ଖରାପ ଦିନକୁ ଭଲ କରିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ ଏହି ୧୦ ଟି ଫଟୋ, ସଙ୍ଗେ ସଙ୍ଗେ ଦୂର ହୋଇଯିବ ସବୁ ଟେନସନ – ମୁଡ ଅଫ ଥିଲେ ହେଇଯିବ ଅନ

କେବେ କେବ କିଛି ଫଟୋ ଏତେ ସୁନ୍ଦର ହୋଇଥାଏ କି ଦେଖୁଥିବା ଲୋକମାନେ ତାକୁ ଦେଖୁ ହିଁ ଥାନ୍ତି । ଏବଂ ସେମାନେ ବୁଝି ପାରନ୍ତି ନାହିଁ କି ଫଟୋ ନେଇଥିବା ବ୍ୟକ୍ତିର ପ୍ରଶଂସା କରିବେ ନା ଯାହାର ଫଟୋ ଉଠିଛି । ଏହା ଛଡା କିଛି ଫଟୋ ଏମିତି ହୋଇଥାଏ କି ଯାହା ବହୁତ ହାସ୍ୟାତ୍ମକ ହୋଇଥାଏ । ଏହି ଫଟୋକୁ ଦେଖିବା ମାତ୍ରେ ହିଁ ଆପଣଙ୍କର ହସ ବାହାରି ପଡିବ ।

ଆପଣ ବୁଝି ପାରନ୍ତି ନାହିଁ କି ଫଟୋ ନେଉଥିବା ବ୍ୟକ୍ତିର ଟାଇମିଙ୍ଗ ଠିକା ଥିଲା ନା ତାହାର କ୍ରିଏଟିବ ମାଇଣ୍ଡ । ବ୍ୟକ୍ତି ନିଜ ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟାର ସାମନା କରିଥାଏ ଏବଂ ତାହକୁ ଏହି ସମସ୍ୟା ସହିତ ଲଢିବା ପାଇଁ ସବୁବେଳେ ପ୍ରସ୍ତୁତ ରହିବା ଉଚିତ । ଏହା ସେ ସେତେବେଳେ ହିଁ କରି ପାରିବ ଯେତେବେଲେ ସେ ସୁସ୍ଥ ରହିଥିବ ଏବଂ ତାହାର ମନ ପ୍ରସନ୍ନ ରହିବ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସୋସିୟାଲ ମିଡିୟାରେ ଭାଇରାଲ ହେଉଥିବା କିଛି ମଜାଦାର ଫଟୋ ନେଇ ଆସିଛୁ । ଯାହାକୁ ଦେଖି ଆପଣଙ୍କର ହସ ଅଟକିବ ନାହିଁ । ତେବେ ଚାଲନ୍ତୁ ଦେଖିବା ସେହି ଫଟୋ ଗୁଡିକୁ ।

ଏହାକୁ ଟ୍ରାକ୍ଟର କହିବେ ନା ମାଲଗାଡି ?

ଭାରତରେ ଚପଲ ବିନା ପାଠ ହୁଏ ହି ନାହିଁ

ଏହା ଅଟେ ଗରିବଙ୍କର ସୁଇମିଙ୍ଗ ପୁଲ ।

ହୃଦୟରେ ଯଦି ଜାଗା ଅଛି ତେବେ ଗାଡିରେ ବି ଜାଗା ବାହାରିଯିବ ।

ସର୍କସ ଛଡା ବି କଳା ବି ହୋଇଥାଏ ।

ବର୍ତ୍ତମାନ କାର କିଣିବାର ଦରକାର ନାହିଁ ।

ପିଲା ଉପରେ ଆଉ କେତେ ଅତ୍ୟାଚାର କରିବେ ।

କିଏ କୁହେ ପୁଲିସର ଚାକିରି ମଜା ପାଇଁ ହୋଇଥାଏ ।

ଏହା ଶୋଷଣ ଅଟେ ନା ଯୋଗାଡ ।

ଏହାକୁ ଘର କୁହାଯିବ ନା ଜିଲ୍ଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।