ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ମେଷ ରାଶି : ଘର ପରିବାରର ଜରୁରତ ଆପଣ ଠିକ ସମୟରେ ପୁରା କରିବେ । ମନ ପସନ୍ଦର ଜୀବନ ସାଥି ମିଳିବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣ ଅନ୍ୟ ପାଇଁ ଖରାପ ଚିନ୍ତା କରନ୍ତୁ ନାହି । ନିଜର ଖାଦ୍ଯ ଉପରେ ନିୟନ୍ତ୍ରଣ ରଖନ୍ତୁ । ପିତାଙ୍କ ସହଯୋଗ କାରଣରୁ ଆପଣ ଖାସ କାର୍ଯ୍ୟ ପୁରା କରିବେ । ଅଟକି ରହିଥିବା ଧନ ମିଳିବ ଓ ଆର୍ଥିକ ଠିକ ସ୍ଥିତି ରେ ସୁଧାର ଆସିବ । କୌଣସି ଖାସ ବନ୍ଧୁ ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଆଜି ଆପଣଙ୍କର ରଚନାତ୍ମକ କ୍ଷେତ୍ର ରେ ବୃଦ୍ଧି ହେବ ।
ବୃଷ ରାଶି : ଆଜି ଆପଣ ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ବ୍ୟାପାରରେ ଉନ୍ନତି ହେବାର ଆଶଙ୍କା ରହିଛି । ଲମ୍ବା ସମାଜରୁ ଚାଲି ଆସୁଥିବା ପାରିବାରିକ ବିବାଦ ଆଜି ଶେଷ ହେବ । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ଆଜି ପୁରା କରିବେ । ଛାତ୍ର ଙ୍କ ଆଜି ଦିନ ଟି ମେହନତ କରିବାକୁ ପଡିବ । ଅଧିକ ଗର୍ବ କରିଲେ ଆପଣଙ୍କର କ୍ଷତି ହେବ । ଆପଣ ପୁରା ଦିନ ଅଳ୍ପ ଭାବୁକ ରହିବେ । ଆପଣ ଯାହା ବି କରିବେ ପୁରା ମନରୁ କରିବେ ଏଥିପାଇଁ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ଅନୁକୂଳ ହେବ । ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତରର ରହିବେ ।
ମିଥୁନ ରାଶି : ପାର୍ଟନର ଙ୍କ ସହ କୌଣସି ଖାସ କଥା ଆଲୋଚନା କରିବେ । କାର୍ଯ୍ୟ କ୍ଷେତ୍ରରେ ସାକାରାତ୍ମକ ଊର୍ଜା ସହ କାର୍ଯ୍ୟ କରିବେ । ବିବେକ ଅନୁଯାୟୀ କାମ କରିଲେ ସଫଳତା ମିଳିବ । ପାରିବାରିକ ସମସ୍ଯା ଧୀରେ ଧୀରେ ସମାଧାନ ହେବ । ନିକଟରୁ କୌଣସି ଶୁଭ ଖବର ଆପଣଙ୍କ ମନ ପ୍ରସନ୍ନ ହେବ । ପଇସାକୁ ନେଇ ଧ୍ୟାନ ରଖନ୍ତୁ । ଆଜି ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଘରେ ଶାନ୍ତି ପୂର୍ଣ୍ଣ ମାହୋଲ ରହିବ । ଦୈନିକ କାର୍ଯ୍ୟ ସାମାନ୍ଯ ରହିବ ।
କର୍କଟ ରାଶି : ଯୋଜନା ଫଳପ୍ରଦ ହେବା କାରଣରୁ ଆପଣଙ୍କ ମନ ପ୍ରସନ୍ନ ହେବ । ଆଜି ଦିନରେ ଆପଣଙ୍କର ପରାକ୍ରମ ଓ ସାଶ ଖୁବ ବଢିବ । ସମାଜରେ ମାନ ସମାନ ମିଳିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଆଜି ଆପଣ ବାଣୀ ଦ୍ଵାରା କାହାକୁ କଠୋର ଶବ୍ଦ କୁହନ୍ତୁ ନାହି । ଆପଣଙ୍କୁ କିଛି ବରିଷ୍ଠ ବ୍ୟକ୍ତି ଙ୍କ ସହ ଖାସ ବିଷୟ ବସ୍ତୁ କୁ ନେଇ ଆଲୋଚନା କରିବାର ମୌକା ମିଳିବ । କୌଣସି ପୁରୁଣା ଉଧାର ରୁ ମୁକ୍ତି ପାଇବେ । କାର୍ଯ୍ୟ କ୍ଷେତ୍ର ରେ ଆଜି ଦିନଟି ଉଶ୍ଚାହ ପୂର୍ଣ୍ଣ ରହିବ ।
ସିଂହ ରାଶି : ଆଜି ଆପଣ ଚ୍ୟାଲେଞ୍ଜ କୁ ପାର କରି ଆଗକୁ ବଧୀବେ । ଆଜି ଆପଣ କାମ କାର୍ଯ୍ୟ ରେ ବଢିବା ସହ ସଫଳ ହେବେ । କାର୍ଯ୍ୟ ସମ୍ବଧିତ ଯାତ୍ରା ରେ ଆପଣଙ୍କୁ ଲାଭ ମିଳିବ । ଆଜି କାହା ସହ ବିବାଦ କରନ୍ତୁ ନାହି । ଶତ୍ରୁ ପକ୍ଷ ଙ୍କ ଠାରୁ ଆଜି ସାବଧାନ ରୁହନ୍ତୁ । ଲେନଦେନ ଓ ନିବେଶ ମାମଲା ରେ ସତର୍କ ରୁହନ୍ତୁ । ସହକର୍ମୀ ମାନଙ୍କ ସହ ସହଯୋଗ ମିଳିବ । ବ୍ୟାପାରୀ ମାନଙ୍କୁ ବଡ ଲାଭ ମିଳିବ । ଦାଂପତ୍ଯ ଜୀବନରେ ମଧୁରତ ଆସିବ ।
କନ୍ୟା ରାଶି : ଆଜି କରିଥିବା କୌଣସି ନିବେଶର ଫାଇଦା ଆପଣଙ୍କୁ ଆଗାମୀ ଦିନରେ ମିଳିବାକୁ ଯାଉଛି । ଧନ ସଞ୍ଚୟ କରିବା ପାଇଁ ସଠିକ ନିସ୍ପତି ନିଅନ୍ତୁ । ଆୟ ର ସ୍ରୋତ ବୃଦ୍ଧି ହେବାର ଯୋଗ ରହିଛି । କିନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ହେବ । ଆଜି ଅହଂକାର ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆପଣକର ଭରପୁର ଊର୍ଜା ଓ ଜବରଦସ୍ତ ଉସଚହ ସାକାରାତ୍ମକ ପରିଣାମ ଆଣିବ । ଯାହା ଆପଣଙ୍କ ଘରୋଇ ସମସ୍ଯା ଦୂର କରିବା ପାଇଁ ସହାୟକ ହେବ । ମନରେ ରୋମାନ୍ସ ଭରି ରହିବ । ଦୈନିକ କାର୍ଯ୍ୟ ନିୟମିତ ହେବ ।
ତୁଳା ରାଶି : ଆଜି ଅନେକ ମାମଲାରେ ଭାଗ୍ଯର ସହଯୋଗ ଆପଣଙ୍କୁ ସଂପୂର୍ଣ୍ଣ ଭାବେ ମିଳିବ । ମେହନତ ପରିଣାମ ଆପଣଙ୍କୁ ମିଳିବ । ବିଜେନ୍ସ ରେ ଲାଭର ସ୍ଥିତି ବଜାୟ ରହିବ । ଅଧୁର କାର୍ଯ୍ୟ ପୁରା କରିବା ପାଇଁ ଚେଷ୍ଟା କରିବେ । ଅଧିକ ଉଶ୍ଚାହ ହୁଅନ୍ତୁ ନାହି । ଆପଣ ନିଜର ବରିଷ୍ଠ ଓ ସହ କର୍ମୀ ମାନଙ୍କ ସମ୍ମାନ କରନ୍ତୁ । କୌଣସି ଅସହାୟ ବ୍ୟକ୍ତିଙ୍କ ସାହାଜ୍ଯ କରି ଆପଣ ଖୁସି ପ୍ରାପ୍ତ କରିବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ଯାହା ଦ୍ଵାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।
ବିଛା ରାଶି : ଆଜି ରାଜନୈତିକ କାର୍ଯ୍ୟ କଳାପ ରେ ସକ୍ରିୟତା ତେଜ ରହିବ । ବର୍ତ୍ତମାନ ସମୟ ଶୁଭ ଫଳ ପ୍ରଦାନ କରିବ । ଆଜି ଦିନରେ ଆପଣ ଆଳସ୍ୟ ତ୍ୟାଗ କରନ୍ତୁ ଓ ମିଳିବାକୁ ଯାଉଥିବା ଅବସର ର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ । ଆଜି ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ନିଯୋଜିତ ପରିଶ୍ରମ ଦ୍ଵାରା କାର୍ଯ୍ୟ ପୁରା ହେବାର ନାର ଆସୁଛି । ଲଭ ଲାଇଫ ରେ ଖୁସି ପୂର୍ଣ୍ଣ ରହିବ । ବ୍ୟର୍ଥ ଚିନ୍ତା କରନ୍ତୁ ନାହି । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ ରାଶି : ଆଜି ଆପଣଙ୍କୁ ସାବଧାନ ରହିବାର ଅବଶ୍ୟକତା ରହିଛି । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଆଜି ଦିନରେ ଧନ ଲେନଦେନ କରିବା ସମୟରେ ସତର୍କ ରୁହନ୍ତୁ । ନିଜ ଯୋଜନାକୁ କାର୍ଯ୍ୟକରି କରନ୍ତୁ । ଆପଣଙ୍କୁ କିଛି ପ୍ରଭାବଶାଳି ଲୋକ ଙ୍କ ସହଯୋଗ ମିଳିବ ଓ ଭଲ ପ୍ରଗତି ହେବ । ନିଜର ଅଧିକାର ର ଭୁଲ ପ୍ରୟୋଗ କରନ୍ତୁ ନାହି ଅନ୍ୟଥା କ୍ଷତି ହୋଇପାରେ । ସ୍ବଭାବ ଭଲ ରଖନ୍ତୁ । ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ । ପ୍ରେମ ଜୀବନରେ ସାଥି ଙ୍କ ସପୋର୍ଟ ପାଇବେ ।
ମକର ରାଶି : ଆଜି ଜମି, ଘର ତଥା ବହନ କ୍ରୟ କରିବା ପାଇଁ ଶୁଭ ଦିନ ରହିଛି । ଖାଦ୍ୟପେୟ ଉପରେ ଅବହେଳା କରନ୍ତୁ ନାହି । ବ୍ୟାପାର ମାମଲା ରେ ଦିନ ସୁଖଦ ବ୍ଯତୀତ ହେବ । ତରବର ହେଲେ କୌଣସି ଭୁଲ ହୋଇପାରେ ତେଣୁ ବୁଝି ବିଚାରୀ କାମ କରନ୍ତୁ । ଆୟ ସ୍ଥିର ରହିବ । ଭୌତିକ ସୁଖ ସୁବିଧା ପ୍ରାପ୍ତି ପାଇଁ ଧନ ମଧ୍ୟ ଖର୍ଚ୍ଚ କରିବେ । ଆପଣ ପରିବାର ଲୋକଙ୍କ ସହଯୋଗ ପାଇବେ । ନିଜ ବାଣୀ ଉପରେ ସଂଯମ ରଖନ୍ତୁ ଅନ୍ୟଥା କାର୍ଯ୍ୟ ବିଗିଡି ଯାଇପାରେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ ।
କୁମ୍ଭ ରାଶି : କାର୍ଯ୍ୟ ର ଅଧିକ ଭାର ଆପଣଙ୍କ ଉପରେ ପଡିପାରେ । ଆଖ ପାଖର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପୂର୍ବ ରୁ ଯେଉଁ ଯୋଜନା କରି ରଖିଛନ୍ତି ତାହା କାର୍ଯ୍ୟକରି କରନ୍ତୁ । କୌଣସି ଶୁଭ କାର୍ଯ୍ୟ ର ଚର୍ଚ୍ଚା ହୋଇପାରେ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବା କରିବା ପାଇଁ ଶୁଭ ସମୟ ରହିଛି । ନୂଆ ବସ୍ତ୍ର ଓ ଆଭୁଷଣ କ୍ରୟ କରିବାରେ ଅଧିକ ଧନ ଖର୍ଚ୍ଚ ହେବ । ଘରେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆପଣ ସବୁ କ୍ଷେତ୍ର ରେ ସକ୍ରିୟ ହେବେ ।
ମୀନ ରାଶି : ଆଜି ଅନ୍ୟ ମାନଙ୍କୁ ସହଯୋଗ କରିଲେ ଆପଣ ମାନସିକ ସୁଖ ପାଇବେ । ସ୍ଥାନ ପରିବର୍ତ୍ତନ କରିବାର ଯୋଜନା ସଫଳ ହେବ । ଘର ପରିବାର ରେ ହର୍ଷ ମଙ୍ଗଳମୟ ପରିବର୍ତ୍ତନ ସିଦ୍ଧି ହେବ । ଆପଣ ମାଙ୍ଗଳିକ କାର୍ଯ୍ୟ ରେ ସାମିଲ ହେବେ । କୃଷି କ୍ଷେତ୍ର ରେ ଜଡିତ ଲୋକଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିବ । ଯାତ୍ରା ରେ ଲାଭ ମିଳିବାର ସମ୍ଭାବନା ରହିଛି । ଖେଳ ସହ ଜଡିତ ଲୋକ ଙ୍କ ପାଇଁ ସମୟ ଶ୍ରେଷ୍ଠ ଅଟେ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ସମାଜରେ ପ୍ରତିଷ୍ଠା ଓ ଯଶ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।