ଆସୁଛି ବାତ୍ୟା ଫ୍ଲୋରେନ୍ସ – ୧୨୦ କିମି ବେଗରେ ବହିବ ପବନ – ୧୦ ଲକ୍ଷ ଲୋକଙ୍କୁ ଚେତାବନୀ

କିଛିଦିନ ଭିତରେ ଆମେରିକା ସହ ଧକା ହେବାକୁ ଯାଉଛି ଏକ ବହୁତ ବଡ଼ ଘୁର୍ଣ୍ଣି ଝଡ଼ । ଏହା ଆମେରିକା ପାଇଁ ଏ ଶତାବ୍ଦୀର ସବୁଠୁ ବଡ଼ ବିପଦ ବୋଲି କୁହାଯାଉଛି ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ଏତେ ଭୟଙ୍କର ହେବ ଯେ ଆମେରିକାର ପୂର୍ବାଂଚଳ ଅଧାରୁ ଅଧିକ ଜାଗାକୁ ଚିନ୍ହିବା ମଧ୍ୟ କଷ୍ଟ ହୋଇଯିବ ବୋଲି କହିଛି ଅମେରିକା ପାଣିପାଗ ବିଭାଗ ପ୍ରକାଶ କରିଛି । ଏହି ଖବରକୁ ନେଇକି ଆମେରିକା ନିଉଜ଼ ସଂସ୍ଥା ମାନେ ଲଗାତାର ଏହି ଖବରକୁ ପ୍ରସାର କରୁଛନ୍ତି ।

ଏହି ଘୁର୍ଣ୍ଣି ଝଡ଼ ଅତି ଶୀଘ୍ର ଆସି ଆମେରିକାର ଉପକୂଳ ଛୁଇଁବ ଏହି ସମୟରେ ଏଠାରେ 250 କିମି/ଘଣ୍ଟା ରୁ ଅଧିକ ଜୋର ପବନ ବହିବ ବୋଲି ଆମେରିକା ପାଣିପାଗ ବିଭାଗ ଅବଗତ କରାଇଛି । ଆମେରିକା ପାଣିପାଗ ବିଭାଗ ଏହା ନେଇ ସରକାରଙ୍କୁ ବହୁତ ବଡ଼ କ୍ଷୟକ୍ଷତିର ସୂଚନା ମଧ୍ୟ ଦେଇଛି ।

ସରକାରଙ୍କ ପକ୍ଷରୁ ଏହି ଘୁର୍ଣ୍ଣିଝଡ଼ର ନାମ ଫ୍ଲୋରେନ୍ସ ରଖାଯାଇଛି ଯାହାକି ଆମେରିକାର ପୂର୍ଵ ଦକ୍ଷିଣ ଅଞ୍ଚଳରେ ତାଣ୍ଡବଲୀଳା କରୁବାକୁ ଯାଉଛି । ଏହି ଘୁର୍ଣ୍ଣିଝଡ଼ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ 259km ଛୁଇଁବ । ଏହି ଘୁର୍ଣ୍ଣିଝଡ଼ରେ ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ଜାଗା ମଧ୍ୟରେ ରହିଛି north carolina, south Carolina .

ଏହି ଘୁର୍ଣ୍ଣିଝଡ଼ର ତୀବ୍ରତା ଦେଖି ସରକାର 10 ହଜାର ଲୋକଙ୍କୁ ସ୍ତନନ୍ତରଣ କରିଛନ୍ତି । ଓ ହାଇଆଲେର୍ଟ ଜାରି କରିଛନ୍ତି । ଆମେରିକାର ସରଜାର ଏହି storm କୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । north carolinaର governor କହିଛନ୍ତି ଏହି ଘୁର୍ଣ୍ଣିଝଡ଼ ଆମେରିକାର ନକ୍ସାକୁ ବଦଳାଇଦେଵ ।