ଆଜିର ରାଶିଫଳ, 02 ଏପ୍ରିଲ 2024, ମଙ୍ଗଳବାର, ମା’ ମଙ୍ଗଳାଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 02 ଏପ୍ରିଲ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଚାକିରି ରେ ସମ୍ଭାଳିକି ରୁହନ୍ତୁ । ସାଥିଙ୍କ ସହଯୋଗ ଅଧିକ  ମିଳିବ । ଜୀବନ ସାଥିଙ୍କ ସହ ଆଜି ଦିନ ଟି ବହୁତ ରୋମାଣ୍ଟିକ ରହିବ । ଆପଣ ନିଜ ସାଥିଙ୍କର ପୁରା ସହଯୋଗ ମିଳିବ । ଆପଣଙ୍କର ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କର ଆମଦାନି ରେ ବୃଦ୍ଧି ହେବାର ପ୍ରବଳ ଯୋଗ ଅଛି । ଶୁଭ ସମାଚାର ଶୁଣିବାକୁ ମିଳିବ । ଆପଣଙ୍କ ନିସ୍ପତି ଠିକ ରହିବ ।

ବୃଷ ରାଶି : ଉଧାର ରେ ଦେଇଥିବା ଟଙ୍କା ଫେରି ପାଇବେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା ହୋଇପାରେ । ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରାଇଭେଟ କରୁଥିବା ଲୋକ ଙ୍କ ଉପରେ କାର୍ଯ୍ୟ ଭାର ଅଧିକ ରହିବ । ଏମିତିରେ ଆପଣ ନିଜର ସର୍ବ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ମେହନତ କମ କରିବେ ତେବେ ଆପଣଙ୍କୁ ପରିଣାମ ଭାଲ ମିଳିବ ନାହି । କୌଣସି ପୁରୁଣା ରୋଗ ଦୁଖର କାରଣ ହୋଇପାରେ । ଅବହେଳା କରନ୍ତୁ ନାହି ।

ମିଥୁନ ରାଶି : ଶତ୍ରୁ ପରାସ୍ତ ହେବେ । ସରକାରୀ କର୍ମଚାରୀ ଙ୍କ ଥର ଆଜି ଭଲ ଖବର ମିଳିପାରେ । ଆଜି ଆପଣଙ୍କର ଘରର ସାଜସଜ ରେ ଧ୍ୟାନ ଦିଅନ୍ତୁ । ଏଥିପାଇଁ ଆପଣ ସାଥିଙ୍କ ସାହାଜ୍ଯ ମଧ୍ୟ କରିବେ । ନିଜ ଉପରେ କାବୁ ରଖନ୍ତୁ । ଏମିତି କିଛି କାମ କରନ୍ତୁ ନାହି ଯାହା ଦ୍ଵାରା ଭବିଷ୍ୟତରେ ଅନୁତାପ କରିବାକୁ ପଡିପାରେ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଆଜି ଜରୁରୀ ନିସ୍ପତି ନେବାକୁ ପଡିପାରେ ।

କର୍କଟ ରାଶି : ବିଜେନେସରେ କିଛି ପରିବର୍ତ୍ତନ ହେବାର ଯୋଗ ଅଛି । ଏହି ପରିବର୍ତ୍ତନ ଆପଣଙ୍କ ପାଖରେ ରହିବ । ଲଭ ମେଟ ଙ୍କ ତରଫରୁ କିଛି ଉପହାର ମିଳିପାରେ । କୌଣସି କାମ ଧର୍ଯ୍ୟ ସହକାରେ କରନ୍ତୁ । ପରିବାରରେ କୌଣସି କଥାକୁ ନେଇ ଚର୍ଚ୍ଚା ହୋଇପାରେ । ନିଜ ସହ କାମ କରୁଥିବା ଲୋକଙ୍କ ସହ ସମ୍ପର୍କ ଭଲ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ ସାହାଜ୍ଯ ମିଳିବ । ମାନସିକ ସ୍ଥିତି ଭଲ ରହିବ ।

ସିଂହ ରାଶି : ଆପଣଙ୍କର କାରୋବାରରେ ବୃଦ୍ଧି ହେବ । ପଇସା ମାମଲାରେ ଆଜି ଦିନ ଟି ଠିକ ଠାକ ରହିବାର ଅଛି । ଏହି ସମୟରେ ନିଜର ସଞ୍ଚୟ ଉପରେ ଅଧିକ ଧ୍ୟାନ ଦେବାର ଅଛି । ସନ୍ଧ୍ୟାରେ ପରିବାର ସଦସ୍ୟ ଙ୍କ ସହ ଜରୁରୀ କଥା କୁ ନେଇ ଆଲୋଚନା କରିବେ । ବିଦ୍ୟାର୍ଥୀ ନିଜ ପଢା ରେ ଫୋକସ କରିବାର ଜରୁରତ ଅଛି । ଆଜି ପିତାଙ୍କ ସହ ସମ୍ପର୍କ ମଧୁର ହେବ । ଚାକିରି କାର୍ଯ୍ୟ ରତ ଲୋକ ଙ୍କୁ ନୂଆ କାମ ମିଳିପାରେ ଯାହା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

କନ୍ୟା ରାଶି : ଯଦି ଘରେ ବା ବାହାରେ ବିପରୀତ ସ୍ଥିତି ସୃଷ୍ଟି ହୁଏ ତେବେ ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆପଣ ସାମାଜିକ କାର୍ଯ୍ୟ ରେ ଭାଗ ନେବାକୁ ପଡିପାରେ । ଅତୀତର କିଛି କଥା ଆଜି ପୁଣି ଥରେ ସାମନା କୁ ଆସିପାରେ । ସଇକ୍ଷଣିକ କାର୍ଯ୍ୟ ରେ ସଫଳତା ମିଳିବ । ପ୍ରେମୀ ଯୁଗଳ ଙ୍କ ପାଇଁ ଆଜି ଦିନ ଟି ଉତ୍ତମ ଅଟେ । ପୁରୁଣା ନିବେଶରୁ ଆୟରେ ବୃଦ୍ଧି ହେବାର ନଜର ଆସୁଛି ।

ତୁଳା ରାଶି : ଆପଣଙ୍କୁ ଆଳସ୍ୟ ଅନୁଭବ ହେବ । କେହି କହୁଥିବା କଥା ଉପରେ ଭରସା କରନ୍ତୁ ନାହି । ନବ ବିବାହିତା ଜାତକ ଙ୍କ ଜୀବନରେ ଆଜି ଖୁଶିର ଲହରୀ ଖେଳିଯିବ । ଆପଣ ଯେଉଁ ଥରେ ଟଙ୍କା ନିବେଶ କରିବେ ତାହ ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ । ସ୍ୱାସ୍ଥ୍ୟ ରେ ଚେଞ୍ଜ ଆସିପାରେ । କୌଣସି ବଡ ସମସ୍ୟାର ସମାଧାନ ଆଜି ପ୍ରାପ୍ତ ହେବ । ରାଜନୀତି ସହ ଜଡିତ ଜାତକ ଙ୍କୁ ଆଜି ସାମାଜିକ ଆୟୋଜନ ରେ କଥା ରଖିବାର ଅବସର ମିଳିବ ।

ବିଛା ରାଶି : ଆଜି ଆଧ୍ୟାତ୍ମିକ କାମରେ ବୋଝ ସହ ଥକାପଣ ଅନୁଭବ ହେବ । ଆଜି ଦିନ ଟି କୌଣସି କାର୍ଯ୍ୟ ରେ ବିତାନ୍ତୁ । ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ରେ ମନ ମୁତାବିକ ପରିଣାମ ମିଳିବ । ଧନ ଲେନଦେନ ସମୟରେ ସତର୍କ ରୁହନ୍ତୁ । ନଚେତ ଆପଣଙ୍କୁ ଖରାପ ପରାମର୍ଶ ମିଳିପାରେ । ଅନେକ ଦିନରୁ ମନରେ ଥିବା କଥାକୁ ଆଜି ଜୀବନ ସାଥିଙ୍କ ସହ ସେୟାର କରିବେ । ଆଜି ଜଟିଳ ସ୍ଥିତି ରେ ମା ବାପା ଙ୍କ ପୁରା ସହଯୋଗ ହାସଲ ହେବ ।

ଧନୁ ରାଶି : ପାରିବାରିକ ଦାୟିତ୍ଵ ଠିକ ଭାବେ ତୁଲାଇବେ । ସମୟର କିଛି ଭାଗ ମା ଙ୍କ ସହ ବ୍ଯତୀତ କରନ୍ତି । କାରୋବାର ରେ ସ୍ଥିତି ସାମାନ୍ଯ ରହିବ । କାର୍ଯ୍ୟ କ୍ଷେତ୍ରରେ ଲୋକ ନେଗେଟିଭ ହୋଇ ପାରନ୍ତି । ଆଜି ସେମାନଙ୍କର ସାମ୍ନା କରିବାକୁ ପଡିପାରେ ଓ ବିଜୟି ହେବେ । ସଂଗୀତ କ୍ଷେତ୍ର ସହ ଜଡିତ ଜାତକ ଙ୍କୁ ଆଜି ଗୀତ ଗାଇବାର ଅବସର ମିଳିବ । ପୁରୁଣା ବନ୍ଧୁ ଙ୍କ ସହ ଅନେକ ଦିନ ପରେ ଫୋନରେ କଥା ହେବାର ସୁଯୋଗ ମିଳିବ । ଆଜି କୌଣସି ପ୍ରକାରର ଚିନ୍ତା ରେ ରହିବେ ନାହି ।

ମକର ରାଶି : ଜୀବନ ସାଥିଙ୍କ ଠାରୁ ଉପଲବ୍ଧି ପ୍ରାପ୍ତ ହେବ । ଆପଣଙ୍କ ଦାଂପତ୍ଯ ଜୀବନରେ ମଧୁରତା ଆସିବ । ବିଜନେସ ପାର୍ଟନର ଙ୍କ ସହ ଆଲୋଚନା ହୋଇପାରେ । ଆପଣ ସାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ରେ ପୁରୁଣା ରୋଗରେ ସୁଧାର ଆସିପାରେ । କୌଣସି ପ୍ରତିଯୋଗୀ ପରୀକ୍ଷା ର ପରିଣାମ ଆଜି ଆପଣଙ୍କ ପାଖ ରେ ରହିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ ।

କୁମ୍ଭ ରାଶି : ସ୍ୱାସ୍ଥ୍ୟ ର ବହୁତ ଅଧିକ ଧ୍ୟାନ ରଖିବାର ଜରୁରତ ଅଛି । ଅନେକ ଦିନରୁ ପଡିଥିବା କାମ ଆଜି ପୁରା ହେବ । ଯାହା ଚାଲୁ ଅଛି ତାହା ହେବାକୁ ଦିଅନ୍ତୁ । କିନ୍ତୁ ଆପଣ ରକ୍ଷାତ୍ମକ ଉପାୟ ଉପୋଯୋଗ କରନ୍ତୁ । ବ୍ୟକ୍ତିଗତ ଜୀବନରେ ଆସୁଥିବା ସମସ୍ଯା କାରଣରୁ ଆପଣ ଚିନ୍ତାରେ ରହିବେ । ନିଜ ଲଢେଇ ନିଜେ ଳଢନ୍ତୁ । କାହା ଉପରେ ନିର୍ଭର କରନ୍ତୁ ନାହି । ଚାକିରି କରୁଥିବା ଲୋକ ଆଜି ନିଜର ସବୁ କାମ ସମୟ ଅନୁଯାୟୀ ପୁରା କରିବେ ।

ମୀନ ରାଶି : ଆଜି ବିଗିଡି ଯାଇଥିବା ସମ୍ପର୍କ ଆପଣ ଠିକ କରିବେ । ଆଜି ଆପଣଙ୍କର ଧର୍ଯ୍ୟ ଶୀଳତା ରେ କମି ଆସିବ । ଏହି ସମୟରେ ଧନ ବ୍ୟୟ ହେବାର ଆଦିକ ସମ୍ଭାବନା ଅଛି । ତେଣୁ ଅଯଥା ଖର୍ଚ୍ଚ କରନ୍ତୁ ନାହି । ଅନ୍ୟ କାହାରି କଥାରେ ହସ୍ତକ୍ଷେପ କରନ୍ତୁ ନାହି । ଏହା ଆପଣଙ୍କ ପାଇଁ ଭଲ ହେବ । ମହିଳା ମାନେ ନିଜ ସାଥୀଙ୍କୁ ଆଜି ଉପହାର ଦେବେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।