ଆଜିର ରାଶିଫଳ, ୨୧ ଜାନୁୟାରୀ ୨୦୨୦, ମଙ୍ଗଳବାର, ମା ମଙ୍ଗଳାଙ୍କ କୃପାରୁ ଏହି ୪ଟି ରାଶିମାନଙ୍କ ଭାଗ୍ୟ ବଦଳିବ

ଆଜି ମଙ୍ଗଳବାର ୨୧ ଜାନୁୟାରୀ ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହ ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ସେଥିପାଇଁ ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ ।

୧ – ମେଷ

ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ପୁରୁଣା କଥାରେ ବ୍ୟସ୍ତ ରହିବା ପରିବର୍ତ୍ତେ ଅନ୍ୟ କୌଣସି କଥା ଉପରରେ ଫୋକସ କରନ୍ତୁ । ଭଲ ହେବ କି ଆପଣ ଯେଉଁ ବ୍ୟକ୍ତିମାନଙ୍କ ସହିତ ରହୁଛନ୍ତି ତାଙ୍କ ସହିତ ବିବାଦ କରିବା ପରିବର୍ତ୍ତେ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ପାଇଁ ଉଚିତ ହେବ । ଆଜି ପାରିବାରିକ ଜୀବନରେ କିଛି ଅସ୍ତ – ବ୍ୟସ୍ତ ଆସିପାରେ । ଆଖପାଖର ଲୋକମାନେ ଓ ପରିବାର ଲୋକମାନେ ଆପଣଙ୍କ ସାହାର୍ଯ୍ୟ କରିବେ ।

୨ – ବୃଷ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟମ ରହିବ । ଖର୍ଚର ଚିନ୍ତା ଠାରୁ ମନ ଅଶାନ୍ତ ରହିପାରେ । ବାଣୀ ଉପରେ ସଂଯମ ରଖିବା ଆବଶ୍ୟକ ଅଟେ । ଦୈନିକ କାର୍ଯ୍ୟରେ ଦିନ ବ୍ୟତୀତ କରିବେ । ପରିଜନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଭାବନା ଉପରେ କାବୁ ରଖନ୍ତୁ । ନୂଆ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଓ ସବୁଠାରୁ ଭଲ ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଆୟର ସ୍ରୋତରେ ଉନ୍ନତି ଆସିପାରେ । ଅଧିକାରୀମାନେ କାମକାର୍ଯ୍ୟରେ ସହଯୋଗ କରିବେ ।

୩ – ମିଥୁନ

ଆଜି ଆପଣଙ୍କ ଭଲ ଆମଦାନୀ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ଧାର୍ମିକ କାମ ଓ ଭଗବାନଙ୍କ ଦର୍ଶନର ଲାଭ ମିଳିବ । ଅଚାନକ ଯାତ୍ରା କାରଣରୁ ଆପଣ ଅଳ୍ପ ଚିନ୍ତାରେ ରହିବେ । ଆଜିର ଦିନରେ ଆପଣ ନିଜ ଉପରେ ବିଶ୍ଵାସ ରଖନ୍ତୁ । କୌଣସି ବି କାମକୁ ଆଗକୁ ବଢାଇ ପାରିବେ । ଆପଣଙ୍କୁ ନିଜ ପତ୍ନୀର ସହଯୋଗ ମିଳିବ । କାହା ସହିତ ବି ବନ୍ଧୁତା କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ ।

୪ – କର୍କଟ

ଆଜି ଆପଣଙ୍କୁ ବିଜନେସରେ ନୂତନ ଅଫର ମିଳିପାରେ । ସମୟ ଭିତରେ ଜରୁରୀ କାମ କରନ୍ତୁ । ମାତାଙ୍କ ସାନିଧ୍ୟ ପ୍ରାପ୍ତ ହେବ । ବସ୍ତ୍ର ଇତ୍ୟାଦି ଉପରେ ଖର୍ଚ ଅଧିକ ହୋଇପାରେ । ଯାତ୍ରା ପାଇଁ ଆଜିର ଦିନ ଭଲ ନୁହେଁ । କେତେକ ଯୋଜନା ମଝିରେ ଅଟକି ଯାଇ ପାରେ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ ଓ ଟଙ୍କା ଆପଣଙ୍କ ଆଡକୁ ଆସିବ । ପାରିବାରିକ ପରିସ୍ଥିତିରେ ବି ସୁଧାର ଆସିବ ।

୫ – ସିଂହ

ଆଜି ଆପଣଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ । ଭାଗ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ ପରିଶ୍ରମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଧ୍ୟାନ ଦେବା ଦ୍ଵାରା ଆପଣ ସବୁଥିରେ ବିଜୟ ହାସଲ କରି ପାରିବେ । ନିଜର କାମକୁ ପୂରାପୂରି ବୁଝି ନିଅନ୍ତୁ । ଯାହା ଦ୍ଵାରା ଆପଣ ସେହି କାମକୁ ଉଚିତ ସମୟରେ ଓ ସଠିକ ରୂପରେ ପୁରା କରି ପାରିବେ । ପାଖାପାଖି ବନ୍ଧୁ ଆପଣଙ୍କ ସାହାର୍ଯ୍ୟ କରିବେ । ଆପଣଙ୍କୁ ଖୁସି ମିଳିବ ।

୬ – କନ୍ୟା

ଆଜିର ଦିନ ଭାବନାତ୍ମକ ରହିବ । ଘରେଲୁ କାମରେ ବ୍ୟସ୍ତ ରହିବେ । ପାଖାପାଖି ଲୋକମାନଙ୍କ ସାହାର୍ଯ୍ୟ ଦ୍ଵାରା କୌଣସି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜିର ଦିନର ଆରମ୍ଭ ଖରାପ ହୋଇପାରେ । କିନ୍ତୁ ଧୀରେ ଧୀରେ ସବୁ ଠିକ ହୋଇଯିବ । ଜୀବନସାଥୀ ସହ ମଧୁର ସମୟ ବ୍ୟତୀତ କରିବେ । ବନ୍ଧୁମାନଙ୍କ ସହିତ ଝଗଡା ହୋଇପାରେ । ବାଣୀ ଉପରେ ସଂଯମତା ରଖନ୍ତୁ । ନିଜର ଅତିଥିମାନଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ ।

୭ – ତୁଳା

ଆଜି ଆପଣଙ୍କ ଶତ୍ରୁ ଆପଣଙ୍କୁ ନିଚ୍ଛ ଦେଖାଇବାରେ ଚେଷ୍ଟା କରିବେ । କିନ୍ତୁ ସଫଳ ହୋଇ ପାରିବ ନାହିଁ । ଆପଣଙ୍କ ଭିତରେ ମାର୍ଗ ଦର୍ଶନ କରିବାର କ୍ଷମତା ଅଛି । ଯାହା ଆପଣଙ୍କୁ ଭବିଷ୍ୟତରେ ଆଗକୁ ବଢିବାରେ ସାହାର୍ଯ୍ୟ କରିବ । ଅଟକିଥିବା କାର୍ଯ୍ୟ ଜଲ୍ଦି ଆରମ୍ଭ ହୋଇଯିବ । ମଧୁର ଭାଷା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଆପଣଙ୍କୁ ବିଜନେସରେ ଲାଭ ମିଳିବ ।

୮ – ବିଚ୍ଛା

ଆଜି ନିଶ୍ଚିତ ରୂପରେ ବିତ୍ତୀୟ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଏହା ସହିତ ହିଁ ଖର୍ଚରେ ବି ହେବ । ଘରେଲୁ କଥା ମଧ୍ୟରେ ବି ସମସ୍ୟା ଆସିପାରେ । ସେଥିପାଇଁ ତାଳମେଳ ରଖି ଚାଳନ୍ତୁ । ଆଜିର ଦିନରେ କିଛି ନୂଆ କଥା ଶିଖିବାକୁ ମିଳିବ । ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବଢିବ । ସ୍ୱାସ୍ଥ୍ୟ ସହ ଯଦି ଆପଣଙ୍କୁ ଅସୁବିଧା କରିପାରେ । କୌଣସି ବଡ କାମ କରିବା ପୂର୍ବରୁ ନିଜ ଘର ଲୋକମାନଙ୍କର ସାହାର୍ଯ୍ୟ ନିଅନ୍ତୁ ।

୯ – ଧନୁ

ଆପଣଙ୍କୁ ବ୍ୟାଙ୍କ ସହ ଜଡିତ କୌଣସି କଥାରେ ସାବଧାନ ହୋଇ ରହିବା ଦରକାର । ଆଜି ସମସ୍ତ ସମସ୍ୟା ଉପରେ ଚିନ୍ତା କରିବାର ଭଲ ସମୟ ଅଟେ । ଏହିଭଳି ଲୋକମାନଙ୍କ ସହ ହାତ ମିଶାନ୍ତୁ ଯେଉଁମାନେ ରଚନାତ୍ମକ ଅଟାନ୍ତି । ଆଜି ଆପଣଙ୍କ ପାଖରେ ବିଭିନ୍ନ ପ୍ରକାରର ଲୋକମାନେ ଆଶ୍ରୟ ନେବାକୁ ଆସିବେ । ଏହି ଲୋକମାନେ ଭବିଷ୍ୟତରେ ଆପଣଙ୍କ କାମରେ ଆସିବେ ।

୧୦ – ମକର

ପ୍ରାତଃ ସମୟରେ ଆପଣଙ୍କ ଶରୀର ଭିତରେ ସ୍ଫୂର୍ତି ନଜର ଆସିବ । ପରିଜନ ଓ ମିତ୍ରମାନଙ୍କ ସହିତ ଖାଦ୍ୟ – ପିଇବାର ସ୍ଵାଦ ନିଅନ୍ତୁ । କାର୍ଯ୍ୟ ଅଧା ରହିବାର ପୁରା ସମ୍ଭାବନା ଅଛି । ନୂଆ କାର୍ଯ୍ୟର ଆୟଜୋନ କରିବାର ଇଚ୍ଛା ରଖୁଥିବା ବ୍ୟକ୍ତି ପାଇଁ ସମୟ ଅନୁକୂଳ ରହିବ । ଚାକିରି ଓ ବ୍ୟବସାୟରେ ଲାଭଦାୟକ ପରିଣାମ ମିଳିବ । ବ୍ୟାପାରରେ ନୂଆ ଦିଗ ଲାଭ ହେବ । ସରକାର ଦ୍ଵାରା ଲାଭର ସମାଚାର ମିଳିବ ।

୧୧ – କୁମ୍ଭ

ଆଜି ଆପଣ ଅନ୍ୟର ଖୁସିକୁ ଦେଖି ଓ ନିଜର ପୁରୁଣା ଭୁଲକୁ ଭୁଲି ଆପଣ ଜୀବନରେ ଆଗକୁ ବଢିବେ । ଭଲ କାମ କାରଣରୁ ଆପଣଙ୍କ ପ୍ରଶଂସା ମିଳିପାରେ । ଆପଣଙ୍କ ଜୀବନସାଥୀ ଭଗବାନ ହୋଇ ଆପଣଙ୍କ ଧ୍ୟାନ ରଖିବେ । ବିଜନେସକୁ ନେଇ ନୂଆ ଓ ଭଲ ଯୋଜନା ଆସିପାରେ । ଚାକିରି ଚେଞ୍ଜ କରିବାର ଚେଷ୍ଟା କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିପାରେ । ସ୍ୱାସ୍ଥ୍ୟକୁ ନେଇ ଆସୁଥିବା ସମସ୍ୟା ଦୂର ହୋଇପାରେ ।

୧୨ – ମୀନ

ଆଜିର ଦିନ ଆପଣଙ୍କୁ ସମ୍ଭାଳି ଚାଲିବାକୁ ହେବ । ଜୀବନସାଥିକୁ ନେଇ ସମସ୍ୟା ଆସିପାରେ । ଆଜିର ଦିନରେ ଚାକିରିରେ ଆପଣଙ୍କୁ ଉଚ୍ଚ ବର୍ଗର ଅଧିକାରୀମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ଅସୁବିଧା ଆସିପାରେ । ବ୍ୟବସାୟରେ ସମସ୍ୟା ଆସିପାରେ । ଦୂର ପ୍ରବାସର ଆୟୋଜନ ହେବ । ଧାର୍ମିକ ଯାତ୍ରାର ଯୋଗ ଅଛି । ଭଲ ଲାଭ ମିଳିବ । ସାନ୍ତାନ ପ୍ରତି ଚିନ୍ତା ବଢିପାରେ । ରୋଜଗାରରେ ଲାଭକାରୀ ସ୍ଥିତି ରହିବ ।