର ଉତ୍ତର ଖୋଜିବାରେ ଆପଣ ବ୍ୟସ୍ତ ରହିବେ । ମାର୍କେଟିଙ୍ଗ କ୍ଷେତ୍ର ରେ କାମ କରୁଥିଲେ ଲାଭବାନ ହେବେ । ଆପଣଙ୍କର ନୈତିକ ମୂଲ୍ୟ ଓ ଆଧ୍ୟାତ୍ମ ଆଡକୁ ଆକର୍ଷଣ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।