ଘରେ ଚେମେଣିଆ ପଶିଲେ କେଉଁ ସମସ୍ଯା ଦେଖା ଦେଇଥାଏ ? ଏହା ସହ ଜାଣନ୍ତୁ ଆହୁରି 20ଟି ଶାସ୍ତ୍ର ବର୍ଣ୍ଣିତ Anuchinta

ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମମାନ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଆମେ ସୁଖୀ ଓ ଧନବାନ ହୋଇଥାଉ । ଆସନ୍ତୁ ଜାଣିବା ଏହିପରି କିଛି ଅନୁଚିନ୍ତା ବିଷୟରେ । ସୂର୍ଯ୍ୟ ଉଦୟ ହେବା ପରେ ଶୋଇ ରହିବା ଉଚିତ ନୁହେଁ କିମ୍ବା ପରିବାରର କାହାକୁ ଶୋଇ ରହିବାକୁ ଦେବା ଅନୁଚିତ । ଏହା ଅଶୁଭ ହୋଇଥାଏ ଏବଂ ଧନହାନିର ସମ୍ଭାବନା ଦେଖା ଦେଇଥାଏ । ଘରକୁ ଆସିଥିବା ଅତିଥିଙ୍କୁ ଆଦର ଶକ୍ତକର ନ କରିବା ଅଶୁଭ ହୋଇଥାଏ ଏବଂ ଧନହାନି ଦେଖାଦେବା ସହ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇ ନଥାଏ ।

ପ୍ରତ୍ଯେକ କଥାରେ ମିଛ କହିବା ମିଛର ସାହାର ନେବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ଓ ଆର୍ଥିକ ସଙ୍କଟ ଦେଖା ଦେବା ସହ ଧନହାନି ହୋଇଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ କରି ନଥାନ୍ତି କିମ୍ବା ପରସ୍ପରକୁ ଅପଶବ୍ଦ କହିଥାନ୍ତି ସେଠାରେ ଆର୍ଥିକ ସଙ୍କଟ ଦେଖାଦେବାସହ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି ରହୁଥିବା ଘର ଉତ୍ତର ରୂପେ ସଫା କରାଯାଏ ନାହିଁ କିମ୍ବା ଅଳିଆ ଆବର୍ଜନା ରହିଥାଏ ତେବେ ଅଶୁଭ ହୋଇଥାଏ ଏବଂ ଘରେ ଆର୍ଥିକ ସଙ୍କଟ ଦୂର ହୋଇପାରି ନଥାଏ ।

ଘରେ ଝାଡୁକୁ ଖୋଲା ସ୍ଥାନରେ ରଖିବା ଦ୍ଵାରା ସମସ୍ତଙ୍କ ଦୃଷ୍ଟି ଝାଡୁ ଉପରେ ପଡିଥାଏ, ଯଦ୍ୱାରା ଅଶୁଭ ହେବା ସହ ଧନହାନିର କାରଣ ହୋଇଥାଏ । ତେଣୁ ଝାଡୁକୁ ଲୁଚାଇ କରି ରଖିବା ଶୁଭପ୍ରଦ ହୋଇଥାଏ । ଘର କିମ୍ବା ବ୍ୟବସାୟ ସ୍ଥଳର ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ଟାଙ୍ଗିବା ଦ୍ଵାରା ଅଶୁଭ ହୋଇଥାଏ ଏବଂ ଧନର ଅଭାବ ଦେଖାଦେବା ସହ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ ।

ଘରେ କେବେବି କୌଣସି ପ୍ରକାରର ବଡ ବଡ ପଥର ରଖିବା ନୁହେଁ । ଏହା ଅଶୁଭ ହେବାସହ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ । ଘରର ମୁଖ୍ୟଦ୍ଵାର ସଡକ ଠାରୁ ନୀଚ ହେବା ଅଶୁଭ ହୋଇଥାଏ ଏବଂ କୀବାନରେ ବିଭିନ୍ନ ସମସ୍ଯା ଦେଖାଦେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ । ଘର ଭିତରେ କିମ୍ବା ବାହାରେ କେବେବି କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଆର୍ଥିକ ସଙ୍କଟ ଦେଖା ଦେଇଥାଏ ଏବଂ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।

ଘରପାଖରେ କୌଣସି ବଡ ଗଛ ରଖିବା ଉଚିତ ନୁହେଁ, ଯେପରି ତା’ର ଛାଇ ଘର ଉପରେ ପଡୁଥିବ । ଏହାଦ୍ବାରା ଅଶୁଭ ହେବାସହ ଆର୍ଥିକ ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ । ଘରେ କେବେବି ଓସ୍ତ ଗଛ ରଖିବା ଉଚିତ ନୁହେଁ କିମ୍ବା ଘର ପାଖରେ ଲଗାଇବା ଅନୁଚିତ । ଏହାଦ୍ବାରା ଧନହାନିର ସମ୍ଭାବନା ଦେଖା ଦେଇଥାଏ । ପାଖରେ କେବେବି ଫାଟିଥିବା ମନିପର୍ସ ରଖିବା ଉଚିତ ନୁହେଁ, ଏହା ମଧ୍ୟ ଅଶୁଭ ହେବାସହ ନକରାତ୍ମକତା ବୃଦ୍ଧି ପାଇଥାଏ ।

ଚିରା କିମ୍ବା ଫାଟିଥିବା ପକେଟଯୁକ୍ତ ପ୍ଯାଣ୍ଟ ମଧ୍ୟ ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଆର୍ଥିକ ସମସ୍ଯା ଦେଖାଦେବାର ସମ୍ଭାବନା ରହିଥାଏ । ପାଖରେ କେବେବି ଚିରାଫଟା ନୋଟ ରଖିବା ଉଚିତ ନୁହେଁ । ଏହା ମଧ୍ୟ ଅଶୁଭ ହେବାସହ ଆର୍ଥିକ ସମସ୍ଯା ଦେଖାଦେବାର ସମ୍ଭାବନା ବଢିଥାଏ । ଘରର ମୁଖ୍ୟଦ୍ଵାରରେ କିମ୍ବା ଦ୍ଵାରବନ୍ଧରେ କେବେବି ବସିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ଦେଖା ଦେଇଥାଏ ।

ଘରେ ଯଦି ଚେମେଣିଆ ଚଢେଇ ପ୍ରବେଶ କରନ୍ତି ତେବେ ଦୁର୍ଭାଗ୍ୟ ଦେଖାଦେବାର ସଂକେତ ହୋଇଥାଏ । ଏହାସହ ଦାରିଦ୍ର୍ୟତା ଏବଂ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବାର ମଧ୍ୟ ସଂକେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।