ଏହି ଚାରଟି ନାମର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର ରହିଥାଏ ବିଶେଷ ଆଶୀର୍ବାଦ ।

ମାତା ଲକ୍ଷ୍ମୀ ଙ୍କର ସମସ୍ତ ଙ୍କ ଉପରେ ଆଶୀର୍ବାଦ ରହିଥାଏ , କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯାହା ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ରହିଛି। କିଛି ଲୋକ ଥାଆନ୍ତି ଯିଏ କି ନିଷ୍ଠାର ସହ ମାତା ଙ୍କୁ ପ୍ରସନ୍ନ କରିଥାନ୍ତି ଏବଂ ମାତା ମଧ୍ୟ ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଏପରି କିଛି ଲୋକ ଙ୍କ ଉପରେ ମାତା ଙ୍କ କୃପା ଦୃଷ୍ଟି ରହିଥାଏ।

D ନାମ :

ଏହି ନାମର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସହ ବିଶେଷ କୃପା ରହିଥାଏ ।ଏହି ବ୍ୟକ୍ତି ମାନଙ୍କ ହୃଦୟ ନିର୍ମଳ ରହିଥାଏ , ଏହି କାରଣ ରୁ ମାତା କାଳୀ ଓ ମାତା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ରହିଥାଏ। ଏହି ବ୍ୟକ୍ତି ସର୍ବଦା ଦାନ, ଧର୍ମ କରିବା କାରଣ ରୁ ଏମାନଙ୍କ ଉପରେ ମାତା ଙ୍କର ବିଶେଷ କୃପା ରହିଛି ।

K ନାମ :

k ନାମ ର ବ୍ୟକ୍ତି ଙ୍କ ଉପରେ ମଧ୍ୟ ମାତା ଙ୍କର କୃପା ରହିଥାଏ। ଏହି ବ୍ୟକ୍ତି ମାନେ ଅଧିକ ଇମୋସ୍ନାଲ୍ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ଧର୍ମ କାର୍ଯ୍ୟ ରେ ନିୟୋଜିତ ଥାଆନ୍ତି। R ନାମ ର ବ୍ୟକ୍ତି ଙ୍କର ଉପରେ ମାତା ଙ୍କର ବିଶେଷ କୃପା ରହିଥାଏ। ଏମାନେ ଅନ୍ୟ ର ଖୁସି ରେ ନିଜେ ଖୁସି ହୋଇଥାନ୍ତି ଏବଂ ଅନ୍ୟ ର ଦୁଖ ରେ ଦୁଖୀ ହୋଇଥାନ୍ତି। ଏମାନେ ପ୍ରତ୍ୟେକ କାର୍ଯ୍ୟ କୁ ସଚ୍ଚୋଟପଣିଆ ରେ କରିଥାନ୍ତି।

S ନାମ

S ନାମ ର ବ୍ୟକ୍ତି ଙ୍କ ଉପରେ ମାତା ଙ୍କର ବିଶେଷ କୃପା ରହିଥାଏ । ଏହି ନାମ ର ବ୍ୟକ୍ତି ମାନେ ଖୁବ୍ ଦୟାଳୁ ହୋଇଥାନ୍ତି । ଏହି ବ୍ୟକ୍ତି ଙ୍କର ନିଜର ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ରହିଥାଏ। ଏମାନେ ଅନେକ ବଡ଼ ବଡ଼ ସମସ୍ୟା କୁ ସହଜରେ ସମାଧାନ କରିଥାନ୍ତି। ଏହି କାରଣ ରୁ ମାତା ଲକ୍ଷ୍ମୀ ଏହି ବ୍ୟକ୍ତି ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।