ଭିଡିଓ – ଏହି ଝିଅର ପର୍ସୋନାଲ ଚାଟ ଭାଇରାଲ ହେଲା ସୋଶିଆଲ ମେଡିଆରେ – BF କୁ ମନେଇବା ପାଇଁ ଦେଖେଇଲା ନିଜର ସବୁକିଛି

ଏହି ଝିଅର ପର୍ସୋନାଲ ଚାଟ ଭାଇରାଲ ହେଲା

ଆଜି କାଲି ଦୁନିଆରେ ଟେକନୋଲୋଜି ବହୁତ ଆଗରେ ପହଞ୍ଚି ସାରିଲାଣି। ଯଦି ଆମେ ମୋବାଇଲ ର ଉଦାହରଣ ନଉଛେ, ତେବେ ଲୋକ ଆଗରୁ ବହୁତ ପଇସା ଖର୍ଚ୍ଚ କରି କ୍ଯାମରା କିଣୁଥିଲେ। କିନ୍ତୁ ଏବେ ସେ ସବୁ ଫିଚର ସହଜରେ ମୋବାଇଲରେ ଉପଲବ୍ଧ। କ୍ଯାମରା ଜାଗାରେ ଆପଣ ଯଦି ମୋବାଇଲ କିଣୁଛନ୍ତି ତେବେ ଆପଣ ଫୋଟୋ ଉଠାଇବା ସହିତ ଭିଡିଓ ବି ରେକର୍ଡିଂ କରି ପାରିବେ। ଏମିତି କ୍ଷେତ୍ରରେ ମୋବାଇଲ ଜୀବନକୁ ସହଜ ସରଳ କରୁଥିବା ବେଳେ, କିଛି ଲୋକ ଏହାର ଭୁଲ ଉପଯୋଗ କରିଥାନ୍ତି।

ତେବେ ଆଜି ଆମେ ଆପଣଙ୍କୁ ସେମିତି ଗୋଟେ ଘଟଣା ବିଷୟରେ ଏକ ଭିଡିଓ ଦେଖେଇବାକୁ ଯାଉଅଛୁ ଯେଉଥିରେ କି ଗୋଟେ ଝିଅ ନିଜ ବୟଫ୍ରେନ୍ଡ କହିବା ଦ୍ଵାରା ଏମିତି କିଛି କଲା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ସିଏ ନିଜ ବୟଫ୍ରେନ୍ଡ କହିବା ପରେ ଭିଡିଓ କଲିଂ କଲା ଓ ତାପରେ ତା ସାଙ୍ଗ ତାକୁ ଏପରି କିଛି କରିବାକୁ କହିଲା ଯାହାକୁ ଦେଖିଲେ ଆପଣ ଲାଜରେ ମୁଣ୍ଡ ତଳକୁ କରିଦେବେ। ସେହି ଝିଅଟିର ପର୍ସୋନାଲ ଚାଟ ଭିଡିଓ ସୋଶିଆଲ ମେଡିଆରେ ବର୍ତ୍ତମାନ ବହୁତ ଭାଇରାଲ ହଉଛି।

1- ଇଣ୍ଟେର୍ନେଟ ଦ୍ଵାରା ଲୋକଙ୍କ ମଧ୍ୟରେ ଥିବା ଦୂରତା କମିଥାଏ-

ବର୍ତ୍ତମାନ କାହା ସହିତ କଥା ହୁଅ କିମ୍ବା ମେସେଜ କର ଇଣ୍ଟେର୍ନେଟ ବହୁତ ଜରୁରୀ, କାହିଁକି ନ୍ବା ଏହା ଦ୍ଵାରା ଆମେ ଜଲ୍ଦି ଆମ ନିଜ ଲୋକମାନଙ୍କ ପାଖରେ ପହଞ୍ଚି ପାରୁ। ଯଦିଓ ଏଥିରେ ବହୁତ ଫାଇଦା ମିଲିଥାଏ ସେମିତି ଏହା କେବେକେବେ ଆମକୁ ଅସୁବିଧାରେ ମଧ୍ୟ ପକେଇଥାଏ, ଯାହାଦ୍ୱାରା କାହାର ଜୀବନ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯେମିତି କି ଆମେ ଦେଖୁ କି ବହୁତ ଲୋକ ନିଜର ପର୍ସୋନାଲ କିମ୍ବା ସାଙ୍ଗମାନଙ୍କ ସହିତ  ଉଠେଇଥିବା ଫୋଟୋ ଭିଡିଓ କିଛି ନଭାବି ଶେୟାର କରିଦିଅନ୍ତି, ଯାହାରକି କେହି ଖରାପ ବ୍ୟବହାର ମଧ୍ୟ କରିପାରେ।

2- ଝିଅର ଏହି ସାଙ୍ଗ କରିଦେଲା ତାର ପର୍ସୋନାଲ ଚାଟ ଭିଡିଓ ଭାଇରାଲ।

ଝିଅଟି ତା ସାଙ୍ଗ ଉପରେ ଭରସା କରି ନିଜର କିଛି  ପର୍ସୋନାଲ ପାର୍ଟସ ର ଭିଡିଓ ଶେୟାର କରିଥିଲା । କିନ୍ତୁ ସେ ସ୍ଵପ୍ନରେ ସୁଧା ଭାବି ନଥିଲା କି ତା ସାଙ୍ଗ ତାକୁ ଧୋକା ଦେବ ଆଉ ପବ୍ଲିକରେ ତାର ଭିଡ଼ିଓ ଭାଇରାଲ କରିଦେବ। ଏହି ଖବର ଆପଣଙ୍କୁ ଜଣେଇବାର ଉଦେଶ୍ୟ ହେଲା କି ଆପଣ କେବେବି ଏମିତି ଭୁଲ ନ କରନ୍ତୁ ଯାହାକି ଆପଣ ପରେ ପସ୍ତେଇବେ।

https://www.youtube.com/watch?v=lI5FHdDsYCc