ଆଜିର ରାଶିଫଳ, 1 ଫେବୃୟାରୀ 2019, ଶୁକ୍ରବାର – ଆଜିଠୁ ହେବ ମହା ସଂଯୋଗ ଏହି ୨ଟି ରାଶିର ଭାଗ୍ୟ ଚମକି ଉଠିବ

ମେଷ

ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ । ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ । ସରକାରଙ୍କଠାରୁ ଆର୍ଥିକ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ | ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ । ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟବୃଦ୍ଧି ହେବ,ପ୍ରତିକାର : ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ବୃଷ

ଆପଣ ମଧ୍ୟ ଫଳା ଫଳରେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏବଂ ନିଜ ଆଶାଠାରୁ ଅଧିକ ନମ୍ବର ପାଇ ପାରନ୍ତି କିମ୍ବା ନାମ ଲେଖା ପାଇଁ ଆଶା ନଥିବା ବିଷୟରେ ନାମ ଲେଖା ପାଇଁ ଅନୁମତି ମିଳିପାରେ , ଏଥିରେ ଆପଣ ଖୁସି ମନାନ୍ତୁ । ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ । କାମରେ ସନ୍ତୋଷର ଭାବନା ଆସିବ । ପ୍ରତିକାର :- ବୃଦ୍ଧବୃଦ୍ଧାଙ୍କର ସେବାକରୀ ଖାଇବାକୁ ଦିଅନ୍ତୁ ।

ମିଥୁନ

ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ । ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ । ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ । ସରକାରଙ୍କଠାରୁ ଆର୍ଥିକ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର : ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

କର୍କଟ

ଯେଉଁ ବିଦ୍ୟାର୍ଥିମାନେ ଏପର୍ଯ୍ୟନ୍ତ କଠିନ ପରିଶ୍ରମ କରିଥିଲେ ସେମାନଙ୍କ ପାଇଁ ଏବେ ମୌଜ କରିବାର ସମୟ । ଆପଣ ପଢାପଢିରେ ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ଆପଣଙ୍କୁ ସଫଳତା ରୂପରେ ମିଳିବ । ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତି ହେବାର ସଂଭାବନା ଅଛି । କାର୍ଯ୍ୟାଳୟ ସଲଗ୍ନ କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି । ପରିବାରରେ ଆନନ୍ଦର ବାତାବରଣ ରହିବ । ଘରର ସଜ୍ଜା ଏବଂ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର ବାତାବରଣରେ ସକାରାତ୍ମକ ପରିବର୍ତ୍ତନ କରିବାର ପ୍ରୟାସ ଆଜି ଆପଣ କରିବେ,ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ

ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ । କ୍ରୋଧର ଭାବନା ଆପଣଙ୍କୁ ହାନି ପହଁଚାଇପାରେ । ମାନ-ସମ୍ମାନର ଧ୍ୟାନ ରଖିବେ । କମ କଥା କହିଲେ ବାଦ-ବିବାଦ କିମ୍ବା ମନମାଳିନ୍ୟ ଦୂର କରି ପାରିବେ । ଖର୍ଚ୍ଚର ମାତ୍ରା ବଢ଼ିବ । ସ୍ଵାସ୍ଥ୍ୟ ନରମ ରହିବ,ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

କନ୍ୟା

ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି । ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ଉଦାସୀନ ବୃତ୍ତି ଏବଂ ସନ୍ଦେହର ଭାବନା ଆପଣଙ୍କ ମନକୁ ଅଣନିଶ୍ୱାସୀ କରିବ । ଦୈନିକ କାର୍ଯ୍ୟ ବିଳମ୍ବରେ ସମ୍ପୂର୍ଣ୍ଣ ହେବ । ପରିଶ୍ରମ ଅଧିକ କରିବେ ପରନ୍ତୁ ଫଳ କମ ମିଳିବ । ଚାକିରିରେ ସମ୍ଭାଳିକରି ରୁହନ୍ତୁ ସାଥିମାନଙ୍କର ସହଯୋଗ କମ ମିଳିବ,ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ତୁଳା

ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ଆଜିର ଦିନ ସାବଧାନ ରହବାକୁ ଉପଦେଶ । ମାନସିକ ଅସ୍ଥିରତା ଅସୁବିଧା ଭୋଗି ପାରନ୍ତି । ମାତା ଏବଂ ମହିଳା ବର୍ଗ ସମ୍ବନ୍ଧୀତ ଚିନ୍ତା ରହିବ । ଆଜିର ଦିନ ଯାତ୍ରା ସ୍ଥଗିତ ରଖନ୍ତୁ,ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ବିଛା

ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ସମ୍ବେଦନଶୀଳତା ଏବଂ ପ୍ରେମର ଭାବନାରେ ଭରା ମନ ଆଜି ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷିତ ହେବେ । ମଉଜ-ସଉକ ବସ୍ତୁ ନୂଆ ବସ୍ତ୍ରାଭୂଷଣ ତଥା ବାହନ ଆଦି କ୍ରୟ କରିପାରନ୍ତି । ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ । ପ୍ରତିକାର-ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ

ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ । ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଈଶ୍ଵର ଭକ୍ତି ଏବଂ ପୂଜା-ପାଠରେ ଆଜି ଦିନର ପ୍ରାରମ୍ଭ କରନ୍ତୁ । ପରିବାରରେ ମଙ୍ଗଳକାରୀ ବାତାବରଣ ରହିବ । ସାଙ୍ଗ ଏବଂ ନିଜ ବନ୍ଧୁମାନଙ୍କ ତରଫରୁ ଭେଟ-ଉପହାର ମିଳିବାର ଆନନ୍ଦ ଅନୁଭବ କରିବେ । କାର୍ଯ୍ୟ ସରଲତାରେ ପୂର୍ଣ୍ଣ ହେବ,ପ୍ରତିକାର:- ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ମକର

ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ । ଅର୍ଥର ନେଣ ଦେଣ କିମ୍ବା କାହାକୁ ଜାମିନ୍ ରେ ଆଣିବାରେ ଆପଣ ଫସି ନ ଯାଆନ୍ତୁ ଏହାର ଧ୍ୟାନ ରଖିବେ । ସ୍ଵାସ୍ଥ୍ୟ ସଂବନ୍ଧୀତ ଯନ୍ତ୍ରଣା ହୋଇପାରେ । ଟଙ୍କାର ନିବେଶ ଭୁଲ୍ ଜାଗାରେ ନ ହେଉ, ଏହାର ଧ୍ୟାନ ରଖିବେ । ପରିବାରର ସଦସ୍ୟ ମାନଙ୍କ ସହିତ ମନମାଳିନ୍ୟ ସମ୍ଭାବନା ଅଛି । ଭୁଲ ବୁଝାବଣା ତଥା ଦୁର୍ଘଟଣା ଆଦିରୁ ବଞ୍ଚିତ ରୁହନ୍ତୁ,ପ୍ରତିକାର : ଗୋଟାମୁଗ କିଛି ମନ୍ଦିରରେ ଦାନ କରନ୍ତୁ ।

କୁମ୍ଭ

କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ସମାଜରେ ଅଗ୍ରିମ ସ୍ଥାନ ପ୍ରାପ୍ତ କରି ପାରିବେ । ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାକୁ ହେବ । ବରିଷ୍ଠ ନାଗରୀକମାନଙ୍କ ଏବଂ ମିତ୍ରମାନଙ୍କର ସହଯୋଗ ମିଳିବ । ମିତ୍ରମଣ୍ଡଳରେ ନୂଆ ମିତ୍ର ଯୋଡ଼ିହେବେ । ଚାକିରି-ବ୍ୟବସାୟରେ ଆୟ ବୃଦ୍ଧିର ଯୋଗ ଅଛି

ମୀନ

ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ । ଧର ଭାବନା ଆପଣଙ୍କୁ ହାନି ପହଁଚାଇପାରେ । ମାନ-ସମ୍ମାନର ଧ୍ୟାନ ରଖିବେ । କମ କଥା କହିଲେ ବାଦ-ବିବାଦ କିମ୍ବା ମନମାଳିନ୍ୟ ଦୂର କରି ପାରିବେ । ଖର୍ଚ୍ଚର ମାତ୍ରା ବଢ଼ିବ ,ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।