ଆଜିର ରାଶିଫଳ, 20 ମଇ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 20 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ମାଙ୍ଗଳିକ ଆୟୋଜନ ର ରୂପ ରେଖା ହେବ । କୌଣସି ପୁରୁଣା ରୋଗରୁ ଆଜି ଉକ୍ତି ପାଇବେ । ଆଜି ଆପଣ ପୁରୁଣା ଭୁଲକୁ ସୁଧାରିବେ । ଆଜି ଆପଣଙ୍କୁ ବ୍ୟାପାରିକ କାର୍ଯ୍ୟ ରେ ଭଲ ପରିଣାମ ପ୍ରାପ୍ତ ହେବ । ଆପଣ ଉଶ୍ଚାହ ଅର୍ଦ୍ଧକ ହେବେ । ଯେଉଁ ମାନେ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କୁ ଚାକିରି ମିଳିପାରେ । ରାଜନୀତି ସହ ଜଡିତ ଲୋକଙ୍କୁ ମାନ ସମାନ ମିଳିବ । ଆପଣଙ୍କୁ ତରବର ହୋଇ ନିସ୍ପତି ନେବାକୁ ପଡିବ ।

ବୃଷ ରାଶି : ଆଜି ଆପଣଙ୍କର ସବୁ କାମ ସୁଚାରୁରୂପେ କରିବେ । ଏଥିପାଇଁ ଆପଣ ଖୁସି ଅନୁଭବ କରିବେ । ଆପଣଙ୍କୁ ଯଦି ସରକାରୀ ଯୋଜନାରୁ ଲାଭ ମିଳିବ ତେବେ କିଛି ସମୟ ପାଇଁ ଅଟକି ଯାଆନ୍ତୁ । ନଚେତ ଏହାର ପରିଣାମ ପ୍ରାପ୍ତ ଓଲଟା ହେବ । ଜରୁରୀ କାଗଜରେ ଦସ୍ତଖତ ରେ ସାଇନ କରିବେ । ଯଦି ଆପଣଙ୍କର ବହି ଦୋକାନ ଅଛି ଆଜି ଆପଣଙ୍କର ବିକ୍ରି ରେ ବୃଦ୍ଧି ହେବ । ଆଜି କାରୋବାର ରେ ଧନ ଲାଭ ହୋଇପାରେ ।

ମିଥୁନ ରାଶି : କାର୍ଯ୍ୟ ସ୍ଥଳରେ ପ୍ରମୋଶନ ବା ପ୍ରଶଂସା ମିଳିପାରେ । ଯଦି ଆପଣ ନୂଆ ବାହନ କ୍ରୟ କରିବାକୁ ଚାହୁଁ ଛନ୍ତି ତେବେ ମାତା ପିତା ଙ୍କୁ ନେଇ ଯାଆନ୍ତୁ । ଆଜି ଆପଣ ବହୁତ ସାରା ଭାବନାରେ ଘେରି ରହିବେ । ଯେଉଁଥି ରେ ପ୍ରେମର ପ୍ରଭାବ ସାମିଲ ହେବ । ପ୍ରାଇଭେଟ ଚାକିରି କରୁଥିଲେ ଆଜି ଦିନରେ ପ୍ରମୋଶନ ହୋଇପାରେ । ଆପଣ କାର୍ଯ୍ୟ କ୍ଷେତ୍ରରେ ଚ୍ୟାଲେଞ୍ଜ ର ସମାନ କରିବାରେ ସକ୍ଷମ ହେବେ ।

କର୍କଟ ରାଶି : ଆଜି କୌଣସି ନୂଆ ପ୍ରୋଜେକ୍ଟ ହାତ କୁ ଆସିପାରେ । ଆପଣ କିଛି ସମୟର ଅପେକ୍ଷା ରେ ରହିବେ । ଆପଣ ନୂଆ ଯୋଜନାର ନିବେଶ କରିବାକୁ ଚିନ୍ତା କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆପଣଙ୍କୁ ପୁରୁଣା ଭୁଲ କୁ ସୁଧାରିବେ । ପରିବାର ସହ ମଉଜ ମସ୍ତି ରେ ସମୟ ବିତାଇବେ । ଯାହା ଦ୍ଵାରା ପାରିବାରିକ ଜୀବନ ଖୁସିମୟ ହେବ । ଜୀବନ ସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ ।

ସିଂହ ରାଶି : ସାମାଜିକ ସ୍ତର ରେ ଆପଣ ଲୋକଙ୍କ ସାହାର୍ଯ୍ୟ ରେ ଆଗକୁ ବଧିବେ ।  ଆଜି ଆପଣଙ୍କ ଦିନ ସାମାନ୍ଯ ରହିବ । ଶରୀରର ସ୍ବଚ୍ଛତା କୁ ନେଇ ସତର୍କ ରୁହନ୍ତୁ । ସନ୍ତାନଙ୍କ ତରଫରୁ ଶୁଭ ଖବର ମିଳିପାରେ । ଆପଣ ପରିବାରର ସଦସ୍ୟ ଙ୍କ ସହ ଆଶା ପୂରଣ କରିବାରେ ସଫଳତା ପାଇବେ । ବ୍ୟାପାର ରେ ଲାଭ ହେବାର ସମ୍ଭାବନା ଅଛି । ମାତା ପିତା ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

କନ୍ୟା ରାଶି : ଆପଣଙ୍କର ସବୁ କାମ ବିନା କୌଣସି ଗଡବଡ ବା ବାଧା ରେ ସନ୍ତୋଷଜନକ ଉପାୟରେ ଆଗକୁ ବଢିବ । ଯେଉଁ କାମ କରିବେ ମେହନତ ରେ କରନ୍ତୁ । ସଫଳତା ମିଳିବ । ଚାକିରି ବ୍ୟାପାର ରେ ସୁନହେରା ଅବସର ହାତକୁ ଆସିବ । ଆଜି ଭାଗ୍ଯର ଅନୁକୂଳତା ର ଲାଭ ଉଠାନ୍ତୁ । ଖର୍ଚ୍ଚ ରେ ବୃଦ୍ଧି ହେବ । ଆପଣଙ୍କୁ ଅଜଣା ବ୍ୟକ୍ତିଙ୍କ ସହ ବ୍ୟାପାର କରିଲେ କ୍ଷତି ହେବ । ଲେନଦେନ ମାମଲାରେ ଆପଣଙ୍କୁ ସତର୍କ ରହିବାର ଅଛି ।

ତୁଳା ରାଶି : ଆପଣଙ୍କୁ କାନୁନି ମାମଲା ରେ ଖୁସି ଖବର ମିଳିପାରେ । ଆଜି ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ । ଭାଇ ଭଉଣୀ ଙ୍କ ସହଯୋଗ ପ୍ରାପ୍ତ ହେବ । ଦିନର ଅଧିକ ସମୟ ବନ୍ଧୁ ଙ୍କ ସହ ମଉଜ ମସ୍ତି ରେ ବ୍ଯତୀତ ହେବ । ପରିବାର ରେ ହର୍ଷ ଉଲ୍ଲାସ ରେ ବଜାୟ ରହିବ । ଶାରୀରିକ ଆଳସ୍ୟ କୁ ତ୍ୟାଗ କାରଣରୁ କାମ କାର୍ଯ୍ୟ କ୍ଷେତ୍ରରେ ବ୍ୟବଧାନ ଉତପନ ହୋଇପାରେ । କୌଣସି ଜରୁରୀ କାମରେ ସଫଳତା ମିଳିପାରେ ।

ବିଛା ରାଶି : ଆପଣଙ୍କର ନିଜ ଉପରେ ବିଶ୍ଵାସ ବଢିବାର ନଜର ଆସିବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଉତ୍ତମ ଅଛି । ପ୍ରେମ ମାମଲାରେ ଆଜି ଦିନ ଋ ଆପଣଙ୍କ ପାଇଁ ଖାସ ରହିବାର ଅଛି । ପାର୍ଟନର ଙ୍କ ସହ ସମ୍ପର୍କ ମଜବୁତ ହେବ । ଏହା ସହ ଆପଣଙ୍କୁ ଅତିରିକ୍ତ ସମୟ ବିତାଇବାର ଅବସର ମିଳିପାରେ । ଜରୁରୀ ଅବସର କି ନଜର ଅନ୍ଦାଜ କରନ୍ତୁ ନାହିଁ ।

ଧନୁ ରାଶି : ଆଜି ଲେନଦେନ ରେ ସତର୍କ ରୁହନ୍ତୁ । ଭାଗୀଦାରୀ ରେ ଲାଭ ହେବ । କୋର୍ଟ କଚେରୀ ସହ ଜଡିତ ମାମଲାରେ ସଫଳତା ପ୍ରାପ୍ତ ହେବ । ଭୂମି, ଭବନ କ୍ରୟ କରିବାର ଯୋଗ ଅଛି । ଛାତ୍ର ଙ୍କ ସମୟ ଭଲ ଅଛି । ପାଠ ପଢା ରେ ମନ ଲାଗିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଅଧିକ ଘନିଷ୍ଠ ହେବ । ଆପଣଙ୍କର ନିଜ ବିଶ୍ଵାସ ରହିବାରୁ ଏକାଗ୍ରତା ବଢିବ । ସାର୍ବଜନୀକ ମାନ ସମ୍ମାନରେ ବୃଦ୍ଧି ହେବ ।

ମକର ରାଶି : ଆଜି ଦିନ ରେ ଯାତ୍ରା ପାଇଁ ଭଲ ଅଛି । କାମ କାର୍ଯ୍ୟ ସହ ଜଡିତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଅଛି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ଆମଦାନୀ ବଢିପାରେ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ସ୍ଥିତି ମଜବୁତ ହେବ । ଆପଣଙ୍କ ବିଚାର ରେ ସ୍ଥିରତା ଲଗାଇବାକୁ ଚେଷ୍ଟା କରନ୍ତୁ । ଆଖ ପାଖର ପଡୋଶୀ ଆପଣଙ୍କର ପ୍ରଶଂସା କରିବେ । ଆଜି ଆପଣ ପରିସ୍ଥିତି ର ଫାଇଦା ଉଠାଇ ନିଜ କାମ ପୁରା କରି ପାରିବେ ।

କୁମ୍ଭ ରାଶି : ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । ର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ଅଧିକ ମେହନତ କରିବାକୁ ହେବ । ବାଣୀ ଉପରେ ସଂଯମ ରଖନ୍ତୁ । ଆଜି କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଦିନ ଭଲ ଅଛି । ଆର୍ଥିକ ସ୍ଥିତି ମଜବୁତ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କାର୍ଯ୍ୟ ଭାର ଅଧିକ ରହିପାରେ । ଆଜି ଆପଣ ଶତ୍ରୁ ଙ୍କୁ ପରାସ୍ତ କରିବାରେ ସକ୍ଷମ ହେବେ । କାମ ଅଧିକ ହେବା କାରଣରୁ ଚିନ୍ତାରେ ରହିବେ ।

ମୀନ ରାଶି : ପାରିବାରିକ ଜୀବନ ସୁଖମୟ ବା ଆନନ୍ଦପୁର୍ବକ ରହିବ । ଏଥିପାଇଁ ଆପଣଙ୍କୁ ପୂର୍ବରୁ କଠିନ ମେହନତ କରିବାର ପଡିବ । କିଛି ବେହତର ସମ୍ପର୍କ ସ୍ଥାପିତ ହେବ । ଅଫିସିୟାଲି ଲୋକଙ୍କୁ ସଜାଗ ରହିବାର ଅଛି । ଆଜି ଆପଣଙ୍କୁ ସଫଳତା ପାଇବା ପାଇଁ ଦୁଇ ଗୁଣା ମେହନତ କରିବାକୁ ପଡିବ । ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ସମୟ ଅନୁଯାୟୀ କାମ ପୁରା କରିବାର ପରାମର୍ଶ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।